ବିଛାଉଥିଲେ ବିଦ୍ୟୁତ୍ ତାର ନିଜେ ଫଶିଲେ
ବୌଦ୍ଧ/ବଘିଆପଡା/ବାଉଁଶୁଣୀ,୧୯ା୧୧(ସ୍ବ.ପ୍ର/ଡି.ଏନ.ଏ): ବୌଦ୍ଧ ଗଉଦେଇ ସଂରକ୍ଷିତ ଜଙ୍ଗଲରେ ବାର୍ହା ଶିକାର ପାଇଁ ବିଦ୍ୟୁତ୍ ତାର ବିଛାଉଥିବା ବେଳେ ୩ଜଣ ଶିକାରୀଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ ବୌଦ୍ଧ ଥାନା ବାମଣ୍ଡା ପଞ୍ଚାୟତ ନୂଆଗଡ ଗ୍ରାମର ସୀତାରାମ ପ୍ରଧାନ ଓ ପର୍ଶୁରାମ ପ୍ରଧାନ…
ପଥରରେ ପିଟି ହୋଇ କାର ଚୁରମାର
ବୌଦ୍ଧ,୧୮।୧୧(ସ୍ବ.ପ୍ର.): ବୌଦ୍ଧ ଜିଲା ଖୋର୍ଦ୍ଧା-ବଲାଙ୍ଗୀର ଜାତୀୟ ରାଜପଥର ରାମ୍ଭିକଟାଠାରେ ଏକ କାର ଦୁର୍ଘଟଣା ଗ୍ରସ୍ତ ହୋଇଛି। ଫଳରେ କାରରେ ଥିବା ୪ ଜଣ ଗୁରୁତର ଆହତ ହୋଇଛନ୍ତି। ବୌଦ୍ଧରୁ ଏକ କାର(ଓଡ଼ି-୧୫ପି-୨୧୫୦) ଚାରିଛକ ଆଡକୁ ଯାଉଥିବା ବେଳେ ଭାରସାମ୍ୟ ହରାଇ ରାମ୍ଭିକଟାଠାରେ…
ଯୁବକଙ୍କୁ ହତ୍ୟା କରି ଫିଙ୍ଗିଦେଲେ
କଣ୍ଟାମାଳ,୧୫ା୧୧(ଡି.ଏନ୍.ଏ.): ବୌଦ୍ଧ ଜିଲା କଣ୍ଟାମାଳ-ମନମୁଣ୍ଡା ରାସ୍ତାର ଗୋପାଳମାଳ ପେଟ୍ରୋଲ ପମ୍ପ୍ ନିକଟରେ ସୋମବାର ସକାଳେ ସୁବଳ ତେଲଗଁାକୁ (୨୫)ହତ୍ୟା କରାଯାଇଥିବା ନେଇ ଅଭିଯୋଗ ହୋଇଛି। ଘଟଣାସ୍ଥଳରେ ମୃତଦେହ ପଡ଼ିରହିଛି। ମନମୁଣ୍ଡା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି । ମୃତକଙ୍କ ମୁଣ୍ଡ…
ବୌଦ୍ଧରେ ୧୨ ଘଣ୍ଟିଆ ବନ୍ଦ ପାଳନ
ବୌଦ୍ଧ,୩୦ା୧୦(ସ୍ବ.ପ୍ର.): ଶିକ୍ଷୟିତ୍ରୀ ମମିତା ମେହେରଙ୍କୁ ହତ୍ୟା ମାମଲାର ସିବିଆଇ ତଦନ୍ତ ଓ ହତ୍ୟାକାଣ୍ଡରେ ସମ୍ପୃକ୍ତି ଅଭିଯୋଗ ହେଉଥିବା ଗୃହମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କୁ ତୁରନ୍ତ ମନ୍ତ୍ରୀ ମଣ୍ଡଳରୁ ବହିଷ୍କାର କରିବା ଦାବିରେ ଶନିବାର ବୌଦ୍ଧ ଜିଲା ଭାଜପା ପକ୍ଷରୁ ବୌଦ୍ଧ ଜିଲା…
ବୌଦ୍ଧକୁ ଫେରିଲା କରୋନା, ଗୋଟିଏ ଦିନରେ ୧୮ ପଜିଟିଭ
ବୌଦ୍ଧ,୨୦ା୧୦(ସ୍ବ.ପ୍ର.): ବୌଦ୍ଧ ଜିଲାରେ ବୁଧବାର ୧୮ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡିଛି ା ଦୀର୍ଘ ଦିନ ପରେ ପୁଣି କରୋନା ଆକ୍ରାନ୍ତ ଚିହ୍ନଟ ହେବା ଜଣାପଡିବା ପରେ ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଛି। ସୂଚନା ଓ ଲୋକସମ୍ପର୍କ ବିଭାଗ…
ବସ୍ତାରେ ବାଘ ଛାଲ ପୂରାଇ କରୁଥିଲେ ବିକ୍ରି ଯୋଜନା, ଶେଷରେ ହେଲେ ବନ୍ଧା
ବୌଦ୍ଧ,୧୯।୧୦(ଡି.ଏନ୍.ଏ.):ବୌଦ୍ଧ ଜିଲା ମନମୁଣ୍ଡା ଥାନା ଅନ୍ତର୍ଗତ କପାସିରା ଛକରୁ ମଙ୍ଗଳବାର ଏସ୍ଟିଏଫ୍ ଟିମ୍ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତଜଣଙ୍କ ହେଲେ କଣ୍ଟାମାଳ ଥାନା ନାରାୟଣ ପ୍ରସାଦ ପଞ୍ଚାୟତ ଲୁଣ୍ଡୁରୁ ଗାଁର ଜୀବର୍ଦ୍ଧନ ଭୋଇ। ସେ ଏକ ପ୍ଲାଷ୍ଟିକ ବସ୍ତାରେ ବାଘ ଛାଲ…
ଘରକୁ ଫେରୁଥିଲେ ଦୁଇ ବନ୍ଧୁ: ହେଲେ ରାସ୍ତାରେ ଚାହିଁ ବସିଥିଲା ମୃତ୍ୟୁ
ବୌଦ୍ଧ,୧୫।୧୦(ସ୍ବ.ପ୍ର.): ବୌଦ୍ଧ ଜିଲା ହରଭଙ୍ଗା ବ୍ଲକର ଖୋର୍ଦ୍ଧା-ବଲାଙ୍ଗୀର ଜାତୀୟ ରାଜପଥର ରଙ୍ଗମଟିଆଠରେ ଗୁରୁବାର ବିଳମ୍ବିତ ରାତିରେ ଏକ ଦୁର୍ଘଟଣା ଘଟିଛି। ଏକ ଅଜଣା ଘାଡ଼ି ଧକ୍କାରେ ଦୁଇ ବନ୍ଧୁଙ୍କ ମୃତ୍ୟୁ ଘଟିଛି। ସେମାନେ ହେଲେ ମୁସୁଡ଼ା ଗ୍ରାମର ଝାଣ୍ଟୁ ଚରଣ ବେହେରା…
ଯୁବତୀଙ୍କୁ ବିବାହ ପାଇଁ ଜିଦ୍ ଧରିଲେ ୫୦ ବର୍ଷୀୟ ପୂଜକ
ବାଉଁଶୁଣୀ,୧୨ା୯(ଡି.ଏନ.ଏ.): ବୟସରୁ ୩୦ ବର୍ଷର ସାନ ଜଣେ ଯୁବତୀଙ୍କୁ ବିବାହ ପାଇଁ ଜିଦ୍ ଧରିଛନ୍ତି ଶୈବପୀଠର ଜଣେ ୫୦ ବର୍ଷର ପୂଜକ l ଏହି ଘଟଣା ଅଞ୍ଚଳରେ ଆଲୋଚନାର ବିଷୟ ହୋଇଛି। ବୌଦ୍ଧ ଜିଲା ମନମୁଣ୍ଡା ଥାନା ଶୁଣ୍ଢିପଦର ପଞ୍ଚାୟତ ଅଞ୍ଚଳର…
ମାର୍ବଲ ଅନଲୋଡ ବେଳେ ଚାପି ହୋଇ ଚାଲିଗଲା ୨ ଶ୍ରମିକଙ୍କ ଜୀବନ
ବୌଦ୍ଧ,୨୭।୮(ଡି.ଏନ୍.ଏ.): ମାର୍ବଲ ତଳେ ଚାପି ହୋଇ ଚାଲିଗଲା ୨ ଶ୍ରମିକଙ୍କ ଜୀବନ । ଏକ ଟ୍ରକରୁ ମାର୍ବଲ ଅନଲୋଡ କରିବା ସମୟରେୟ ଏପରି ଅଘଟଣ ଘଟିଛି ବୌଦ୍ଧ ଜିଲା ବୁଟୁପାଲି ରାସ୍ତାରେ ଥିବା ଏକ ଗୋଦାମରେ। ମୃତକଦ୍ୱୟ ହେଲେ ଆଠମଲ୍ଲିକ ମହେନ୍ଦ୍ରପୁରର…
ଆପତ୍ତିଜନକ ଅବସ୍ଥାରେ ଧରାପଡ଼ିଲେ
ବାଉଁଶୁଣୀ,୧୩।୮(ଡି.ଏନ୍.ଏ.): ବୌଦ୍ଧ ଜିଲା କଣ୍ଟାମାଳରେ କିଛିଦିନ ହେଲା ଚାଲିଥିଲା ସେକ୍ସ ର଼୍ୟାକେଟ। ଗୁରୁବାର ରାତିରେ ପୋଲିସ ପାଟ୍ରୋଲିଂ ବେଳେ ରୁଣ୍ଡିମହୁଲ ଛକ ନିକଟ ରାସ୍ତା ପାର୍ଶ୍ୱ ପଡ଼ିଆରେ ଆପତ୍ତିଜନକ ଅବସ୍ଥାରେ ଜଣେ ଯୁବତୀ ଓ ଜଣେ ଯୁବକଙ୍କୁ ପାଇଥିଲା। ସେଠାରେ ୪ଜଣ…
ମନ୍ତ୍ରୀଙ୍କ ଗାଡ଼ି ପଛରେ ଆସିବାରୁ ମାଡ଼ ଖାଇଲେ ୪ ବ୍ୟବସାୟୀ
ବାଉଁଶୁଣୀ,୨୯ା୭(ଡି.ଏନ୍.ଏ.): ମନ୍ତ୍ରୀଙ୍କ ଗାଡିକୁ ପିଛା କରିବା ଅଭିଯୋଗରେ ବୁଧବାର ରାତିରେ ପୋଲିସଠାରୁ ମାଡ ଖାଇ ୪ ଜଣ ଯୁବକ ମନମୁଣ୍ଡା ଥାନାରେ ଅଟକ ରହିବା ଘଟଣା ଗୁରୁବାର ଭିନ୍ନ ମୋଡ ନେଇଛି। ତଦନ୍ତରୁ ସତ୍ୟାସତ୍ୟ ଜଣାପଡିବା ପରେ ସେମାନଙ୍କୁ ପୋଲିସ ଛାଡି…
ଗାଧୋଉଥିବା ମହିଳାଙ୍କ ଭିଡିଓ କରୁଥିଲେ
କଣ୍ଟାମାଳ,୨୫।୭(ଡି.ଏନ୍.ଏ.): ନାଳରେ ଗାଧୋଉଥିବା ମହିଳାଙ୍କ ଭିଡିଓ ମୋବାଇଲରେ ଉତ୍ତୋଳନ କରୁଥିଲେ ଜଣେ ଯୁବକ। ଗାଁ ଲୋକେ ସମ୍ପୃକ୍ତ ଯୁବକଙ୍କୁ ଧରି ନିସ୍ତୁକ ମାଡ଼ ମାରିବା ସହ ଲଣ୍ଡା କରିଦେଇଛନ୍ତି। ଏଭଳି ଘଟଣା ଘଟିଛି ବୌଦ୍ଧ ଜିଲା କଣ୍ଟାମାଳ ବ୍ଲକର ଚାରଭାଟି ଗ୍ରାମରେ।…
Archives


