ହୋଲି ପାଇଁ ନିର୍ଦ୍ଦେଶନାମା ଜାରି: ହେଡ୍କ୍ୱାଟର ଛାଡି ପାରିବେ ନାହିଁ ଅଫିସର
ଭଦ୍ରକ,୧୩।୩(ସନାତନ ରାଉତ ): ଭଦ୍ରକ ଜିଲାରେ ହୋଲି ପାଇଁ ଗୁରୁବାର ଏକ କଡ଼ା ନିର୍ଦ୍ଦେଶନାମା ଜାରି କରାଯାଇଛି। ଭଦ୍ରକ ଜିଲାପାଳ ଦିଲୀପ ରାଉତରାଏ ଏହି ନିର୍ଦ୍ଦେଶ ଜାରି କରିଛନ୍ତି। ହୋଲି ଛୁଟିରେ ଜିଲାସ୍ତରୀୟ ଅଫିସରଙ୍କୁ ହେଡ୍କ୍ୱାଟର ନ ଛାଡ଼ିବାକୁ ଏହି ନିର୍ଦ୍ଦେଶନାମାରେ…
ନିଖୋଜ ଯୁବକଙ୍କ ମୃତଦେହ ପୋଖରୀରୁ ଉଦ୍ଧାର
ଧୂଷୁରୀ,୧୦।୩( ଦୀପ୍ତି ରଞ୍ଜନ ନାୟକ ): ଭଦ୍ରକ ଜିଲା ଧୂଷୁରୀ ଥାନା ଅଧୀନ କୋଠାର ପଞ୍ଚାୟତର ବାଙ୍କ ସାହି ଗ୍ରାମ ରେ ଘଟିଛି ଅଭାବନୀୟ ଘଟଣା। ଏହି ଗାଆଁର ସମୀର ରାଉତ (୧୮) ରବିବାର ଦିନ ନିକଟସ୍ଥ ପୋଖରୀକୁ ଶୌଚ ହେବା…
ନିଆଁ ଲାଗି ଜଳିଗଲା ଦୋକାନ, ୧୦ ଲକ୍ଷ ଟଙ୍କାର ଜିନିଷ ପୋଡ଼ି ପାଉଁଶ
ସାବରଙ୍ଗ,୧୦ା୩(କାଳିପଦ ରାୟ): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ରାଜଘର ପୋଖରୀ ପଞ୍ଚାୟତର ଗଦଳା ଗ୍ରାମରେ ଅଶୋକ ନାୟକଙ୍କ ଦୋକାନରେ ରବିବାର ରାତିରେ ନିଆଁ ଲାଗି ଜଳିଯାଇଛି, ଦୋକାନରେ ଥିବା ଦୁଇଟା ବାଇକ୍ ଓ ତେଜରାତି ସାମଗ୍ରୀ ଯାହାର ଆନୁମାନିକ ମୂଲ୍ୟ…
ମାମୁଘରକୁ ଆସି ଚାଲିଗଲା ଭଣଜାର ଜୀବନ
ତିହିଡ଼ି,୧୦ା୩(ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡ଼ି ଥାନା ବାଡ଼କ ପଞ୍ଚାୟତ ଅଧୀନ ଅଣ୍ଡରାଇ ଗ୍ରାମର ଏକ ପୋଖରୀରେ ପଡ଼ି ଶିଶୁପୁତ୍ରର ମୃତ୍ୟୁ ଘଟିଛି। ମୃତ ଶିଶୁର ନାଁ ସ୍ବରାଜ (୪) ଏବଂ ସେ କାଁପଡ଼ା ପଞ୍ଚାୟତ ଅଧୀନ ଦପା ଗ୍ରାମର ନାରାୟଣ…
ବିଭିନ୍ନ ମନ୍ଦିରରୁ ଚୋରି: ନେଇଗଲେ ୫ଲକ୍ଷରୁ ସମସ୍ତ ସୁନା ଅଳଙ୍କାର ସହ ୫ଲକ୍ଷରୁ ଉର୍ଦ୍ଧ ଟଙ୍କା
ସାବରଙ୍ଗ,୮।୩ (କାଳିପଦ ରାୟ): ବାସୁଦେବପୁର ଥାନା ଅଧୀନ ଭୈରବପୁର ଠେକିପଦା ଗ୍ରାମର ଲଷ୍ମୀନାରାୟଣ ମନ୍ଦିର, ହନୁମାନ ମନ୍ଦିର, ହନୁମାନ ବାଟିକାର, ଶ୍ରୀରାମ ମନ୍ଦିର, ତାଲା ଓ ହୁଣ୍ଡି ଭାଙ୍ଗି ଶୁକ୍ରବାର ରାତିରେ ଚୋରି ହୋଇଛି। ଦୁବୃର୍ତ୍ତମାନେ ୫ଲକ୍ଷରୁ ଉର୍ଦ୍ଧ ଟଙ୍କା ଓ…
ପୁଣି ଲଜ୍ଜ୍ୟା: ନାବାଳିକାଙ୍କୁ ଗର୍ଭବତୀ କଲେ ନାବାଳକ, ଚାରିଆଡେ ଚର୍ଚ୍ଚା…
ଭଦ୍ରକ,୫।୩(କାଳୀପଦ ରାୟ): ନାବାଳିକାଙ୍କୁ ଗର୍ଭବତୀ ଅଭିଯୋଗରେ ନାବାଳକ ଗିରଫ ହୋଇଛନ୍ତି। ସୂଚନାଯୋଗ୍ୟ, ନୟାକଣୀଡ଼ିହି ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଭଲପାଇ ଶାରୀରିକ ସମ୍ପର୍କ ରଖିଥିଲେ ସେହି ଗ୍ରାମରେ ଜଣେ ନାବାଳକ। ନାବାଳିକା ଜଣଙ୍କ ଆଠ ମାସର ଗର୍ଭବତୀ ଥିବାର ଜଣାପଡିଛି। ଏନେଇ…
ରାଜପଥରେ ଗଜରାଜ: ଯାତାୟାତ ବାଧାପ୍ରାପ୍ତ, ଲୋକେ ଭୟଭିତ
ଭଦ୍ରକ,୪।୩(ସନାତନ ରାଉତ): ଭଦ୍ରକ ଆନନ୍ଦପୁର ୫୩ ନମ୍ବର ରାଜ୍ୟ ରାଜପଥରେ ବୁଲିଲା ଦନ୍ତାହାତୀ। ଅନ୍ୟପକ୍ଷେ ବନ କର୍ମଚାରୀ ହାତୀକୁ ପିଛା କରି ଗତିବିଧି ଉପରେ ଲକ୍ଷ୍ୟ କରି ସୁରକ୍ଷା ଦେଉଛନ୍ତି l ମିଳିଥିବା ସୂଚନା ମୁତାବକ, କେନ୍ଦୁଝର ଜିଲା ହାଟଡିହି ଅଞ୍ଚଳରୁ…
RMC ମାର୍କେଟ୍ରେ ବଡ଼ ଧରଣର ଅଗ୍ନିକାଣ୍ଡ
ଭଦ୍ରକ,୪।୩(ସନାତନ ରାଉତ): ଭଦ୍ରକ ପୁରୁଣା ବଜାର ଥାନା ବାଇପାସ୍ ସ୍ଥିତ RMC ମାର୍କେଟ୍ରେ ଥିବା ବିସ୍କୁଟ ଏବଂ ପ୍ଲାଷ୍ଟିକ ଗୋଦାମରେ ମଙ୍ଗଳବାର ଭୟାବହ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ଟଙ୍କାର ସମ୍ପତ୍ତି ପୋଡି ନଷ୍ଟ ହୋଇଯାଇଥିବା ପ୍ରାଥମିକ ତଦନ୍ତରୁ ସୂଚନା…
ଆରପାରିରେ ଶାନ୍ତିର ପ୍ରତୀକ ବାରି ବାବୁ
ଭଦ୍ରକ, ୩।୩(ସନାତନ ରାଉତ): ଭଦ୍ରକ ସହରର ଭାଇଚାରା ଓ ଶାନ୍ତିର ପ୍ରତୀକ ହାଜି ମହମ୍ମଦ ଅବଦୁଲ ବାରି (୮୫)ଙ୍କର ସୋମବାର ପବିତ୍ର ରମଜାନ ମାସର ଦିତୀୟ ଦିନ ପୂର୍ବାହ୍ନରେ ପରଲୋକ ଘଟିଛି। ଭଦ୍ରକ ଜିଲାରେ ସମସ୍ତଙ୍କ ପ୍ରିୟ ତଥା ଜାତୀୟ ସଦଭାବନା…
ରାତିଅଧରେ ମାଡ଼ି ବସିଲା ଜିଲା ପ୍ରଶାସନ: ୧୯ ବାଲିଗାଡ଼ି ଜବତ
ସୋର,୨।୩(ଜନ୍ମେଜୟ ମିଶ୍ର): ଭଦ୍ରକ ଜିଲା ପ୍ରଶାସନ, ଏକ କାଳୀନ ୧୯ଟି ବେଆଇନ ବାଲି ଗାଡି ଜବତ କରିଛି। ଉପ ଜିଲାପାଳଙ୍କ ନିର୍ଦ୍ଦେଶରେ ଖଣି ଅଧିକାରୀ ଓ ସୋର ଅତିରିକ୍ତ ତହସିଲଦାର ସୋର ପୋଲିସ ରାତିଅଧିଆ ଚଢ଼ାଉ କରିଛି। ସୋର ଥାନା ୧୬…
ସିରିଜ ଦୁର୍ଘଟଣା: ବସକୁ ପିଟିଲା ହାଇୱା-କଣ୍ଟେନର, ୧୨ ଆହତ
ଭଦ୍ରକ, ୧।୩(ସନାତନ ରାଉତ): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ଅଧିନସ୍ଥ ୧୬ ନଂ ଜାତୀୟ ରାଜପଥ ଛତାବର ନିକଟରେ ଟାୟାର ପମ୍ପଚର ହୋଇଥିବା ଏକ ଟୁରିଷ୍ଟ ବସ ରାସ୍ତାରେ ଛିଡା ହୋଇଥିବା ସମୟରେ ପଛ ପଟୁ ଧକ୍କା ଦେଲା ଏକ ହାଇୱା…
ଅଜଣା ଦୁର୍ବୃତ୍ତଙ୍କ ଏସିଡ ମାଡ଼ରେ ଯୁବକ ଗୁରୁତର
ସାବରଙ୍ଗ,୧।୩(କାଳିପଦ ରାୟ): ଭଦ୍ରକ ଜିଲା ବାସୁଦେବପୁର ବ୍ଲକର ଲଷ୍ମୀଦାସ ପୁର ପଞ୍ଚାୟତର ରାମଚନ୍ଦ୍ରପୁର ଗ୍ରାମର ଜଣେ ଯୁବକଙ୍କ ଉପରେ ଏସିଡ ମାଡ଼ ହୋଇଛି। ଜଗବନ୍ଧୁ ପଳେଇ ନାମକ ଏହି ଯୁବକ ଜଣଙ୍କ ଶୁକ୍ରବାର ରାତିରେ ଘରେ ଶୋଇଥିଲେ। ବିଳମ୍ବିତ ରାତ୍ରିରେ ଅଜଣା…
Archives


