ଭଦ୍ରକ

ଭଦ୍ରକ ଜିଲା ଭାଜପା ସଭାପତି ପଦ ପାଇଁ ଛକାପଞ୍ଝା

ଭଦ୍ରକ,୧୪।୧(ସନାତନ ରାଉତ): ଓଡ଼ିଶାରେ ଭାଜପା ଏକାକୀ ପ୍ରଥମଥର ପାଇଁ ସରକାର ଗଠନ କରିବା ପରେ ଏବେ ସାଙ୍ଗଠନିକ ପଦପଦବୀ ଚୟନ ଚାଲିଛି। ଭଦ୍ରକ ଜିଲାରେ ସଭାପତି ପଦ ହାତେଇବାକୁ ଛକାପଞ୍ଝା ଚାଲିଥିବା ଦେଖିବାକୁ ମିଳିଛି। ଜିଲାର ଯୁବନେତୃତ୍ୱ ଓ ବରିଷ୍ଠଙ୍କୁ ମିଶାଇ…

ଗଣତନ୍ତ୍ର ଦିବସ ପୂର୍ବରୁ ବିବାଦୀୟ କନିକା ବାଲିଦ୍ୱୀପରେ ଉଡ଼ିଲା ତ୍ରିରଙ୍ଗା

ଚାନ୍ଦବାଲି,୧୨ା୧(ଅଶୋକ ପଣ୍ଡା): ରାଜ୍ୟ ସରକାରଙ୍କ ଅବହେଳାରୁ ଅବହେଳିତ ହୋଇ ପଡ଼ିଥିବା କନିକା ବାଲିଦ୍ୱୀପରେ ଜାତୀୟ ପତାକା ଉତ୍ତୋଳନ ହୋଇଛି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ସହଯୋଗରେ ପବିତ୍ର ୭୬ତମ ଗଣତନ୍ତ୍ର ଦିବସର ଅବ୍ୟବହିତ ପୂର୍ବରୁ ଦ୍ୱୀପରେ ଏହି ପତାକା ଉତ୍ତୋଳନ…

ରେଳପଥରେ ଫାଟିଲା ଟ୍ରାନ୍ସଫର୍ମର, ୨ ଶ୍ରମିକ ପୋଡ଼ି ଗୁରୁତର

ତିହିଡ଼ି,୪ା୧(ସଞ୍ଜିତ ବଳ): ଭଦ୍ରକ-ଧାମରା ରଲାପଥର ଗୁରୁଦାସପୁର ରେଳପଥରେ ଶନିବାର ମଧ୍ୟାହ୍ନରେ ବିଦ୍ୟୁତ୍‌ ଟ୍ରାନ୍ସଫର୍ମର ଫାଟିଯିବା ଫଳରେ ନିଆଁରେ ପୋଡ଼ିଯାଇ ୨ ଶ୍ରମିକ ଗୁରୁତର ହୋଇଛନ୍ତି l ଗୁରୁତର ଶ୍ରମିକଙ୍କ ନାଁ ଗୋବିନ୍ଦ ସାଉଁଆ (୩୫) ଏବଂ ସୁରେଶ ତୋଭିଡ (୩୨)l ଉଭୟଙ୍କ…

ଅଗ୍ନିକାଣ୍ଡରେ ଜଳିଗଲା ୪ ବଖରା

ଧୂଷୁରୀ,୩।୧(ଦୀପ୍ତି ରଞ୍ଜନ ନାୟକ): ଭଦ୍ରକ ଜିଲା ଧୂଷୁରୀ ଥାନା ହସନାବାଦ ପଞ୍ଚାୟତ ବନବାଗ ଗ୍ରାମରେ ଶୁକ୍ରବାର ଏକ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ଭରତ ଦାସ ଏବଂ ଶରତ ଦାସଙ୍କ ୪ ବଖରା ଘର ପୋଡି ପାଉଁଶ ହୋଇଯାଇଛି। ଅଗ୍ନିକାଣ୍ଡରେ ଘରର ସମସ୍ତ…

ନୂଆବର୍ଷରେ ବାବା ଆଖଣ୍ଡଳମଣିକୁ ଦର୍ଶନ କଲେ ଶ୍ରଦ୍ଧାଳୁ

ଧୂଷୁରୀ,୧ା୧(ଦୀପ୍ତିରଞ୍ଜନ ନାୟକ): ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ଆରଡ଼ିରେ ନୂଆବର୍ଷ ଉପଲକ୍ଷେ ଶ୍ରଦ୍ଧାଳୁମାନଙ୍କର ଭିଡ଼ ପରିଲକ୍ଷିତ ହୋଇଥିଲା। ଭୋର୍‌ ୪.୩୦ରେ ମନ୍ଦିର ପହଡ଼ ଖୋଲିବା ପରେ ପ୍ରଭୁଙ୍କ ପାଖରେ ମଙ୍ଗଳ ଆଳତି କରାଯାଇଥିଲା। ପରେ ବାଲ୍ୟଭୋଗ ସହ ଘର୍ଷଣ ଲାଗି ହୋଇଥିଲା।…

ଅଜଣା ଗାଡି ଧକ୍କାରେ ଚାଲିଗଲା ଯୁବକଙ୍କ ଜୀବନ: ଆଧାର କାର୍ଡରୁ ମିଳିଲା ପରିଚୟ

ତିହିଡି,୩୧।୧୨(ସଞ୍ଜିତ ବଳ): ଭଦ୍ରକ-ଚାନ୍ଦବାଲି ରାଜ୍ୟ ରାଜପଥର ପୀରହାଟ ଥାନା ଅଧୀନ ପଣ୍ଡାପୋଖରୀ ଛକରୁ ମଙ୍ଗଳବାର ସକାଳେ ପୋଲିସ ଜଣେ ଯୁବକଙ୍କ ମୃତଦେହ ଜବତ କରିଛି l ଯୁବକଙ୍କ ପାଖରେ ପଡ଼ିଥିବା ତାଙ୍କ ବ୍ୟାଗରେ ଥିବା ଆଧାର କାର୍ଡରୁ ମୃତ ଯୁବକଙ୍କ ପରିଚୟ…

ଉପମୁଖ୍ୟମନ୍ତ୍ରୀଙ୍କୁ ଦେଖି ଭୋ ଭୋ ହୋଇ କାନ୍ଦିଲେ ଚାଷୀ….ମିଳିଲା ଏମିତି ଜବାବ

ଧାମନଗର/ବନ୍ତ,୩୦ା୧୨ (ସନ୍ତୋଷ କୁମାର ମହାପାତ୍ର/ଦେବେନ୍ଦ୍ର ଆନ୍ଦିଆ/ହରିନାରାୟଣ ମହାନ୍ତି) ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ରବିବାର ଭଦ୍ରକ ଜିଲା ଗସ୍ତରେ ଆସି ଧାମନଗର ଓ ବନ୍ତ ବ୍ଲକରେ ଅଦିନିଆ ବର୍ଷାରେ ଧାନଚାଷ କ୍ଷୟକ୍ଷତି ଅନୁଧ୍ୟାନ କରିଛନ୍ତି। ବିଶେଷକରି ଅମଳକ୍ଷମ ପାଚିଲା ଧାନ ଅଦିନିଆ ବର୍ଷାରେ…

ସବୁଜରୁ ହେଲା କମଳା ରଙ୍ଗ:ଉଦ୍‌ଘାଟନ ଅପେକ୍ଷାରେ ନୂତନ ଜିଲା ମୁଖ୍ୟ ଚିକିତ୍ସାଳୟ

ଭଦ୍ରକ,୨୮ା୧୨(ସନାତନ ରାଉତ):ଭଦ୍ରକ ଗେଲପୁର ମୌଜାରେ ନିର୍ମାଣ ହୋଇଥିବା ଜିଲା ମୁଖ୍ୟ ଚିକିତ୍ସାଳୟର ନୂତନ କୋଠା ଉଦ୍‌ଘାଟନ ଅପେକ୍ଷାରେ ରହିଛି। ପୂର୍ବ ସରକାର ସମୟରୁ ନିର୍ମାଣ ସରିଥିଲେ ମଧ୍ୟ ଅଳ୍ପ କିଛି କାର୍ଯ୍ୟ ବାକି ଥିବାରୁ ସ୍ଥାନାନ୍ତର ନେଇ ସମୟ ଗଡ଼ି ଚାଲିଛି।…

ଛିଣ୍ଡିପଡ଼ିଲା ବିଦ୍ୟୁତ୍‌ ତାର:ବିଲରେ ଜଳିଗଲେ ଚାଷୀ

ଚାନ୍ଦବାଲି,୨୮।୧୨(କିଷାନ ପାତ୍ର):ଚାଷଜମିରେ ଛିଣ୍ଡି ପଡ଼ିଥିବା ୧୧ କେଭି ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଜଣେ ଚାଷୀ ଜଳି ଯାଇଛନ୍ତି। ଏଥିସହ ଚାଷୀଙ୍କ ୨ ଏକର ଜମିର ଧାନ ପୋଡ଼ି ପାଉଁଶ ହୋଇଯାଇଛି। ଶୁକ୍ରବାର ପୂର୍ବାହ୍ନରେ ଏଭଳି ଏକ ଦୁଃଖଦ ଘଟଣା ଘଟିଛି…

ଟ୍ରେନ ସୁରକ୍ଷାରେ ଥିଲେ, ଟ୍ରେନରେ କଟିଗଲେ

ତିହିଡି,୨୬।୧୨(ସଞ୍ଜିତ ବଳ): ଟ୍ରେନ ସୁରକ୍ଷା ଦାୟିତ୍ୱରେ ଥିବା ଜଣେ ସୁରକ୍ଷା କର୍ମୀଙ୍କର ଟ୍ରେନରେ କଟି ମୃତ୍ୟୁ ଘଟିଛି। ଘଟଣା ହେଉଛି ତିହିଡି ବ୍ଲକ ପୀରହାଟ ଥାନା ଅଧୀନ ଭଦ୍ରକ-ଧାମରା ରେଳପଥର ଗୁରୁଦାସପୁର ନିକଟରେ। ଗୁରୁବାର ସକାଳେ ଟ୍ରେନରେ କଟିଯାଇଥିବା ସୁରକ୍ଷା କର୍ମୀଙ୍କ…

ଟ୍ରକ ଅଟକାଇ ଟଙ୍କା ମାଗୁଥିଲେ ଦୁର୍ବୁତ୍ତ: ଟଙ୍କା ନ ଦେବାରୁ ଗୋଡାଇ ଗୋଡାଇ ହାଣିଲେ

ଭଦ୍ରକ, ୧୯।୧୨(ସନାତନ ରାଉତ)- ଭଦ୍ରକ ନୂଆ ବସ ଷ୍ଟାଣ୍ଡ ପୋଲ ତଳେ ବୁଧବାର ବିଳମ୍ବିତ ରାତିରେ ଟ୍ରକ ଡ୍ରାଇଭର ସମେତ ୩ ଜଣକୁ ଆକ୍ରମଣ ହୋଇଛି l ଅଣ୍ଡା ଟ୍ରକ ନେଇ ଭଦ୍ରକ ଆସୁଥିବାବେଳେ ଉକ୍ତ ସ୍ଥାନରେ ୪ ଜଣ ଦୁର୍ବୁତ୍ତ…

ଭାଜପା ନେତାଙ୍କ ଉପରେ ମାଡ଼ିଗଲା ଯାତ୍ରିବାହୀ  ବସ୍‌

ଭଦ୍ରକ/ବନ୍ତ,୧୫ା୧୨(ସନାତନ ରାଉତ/ହରିନାରାୟଣ ମହାନ୍ତି)-ଭଦ୍ରକ ଜିଲା ବନ୍ତ ଥାନା ଅଧୀନ ଟିଲୋ ଜାଗୁଳାଇପଦା ଛକରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବସ୍‌ ମାଡ଼ିଯିବାରୁ ଜଣେ ଭାଜପା ନେତାଙ୍କ ମୃତ୍ୟୁ ଘଟିଛି। ଏଥିସହ ବସ୍‌ଟି ରାସ୍ତାକଡ଼ରେ ଥିବା ବିଦ୍ୟୁତ୍‌ ଟ୍ରାନ୍ସଫର୍ମରକୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri