ହାଇକୋର୍ଟରେ ଦଶହରା ମାମଲା: ଯେତିକି ଉଚ୍ଚର ମୂର୍ତ୍ତି ହୋଇଛି, ସେତିକି ରହିବ
କଟକ ଅଫିସ,୧୭।୯: ଦଶହରାରେ ମୃଣ୍ମୟୀ ମୂର୍ତ୍ତି ନିର୍ମାଣକୁ ନେଇ ଲାଗିଥିବା ବିବାଦରେ ହାଇକୋର୍ଟ ବୁଧବାର ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ଯେଉଁ ପୂଜା କମିଟି ଯେତିକି ଉଚ୍ଚତାର ମୃଣ୍ମୟୀ ମୂର୍ତ୍ତି ନିର୍ମାଣ କରିଛନ୍ତି, ସେତିକି ଉଚ୍ଚତା ପର୍ଯ୍ୟନ୍ତ ଅନୁମତି ମିଳିବ। ଏ ନେଇ…
ଖାଲି ପଡ଼ିଛି ସୁପର ସ୍ପେଶିଆଲିଟି ପିଜି ସିଟ୍
କଟକ ଅଫିସ,୧୬।୯:ମେଡିକାଲ ପାଠ୍ୟକ୍ରମର ସର୍ବୋଚ୍ଚ ଡିଗ୍ରୀ ଏମ୍.ସିଏଚ୍(ମାଷ୍ଟର ଅଫ୍ ଚିରାଜି) ଏବଂ ଡିଏମ୍(ଡକ୍ଟର ଅଫ୍ ମେଡିସିନ) ପଢିବା ପାଇଁ ମେଡିକାଲ ଛାତ୍ରୀଛାତ୍ରଙ୍କ ଆଗ୍ରହ କମିବାରେ ଲାଗିଛି। ଫଳରେ ଏବେ ରାଜ୍ୟରେ ବିଭିନ୍ନ ମେଡିକାଲ କଲେଜର ସୁପର୍ ସ୍ପେଶିଆଲିଟି ବିଭାଗରେ ଏସବୁ ପିଜି…
ନନ୍ଦନକାନନ: ଭାଲୁ ଆରତି ଅସୁସ୍ଥ
ବାରଙ୍ଗ,୧୬।୯(ଡି.ଏନ୍.ଏ): ପ୍ରାଣୀ ଉଦ୍ୟାନ ନନ୍ଦନକାନନର ଭାଲୁ ସଫାରିରେ ଥିବା ଭାଲୁ ଆରତି ଅସୁସ୍ଥ ହୋଇଥିବା ଜଣାପଡ଼ିଛି। ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ ପାଇଁ ଏହି ଭାଲୁଟିକୁ ସୋମବାର ନନ୍ଦନକାନନରେ ଥିବା ଡାକ୍ତରଖାନା ନିଆଯାଇଛି। ଏହାସହ ତା’ ସ୍ବାସ୍ଥ୍ୟରେ ଅବନତି ଘଟିବାରୁ ଆଇସିୟୁରେ ଭର୍ତ୍ତି କରାଯାଇଛି।…
କଟକ ସହରରୁ ଆଉ ୨୪୦ କରୋନା ପଜିଟିଭ ଚିହ୍ନଟ
କଟକ ଅଫିସ, ୧୫।୯: କଟକ ଜିଲାରୁ ମଙ୍ଗଳବାର ଆଉ ୩୫୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨୪୦ ଜଣ କଟକ ସହରର ବୋଲି ସିଏମ୍ସି ପକ୍ଷରୁ ଟୁଇଟ୍ ଯୋଗେ ସୂଚନା ଦିଆଯାଇଛି। ସେମାନଙ୍କ ମଧ୍ୟରୁ ୯୨ ଜଣ…
ଆଶୀର୍ବାଦଙ୍କୁ କ୍ଲିନ୍ଚିଟ୍
କଟକ ଅଫିସ,୧୫।୯: ରାଜ୍ୟ କ୍ରୀଡାର ବରିଷ୍ଠ ସଙ୍ଗଠକ ଆଶୀର୍ବାଦ ବେହେରାଙ୍କୁ ସୁପ୍ରିମ୍କୋର୍ଟ କ୍ଲିନ୍ଚିଟ୍ ଦେଇଛନ୍ତି। ଓଡ଼ିଶା ଅଲିମ୍ପିକ ଆସୋସିଏଶନ(ଓଓଏ) ପକ୍ଷରୁ ବିବାଦୀୟ ଜମି ଉପରେ ଦୋକାନ ଗୃହ, କଲ୍ୟାଣ ମଣ୍ଡପ ନିର୍ମାଣକୁ ନେଇ ସିବିଆଇ ଜାଲରେ ଆଶୀର୍ବାଦ ଛନ୍ଦି ହୋଇଥିଲେ। ପରବର୍ତ୍ତୀ…
ଶିଶୁ ସାହିତି୍ୟକ ନଦିଆ ବିହାରୀ ମହାନ୍ତିଙ୍କ ପରଲୋକ
କଟକ ଅଫିସ,୧୫।୯: ପ୍ରଖ୍ୟାତ ଶିଶୁ ସାହିତି୍ୟକ ନଦିଆ ବିହାରୀ ମହାନ୍ତି(୯୦)ଙ୍କର ସୋମବାର ପରଲୋକ ଘଟିଛି। ସେ କରୋନାରେ ଆକ୍ରାନ୍ତ ହୋଇ ଦୁଇଦିନ ତଳେ ମଙ୍ଗଳାବାଗର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ସେଠାରେ ଅପରାହ୍ନ ୨ଟା ୨୦ ମିନିଟ୍ରେ ପରଲୋକ ହୋଇଛି।…
ଘିଅ କମ୍ପାନୀ ଉପରେ ଚଢ଼ାଉ, ୧୪୪୮ କିଲୋରୁ ଅଧିକ ନକଲି ଗୁଆଘିଅ, ସସ୍ ଜବତ
ଚୌଦ୍ୱାର,୧୪।୯(ଡି.ଏନ.ଏ): କଟକ ଜିଲା ଚୌଦ୍ୱାର ଥାନା ଅନ୍ତର୍ଗତ ପୌରପାଳିକା ୯ ନମ୍ବର ୱାର୍ଡ ସ୍ଥିତ ବାଳିକା ଉଚ୍ଚ ବିଦ୍ୟାଳୟ ନିକଟ ରାସ୍ତାରେ ଥିବା ଏକ ନକଲି ଘିଅ ଓ ସସ୍ କମ୍ପାନୀ ଉପରେ ଚୌଦ୍ୱାର ପୋଲିସ ଚଢ଼ାଉ କରିଛି। ଏହି କମ୍ପାନୀ…
ନକଲି ପୂଜା ସାମଗ୍ରୀ ତିଆରି କାରଖାନା ଠାବ: ବିପୁଳ ପରିମାଣର ଜିନିଷ ଜବତ, ମାଲିକ ଗିରଫ
କଟକ ଅଫିସ,୧୩ା୯: ମାଲଗୋଦାମ ଥାନା ଅଧୀନ ରାଣୀହାଟ କେନାଲରୋଡ ଚମଡା ଗୋଦାମ ଗଳିରେ ଥିବା ନକଲି ପୂଜା ସାମଗ୍ରୀ ତିଆରି କାରଖାନାକୁ ଶନିବାର ପୋଲିସ ଠାବ କରିଛି। ସେଠାରେ ଥିବା ବିପୁଳ ପରିମାଣର ସାମଗ୍ରୀ ଜବତ କରାଯାଇଛି। ଏହି ଘଟଣାରେ କାରଖାନା…
ମହାନଦୀ ମଝି ପଠାରେ ହାତୀପଲ
ନାରାଜ,୧୨।୯(ଡି.ଏନ୍.ଏ.): କଟକ ଜିଲା ଭଗିପୁର ନିକଟ ମହାନଦୀ ପଠାରେ ହାତୀପଲ ଶନିବାର ସକାଳୁ ଦେଖିବାକୁ ମିଳିଛି। ଶୁକ୍ରବାର ରାତିରେ ଆଠଗଡ଼ ବନଖଣ୍ଡରୁ ପ୍ରାୟ ୧୫ରୁ ଅଧିକ ହାତୀ ମହାନଦୀ ପାର ହୋଇ ଚନ୍ଦକା ବନଖଣ୍ଡକୁ ଯିବା ସମୟରେ ଭଗିପୁର ନିକଟ ମହାନଦୀର…
କ୍ଷେତ୍ର ପରିଦର୍ଶନକୁ ନା
କଟକ ଅଫିସ,୧୨। ୯: କଟକ ଜିଲାରେ ଜଣେ ପ୍ରାଣୀଧନ ନିରୀକ୍ଷକଙ୍କ କରୋନା ଜନିତ ମୃତ୍ୟୁ ହୋଇଥିବା ଆଶଙ୍କା କରି ଜିଲା ପ୍ରାଣୀଧନ ନିରୀକ୍ଷକ ସଂଘ କ୍ଷେତ୍ର ପରିଦର୍ଶନ କାମ ଆସନ୍ତା ୧୨ତାରିଖରୁ ବର୍ଜନ କରିବାକୁ ନିଷ୍ପତ୍ତି ନେଇଛି। ଶୁକ୍ରବାର ଜିଲା ପ୍ରାଣୀଧନ…
ପରଲୋକରେ ଲୋକପ୍ରିୟ ଯାତ୍ରା କଳାକାର ‘ଭିକୁ ସେଠ୍’
ଚୌଦ୍ୱାର,୧୨।୯(ଡି.ଏନ୍.ଏ.): ପରଲୋକରେ ଲୋକପ୍ରିୟ ଯାତ୍ରା କଳାକାର ଭିକୁ ସେଠ୍ ଓରଫ ମହେନ୍ଦ୍ର ଦାସ। ଶନିବାର ସକାଳେ ଛାତିରେ ଯନ୍ତ୍ରଣା ହେବା ପରେ ଚୌଦ୍ୱାରରୁ କଟକ ନେବା ବାଟରେ ତାଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ତେବେ ମୃତ୍ୟୁ ବେଳକୁ ତାଙ୍କୁ ୫୫…
ଏସ୍ଆର୍ସିଙ୍କ ପୂଜା ଗାଇଡ୍ଲାଇନ୍କୁ ଚ୍ୟାଲେଞ୍ଜ
କଟକ ଅଫିସ,୧୨। ୯: ରାଜ୍ୟ ସରକାରଙ୍କ ସ୍ବତନ୍ତ୍ର ରିଲିଫ୍ କମିଶନର(ଏସ୍ଆର୍ସି)ଙ୍କ ପୂଜା ଗାଇଡ୍ଲାଇନକୁ ଚ୍ୟାଲେଞ୍ଜ କରି ଶୁକ୍ରବାର ହାଇକୋର୍ଟରେ ଏକ ମାମଲା ରୁଜୁ ହୋଇଛି। ବାଲୁବଜାର ପୂଜା କମିଟି ପକ୍ଷରୁ ଏହି ମାମଲା ରୁଜୁ ହୋଇଥିବାବେଳେ ଏଥିରେ ସହରର ଅନ୍ୟ ୨୪ଟି…
Archives


