ଭଦ୍ରକ

ମାନସ ସ୍ବାଇଁ ହତ୍ୟା ଘଟଣା: ୮ ଅଭିଯୁକ୍ତଙ୍କ ନାଁରେ ଚାର୍ଜସିଟ ଦାଖଲ

ଚାନ୍ଦବାଲି ୯।୭(ଡି.ଏନ୍‌.ଏ): ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟା ଘଟଣାରେ କ୍ରାଇମବ୍ରାଞ୍ଚ ପକ୍ଷରୁ ଚାନ୍ଦବାଲି ଜେଏମ୍‌ଏଫ୍‌ସି କୋର୍ଟରେ ୮ ଜଣ ଅଭିଯୁକ୍ତଙ୍କ ନାଁରେ ଚାର୍ଜସିଟ ଦାଖଲ ହୋଇଛି । ସେଥିରେ ୩୪ ଜଣ ସାକ୍ଷୀ ରହିଛନ୍ତି । ଏହି ସାକ୍ଷୀଙ୍କ…

ନିଷ୍କାସନ ହୋଇପାରୁନି ବର୍ଷାପାଣି

ଧାମନଗର, ୮।୭ (ଡି.ଏନ.ଏ.) ଭଦ୍ରକ ଜିଲା ଧାମନଗର ବ୍ଲକ ଦୋବଲ ବଜାରରେ ଦିନକୁ ଦିନ ଟ୍ରାଫିକ ଓ ଡ୍ରେନେଜ ସମସ୍ୟା ଗୁରୁତର ହେବାରେ ଲାଗିଛି। ଦୋବଲ ବସ୍‌ଷ୍ଟାଣ୍ଡଠାରୁ କାଳୀବଜାର ରାସ୍ତାର ଉଭୟ ପାର୍ଶ୍ୱରେ ବିଭିନ୍ନ ଗାଡ଼ି ଦୀର୍ଘ ସମୟ ଧରି ଛିଡ଼ା…

ଟ୍ରାଫିକ୍‌ ସମସ୍ୟାରେ ନାକେଦମ୍‌

ବାସୁଦେବପୁର, ୭ା୭(ଡି.ଏନ.ଏ.): ଭଦ୍ରକ ଜିଲାର ବାସୁଦେବପୁର ସହର ଏକ ପୁରାତନ ବ୍ୟବସାୟିକ ପେଣ୍ଠସ୍ଥଳ। ଧାମରା ବନ୍ଦରକୁ ଏହି ବଜାର ଦେଇ ଜାମୁଝାଡ଼ି-ଧାମରା ରାସ୍ତା ଯାଇଛି। ଦିନକୁ ଦିନ ଧାମରା-ଜାମୁଝାଡ଼ି ରାସ୍ତା ଦେଇ ବନ୍ଦରକୁ ଶତାଧିକ ଟ୍ରକ୍‌ ଓ ଅନ୍ୟ ଯାନବାହନ ଚଳାଚଳ କରୁଥିବାରୁ…

ବସ ଷ୍ଟାଣ୍ଡରେ ବୁଲଥିଲା ବେଳେ ପୋଲିସର ହେଲା ସନ୍ଦେହ, ୨ ଯୁବକ ଗିରଫ

ଭଦ୍ରକ ଅଫିସ,୬।୭: ଭଦ୍ରକ ଟାଉନ ପୋଲିସ ମଙ୍ଗଳବାର ସନ୍ଧ୍ୟାରେ ୧୧ କେଜି ଗଞ୍ଜେଇ ସହ ୨ ଜଣ ଅବିଯୁକ୍ତଙ୍କୁ ଗିରଫ କରିଛି । ପାଟ୍ରୋଲିଂ ସମୟରେ ଏପରି ଘଟିଥିବା ଜଣାପଡ଼ିଛି। ଏ ନେଇ ଟାଉନ ଥାନାରେ (୨୬୩/୨୨) ମାମଲା ରୁଜୁ ହୋଇଛି…

ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟରେ ଲହଡି ଭାଙ୍ଗୁଛି ବର୍ଷା ଜଳ

ଭଦ୍ରକ ଅଫିସ,୫।୭: ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟ ଆଉଟଡୋର ମଧ୍ୟରେ ବର୍ଷାଜଳ ଲହଡି ଭାଙ୍ଗୁଛି । ମଙ୍ଗଳବାର ସକାଳୁ ଲାଗି ରହିଥିବା ବର୍ଷାରେ ପାଣି ନିଷ୍କାସନ ହୋଇ ନପାରି ଚିକିତ୍ସାଳୟ ଭିତରକୁ ବର୍ଷା ଜଳ ପଶିଯାଇଥିଲା । ପାଣି ପଶିଯିବା ଫଳରେ…

୬ ଥାନାଧିକାରୀଙ୍କ ଅଦଳବଦଳ

ଭଦ୍ରକ ଅଫିସ,୪।୭: ଭଦ୍ରକ ଜିଲା ପୋଲିସ ବିଭାଗର ନିର୍ଦ୍ଦେଶ ନଂ.୧୦୦୧/୨୦୨୨ ଅନୁଯାୟୀ ଜିଲାରେ ୬ ଥାନାଧିକାରୀଙ୍କୁ ଅଦଳବଦଳ କରାଯାଇଛି। ଧାମନଗର ଥାନାଧିକାରୀ ଶ୍ରୀବଲ୍ଲଭ ସାହୁଙ୍କୁ ଚୁଡ଼ାମଣି ମେରାଇନ ଥାନାଧିକାରୀ ଭାବେ ନିଯୁକ୍ତି ଦିଆଯାଇଛି। ତିହିଡ଼ି ଥାନାର ସବ୍‌ ଇନ୍ସପେକ୍ଟର ବନମାଳୀ ବାରିକଙ୍କୁ…

ଯୁବକଙ୍କୁ ଠେଙ୍ଗାରେ ପିଟିପିଟି ହତ୍ୟା ଅଭିଯୋଗ

ଭଦ୍ରକ ଅଫିସ,୪ା୭: ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନ ବିଜେଗଙ୍ଗାଧରପୁର ଗ୍ରାମରେ ଜଣେ ଯୁବକଙ୍କୁ ଠେଙ୍ଗାରେ ପିଟିପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତକ ହେଉଛନ୍ତି ବିଦ୍ୟାଧର ମାଝି। ସୂଚନା ମୁତାବକ ବିଦ୍ୟାଧର ଏକ ବିବାହ ଭୋଜିରେ ଯୋଗ ଦେବା ପାଇଁ ଯାଇଥିଲେ।…

ନିଅଣ୍ଟିଆ ବର୍ଷା ଯୋଗୁ ଚିନ୍ତାରେ ଚାଷୀ

ଭଦ୍ରକ ଅଫିସ, ୪ା୭: ନିଅଣ୍ଟିଆ ବର୍ଷା ଯୋଗୁ ଭଦ୍ରକ ଜିଲାର ବିଭିନ୍ନ ଅଞ୍ଚଳରେ ଚାଷଜମି ଶୁଖିଲା ପଡ଼ିଛି। ଜୁଲାଇ ବେଳକୁ ଜମିରେ ଧାନ ତଳି ପକା କାର୍ଯ୍ୟ ସରି ରୁଆ ଆରମ୍ଭ ହେବା କଥା। କିନ୍ତୁ ପାଣି ଅଭାବରୁ ଚାଷଜମି ଗୋରୁଙ୍କ ଚାରଣ…

କେନାଲ ଶୁଖିଲା, ଜମିକୁ ମାଡ଼ିପାରୁନି ପାଣି

ଭଣ୍ଡାରିପୋଖରୀ, ୪ା୭ (ସ୍ବ.ପ୍ର.): ମୌସୁମୀ ଲୁଚକାଳି ଖେଳୁଛି। ବର୍ଷା ଅଭାବରୁ ବିଲରେ ପଡ଼ିଥିବା ଧୂଳିଆ ଧାନ ତଳି ଗଜା ମରୁଡ଼ି ହେବାକୁ ବସିଛି। ବର୍ଷାକୁ ଅନେଇ ବସିଥିବା ଚାଷୀମାନେ ହତାଶ ହୋଇପଡ଼ିଛନ୍ତି। ଖରିଫ ଚାଷ ଲାଗି ଅଣ୍ଟା ଭିଡୁଥିବା ବେଳେ ଦୁର୍ବଳ ମୌସୁମୀ…

ଡାକ୍ତରଙ୍କୁ ମାଡ଼

ପଦ୍ମପୁର,୩୦ା୬(ଡି.ଏନ୍‌.ଏ.): ଭଦ୍ରକ ଜିଲା ବାସୁଦେବପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ସ୍ତ୍ରୀ ଓ ପ୍ରସୂତି ରୋଗ ବିଭାଗ ଡାକ୍ତର ଅମରେନ୍ଦ୍ର ଜେନାଙ୍କୁ ବୁଧବାର ବିଳମ୍ବିତ ରାତିରେ ଜନୈକ ମହିଳା ରୋଗୀଙ୍କ ସମ୍ପର୍କୀୟ ଚାପୁଡ଼ା ମାରିଥିବା ଅଭିଯୋଗ ହୋଇଛି। ଅପରପକ୍ଷେ ମହିଳା ଜଣକ ରୋଗୀଙ୍କୁ ଡାକ୍ତର…

୧ କି.ମି. ଷ୍ଟ୍ରେଚରରେ ବୁହାହେଲେ ରୋଗୀ

ଭଦ୍ରକ ଅଫିସ,୩୦।୬: ଝାଡ଼ାବାନ୍ତି ହେଉଥିବା ଜଣେ ବୃଦ୍ଧାଙ୍କୁ ଡାକ୍ତରଖାନା ନେବାକୁ ୧୦୮ ଆମ୍ବୁଲାନ୍ସ ଆସିଥିଲା। ହେଲେ ରାସ୍ତା ଖରାପ ଯୋଗୁ ଗଁାକୁ ଯାଇ ନ ପାରି ୧ କି.ମି. ପୂର୍ବରୁ ଆମ୍ବୁଲାନ୍ସ ଅଟକି ରହିଥିଲା। ଫଳରେ ଷ୍ଟ୍ରେଚରରେ ଉକ୍ତ ବୃଦ୍ଧାଙ୍କୁ ୧ କି.ମି.…

ବିଧାନସଭା ଗୃହ କମିଟିର ସମୀକ୍ଷା ବୈଠକ

ଭଦ୍ରକ ଅଫିସ,୨୯।୬: ଭଦ୍ରକ ସହର ପାନ୍ଥନିବାସରେ ବୁଧବାର ଓଡ଼ିଶା ବିଧାନ ସଭା ଗୃହ କମିଟିର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଗୃହ କମିଟିର ଅଧ୍ୟକ୍ଷ ବିଧାୟକ ଅମର ଶତପଥୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଗୃହ କମିଟିର ସଦସ୍ୟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri