ଭଦ୍ରକ

ଭଦ୍ରକରେ ଚାଞ୍ଚଲ୍ୟ… ୧୩ ବର୍ଷିଆ ନାବାଳିକାଙ୍କୁ ବଳାତ୍କାର କଲେ ବୃଦ୍ଧ ପଡ଼ୋଶୀ, ସ୍କୁଲରେ ଅଚେତ…

ଧୂଷୁରୀ,୧୫ା୧ ( ଦୀପ୍ତି ରଞ୍ଜନ ନାୟକ) : ଭଦ୍ରକ ଜିଲା ଧୂଷୁରୀ ଥାନା ଅନ୍ତର୍ଗତ ଆରଡି ଫାଣ୍ଡି ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ୧୩ ବର୍ଷିଆ ନାବାଳିକାଙ୍କୁ ଜଣେ ବୃଦ୍ଧ ବଳାତ୍କାର କରିଛନ୍ତି। ଏ ନେଇ ପୀଡ଼ିତାଙ୍କ ବଡ଼ ମା’…

୩୫ ହଜାର ବିକ୍ରି ହୋଇଥିଲେ ଶିଶୁ କନ୍ୟା: ଉଦ୍ଧାର ପରେ ଘଟିଲା…

ଭଦ୍ରକ,୧୪।୧(ସନାତନ ରାଉତ):ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ବୟବନାପୁର ଗ୍ରାମରେ ବିକ୍ରି ହୋଇଥିବା ଶିଶୁ କନ୍ୟାକୁ ମଙ୍ଗଳବାର ରାତିରେ ଉଦ୍ଧାର କରାଯାଇଛି l ଏନେଇ ଶିଶୁ କନ୍ୟାର ଜେଜେମା ଥାନାରେ ମଙ୍ଗଳବାର ଅଭିଯୋଗ କରିଥିଲେ। ଶିଶୁ କନ୍ୟାର ବାପା ମା’ ଋଣ ଶୁଝିବା…

ମାସକର ଝିଅକୁ ବିକିଦେଲେ ବାପା-ମା’: କାରଣ ଜାଣିଲେ ଉଡିଯିବ ହୋଶ୍‌

ଭଣ୍ଡାରିପୋଖରୀ,୧୪।୧(ରାଜେନ୍ଦ୍ର ଶତପଥୀ):ଋଣ ଶୁଝିବା ପାଇଁ ନିଜ ମାସକର ଝିଅକୁ ଅନ୍ୟକୁ ବିକ୍ରି କରିଦେଲେ। ଏଭଳି ଏକ ଲଜ୍ଜାଜନକ ଘଟଣା ଘଟିଛି ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ଅଧୀନ ବୟାବନାପୁର ଗ୍ରାମରେ। ଏ ସମ୍ପର୍କରେ ଶିଶୁକନ୍ୟାଙ୍କ ଜେଜେମା ମଙ୍ଗଳବାର ଥାନାରେ ଅଭିଯୋଗ କରିବା…

ବାଇକ୍‌ ନେଇ ସିଧା ପିଟିଦେଲେ ଦୋକାନ ଘରେ, ଆଉ ତା’ ପରେ…

ବାସୁଦେବପୁର,୧୨ା୧(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ଜଗନ୍ନାଥ ପ୍ରସାଦ ପଞ୍ଚାୟତର ମିଶ୍ରପୁରଠାରେ ଏକ ଦୋକାନ ଘରକୁ ଧକ୍କା ଦେଇ ଦୁଇ ବାଇକ୍‌ ଆରୋହୀ ଗୁରୁତର ହୋଇଛନ୍ତି। ସେମାନେ ହେଲେ ଦଧିବାମନପୁର ଗ୍ରାମର ଦେବାଶିଷ ମହାକୁଡ଼ (୨୦)ଓ ବଳିଆ ପରିଡ଼ା…

ମଞ୍ଚରେ ଅଶ୍ଳୀଳ ନୃତ୍ୟ ନିଶା ମହାରଣା: ଚୌକି-ଜୋତା ମାଡ଼ କଲେ ଦର୍ଶକ: ଆଉ ତା’ପରେ ଘଟିଲା…

ଭଦ୍ରକ,୧୨।୧: ଯାତ୍ରା ମଞ୍ଚରେ ଆଇଟମ ଗାର୍ଲ ନିଶା ମହାରଣାଙ୍କୁ ପୁଣି ଥରେ ବିରୋଧ ହୋଇଛି। ଅଶ୍ଳୀଳ ନୃତ୍ୟ ପାଇଁ ନିଶାଙ୍କୁ ବିରୋଧ କରିଛନ୍ତି ଉପସ୍ଥିତ ଦର୍ଶକ। ଭଣ୍ଡାରିପୋଖରୀରେ ପାର୍ବତୀ ଗଣନାଟ୍ୟ ପକ୍ଷରୁ ଚାଲିଥିବା ଯାତ୍ରାରେ ଅଶ୍ଲୀଳ ନୃତ୍ୟ ପ୍ରଦର୍ଶନ କରୁଥିଲେ ନିଶା।…

ଟ୍ରାକ୍ଟର ନେଲା ଜୀବନ: ବେଙ୍ଗଳା ପକାଇବାକୁ ଯାଉଥିବା ବେଳେ…

ଭଦ୍ରକ,୧।୧୧: ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ବିଦେଇପୁର ପଞ୍ଚାୟତର ଗଡେଇବିନ୍ଧା ଗ୍ରାମର ଜଣେ ଯୁବକଙ୍କ ଟ୍ରାକ୍ଟର ଧକ୍କାରେ ଶନିବାର ରାତିରେ ମୃତତ୍ୟୁ ଘଟିଛି। ସେ ହେଲେ ଅଭିଷେକ ମହାଳିକ, (୨୨ ବର୍ଷ) ରାତିରେ ଏକ ଟ୍ରାକ୍ଟର ଖଳାକୁ ବେଙ୍ଗଳା ପକାଇବାକୁ…

ଅଭିଯୁକ୍ତଙ୍କୁ ଖସାଇ ନେବାକୁ ପୋଲିସକୁ କରିଥିଲେ ଢେଲା ମାଡ: ପରେ ଜଣଙ୍କ ପରେ ଜଣଙ୍କୁ…

ବାଲେଶ୍ୱର,୧୦।୧(ବାଞ୍ଛାନିଧି ଦେ): ବାଲେଶ୍ୱର ସହଦେଖୁଣ୍ଟା ଥାନା ପୋଲିସ ପକ୍ଷରୁ ଶୁକ୍ରବାର ଅରଡବଜାର ଗଉଡ଼ସାହି ନିକଟରେ ଚଢ଼ାଉ କରାଯାଇ ଦମ୍ପତି ବ୍ରାଉନସୁଗର ବେପାରୀଙ୍କୁ ଗିରଫ କରାଯାଇଥିଲା । ସେମାନଙ୍କ ଠାରୁ ୬୮ ଗ୍ରାମ ବ୍ରାଉନସୁଗର, ବୁଲେଟ ମୋଟରସାଇକେଲ, ମୋବାଇଲ ଜବତ ହୋଇଥିଲା l…

ରାଜ୍ୟରେ ଶୀତ ଲହରୀ: ଏହି ଜିଲାରେ ଗୋଟିଏ ମାସ ସକାଳୁଆ ସ୍କୁଲ ବନ୍ଦ

ଭୁବନେଶ୍ୱର,୯।୧: ରାଜ୍ୟରେ ଜାରି ରହିଛି ପ୍ରବଳ ଶୀତ ଲହରୀ। ସକାଳୁ ସକାଳୁ ଘରୁ ବାହାରିବା କଷ୍ଟକର ହୋଇପଡୁଛି। ଏହାକୁ ଦୃଷ୍ଟିରେ ରଖି ଓଡ଼ିଶାର ଭଦ୍ରକ ଜିଲା ପ୍ରଶାସନ ସମସ୍ତ ସ୍କୁଲରେ ଶନିବାର ସକାଳ ଶ୍ରେଣୀ ପରିବର୍ତ୍ତେ ଦିନ ସିଫ୍ଟରେ କ୍ଲାସ୍ କରିବାକୁ…

ଡିପୋଜିଟ୍‌ ପାଇଁ  ଏଜେଣ୍ଟ ୩ ଲକ୍ଷ ଟଙ୍କା ନେଇ ଯାଉଥିଲେ, ବାଇକରେ ଆସି ଲୁଟି ନେଲେ…

ଚାନ୍ଦବାଲି,୮।୧(ଅଶୋକ ପଣ୍ଡା): ଭଦ୍ରକ ଜିଲା ଚାନ୍ଦବାଲି ଅଞ୍ଚଳରେ ଅପରାଧିଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଗୁରୁବାର ଦିବା ପ୍ରାୟ ୧.୩୦ ସମୟରେ ବାଂଶଡା ଥାନା ଅଧିନ ଜଣେ ଏଲ୍‌ଆଇସି ଏଜେଣ୍ଟଙ୍କୁ ମରଣାନ୍ତକ ଆକ୍ରମଣ କରି ଲୁଟି ନେଲେ ୩ଲକ୍ଷ ଟଙ୍କା ଲୁଟି ନେଇଛନ୍ତି।…

ବେକରେ ସାପ ଝୁଲାଇ ବଜାରରେ ବୁଲୁଥିଲେ ଯୁବକ, ଏପରି ଅବସ୍ଥା ହେଲାଯେ…

ଭଦ୍ରକ,୮ା୧: ଭଦ୍ରକ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଏବଂ ଭୟଙ୍କର ଘଟଣା ସାମ୍ନାକୁ ଆସିଛି । ମଙ୍ଗଳବାର ଦିନ, ବନ୍ତ ଅଞ୍ଚଳର ଜଣେ ଯୁବକ ବେକରେ ସାପ ଧରି ବଜାରରେ ବୁଲୁଥିବା ଦେଖାଯାଇଥିଲା । ଫୁଲ ମାଳ ଭଳି ଯୁବକ ଜଣକ ବେକରେ…

୬ ପରିବାରର ୧୬ ବଖରା ପୋଡି ପାଉଁଶ, ଗୋରୁ-ଛେଳି ଜୀବନ୍ତ ଦଗ୍ଧ

ତିହିଡି଼,୫୧(ସଞ୍ଜିତ ବଳ):ତିହିଡି଼ ତହସିଲ ପୀରହାଟ ଥାନା ନରେନ୍ଦ୍ରପୁର ପଞ୍ଚାୟତ ଅଧୀନ ଛତ୍ରପଦା ଗ୍ରାମର ପଣ୍ଡିତସାହିରେ ରବିବାର ବିଳମ୍ବିତ ରାତିରେ ଭୟବହ ଅଗ୍ନିକାଣ୍ଡ ଘଟିଛି l ଏଥିରେ ୬ପରିବାରର ୧୬ ବଖରା ଘର ସହିତ ଗୋରୁ ଗୁହାଳ ପୋଡ଼ି ପାଉଁଶ ହୋଇଯାଇଛି l…

ମହମ୍ମଦ ମୋକିମଙ୍କୁ ଭେଟିଲେ ଭଦ୍ରକ ପୌରାଧ୍ୟକ୍ଷା: ସବୁଠି ଚର୍ଚ୍ଚା

ଭଦ୍ରକ,୩୧।୧୨(ସନାତନ ରାଉତ): ମହମ୍ମଦ ମୋକିମଙ୍କୁ ଭେଟିଲେ ଭଦ୍ରକ ପୌରାଧ୍ୟକ୍ଷା ଗୁଲମକି ଦଲୱାଜ। ସାଧୀନ ଭାବେ ଜିତି ବିଜେଡିରେ ଯୋଗ ଦେଇଥିଲେ ଗୁଲମକି। ବର୍ତ୍ତମାନ ଗୁଲମକି ମୋକିମଙ୍କ ଭେଟକୁ ନେଇ ଚର୍ଚ୍ଚା ହେଉଛି। Dharitri – Odisha’s No.1 Odia Daily

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?