ଭଦ୍ରକ

ସଖୀ କେନ୍ଦ୍ର ଉଦ୍‌ଘାଟିତ: ନିର୍ଯାତିତା ମହିଳା, ଯୁବତୀଙ୍କୁ ଯୋଗାଇ ଦିଆଯିବ ସୁବିଧା

ଭଦ୍ରକ ଅଫିସ,୨।୧୦: ଭଦ୍ରକ ଜିଲାପାଳଙ୍କ ପୁରୁଣା କାର୍ଯ୍ୟାଳୟ ନିକଟରେ ବୁଧବାର ସଖୀ କେନ୍ଦ୍ର ଉଦ୍‌ଘାଟିତ ହୋଇଛି। ଏହି କେନ୍ଦ୍ର ମାଧ୍ୟମରେ ନିର୍ଯାତିତା ମହିଳା ଓ ଯୁବତୀମାନଙ୍କୁ ସୁବିଧା ସୁଯୋଗ ଯୋଗାଇ ଦିଆଯିବ ବୋଲି କୁହାଯାଇଛି। ଫେଲୋଶିପ୍‌ ନାମକ ଏକ ସ୍ବେଚ୍ଛାସେବୀ ସଂଗଠନ…

ନିଶାମୁକ୍ତ ଜିଲା ଗଠନ ଦାବି: ଗାନ୍ଧୀ ପ୍ରତିମୂର୍ତ୍ତି ତଳେ ଧାରଣା

ଭଦ୍ରକ ଅଫିସ,୨।୧୦: ଭଦ୍ରକ ଜିଲା ମିଳିତ ନିଶା ନିବାରଣ ମଞ୍ଚ ପକ୍ଷରୁ ନୂଆବଜାର ଗାନ୍ଧୀ ପଡିଆଠାରେ ଥିବା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ତଳେ ବୁଧବାର ମଞ୍ଚ କର୍ମକର୍ତ୍ତାମାନେ ଧାରଣାରେ ବସିଛନ୍ତି। ଜିଲାରୁ ମଦ ମୁକ୍ତି ଓ ରାଜ୍ୟ ସରକାରଙ୍କ ମଦ ବ୍ୟବସାୟୀଙ୍କୁ ପ୍ରୋତ୍ସାହନ…

ଅସହାୟ ଭାବେ ବିତୁଛି ଜୀବନ

ଆରଡି, ୨।୧୦ (ଡି.ଏନ.ଏ)-ଦୁର୍ଘଟଣା ବଦଳାଇ ଦେଲା ତାଙ୍କ ଜୀବନର ମୋଡ଼ ା ପାଠପଢି ସୁନେଲି ଭବିଷ୍ୟତର ସ୍ବପ୍ନ ଦେଖୁଥିବା ଜଣେ ଦଳିତ ଯୁବକଙ୍କ ଲାଗି ସବୁକିଛି ଅନ୍ଧାର ପାଲଟିଗଲା ା ଚାକିରି ଓ ରୋଜଗାର କରି ଯେଉଁ ମା’ଙ୍କୁ ପୋଷିବା ଲାଗି…

ଉଜୁଡିଯାଉଛି ସ୍ମୃତିର ସ୍ମାରକୀ: ଅବହେଳିତ ଗାନ୍ଧିଜୀଙ୍କ ସ୍ମୃତି, ସ୍ମାରକୀ

ଭଦ୍ରକ ଅଫିସ, ୨ା୧୦- ସ୍ବାଧୀନତା ସଂଗ୍ରାମର ସ୍ମୃତି ଓ ବଳିଦାନ ଏ ମାଟିକୁ କରିଛି ଗୌରବାନ୍ବିତ। ଧାମନଗରରେ ଲୁଣିଆ ଓ ବାସୁଦେବପୁର ଇରମ ଗୁଳିକାଣ୍ଡ, ଭଣ୍ଡାରିପୋଖରୀ ଥାନା ପୋଡି ଭଳି ଘଟଣାରେ ସଂଗ୍ରାମୀଙ୍କ ଆମତ୍ବଳିଦାନ ଇତିହାସକୁ ଆଜି ବି ଏ ମାଟି…

ମେଡିସିନ୍‌ ରିପ୍ରେଜେଣ୍ଟେଟିଭଙ୍କୁ ଦଲାଲ କହି ଗିରଫ କରାଯାଉଥିବା ପ୍ରତିବାଦ: ଅତିରିିକ୍ତ ଜିଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ

ଭଦ୍ରକ ଅଫିସ, ୧।୧୦: ମେଡିସିନ୍‌ ରିପ୍ରେଜେଣ୍ଟେଟିଭଙ୍କୁ ଦଲାଲ କହି ପୋଲିସ ଗିରଫ କରୁଥିବା ପ୍ରତିବାଦରେ ମଙ୍ଗଳବାର ଜିଲା ମେଡିସିନ୍‌ ରିପ୍ରେଜେଣ୍ଟେଟିଭ ସଂଘ ପକ୍ଷରୁ ଅତିରିିକ୍ତ ଜିଲାପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି। ସକାଳେ ସଂଘର କର୍ମକର୍ତ୍ତା ବାଇକ୍‌ରେ ସହର ପରିକ୍ରମା କରିବା…

ବିନା ନୋଟିସରେ ବସ୍ତିବାସିନ୍ଦାଙ୍କୁ ଉଚ୍ଛେଦ କରିବାକୁ ଯାଇ ଅଡୁଆରେ ପ୍ରଶାସନ

ଭଦ୍ରକ ଅଫିସ, ୧।୧୦: ଭଦ୍ରକ ଜିଲା ଚରମ୍ପା ପରିବହନ ବିଭାଗ ନିକଟସ୍ଥ ସରକାରୀ ଜମିରେ କିଛି ଆଦିବାସୀ ଜବରଦଖଲ କରି ରହିଆସୁଛନ୍ତି। ମଙ୍ଗଳବାର ପ୍ରଶାସନ ପକ୍ଷରୁ କର୍ମଚାରୀମାନେ ସେମାନଙ୍କୁ ଉଚ୍ଛେଦ ଲାଗି ଜେସିବି ମେଶିନ ସହ ପହଞ୍ଚିଥିଲେ। ବସ୍ତିବାସିନ୍ଦା ଏହାକୁ ତୀବ୍ର…

ବ୍ଲକସ୍ତରୀୟ ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ

ଭଦ୍ରକ ଅଫିସ,୧।୧୦: ଭଦ୍ରକ ପଞ୍ଚାୟତ ସମିତି ଓ ଭଦ୍ରକ ପୌରପାଳିକା ପକ୍ଷରୁ ମଙ୍ଗଳବାର ଟାଉନହଲ ପରିସରରେ ବ୍ଲକସ୍ତରୀୟ ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଜିଲାପାଳ ଜ୍ଞାନରଞ୍ଜନ ଦାସ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ। ଅନ୍ୟମାନଙ୍କ…

ଯୌତୁକ ପାଇଁ ବଧୂହତ୍ୟା ଅଭିଯୋଗ: ସ୍ବାମୀ ଗିରଫ

ଧାମନଗର, ୧।୧୦ (ଡି.ଏନ.ଏ.)- ଭଦ୍ରକ ଜିଲା ଧାମନଗର ଥାନା ଅଧୀନ ବିରିଗଡିଆ ଗ୍ରାମର ବିମଳା ଘଡ଼ାଇ ନାମ୍ନୀ ଜଣେ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ଅନ୍ୟପକ୍ଷେ ତାଙ୍କ ଝିଅକୁ ଯୌତୁକ ପାଇଁ ହତ୍ୟା କରାଯାଇଥିବା ମୃତା ବିମଳାଙ୍କ ବାପା ମହେଶ୍ୱର ଦାସ…

ବେଆଇନ କାଠଗୋଲାରେ ଚଢ଼ାଉ

ବନ୍ତ, ୩୦।୯ (ଡି.ଏନ.ଏ.)- ଭଦ୍ରକ ଜିଲା ବନ୍ତ ଓ ଏହାର ଆଖପାଖ ଅଞ୍ଚଳରେ ଥିବା ବେଆଇନ କାଠଗୋଲାରେ ସୋମବାର ଜିଲା ବନ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ବହୁ ପରିମାଣର କାଠ ଜବତ କରାଯାଇଥିବା ଜଣାଯାଇଛି। ଭଦ୍ରକ ଡିଏଫ୍‌ଓ ପି ପାଣ୍ଡିଆନଙ୍କ…

ମାଲ୍‌ବାହୀ ଟ୍ରେନ୍‌ର ୭ ବଗି ଲାଇନ୍‌ଚ୍ୟୁତ

ତିହିଡି,୩୦।୯(ଡି.ଏନ୍‌.ଏ.) : ଭଦ୍ରକ -ଧାମରା ରେଳପଥରେ ରବିବାର ବିଳମ୍ବିତ ରାତିରେ ଏକ ମାଲ୍‌ବାହୀ ଟ୍ରେନ୍‌ର କୋଇଲା ବୋଝେଇ ୭ ବଗି ଲାଇନ୍‌ଚ୍ୟୁତ ହୋଇଛି। ଧାମରା ବନ୍ଦର କମ୍ପାନୀ (ଆଦାନୀ)କୁ କୋଇଲା ବୋଝେଇ ହୋଇ ଟ୍ରେନ୍‌ଟି ଭଦ୍ରକ ଅଭିମୁଖେ ଯାଉଥିବାବେଳେ ତିହିଡ଼ି ଥାନା…

ଜବରଦଖଲ ହଟାଇବା ଦାବିରେ ୧୨ ଘଣ୍ଟିଆ ରାସ୍ତାରୋକୋ

ଭଦ୍ରକ ଅଫିସ,୩୦।୯ : ଭଦ୍ରକ – ବନ୍ତ ଏବଂ ଆଗରପଡ଼ା ରାସ୍ତାର ବରପଦା ଛକଠାରେ ସୋମବାର ସକାଳୁ ୧୨ ଘଣ୍ଟିଆ ରାସ୍ତାରୋକୋ କରାଯାଇଛି। ରାସ୍ତାର ଉଭୟ ପାର୍ଶ୍ୱରୁ ଜବରଦଖଲ ହଟାଇବା ଦାବିରେ ଏହି ଆନ୍ଦୋଳନ କରାଯାଇଛି। ଦୀର୍ଘବର୍ଷ ଧରି ଲୋକେ ଦାବି…

ନିଆରା ବ୍ରହ୍ମଚାରୀ ସାଧକ ବିଶ୍ୱମ୍ବର: ‘ସାଧନା କେବେ ବ୍ୟର୍ଥ ଯାଏ ନାହିଁ’

ଭଣ୍ଡାରିପୋଖରୀ, ୩୦।୯-ଛାତ୍ର ଜୀବନରୁ ବେଦ ବେଦାନ୍ତ, ଗୀତା ଭାଗବତର ବୈଜ୍ଞାନିକ କାରଣ ଖୋଜି ବାହାର କରିବା ଲକ୍ଷ୍ୟ ତାଙ୍କ ଜୀବନର ଗତିପଥ ବଦଳାଇ ଦେଇଥିଲା। ପିଲାଦିନରୁ ସନ୍ନ୍ୟାସ ମାର୍ଗରେ ଯିବାକୁ ମନ ଥିଲା। ସେଥିଲାଗି ବ୍ରହ୍ମଚାରୀ ଜୀବନ ଆପଣାଇ ସାଧନା ଜାରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?