ଘର ଭିତରୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ଉଦ୍ଧାର ହେଲେ ମହିଳା
ସାଲେପୁର,୨।୯: କଟକ ଜିଲା କଂକ୍ରେଇଲୋ ଗାଁରେ ମଙ୍ଗଳବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଘର ଭିତରୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ଜଣେ ମହିଳାଙ୍କୁ ଉଦ୍ଧାର କରାଯାଇଛି। ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମହଳାଙ୍କ ଦେହରେ କିପରି ନିଆଁ…
ଚଳନ୍ତା କାର୍ ଉପରେ ଭାଙ୍ଗିପଡ଼ିଲା ଗଛ ଡାଳ: ଆଉ ତା’ପରେ…
କଟକ ସଦର,୨।୯(ସୁଶାନ୍ତ କୁମାର ଜେନା): କଟକ ସଦର ଅଞ୍ଚଳରେ ମଙ୍ଗଳବାର ସକାଳୁ ଝିପିଝିପି ବର୍ଷା ଲାଗିରହିଛି। ଆଜି ଦିନ ୧୦ଟାରେ କଟକ-ପାରାଦୀପ ଏନଏଚ ୫୫ର ନାହାଭଙ୍ଗା ନିକଟରେ ଏକ ବଡ ଆକାଶି ଗଛ ଭାଙ୍ଗି ପଡିଥିଲା। ଫଳରେ ଗଛର ମୋଟା ଡାଳ…
କଟକ ରେଲ୍ଓ୍ବେ ଷ୍ଟେଶନରେ ଭୁଶୁଡ଼ିଲା ଛାତ, ଟ୍ରେନ୍ ଚଳାଚଳରେ ବିଳମ୍ବ
କଟକ,୨୭ା୮: କଟକ ରେଲଓ୍ବେ ଷ୍ଟେଶନରେ ଭୁଶୁଡ଼ି ପଡ଼ିଛି ନିର୍ମାଣାଧୀନ ଛାତ। ପ୍ଲାଟଫର୍ମ ୧ରେ ଏହି ଛାତଟି ଭୁଶୁଡ଼ି ପଡ଼ିଛି। ଉପର ସେଡ୍ର କିଛି ଅଂଶ ମଧ୍ୟ ଟ୍ରାକ୍ ଉପରେ ପଡ଼ିଛି। ଶ୍ରମିକ ଓ ଯାତ୍ରୀଙ୍କର କ୍ଷତି ହୋଇଛି ନା ନାହିଁ ସ୍ପଷ୍ଟ…
କାହିଁକି ସୋଫିଆ କଟକ ପାଇଁ ଦୁର୍ଭାଗ୍ୟ, କହିଦେଲେ…
କଟକ,୨୬।୮:ସିଏମ୍ସି ମେୟର ସୁବାସ ସିଂଙ୍କୁ ନ ଡାକି କମିଶନର ଓ ଅଧିକାରୀଙ୍କ ସହ ସମୀକ୍ଷା ବୈଠକ କଲେ ବିଧାୟିକା ସୋଫିଆ ଫିର୍ଦ୍ଦୋଶ। ତାଙ୍କୁ ମେୟରଙ୍କ ବିଷୟରେ ପଚାରିବାରୁ ସେ କହିଛନ୍ତି, କି ମେୟର କାମ କରି ପାରୁନାହାଁନ୍ତି। ମେୟର କଟକ ସହରକୁ…
ସାଲେପୁରକୁ ଏନ୍ଏସି ଘୋଷଣା ବାଦ୍ ପ୍ରତିବାଦରେ ତାତିଲା କଂଗ୍ରେସ, ତହସିଲ କାର୍ଯ୍ୟାଳୟ ସମ୍ମୁଖରେ…
ସାଲେପୁର,୨୫ା୮(ଅରବିନ୍ଦ ଭୂୟାଁ): ସାଲେପୁରକୁ ଏନ୍ଏସି ଘୋଷଣାରୁ ବାଦ୍ ଦେବା ପ୍ରତିବାଦରେ ସୋମବାର ତାତିଛି କଂଗ୍ରେସ। ଦଳ ପକ୍ଷରୁ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। କଂଗ୍ରେସ ନେତା ଆକ୍ୟୁବ୍ ଖାଁଙ୍କ ନେତୃତ୍ୱରେ ମଧୁମଣ୍ଡପ ପାଖରୁ ଏକ ରାଲି ବାହାରି ସାଲେପୁର…
ପିଲାଙ୍କୁ ବିଦ୍ୟାଳୟରେ ଆଣ୍ଠେଇ ଦେଲେ ଶିକ୍ଷକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ପରେ…
କଟକ ସଦର,୨୫ା୮(ସୁଶାନ୍ତ କୁମାର ଜେନା): ୪୨ ମୌଜା ଅନ୍ତର୍ଗତ ଏକ ଉଚ୍ଚ ବିଦ୍ୟାଳୟରେ ପ୍ରାର୍ଥନା କ୍ଲାସ୍ରେ ପିଲାମାନେ ଆଣ୍ଠେଇବା ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଶନିବାର ସକାଳେ ପ୍ରାର୍ଥନା କ୍ଲାସ ଚାଲିଥିବା ବେଳେ ଅନେକ ପିଲାଙ୍କୁ ବିଦ୍ୟାଳୟ ପରିସରରେ…
ପୁଣି ଅଲୋଡ଼ା ହେଲା ଶିଶୁକନ୍ୟା, ଜନ୍ମଦେଇ…
ନିଆଳି,୨୪।୮: କଟକ ଜିଲା ନିଆଳି ମହିଧରପଡ଼ା ମେଡିକାଲ ପରିସରରୁ ନବଜାତ ଶିଶୁ କନ୍ୟା ଉଦ୍ଧାର ହୋଇଛି। ମେଡିକାଲ ପରିସରର ଏକ ଗଛ ମୂଳରୁ ଲୋକେ କନ୍ୟାଙ୍କୁ ଉଦ୍ଧାର କରିଛନ୍ତି।ଉଦ୍ଧାର ଶିଶୁ କନ୍ୟା ଚାଇଲ୍ଡ ଲାଇନକୁ ହସ୍ତାନ୍ତର ପରେ ଶିଶୁଭବନ ସ୍ଥାନାନ୍ତର କରାଯାଇଛି।…
ବନ୍ଧାହେଲେ କୋଟିପତି ବାବୁ: ୧ କୋଟି ୨୪ ଲକ୍ଷ ଟଙ୍କା ହେରଫେର ଅଭିଯୋଗ
କଟକ,୨୩।୮: ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ମାମଲାରେ କଟକ ସିଟି ହସ୍ପିଟାଲର ବରିଷ୍ଠ ସହାୟକ କିଶୋର କୁମାର ସାହାଣୀଙ୍କୁ ଭିଜିଲାନ୍ସ ଗିରଫ କରିଛି। ୧ କୋଟି ୨୪ ଲକ୍ଷ ଟଙ୍କା ହେରଫେର ଅଭିଯୋଗରେ ଭିଜିଲାନ୍ସ ତାଙ୍କୁ ଗିରଫ କରିଥିବା ଜଣାପଡିଛି। ଭିଜିଲାନ୍ସର…
ହାଇକୋର୍ଟଙ୍କ ତୋରଣ କଟକଣା
କଟକ,୨୧।୮: କଟକ ଦୁର୍ଗାପୂଜା ପ୍ରସଙ୍ଗ ଉପରେ ହାଇକୋର୍ଟ ଗୁରୁବାର ଏକ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ସୁଉଚ୍ଚ ତୋରଣ ଉପରେ ହାଇକୋର୍ଟଙ୍କ କଟକଣା ଲଗାଇଛନ୍ତି। ଏପରିକି ଇଲେକ୍ର୍ଟିକ ଗେଟ୍ ନିର୍ମାଣ ଉପରେ ମଧ୍ୟ କଟକଣା ଜାରି କରିଛନ୍ତି। ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି…
୩ ଝିଅଙ୍କୁ ସାଙ୍ଗରେ ନେଇ ମା’ଙ୍କ ଆତ୍ମାହୁତି ଉଦ୍ୟମ, ସ୍ବାମୀଙ୍କ ପରକୀୟା ପ୍ରୀତିକୁ ସନ୍ଦେହ କରି…
ନିଶ୍ଚିନ୍ତକୋଇଲି,୨୧ା୮(ଅଶୋକ ମହାପାତ୍ର): ୩ ଝିଅଙ୍କ ସହ ଜଣେ ମା’ କିରୋସିନି ଢାଳି ଆତ୍ମାହୁତି ଉଦ୍ୟମ କରିଛନ୍ତି। ତେବେ ସ୍ବାମୀଙ୍କ ପରକୀୟା ପ୍ରୀତି ସନ୍ଦେହରେ ୩ ଝିଅଙ୍କ ସହ କିରୋସିନି ଢାଳି ମହିଳା ଜଣକ ଆତ୍ମାହୁତି ଉଦ୍ୟମ କରୁଥିବାବେଳେ ଗ୍ରାମବାସୀ କାବୁକରି ପୋଲିସ…
ଏନଏସି ଘୋଷଣା ବାଦ ଦେବା ପ୍ରତିବାଦରେ ୮ ଘଣ୍ଟିଆ ସାଲେପୁର ବନ୍ଦ
ସାଲେପୁର, ୧୯/୮(ଅରବିନ୍ଦ ଭୂୟାଁ): ସାଲେପୁରକୁ ଏନଏସି ଘୋଷଣାରୁ ବାଦ ଦେବା ପ୍ରତିବାଦରେ ଆଜି ୮ ଘଣ୍ଟିଆ ସାଲେପୁର ବନ୍ଦ ଡାକରା ଦିଆଯାଇଛି। ସାଲେପୁର ବିଜୁ ଜନତା ଦଳ ପକ୍ଷରୁ ଆଜି ସାଲେପୁର ବନ୍ଦ ଡାକରା ଦିଆଯାଇଛି । ଆଜି ସକାଳ ୬…
ଚଳନ୍ତା ଅଟୋରେ ନାବାଳିକାଙ୍କୁ ଅସଦାଚରଣ, ଆଉ ତା’ ପରେ…
କଟକ,୧୮ା୮: ଚଳନ୍ତା ଅଟୋରେ ନାବାଳିକାଙ୍କୁ ଜଣେ ଅଟୋଚାଳକ ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲା। ଅଭିଯୋଗକୁ ଅଧାର କରି ଅଭିଯୁକ୍ତ ଅଟୋ ଚାଳକଙ୍କୁ ପୋଲିସ ଗିରଫ କରିଛି। ଏନେଇ ସୂଚନା ଦେଇଛନ୍ତି କଟକ ଡିସିପି ରିଷିକେଶ ଖିଲାରୀ। ଗିରଫ ଅଟୋ ଚାଳକ ଜଗତସିଂହପୁରର…
Archives


