ଥାନାକୁ ଡାକି ନାବାଳକଙ୍କୁ ଥାର୍ଡ ଡିଗ୍ରୀ, ଶାର୍ଟ-ପ୍ୟାଣ୍ଟ ଖୋଲିବାକୁ ଧମକ; ନ୍ୟାୟ ପାଇଁ…
ତିହିଡ଼ି,୯।୧୧(ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡ଼ି ବ୍ଲକ ପୀରହାଟ ଥାନା ଅଧୀନ ନରେନ୍ଦ୍ରପୁର ଗ୍ରାମର ଜଣେ ନାବାଳକଙ୍କୁ ପୋଲିସ ନିସ୍ତୁକ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏପରିକି ମାଡ଼ ମାରିବା ପରେ ନାବାଳକ ପିନ୍ଧିଥିବା ଶାର୍ଟ ପ୍ୟାଣ୍ଟ ଖୋଲିବାକୁ ପୋଲିସ...
ସର୍ଟ ସର୍କିଟ ଯୋଗୁ ଅଗ୍ନିକାଣ୍ଡ: ଲକ୍ଷାଧିକ ଟଙ୍କାର ଉପକରଣ ଜଳିପୋଡ଼ି ପାଉଁଶ
ବାସୁଦେବପୁର,୬।୧୧(କାଳିପଦ ରାୟ): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ବିରସ ଗ୍ରାମରେ ବିଦ୍ୟୁତ ସର୍ଟ ସର୍କିଟ ଯୋଗୁ ଅଗ୍ନିକାଣ୍ଡ ଘଟି ଗ୍ରାମର ରାଜେଶ ବିଶ୍ୱାଳ, ମଧୁସୂଦନ ବିଶ୍ୱାଳ, ରମେଶ ବିଶ୍ୱାଳଙ୍କର ୩ ବଖରା ଘରେ ଜଳିଯାଇଛି। ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ...
ନାବାଳିକା ପ୍ରେମିକାଙ୍କ ବାପାଙ୍କ ବେକ କାଟିଦେଲେ ଯୁବକ, ଆଉ ତା’ ପରେ…
ବାସୁଦେବପୁର,୫ା୧୧(ନାରାୟଣ ପ୍ରସାଦ ବାରିକ): ଭଦ୍ରକ ଜିଲା ଆରୁହା ପଞ୍ଚାୟତର କୁଞ୍ଚଆଢ଼ିଆ ଗ୍ରାମର ଏକ ଅଭାବନୀୟ କାଣ୍ଡ ଘଟିଛି। ଜନୈକା ନାବାଳିକାଙ୍କ ବାପାଙ୍କ ବେକକୁ ବିଷ୍ଣୁବିନ୍ଧା ଗ୍ରାମରେ ଜଣେ ଯୁବକ କାଟି ଦେବା ଫଳରେ ରାଜେନ୍ଦ୍ର ରାଉତ ଗୁରୁତର ଅବସ୍ଥାରେ ଚିକିତ୍ସା...
ହରଗୌରୀ ବେଶରେ ଦର୍ଶନ ଦେବେ ପ୍ରଭୁ ଆଖଣ୍ଡଳମଣି
ଧୂଷୁରୀ,୫ା୧୧(ଦୀପ୍ତିରଞ୍ଜନ ନାୟକ): ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ଆରଡ଼ିରେ ଥିବା ବାବା ଆଖଣ୍ଡଳମଣିଙ୍କ ଶିବଗଙ୍ଗା ପୁଷ୍କରିଣୀରେ ଶ୍ରଦ୍ଧାଳୁମାନେ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଧର୍ମର ଡଙ୍ଗା ଭସାଇଛନ୍ତି। ଶହଶହ ସଂଖ୍ୟାରେ ଶ୍ରଦ୍ଧାଳୁ ନିଜ ଡଙ୍ଗାରେ ପାନ, ଗୁଆ, ଦୀପ, ଧୂପ...
ବସ୍-ବାଇକ୍ ମୁହାଁମୁହିଁ, ଚାଲିଗଲା ବାଇକ୍ ଚାଳକଙ୍କ ଜୀବନ
ତିହିଡ଼ି,୨୬ା୧୦(ସଞ୍ଜିତ ବଳ): ଭଦ୍ରକ-ଚାନ୍ଦବାଲି ରାଜ୍ୟ ରାଜପଥର ଆରୁହା ଛକ ନିକଟରେ ରବିବାର ପୂର୍ବାହ୍ନରେ ଏକ ବସ୍ ସହ ବାଇକ୍ର ମୁହାଁମୁହିଁ ହେବା ଫଳରେ ବାଇକ୍ ଚାଳକଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି l ମୃତ ଯୁବକଙ୍କ ନାଁ ପ୍ରଭାତ ବୈଦ୍ୟ (୪୨)...
ଜନ୍ମଦାତାଙ୍କୁ ହାଣିଦେଲା ପୁଅ, ବୃଦ୍ଧାବସ୍ଥାରେ…
ଚାନ୍ଦବାଲି,(ଅଶୋକ ପଣ୍ଡା)୨୨।୧୦: ପାରିବାରିକ କଳହର କରୁଣ ବରିଣତି। ଦେଖିବାକୁ ମିଳିଛି ଭଦ୍ରକ ଜିଲା ଚାନ୍ଦବାଲି ଥାନା ଅଧୀନ ଖେରଙ୍ଗ ପଞ୍ଚାୟତ ତଳବନ୍ଧ ଗାଁରେ। ନିଜ ଜନ୍ମ କଲା ମା’ ଓ ବାପଙ୍କୁ ମଙ୍ଗଳବାର ରାତିରେ ହାଣିଲେ ପୁଅ। ଗୁରୁତୁର ଅବସ୍ଥାରେ...
ପାରିବାରିକ କଳହରୁ ବାପା-ମାଆଙ୍କୁ ହାଣିଦେଲା ପୁଅ; ଦୁହେଁ ଗୁରୁତର
ଚାନ୍ଦବାଲି,୨୨।୧୦: ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ଅନ୍ତର୍ଗତ ତଳବନ୍ଧ ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ପାରିବାରିକ କଳହକୁ ନେଇ ଜଣେ ପୁଅ ନିଜ ବାପା ଓ ମାଆଙ୍କୁ ଧାରୁଆ ଅସ୍ତ୍ରରେ ହାଣି ଦେଇଛି। ଆକ୍ରମଣରେ ବୃଦ୍ଧ ବାପା ଓ...
ଗାଈକୁ ବଳାତ୍କାର କଲେ ଯୁବକ, ମାଲିକ ପହଞ୍ଚି ଯିବାରୁ…
ବାସୁଦେବପୁର,୨୦ା୧୦(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ବିଦେଇପୁର ଗ୍ରାମରେ ଗୋ’ମାତାଙ୍କୁ ବଳାତ୍କାର କରି ଜଣେ ଯୁବକ ଗିରଫ ହୋଇଛନ୍ତି। ସେ ହେଲେ ବାସୁଦେପୁର ପୌରାଞ୍ଚଳ ଅଧୀନ ଶାବରପୁରର ସେକ୍ ରାଜନ(୨୦)। ବିଦେଇପୁର ଅଞ୍ଚଳର ଏକ ଓ୍ବେଲ୍ଡିଂ ଦୋକାନରେ...
ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ଭଦ୍ରକାଳୀ
ପୁରାଣ ପ୍ରସିଦ୍ଧ ଶକ୍ତିପୀଠ ଭଦ୍ରକାଳୀ ପୀଠ। ପ୍ରତିବର୍ଷ କାଳୀପୂଜା ଅବସରରେ ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ଭଦ୍ରକାଳୀଙ୍କ ପୀଠରେ ସପ୍ତଦିବସ ବ୍ୟାପୀ ମହାଯଜ୍ଞ ସହ ମା’ଙ୍କର ସପ୍ତମାତୃକା ବେଶ ହୋଇଥାଏ। ଚଳିତବର୍ଷ ସୋମବାରଠାରୁ ମା’ ଭଦ୍ରକାଳୀ ସପ୍ତମାତୃକା ବେଶରେ ପୂଜା ପାଇବେ।...
ଭଦ୍ରକ ଗ୍ରାମାଞ୍ଚଳ ଥାନା SI ନିଲମ୍ବିତ: କରିଥିଲେ ଏମିତି କାମ
ଭଦ୍ରକ, ୧୦/୧୦(ସନାତନ ରାଉତ)- ଭଦ୍ରକ ଗ୍ରାମାଞ୍ଚଳ ଥାନା SIଙ୍କୁ ଶୁକ୍ରବାର କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି ଭଦ୍ରକ ଏସପି ମନୋଜ ରାଉତ l ଏକ ମାମଲାର ତଦନ୍ତ ପାଇଁ ଅନ୍ୟ ଜଣେ ଯୁବକଙ୍କୁ ପଠାଇଥିବା ଅଭିଯୋଗରେ ନିଲମ୍ବିତ କରାଯାଇଛି l ସୂଚନା...
ଶ୍ମଶାନରୁ ମିଳିଲା ଯୁବକର ଅଜଣା ମୃତଦେହ: ହତ୍ୟା ସନ୍ଦେହ
ଭଦ୍ରକ, ୬/୧୦(ସନାତନ ରାଉତ)- ଭଦ୍ରକ ଜିଲା ଚାନ୍ଦବାଲି ଥାନା ଚଷାଖଣ୍ଡ ଗ୍ରାମ ସ୍ମଶାନରୁ ସୋମବାର ସକାଳେ ଜଣେ ଅଜଣା ଯୁବକର ମୃତଦେହ ପୋଲିସ ଉଦ୍ଧାର କରିଛି l ସୂଚନା ମୁତାବକ, କଳା ରଙ୍ଗର ଶର୍ଟ ଓ ଫୁଲ ପ୍ୟାଣ୍ଟ ପିନ୍ଧିଥିବା...
ଚାଲିଚାଲି ଯାଉଥିଲେ ନାବାଳିକା, ଉପରୁ ଖସିଲା ନିର୍ମାଣାଧୀନ ବ୍ରିଜ୍ ସ୍ଲାବ୍, ଆଉ ତା’ ପରେ…
ଭଦ୍ରକ,୫ା୧୦(ସନାତନ ରାଉତ): ୧୬ ନଂ ଜାତୀୟ ରାଜପଥର ଭଦ୍ରକ ଜିଲା ଧାମନଗର ଥାନା ବିଷ୍ଣୁପୁର ଛକ ନିକଟରେ ପ୍ରୋଟେକ୍ସନ ସ୍ଲାବ୍ ଖସି ଜଣେ ନାବାଳିକାଙ୍କ ମୃତ୍ୟୁ ଘଟିଛି l ଉତ୍ତ୍ୟକ୍ତ ଲୋକେ ସେଠାରେ କାର୍ଯ୍ୟରେ ନିୟୋଜିତ ଏକ ଜେସିବି ମେଶିନ...
Archives


