ଭଦ୍ରକ

ସଂକ୍ରମଣ ରୋକିବ ‘ସେନ୍ସର ଚାଳିତ ବିଶୋଧନ ଯନ୍ତ୍ର’: ୩ ଦିନରେ ତିଆରି କରି ଚର୍ଚ୍ଚାରେ ଯୁବକ

ପଦ୍ମପୁର, ୧୮ା୪(ଡି.ଏନ.ଏ.)-ସାରା ବିଶ୍ୱ ଏବେ କରୋନା କବଳରୁ ମୁକ୍ତି ପାଇବା ପାଇଁ ଲଢ଼େଇ କରୁଛି। ଏଭଳି ସ୍ଥିତିରେ ମଣିଷ ଶରୀରକୁ ମାତ୍ର ଦୁଇ ସେକେଣ୍ଡରେ ପ୍ରାକୃତିକ ବିଶୋଧନ ଦ୍ରବଣ ବ୍ୟବହାର କରି ସେନ୍ସର ଦ୍ୱାରା ମୋଟରଚାଳିତ ସିଞ୍ଚନ ଯନ୍ତ୍ରରେ ପୁରା ମଣିଷ…

ନିରାଡ଼ମ୍ବରରେ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ଉତ୍ସବ ପାଳିତ

ଭଣ୍ଡାରିପୋଖରୀ, ୧୭।୪ (ଡିି.ଏନ.ଏ.)-ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ବାର୍ଷିକ ନିରାଡ଼ମ୍ବରରେ ଭଣ୍ଡାରିପୋଖରୀ ବ୍ଲକ ଛକ ଠାରେ ଥିବା ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ସାମାଜିକ ଦୂରତା ଅବଲମ୍ବନ କରାଯାଇ ପଷ୍ପମାଲ୍ୟ ଅର୍ପଣ କରାଯାଇ ଶେଷ ହୋଇଥିଲା।ଏଥିରେ ବିଜୁ ଜନତା ଦଳ ଭଣ୍ଡାରିପୋଖରୀ…

ନିରାଡ଼ମ୍ବରରେ ପାଳିତ ହେଲା ସୁନାମୁହିଁଙ୍କ ଚଡ଼କ ଯାତ୍ରା

ଭଣ୍ଡାରିପୋଖରୀ, ୧୭।୪ (ଡି.ଏନ.ଏ.)-ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ ନେରଡା ପଞ୍ଚାୟତ ବୈତରଣୀ ନଦୀକୂଳେ ବିରାଜମାନ ପ୍ରତ୍ୟକ୍ଷ ଦେବୀ ମା ସୁନାମୁହିଁଙ୍କ ପୀଠଠାରେ ଚଳିତବର୍ଷ ଚଡକ ଯାତ୍ରା ନିରାଡ଼ମ୍ବରରେ ପାଳିତ ହୋଇଛି। ଚଡକ ଯାତ୍ରାରେ ଠାକୁରାଣୀଙ୍କ ପୂଜାର୍ଚ୍ଚନା, ଚରକ ଖୁଣ୍ଟ ପୂଜା, ଚରକି…

ବିଦ୍ୟୁତ ତାର ଲଗି ବୃଦ୍ଧଙ୍କ ଜୀବନ ଗଲା

ତିହିଡି,୧୭।୪(ଡି.ଏନ.ଏ.)-ଭଦ୍ରକ ଜିଲା ତିହିଡି ଥାନା ଅଧୀନ ବାହାବଳପୁର ଗ୍ରାମର ଦୀନବନ୍ଧୁ ବେହେରା(୮୧) ବିଦ୍ୟୁତ ତାର ସଂସ୍ପର୍ଶରେ ଆସିବାରୁ ମୃତ୍ୟୁ ଘଟିଛି। ଶୁକ୍ରବାର ସକାଳେ ବାଡିରେ କାମ କରୁଥିବାବେଳେ ଝୁଲି ରହିଥିବା ୧୧କେଭି ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସିଥିଲେ। ଯାହାଫଳରେ ଘଟଣାସ୍ଥଳରେ ତାଙ୍କର…

ଭଦ୍ରକ ଜିଲାପାଳଙ୍କ ନିର୍ଦ୍ଦେଶନାମା: ସର୍ବସାଧାରଣ ସ୍ଥାନରେ ଛେପ ପକାଇଲେ ଗଣିବେ ୫୦୦ ତଣ୍ଡ

ଭଦ୍ରକ ଅଫିସ – ଏଣିକି ସର୍ବସାଧାରଣ ସ୍ଥାନରେ ଛେପ ପକାଇଲେ ତଣ୍ଡ ଗଣିବେ ୫୦୦ ଟଙ୍କା। ଏନେଇ ଭଦ୍ରକ ଜିଲାପାଳ ଡ. ଜ୍ଞାନ ରଞ୍ଜନ ଦାସ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଏହା ପରେ ଲୋକେ ଅନେକାଂଶରେ ସଚେତନ ହେବେ ବୋଲି କୁହାଯାଇଛି।…

ନିରାଡମ୍ବରରେ ପାଳିତ ହେଲା ବିଜୁ ଶ୍ରାଦ୍ଧବାର୍ଷିକୀ

ଭଦ୍ରକ ଅଫିସ,୧୭।୪: ନିରାଡ଼ମ୍ବର ଭାବେ ଶୁକ୍ରବାର ଭଦ୍ରକରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧବାର୍ଷିକୀ ପାଳିତ ହୋଇଯାଇଛି। ଏମ୍‌ପି ମଞ୍ଜୁଲତା ମଣ୍ଡଳଙ୍କ ବାସଭବନ ପରିସରରେ ସାମାଜିକ ଦୂରତ୍ୱ ରଖାଯାଇ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାପଣ କରାଯାଇଥିଲା। ଏହି ସମୟରେ ଅନ୍ୟ ମାନଙ୍କ…

୧୪ ହଜାର ୪ ଶହ ଜରିମାନା ଦେଲେ ଆଇନ ଉଲ୍ଲଂଘନକାରୀ

ବନ୍ତ,୧୭।୪(ଡି.ଏନ୍‌.ଏ.) : କରୋନା ଲକ୍‌ ଡାଉନ୍‌ ବେଳେ ଗୁରବାର ଭଦ୍ରକ ଜିଲା ବନ୍ତ ଓ କେନ୍ଦୁଆପଦା ଫାଣ୍ଡି ଅଧୀନରେ ୯ ଜଣ ଆଇନ ଉଲ୍ଲଂଘନକାରୀଙ୍କ ଠାରୁ ୧୪ ହଜାର ୪ ଶହ ଟଙ୍କା ଜରିମାନା ଆଦାୟ କରାଯାଇଛି ା ବନ୍ତ ଥାନା…

କରୋନା ଯୁଦ୍ଧରେ କର୍ତ୍ତବ୍ୟରତ ମହିଳା ଅଧିକାରୀ, ଧନ୍ୟବାଦ ଜଣାଇଲା ଜିଲା ପ୍ରଶାସନ

ବନ୍ତ,୧୬ା୪(ଡି.ଏନ୍‌.ଏ.) : ମହାମାରୀ କରୋନା ଲକ୍‌ଡାଉନ୍‌ ସମୟରେ ରାତିରେ ଲୋକେ ଘରୁ ବାହାରକୁ ବାହାରିବା ପାଇଁ ଭୟ କରୁଥିବା ବେଳେ ଭଦ୍ରକ ଜିଲା ବନ୍ତ ବ୍ଲକର ୨ ମହିଳା ଅଧିକାରୀ ଲୋକମାନଙ୍କ ସୁରକ୍ଷା ପାଇଁ ରାତିରେ ଘୂରି ବୁଲୁଛନ୍ତି। ଏହି ଦୁଇ…

୧୦ ଗ୍ରାମ୍‌ ବ୍ରାଉନ ସୁଗାର ଜବତ

ଭଦ୍ରକ ଅଫିସ, ୧୬ା୪-ଭଦ୍ରକ ଜିଲା ପୁରୁଣାବଜାର ପୋଲିସ ବୁଧବାର ଧନାଟୋଲା ଅଞ୍ଚଳରୁ ୧୦ ଗ୍ରାମ୍‌ ବ୍ରାଉନସୁଗାର ଜବତ କରିଛି। ଏନେଇ ଜଣେ ବ୍ୟବସାୟୀଙ୍କୁ ଅଟକ ରଖି ପଚରାଉଚରା କରାଯାଇଛି। ଏଥିପୂର୍ବରୁ ଭଦ୍ରକ ଟାଉନ ପୋଲିସ ବନ୍ତଛକ ପୋଲ ତଳେ ପ୍ରାୟ ୩୨…

ଲକ୍‌ ଡାଉନ ଉଲ୍ଲଂଘନକାରୀ ଗଣିଲେ ଜରିମାନା

ବନ୍ତ,୧୬।୪(ଡି.ଏନ୍‌.ଏ.): କରୋନା ଲକ୍‌ ଡାଉନ୍‌ ପରିପେକ୍ଷୀରେ ବୁଧବାର ଭଦ୍ରକ ଜିଲା ବନ୍ତ ଓ କେନ୍ଦୁଆପଦା ଫାଣ୍ଡି ପୋଲିସ ପକ୍ଷରୁ ଲକ୍‌ ଡାଉନ ଉଲଂଘନକାରୀଙ୍କ ଠାରୁ ୬ ହଜାର ୪ ଶହ ଟଙ୍କା ଜରିମାନା ଆଦାୟ କରାଯାଇଛି। ମାକ୍ସ ବ୍ୟବହାର କରି ନ…

ଭଦ୍ରକରୁ ଉଠିଲା କଣ୍ଟେନମେଣ୍ଟ

ଭଦ୍ରକ ଅଫିସ, ୧୫ା୪: ଭଦ୍ରକ ଜିଲାରେ ପ୍ରଥମ କରୋନା ପଜିଟିଭ ଚିହ୍ନଟ ହେବା ପରେ ଜିଲା ପ୍ରଶାସନ ପକ୍ଷରୁ ପୁରୁଣାବଜାର ଅଞ୍ଚଳରେ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଥିଲା। ଏହି ଅଞ୍ଚଳରୁ କଟକଣା ବୁଧବାର ହଟାଇ ଦିଆଯାଇଥିଲେ ମଧ୍ୟ ଲକ୍‌ଡାଉନ ଜାରି…

ଭଣ୍ଡାରିପୋଖରୀରେ କଂଗ୍ରେସ ପକ୍ଷରୁ ମାସ୍କ, ସାବୁନ ବଣ୍ଟନ

ଭଣ୍ଡାରିପୋଖରୀ,୧୫।୪ (ଡି.ଏନ୍‌.ଏ.): ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ପ୍ରତିନିଧିଭାବେ ଭଦ୍ରକ ଜିଲା ଭଣ୍ଡାରିପୋଖରୀ ପିସିସି ସଭ୍ୟ ସୁବ୍ରତ ଦାସ ଭଣ୍ଡାରିପୋଖରୀ ବ୍ଲକ ଜଳମଣ୍ଡୁଆ ପଞ୍ଚାୟତର ଗୁଣୁପୁର ଆଦିବାସୀ ସାହି, ପଦିନାରାୟନପୁର, ବଇଁଆ ବନାପୁର ଓ ନଗୁଆଁ ପଞ୍ଚାୟତର ବାଘମରା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri