ଭଦ୍ରକ

ତେସିଙ୍ଗା କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ବଗିଚା କାମ କରୁଛନ୍ତି ପ୍ରବାସୀ

ଭଣ୍ଡାରିପୋଖରୀ,୨୪ା୫(ଡି.ଏନ୍‌.ଏ.): କେତେକ କ୍ୱାରାଣ୍ଟାଇନ୍‌ ସେଣ୍ଟରରେ କିଏ ଟିକ୍‌ଟକ୍‌ କଲାଣି ତ ଆଉ କିଏ ଖାଇବା ଫିଙ୍ଗି ଭିଡିଓ ଭାଇରାଲ କଲେଣି। ଏଥିନେଇ ସରପଞ୍ଚଙ୍କଠାରୁ ପ୍ରଶାସନ ପର୍ଯ୍ୟନ୍ତ ସମସ୍ତଙ୍କ ଚିନ୍ତା ବଢ଼ି ଯାଇଛି। ମାତ୍ର ଏମିତି ଏକ କ୍ୱାରାଣ୍ଟାଇନ୍‌ ସେଣ୍ଟର ଅଛ, ଯେଉଁଠି…

୪ଦିନ ହେଲା ବିଦ୍ୟାଳୟରେ ମୁଣ୍ଡ ଗୁଞ୍ଜିଛନ୍ତି ପରିବାର

ପଦ୍ମପୁର, ୨୩ା୫(ଡି.ଏନ. ଏ.)-ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ଜଗନ୍ନାଥପ୍ରସାଦ ପଞ୍ଚାୟତ ଦାସଡିହ ଗ୍ରାମର ଗଣେଶ ମଳିକଙ୍କ ଘର ବାତ୍ୟା ପ୍ରଭାବରେ ଭୁଶୁଡ଼ି ପଡ଼ିଛି। ମୁଣ୍ଡ ଗୁଞ୍ଜିବାକୁ ଜାଗା ନ ଥିବାରୁ ସେ ତାଙ୍କ ପରିବାରର ୯ଜଣଙ୍କ ସହ ଦାସଡିହ ପ୍ରାଥମିକ…

ବାସୁଦେବପୁର ବ୍ଲକର ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ବୁଲି ଦେଖିଲେ ବିଧାୟକ

ପଦ୍ମପୁର,୨୩।୫(ଡି.ଏନ୍‌.ଏ.): ଅମ୍ଫନ୍‌ ବାତ୍ୟାରେ କ୍ଷତିଗ୍ରସ୍ତ ଭଦ୍ରକ ଜିଲା ବାସୁଦେବପୁର ବ୍ଲକର ୧୬ଟି ପଞ୍ଚାୟତକୁ ବିଧାୟକ ବୁଲି ଦେଖିଛନ୍ତି। ଶନିବାର ଅପରାହ୍ନରେ ବିଧାୟକ ବିଷ୍ଣୁବ୍ରତ ରାଉତରାୟ ବିଭିନ୍ନ ପଞ୍ଚାୟତର ବାତ୍ୟା ପ୍ରଭବରେ ଭାଙ୍ଗି ଯାଇଥିବା ମାଟି ଘରଗୁଡିକ ଦେଖିବା ସହ କ୍ଷତିଗ୍ରସ୍ତ ଲୋକଙ୍କୁ…

ସାବିତ୍ରୀ ଭୋଗ ଖାଇ ୧୦ ଅସୁସ୍ଥ

ବନ୍ତ,୨୩ା୫(ଡି.ଏନ୍‌.ଏ.): ଭଦ୍ରକ ଜିଲା ବନ୍ତ ବ୍ଲକ ରାମପୁର ଗ୍ରାମର ୧୦ଜଣ ବ୍ୟକ୍ତି ସାବିତ୍ରୀ ଭୋଗ ଖାଇ ଅସୁସ୍ଥ ହୋଇଥିବା ବେଳେ ୨ ଜଣଙ୍କୁ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ା ସୂଚନାଯୋଗ୍ୟ, ସାବିତ୍ରୀ ବ୍ରତ ଅବସରରେ ରାମପୁର ଗ୍ରାମର କିଛି…

ଭଣ୍ଡାରିପୋଖରୀର ୩ କ୍ୱାରାଣ୍ଟାଇନ ସେଣ୍ଟରରୁ ୨୦ ଜଣଙ୍କ ସ୍ବାବ ସଂଗ୍ରହ

ଭଣ୍ଡାରିପୋଖରୀ,୨୩।୫ (ଡି.ଏନ୍‌.ଏ): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକର ତିନୋଟି ସଙ୍ଗରୋଧ କେନ୍ଦ୍ରରୁ କରୋନା ଲକ୍ଷଣ ଥିବା ୨୦ ପ୍ରବାସୀଙ୍କ ସ୍ବାବ ସଂଗ୍ରହ କରାଯାଇଛି। ମାଳଦା ପଞ୍ଚାୟତ ସଙ୍ଗରୋଧ କେନ୍ଦ୍ରରୁ ୧୩ ଜଣ, ନପଙ୍ଗ ପଞ୍ଚାୟତସ୍ଥିତ ଚଣ୍ଡୀମାତା ଉଚ୍ଚ ବିଦ୍ୟାପୀଠ କେନ୍ଦ୍ରରୁ ୨…

ସଙ୍ଗରୋଧ କେନ୍ଦ୍ରରେ ସାବିତ୍ରୀ

ବନ୍ତ,୨୨।୫(ଡି.ଏନ୍‌.ଏ.)-ଭଦ୍ରକ ଜିଲା ବନ୍ତ ବ୍ଲକର ବିଭିନ୍ନ ସଙ୍ଗରୋଧ କେନ୍ଦ୍ରରେ ଶୁକ୍ରବାର ମହିଳାମାନେ ସାବିତ୍ରୀମାନେ ବ୍ରତ ପାଳନ କରିଛନ୍ତି। ବିଭିନ୍ନ କେନ୍ଦ୍ରରେ ଥିବା ମହିଳାମାନଙ୍କ ପାଇଁ ସରପଞ୍ଚମାନେ ଭୋଗ ସାମଗ୍ରୀ କିଣି ଦେଇଥିଲେ। ନିକଟସ୍ଥ ମନ୍ଦିରରେ ପୂଜାର୍ଚ୍ଚନା ପରେ ମହିଳାମାନେ ପ୍ରସାଦସେବନ କରିଥିଲେ।…

ସରପଞ୍ଚ ଦେଲେ ନୂଆ ଶାଢ଼ୀ, ପୂଜା ସାମଗ୍ରୀ: ସଂଗରୋଧରେ ଥିବା ମହିଳା ପାଳିଲେ ସାବିତ୍ରୀ ବ୍ରତ

ବନ୍ତ,୨୨।୫(ସ୍ବ.ପ୍ର.): ଭଦ୍ରକ ଜିଲା ବନ୍ତ ବ୍ଲକ ଓଡଙ୍ଗ ପଞ୍ଚାୟତ ଟିଏମ୍‌ସିରେ ଶୁକ୍ରବାର ସାବିତ୍ରୀ ବ୍ରତ ପାଳନ ହୋଇଯାଇଛି। ସଙ୍ଗରୋଧରେ ଥିବା ସଧବାମାନେ ସମଦୂରତ୍ୱ ରଖି ସାବିତ୍ରୀ ବ୍ରତ ପାଳନ କରିଛନ୍ତି। ଏସବୁ ସରପଞ୍ଚଙ୍କ ପାଇଁ ସମ୍ଭବ ହୋଇପାରିଛି ବୋଲି ବ୍ରତଧାରୀ ମହିଳାମାନେ…

ସଂଗରୋଧ ଗୃହରୁ ଖସି ପଳାଇ ଘରେ ପହଞ୍ଚିଲେ ପ୍ରବାସୀ: ଗ୍ରାମବାସୀଙ୍କ ବିରୋଧ

ପଦ୍ମପୁର,(ଡି.ଏନ୍‌.ଏ.): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ଜଗନ୍ନାଥପ୍ରସାଦ ପଞ୍ଚାୟତ ପାଟଣା ମିଶ୍ରପୁର ସଂଗରୋଧ ଗୃହରୁ ଜଣେ ବ୍ୟକ୍ତି ଖସି ପଳାଇ ନିଜ ଗ୍ରାମ ଜୟକୃଷ୍ଣପୁରରେ ପହଞ୍ଚିଛନ୍ତି। ସେ ହେଲେ ରମାକାନ୍ତ ସେଠୀ। ଏହାକୁ ଗ୍ରାମବାସୀ ବିରୋଧ କରିଛନ୍ତି। ପ୍ରକାଶ ଯେ,…

ଭଦ୍ରକରେ ଆକ୍ରାନ୍ତଙ୍କ ସଂଖ୍ୟା ୯୮ ଛୁଇଁଲା

ଭଦ୍ରକ ଅଫିସ,୨୨ା୫: ଜିଲାରେ ଶୁକ୍ରବାର ୩ କରୋନା ଆକ୍ରାନ୍ତ ଚି଼ହ୍ନଟ ହୋଇଥିବା ପ୍ରଶାସନ ପକ୍ଷରୁ ଟୁଇଟର୍‌ ମାଧ୍ୟମରେ ସୂଚନା ଦିଆଯାଇଛି। ଏହାକୁ ମିଶାଇ ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୯୮ ଛୁଇଁଛି। ସମସ୍ତ ଆକ୍ରାନ୍ତ କ୍ୱାରାଣ୍ଟାଇନ୍‌ ସେଣ୍ଟରରୁ ଚି଼ହ୍ନଟ ହୋଇଛନ୍ତି ବୋଲି ସୂଚନା…

ଭଦ୍ରକର ସବୁ ମନ୍ଦିରରେ ୧୪୪ ଧାରା ଲାଗୁ

ଭଦ୍ରକ ଅଫିସ,୨୨ା୫: ଜିଲା ପ୍ରଶାସନ ପକ୍ଷରୁ ପବିତ୍ର ସାବିତ୍ରୀ ଅମାବାସ୍ୟାର ଭିଡ଼ ନିୟନ୍ତ୍ରଣ କରିବା ପାଇଁ ସବୁ ମନ୍ଦିରରେ ୧୪୪ ଧାରା ଲାଗୁ କରାଯାଇଛି। ଫଳରେ ମନ୍ଦିରଗୁଡିକ ଖାଁ ଖାଁ ଲାଗୁଛି। ମନ୍ଦିରଗୁଡ଼ରେ କେବଳ ବିଧି ଅନୁଯାୟୀ ପୂଜାପାଠ ହୋଇଛି। ସମସ୍ତ…

ସଙ୍ଗରୋଧ ଗୃହରେ ଧାରଣା ଦେଲେ ପ୍ରବାସୀ

ଭଦ୍ରକ ଅଫିସ, ୨୨ା୫- ଭଦ୍ରକ ଜିଲାର ବିଭିନ୍ନ ସଙ୍ଗରୋଧ ଗୃହରେ ଥିବା ପ୍ରବାସୀ ଓଡ଼ିଆମାନେ ଗୁରୁବାର ଧାରଣା ଦେଇଥିଲେ। ୧୫ ଦିନରୁ ଊର୍ଦ୍ଧ୍ୱ ହେବ ସଂଗରୋଧ ଗୃହରେ ରହିଥିବା ବେଳେ ସେମାନଙ୍କ ସ୍ବାବ ସଂଗ୍ରହ କରାଯାଉ ନ ଥିବାରୁ ଉତ୍ତେଜନା ଦେଖା…

ଖୁବଶୀଘ୍ର କ୍ଷୟକ୍ଷତି ଆକଳନ : ଶୁକ୍ରବାର ସୁଦ୍ଧା ଗ୍ରାମାଞ୍ଚଳରେ ବିଦ୍ୟୁତ୍‌ ସଂଯୋଗ

ଭଦ୍ରକ ଅଫିସ, ୨୨ା୫- ଭଦ୍ରକ ଜିଲାରେ ଅମ୍ଫନ୍‌ ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ମୁଖ୍ୟତଃ ଚାଳଘର, ଆଜବେଷ୍ଟ ଘର ଓ ବିଦ୍ୟୁତ ଖୁଣ୍ଟ ଗୁଡ଼ିକ ଭୂଇଁରେ ଲୋଟି ପଡ଼ିିଛି। ସମୁଦ୍ରକୂଳିଆ ବାସୁଦେବପୁର, ଚାନ୍ଦବାଲି ଓ ଧାମରା ଅଞ୍ଚଳରେ ବ୍ୟାପକ କ୍ଷତି ହୋଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?