ରାସ୍ତାରେ ଜଳିଗଲା କାର୍
ପଦ୍ମପୁର,୧୦ା୫(ପ୍ରଦୀପ୍ତ ଦାଶ)- ପଦ୍ମପୁର ଭେଉରିଆ ଛକ ପାଇକମାଲ ରାସ୍ତାରେ ଶନିବାର ଏକ କାର୍ ଜଳିଯାଇଛି। ଏଥିରେ କାର୍ ଚାଳକଙ୍କ ସହ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡ଼ିଛି। ପଦ୍ମପୁର ଅନ୍ତର୍ଗତ ବରିକେଲର ନରେଶ ଷଡ଼ଙ୍ଗୀ ଯାତ୍ରୀମାନଙ୍କୁ ନେଇ ପଦ୍ମପୁର ଆସୁଥିବା ବେଳେ ପାଇକମାଲ…
କାମ କରୁନି ସ୍ବାସ୍ଥ୍ୟକେନ୍ଦ୍ର ଲିଫ୍ଟ, ଅଧାରେ ଫସି ରହିଲେ ଅଧିକାରୀ
ବରଗଡ଼, ୯।୫(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାର ଚିକିତ୍ସାଳୟରେ କେବଳ ସ୍ବାସ୍ଥ୍ୟସେବା ନୁହେଁ, ସ୍ବାସ୍ଥ୍ୟକେନ୍ଦ୍ର ଭିତ୍ତିଭୂମି ମଧ୍ୟ ବିପର୍ଯ୍ୟସ୍ତ ହୋଇପଡିଛି। ଜିଲା ମୁଖ୍ୟ ସ୍ବାସ୍ଥ୍ୟକେନ୍ଦ୍ରର ଲିଫ୍ଟ ଅଚଳ ହେବା ସାଧାରଣ ଘଟଣାରେ ପରିଣତ ହୋଇଛି। କିନ୍ତୁ ପୁରୁଣା ମୁଖ୍ୟ ସ୍ବାସ୍ଥ୍ୟକେନ୍ଦ୍ର ଅର୍ଥାତ…
ଏକୋଇଶା ପାଇଁ ମାମୁଁ ଘରକୁ ଆସି ଦୁର୍ଘଟଣାରେ ଗଲା ଭଣଜାଙ୍କ ଜୀବନ
ଅତାବିରା, ୮।୫,(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଲାଦେରପାଲି ଛକରେ ଗୁରୁବାର ସକାଳ ପ୍ରାୟ ସାଢେ ୬ ଟାରେ ଏକ ସଡ଼କ ଦୁର୍ଘଟଣାରେ ଜୈନିକ ୧୬ ବର୍ଷୀୟ ନାବାଳକଙ୍କ ଅକାଳ ମୃତ୍ୟୁ ହୋଇଛି l ମୃତ ବାଳକ ଜଣକ ଅତାବିରା…
ଧରିତ୍ରୀ ପ୍ରଭାବ: ସରକାରୀ ବସଷ୍ଟାଣ୍ଡ ଶୌଚାଳୟ ତାଲା ଖୋଲିଲା ବରଗଡ଼ ନାଗରିକ ମଞ୍ଚ
ବରଗଡ଼,୮।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ସରକାରୀ ବସଷ୍ଟାଣ୍ଡର ସମସ୍ୟା ଅସମାହିତ ହୋଇ ରହିଛି। ଏଠାରେ ପରିମଳ ବ୍ୟବସ୍ଥା ଭୁଷୁଡ଼ି ପଡ଼ିଛି। ଡ୍ରେନେଜ ଅବ୍ୟବସ୍ଥା ନିତିଦିନିଆଁ ଘଟଣା ହୋଇଥିବାବେଳେ ବର୍ତ୍ତମାନ ବସଷ୍ଟାଣ୍ଡ ପରିସରରେ ରହିଥିବା ଶୌଚାଳୟରେ ମଧ୍ୟ ତାଲା ଝୁଲୁଥିଲା। ଫଳରେ ଏଠାକୁ ଆସୁଥିବା…
ବିକାଶ ଡିଗ୍ରୀ କଲେଜର ସଫଳତା
ବରଗଡ଼,୮।୫(ପ୍ରେମାନନ୍ଦ ଖମାରୀ): ସମ୍ବଲପୁର ବିଶ୍ୱବିଦ୍ୟାଳୟ ଦ୍ୱାରା ପ୍ରକାଶିତ ଯୁକ୍ତତିନି କଳା, ବିଜ୍ଞାନ ଏବଂ ବାଣିଜ୍ୟ ଶେଷବର୍ଷ ପରୀକ୍ଷାରେ ବିକାଶ ହାୟର ଏଜୁକେଶନାଲ ଇନଷ୍ଟିଚ୍ୟୁଶନ ବିକାଶ ଡିଗ୍ରୀ କଲେଜର ୨୦ଛାତ୍ରୀଛାତ୍ର ସମ୍ବଲପୁର ବିଶ୍ୱବିଦ୍ୟାଳୟର ଶ୍ରେଷ୍ଠ ଦଶ ତାଲିକାରେ ରହିଛନ୍ତି। ପ୍ରାଣୀ ବିଜ୍ଞାନ ବିଭାଗରେ ଅର୍ପିତା…
ରବି ଧାନ ସଂଗ୍ରହ ପ୍ରକ୍ରିୟାକୁ ସପ୍ତାହେ ବାକି
ବରଗଡ଼,୮।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ରବି ଧାନ ଅମଳ ଆରମ୍ଭ ହୋଇଯାଇଛି। ଜିଲାର ଜଳସେଚିତ ଅଞ୍ଚଳରେ ଏହି ପ୍ରକ୍ରିୟା ଜୋର୍ ଧରିଛି। ସେହିପରି ଅଣଜଳସେଚିତ ଅଞ୍ଚଳରେ ମଧ୍ୟ ଚାଷୀମାନେ ଧାନ ଅମଳ ଆରମ୍ଭ କରିଦେଇଛନ୍ତି। ଅନ୍ୟପଟେ ଜିଲାରେ ରବି ଧାନ ସଂଗ୍ରହ…
ବରଗଡ଼ ସରକାରୀ ବସଷ୍ଟାଣ୍ଡ୍: ଶୌଚାଳୟରେ ତାଲା, ଆଖି ବୁଜିଛନ୍ତି ଜନ ପ୍ରତିନିଧି, ବିଭାଗୀୟ ଅଧିକାରୀ
ବରଗଡ଼,୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ସରକାରୀ ବସଷ୍ଟାଣ୍ଡର ସମସ୍ୟା ଅସମାହିତ ହୋଇ ରହିଛି। ଏଠାରେ ପରିମଳ ବ୍ୟବସ୍ଥା ଭୁଷୁଡ଼ି ପଡ଼ିଛି। ଡ୍ରେନେଜ ଅବ୍ୟବସ୍ଥା ନିତିଦିନିଆଁ ଘଟଣା ହୋଇଥିବାବେଳେ ବର୍ତ୍ତମାନ ବସଷ୍ଟାଣ୍ଡ ପରିସରରେ ରହିଥିବା ଶୌଚାଳୟରେ ମଧ୍ୟ ତାଲା ଝୁଲୁଛି। ଫଳରେ ଏଠାକୁ ଆସୁଥିବା…
ବରଗଡ଼ରେ ହେବ ରାଷ୍ଟ୍ରୀୟ ଲୋକ ଅଦାଲତ
ବରଗଡ଼,୬।୫(ପ୍ରେମାନନ୍ଦ ଖମାରୀ): ଜନସାଧାରଣଙ୍କୁ ବିନା ମୂଲ୍ୟରେ ଆଇନସେବା ଯୋଗାଇଦେବା ଲକ୍ଷ୍ୟରେ ଆସନ୍ତା ମେ’ ୧୦ ତାରିଖରେ ବରଗଡ଼ ଜିଲାରେ ଅନୁଷ୍ଠିତ ହେବାକୁ ଯାଉଛି ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ। ଏହା ବରଗଡ଼ କୋର୍ଟ ସମେତ ପଦ୍ମପୁର, ସୋହେଲା, ବରପାଲି, ଭେଡେନ, ଅତାବିରା…
ଚାଲିଲା ୬ଟି ଶୀତତାପ ନିୟନ୍ତ୍ରିତ ସରକାରୀ ବସ୍: ମହିଳାଙ୍କୁ ୫୦ପ୍ରତିଶତ ରିହାତି
ପଦ୍ମପୁର,୬.୫(ପ୍ରଦୀପ୍ତ ଦାଶ): ପଦ୍ମପୁର ଅଞ୍ଚଳର ଦୀର୍ଘଦିନର ଅଭାବକୁ ପୂରଣ କଲେ ରାଜ୍ୟ ସରକାର। ଇତିମଧ୍ୟରେ ମୁଖ୍ୟମନ୍ତ୍ରୀ ବସ୍ ସେବା ଯୋଜନାରେ ସୋମବାର ପଦ୍ମପୁର ୟୁନିଟକୁ ୬ଟି ଶୀତତାପ ନିୟନ୍ତ୍ରିତ (ଏସି) ସରକାରୀ ବସ ଯୋଗାଇ ଦିଆଯାଇଛି। ସୂଚନା ଅନୁସାରେ, ପଦ୍ମପୁରରୁ କଟକ…
ଧାନ ଅମଳବେଳେ କାଳବୈଶାଖୀ: ଜୋର୍ ଧରିଲା କ୍ଷତିପୂରଣ ଦାବି
ବରଗଡ଼,୬।୫(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଚାଷୀଙ୍କୁ ସମସ୍ୟା ପିଛା ଛାଡୁ ନାହିଁ। ଜିଲାର ଉଭୟ ଜଳସେଚିତ, ଅଣଜଳସେଚିତ ଅଞ୍ଚଳର ଜମିରେ ବର୍ତ୍ତମାନ ରବିଧାନ ଅମଳକ୍ଷମ ଅବସ୍ଥାରେ ରହିଛି। ବିଭିନ୍ନ ଅଞ୍ଚଳରେ ଚାଷୀମାନେ ଧାନ ଅମଳ କାର୍ଯ୍ୟକୁ ଆରମ୍ଭ ମଧ୍ୟ କରି ଦେଇଛନ୍ତି। କିନ୍ତୁ…
ଚାଲାଣ ହେଉଥିଲା କଫ ସିରପ,ପଡ଼ିଲେ ଧରା
ବରଗଡ଼,୫।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନା ପୋଲିସ ହାତରେ କଫ ସିରପ ଚାଲାଣ କାରବାର ଧରାପଡିଛି। ସୋମବାର ବରଗଡ଼ ସହର ଉପକଣ୍ଠ ତୋରାଛକ ନିକଟରେ ପୋଲିସ କଫ ସିରପ ବୋଝେଇ ହୋଇଥିବା ଏକ ଟାଟା ଏସିଇ ଗାଡି(ନଂ-ଓଡି୧୭ଏସି ୫୦୧୬)କୁ ଜବତ କରିଛି।…
ପଦ୍ମପୁରରେ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ସ୍ଥାପନ ଦାବି: ପରିବହନ ମନ୍ତ୍ରୀଙ୍କୁ ଭେଟିଲେ ବରଗଡ଼ ଏମ୍ପି
ପଦ୍ମପୁର,୫ା୫ (ପ୍ରଦୀପ୍ତ ଦାଶ):ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଏକ ଉପାନ୍ତ ଅଞ୍ଚଳ। ଏହାର ଛତିଶଗଡ଼ ସୀମାନ୍ତ ବର୍ତ୍ତୀ ବ୍ଲକ ଝାରବନ୍ଧ ଓ ପାଇକମାଳଠାରୁ ବରଗଡ଼ ଦୂରତା ପ୍ରାୟ ୧୨୦କିମି ପଡ଼ିଥାଏ। ପଦ୍ମପୁରର ଜନସାଧାରଣ ନିଜର ଗାଡି ମୋଟର, ଟ୍ରାକ୍ଟରର କାଗଜପତ୍ର ପାଇଁ…
Archives


