କଟକ

ମା’ ହେଲା ଧଳାବାଘୁଣୀ ମୌସୁମୀ, ଦୁଇ ଛୁଆକୁ ଦେଲା ଜନ୍ମ, ହୋଇପାରିନି ଲିଙ୍ଗ ନିର୍ଣ୍ଣୟ

ବାରଙ୍ଗ,୮ା୬(ଲିଙ୍ଗରାଜ ରାଉତ): ନନ୍ଦନକାନନ ପ୍ରାଣୀଉଦ୍ୟାନରେ ଶନିବାର ରାତିରେ ଦୁଇଟି ପର୍ଯ୍ୟାୟରେ ୨ଟି ଛୁଆକୁ ଜନ୍ମ ଦେଇଛି ଧଳା ବାଘୁଣୀ ମୌସୁମୀ। ପ୍ରଥମ ଛୁଆ ଶନିବାର ରାତି ୯:୧୫ ଏବଂ ଦିତୀୟ ଛୁଆ ରାତି ୧୧:୦୩ ସମୟରେ ଏନ୍‌କ୍ଲୋଜର ୨୮-ବି’ରେ ଜନ୍ମ ଦେଇଛି।…

୬ ମହଲାରୁ ପଡ଼ି ଚାଲିଗଲା ଶ୍ରମିକଙ୍କ ଜୀବନ

କଟକ,୭।୬: ଶୈଳବାଳା ମହିଳା ମହାବିଦ୍ୟାଳୟର କ୍ୟାମ୍ପସ ନିର୍ମାଣ ବେଳେ ଶନିବାର ଏକ ଅଘଟଣ ଘଟିଛି। ନିର୍ମାଣାଧୀନ ୬ ମହଲା କୋଠାରୁ ଖସି ପଡ଼ି ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଶ୍ରମିକ ଜଣକ ବାହାର ରାଜ୍ୟର ହୋଇଥିବା ସୂଚନା ମିଳିଛି। ମିଳିଥିବା ସୂଚନା…

୪ ଦିନ ହେଲା ଭଡ଼ା ନେଇ ରହିଥିଲେ: ବନ୍ଦ ଘରୁ ମିଳିଲା ଯୁବତୀ-ଯୁବକଙ୍କ ମୃତଦେହ, ସମ୍ପର୍କୀୟ କହିଲେ…

ସାଲେପୁର,୭।୬: କଟକ ଜିଲା ମାହାଙ୍ଗା ଥାନା ଖନ୍ଦୋଳ ଗାଁରେ ଶନିବାର ଏକ ଅଭାବନୀୟ ଘଟଣା ସାମ୍‌ନାକୁ ଆସିଛି। ଏକ ବନ୍ଦ ଘରୁ ଯୁବତୀ-ଯୁବକଙ୍କ ଝୁଲନ୍ତା ମୃତଦେହ ପୋଲିସ ଜବତ କରିଛି। ମିଳିଥିବା ସୂଚନା ମୁତାବକ, ଗାଁର କ୍ଷୀରୋଦ ଲେଙ୍କାଙ୍କ ଘରେ ଗତ…

ଶୋଇଥିବାବେଳେ ଘର ଉପରକୁ ବୋମାମାଡ଼: ଗାଁ ଧୂଆଁମୟ

ବାଙ୍କୀ,୭ା୬: ଶୋଇଥିବାବେଳେ ଘର ଉପରକୁ ବୋମାମାଡ଼ କରିଛନ୍ତି ଦୁର୍ବୃତ୍ତ। ଏପରି ଘଟଣା ଘଟିଛି କଟକ ଜିଲା ବାଙ୍କୀ ମହଙ୍ଗା ଗୋପାଳପୁର ଗାଁରେ। ଏହି ଗାଁରେ ୩ଟି ବୋମାମାଡ଼ ହୋଇଛି। ଫଳରେ ଗାଁ ଧୂଆଁମୟ ହୋଇଯାଇଥିଲା। ବୋମାମାଡ଼ରେ ଭାଙ୍ଗିଲା ଘରର କବାଟ ଝରକା…

ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଗାଡ଼ିକୁ ମୁହାଁମୁହିଁ ଧକ୍କା ଦେଲା ଅନ୍ୟ ଏକ ଗାଡ଼ି

ବାରଙ୍ଗ,୬ା୬(ଲିଙ୍ଗରାଜ ରାଉତ): ବାରଙ୍ଗ ଥାନା ଅନ୍ତର୍ଗତ ଷଣ୍ଢପୁର ବଜାର ନିକଟରେ ରାଜ୍ୟ ଯୋଗାଣ ମନ୍ତ୍ରୀଙ୍କ ଗାଡ଼ି ସହିତ ଗୋଟିଏ ଟ୍ରକ୍‌ ଧକ୍କା ହୋଇଛି। ଫଳରେ ଅଳ୍ପକେ ବର୍ତ୍ତିଯାଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ପ୍ରକାଶ ଯେ, ଶୁକ୍ରବାର ପୂର୍ବାହ୍ନରେ ରାଜ୍ୟ ସରକାରଙ୍କ…

ପୋଲିସର ଥାର୍ଡ ଡିଗ୍ରୀ: ମୁହଁ ଖୋଲିଲେ ଯୁବକ, କହିଲେ ମୋତେ ମାଡ଼ ମାରିବା ସହ…

କଟକ,୧ା୬: କଟକ SCB ମେଡିକାଲରେ ଯୁବକଙ୍କୁ ପୋଲିସ ମାଡ଼ ମାରିବା ଘଟଣାରେ ମାଡ଼ ଖାଇଥିବା ଯୁବକ ଆଶୁତୋଷ ସ୍ବାଇଁ ଆଣିଛନ୍ତି ସାଂଘାତିକ ଅଭିଯୋଗ। ପୋଲିସ କର୍ମଚାରୀ ଲାଇନ ଭାଙ୍ଗି ଟିକେଟ୍‌ କରୁଥିଲେ। ମୁଁ ପ୍ରତିବାଦ କରିବାରୁ ଗାଳି ଦେବା ସହ ମାଡ଼…

ବିଳମ୍ବରେ ଅଫିସ୍‌ ଆସିବା ମହଙ୍ଗା ପଡ଼ିଲା: ୧୫ କର୍ମଚାରୀଙ୍କ ଦିନକର ଦରମା ବନ୍ଦ

କଟକ,୩୧ା୫(କାର୍ତ୍ତିକ ସାହୁ):ବିଳମ୍ବରେ ଅଫିସ ଆସିବା ମହଙ୍ଗା ପଡ଼ିଲା। କଟକ ଉନ୍ନୟନ କର୍ତ୍ତୃପକ୍ଷ (ସିଡିଏ)ର ଅରୁଣୋଦୟ ନଗରସ୍ଥିତ କାର୍ଯ୍ୟାଳୟର ୧୫ଜଣ କର୍ମଚାରୀଙ୍କ ଗୋଟିଏ ଦିନର ଦରମା ବନ୍ଦ କରାଯାଇଛି। ସିଡିଏ ସଚିବ ଶ୍ୱେତ କୁମାର ଦାଶ ଶୁକ୍ରବାର ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା…

୧୦ ଓ୍ବାର୍ଡ ସଭ୍ୟାସଭ୍ୟ ଡାକରେ ପଠାଇାବେ ଇସ୍ତଫାପତ୍ର

କଟକ ସଦର,୨୯ା୫(ସୁଶାନ୍ତ କୁମାର ଜେନା): କଟକ ସଦର ବ୍ଲକ ଅନ୍ତର୍ଗତ ପରମହଂସ ପଞ୍ଚାୟତର ୧୦ ଜଣ ଓ୍ବାର୍ଡ ସଭ୍ୟାସଭ୍ୟ ସେମାନଙ୍କର ଇସ୍ତଫାପତ୍ର ପ୍ରଦାନ ପାଇଁ ଗୁରୁବାର କଟକ ସଦର ବିଡିଓଙ୍କୁ ଭେଟିଥିଲେ। ମାତ୍ର ଇସ୍ତଫା ସିଧାସଳଖ ବ୍ଲକରେ ନ ଦେଇ ସରପଞ୍ଚଙ୍କୁ…

ଭିଡ଼ିବା ବେଳେ ଫୁଟିଲା ବୋମା, ଗୁରୁତରଜଣଙ୍କ ବାଲାଂଦେଶୀ ଅନୁପ୍ରବେଶକାରୀ ହୋଇଥିବା ସନ୍ଦେହ

ନିଶ୍ଚିନ୍ତକୋଇଲି,୨୯।୫ (ଅଶୋକ କୁମାର ମହାପାତ୍ର ): ବୋମା ଭିଡ଼ୁଥିବା ସମୟରେ ଭୟଙ୍କର ବିସ୍ଫୋରଣ। ବିସ୍ଫୋରଣର ତୀବ୍ରତା ଏତେ ଭୟଙ୍କର ଥିଲା ଯେ କୋଠା ଘରର ଲୁହା ସଟର ଭାଙ୍ଗିବା ସହିତ ସିମେଣ୍ଟ କାନ୍ଥ ବି ଭାଙ୍ଗିଛି। ସେହିଭଳି ଘର ଭିତରେ ଥିବା…

ପୁଣି ଆକାଶରେ ଡ୍ରୋନ୍‌: ଗୋଟିଏ କି ଦୁଇଟି ନୁହେଁ ଏକାବେଳକେ ୧୦ରୁ ଅଧିକ , ଏବେ ସବୁ ଛାନିଆ

କଟକ,୨୮।୫: ପୁଣି ଆକାଶରେ ଡ୍ରୋନ୍‌। ଗୋଟିଏ କି ଦୁଇଟି ନୁହେଁ ଏକାବେଳକେ ୧୦ରୁ ଅଧିକ ଡ୍ରୋନ୍‌। ଯାହାକୁ ଦେଖି ଲୋକେ ଛାନିଆ। ଏଭଳି ଘଟଣା ଦେଖିବାକୁ ମିଳିଛି କଟକ ଜିଲା ବାରଙ୍ଗ ଥାନା ରତାଗଡ଼ ଗାଁରେ। ଡ୍ରୋନ ଆତଙ୍କରେ ପୁରା ଗାଁ…

ପାଟ୍ରୋଲିଂ ବେଳେ ପୋଲିସ ଗାଡ଼ିକୁ ଟେକାପଥର ମାଡ଼

ବାଙ୍କୀ,୨୬ା୫: କଟକ ଜିଲା ବାଙ୍କୀର ବୈଦେଶ୍ୱର ଥାନାର ପାଟ୍ରୋଲିଂ ଗାଡ଼ି ଉପରକୁ ଦୁର୍ବୃତ୍ତମାନେ ଟେକାପଥର ମାଡ଼ କରିଛନ୍ତି। କାଳିପୋଇ ପଞ୍ଚାୟତରୁ ଚଢ଼େଇବନ୍ଧ ଗାଁକୁ ପାଟ୍ରୋଲିଂ ପାଇଁ ଗଲା ବେଳେ ଏହି ଢେଲାମାଡ଼ ହୋଇଛି। ଫଳରେ ପୋଲିସ ଭ୍ୟାନ୍‌ର ପଛପଟ କାଚ ଭାଙ୍ଗି…

ପାକିସ୍ତାନ ଜିନ୍ଦାବାଦ କହି ବନ୍ଧା ହେଲେ ୨ ଓଡ଼ିଆ ଯୁବକ

କଟକ,୨୫ା୫: ପାକିସ୍ତାନ ଜିନ୍ଦାବାଦ ନାରା ଦେଇ ଦୁଇ ଓଡ଼ିଆ ଯୁବକ ଗିରଫ ହୋଇଛନ୍ତି। ଏହି ଦୁଇ ଯୁବକ ହେଲେ କଟକ ଚାଉଳିଆଗଞ୍ଜ ପୋଲିସ ମହାନଦୀ ବିହାର ଅଞ୍ଚଳର ସୌରଭ ସାହୁ ଏବଂ ଗୌତମ କୁମାର ଲେଙ୍କ। ଏନେଇ ଏସିପି କୃଷ୍ଣଚନ୍ଦ୍ର ସେଠୀ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri