ସ୍ବଚ୍ଛ ଭାରତ ମିଶନ ବାଟ୍ବନା: ୩ ମାସେ ଭୁଷ୍ଲି ଗଲା ପାଏଖାନା
ଅତାବିରା, ୧୨।୯ (ଡି.ଏନ୍.ଏ.): ବରଗଡ଼ ଜିଲା ଭେଡ଼େନ ବ୍ଲକ ଦେଶଭଟିଲି ପଁଚେତ୍ ଉଦେପୁର ଆର ଦେଶଭଟିଲି ଗାଁରେ ସ୍ବଚ୍ଛ ଭାରତ ଯୋଜନା ବାଟ୍ବନା ହେଇଛେ। ଉଦେପୁର ଗାଁର କର୍ପୂର ମିର୍ଦ୍ଧା ଆର ତାକର ପୁଓ ଦୟା ମିର୍ଦ୍ଧାକଁର ପାଏଖାନା ତିଆରି କାମ୍…
ଷ୍ଟେଟ ବ୍ୟାଙ୍କ ଶାଖା ଉଚ୍ଛେଦର ପ୍ରତିବାଦ: ଧାରଣାକୁ ଓହ୍ଲାଇଲେ ଉପଭୋକ୍ତା
ବରଗଡ଼ ଅଫିସ୍/ଅତାବିରା,୧୧।୯ (ଡି.ଏନ.ଏ): ବରଗଡ଼ ଜିଲା ଅତାବିରା ବ୍ଲକ ଅନ୍ତର୍ଗତ ବୁଗବୁଗାଠାରେ ରହିଥିବା ଭାରତୀୟ ଷ୍ଟେଟ ବ୍ୟାଙ୍କ(ଏସବିଆଇ)ର ଶାଖା ଉଚ୍ଛେଦ କରାଯିବା ନେଇ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଏହାର ପ୍ରତିବାଦରେ ବୁଧବାର ଅଞ୍ଚଳର ଉପଭୋକ୍ତାମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି…
ପୁଣି ବୀମା ଦାବିରେ ଗର୍ଜିଲେ ଚାଷୀ
ବରଗଡ଼ ଅଫିସ,୧୦।୯: ବରଗଡ଼ ଜିଲାରେ ଫସଲକ୍ଷତିଜନିତ ବୀମା କ୍ଷତିପୂରଣ ପ୍ରଦାନ ଦାବି ନେଇ ଆନ୍ଦୋଳନ ପୁଣି ତେଜି ଉଠିଛି । ଚାଷୀଙ୍କ ବାରମ୍ବାର ଦାବି ସତ୍ତ୍ବେ ବୀମା କମ୍ପାନୀ କ୍ଷତିପୂରଣ ପ୍ରଦାନ ବଦଳରେ ବିଭିନ୍ନ ଆଳ ଦେଖାଇ ଟାଳଟୁଳ ନୀତି ଅବଲମ୍ବନ…
ସ୍କୁଲ ମୁହେଁ ଅଁ।ଠେ କାଦୋ
ଜାମଟିକ୍ରା, ୧୦।୯ (ଡି.ଏନ୍.ଏ): ବରଗଡ଼ ଜିଲା ଅତାବିରା ବ୍ଲକ ଅଧୀନ ଜାମଟିକ୍ରା ଗାନ୍ଧୀ ଏମ୍ଇ ସ୍କୁଲ ସାମ୍ନାରେ ପାଏନ୍ ଟୁଡ଼ି ରହିବାର ଲାଗି ଅଁାଠେ କାଦୋ ହେଇଛେ। ଯେନ୍ଥିରଲାଗି ସ୍କୁଲର ଛାତ୍ରୀଛାତ୍ର ପରିସର ଭିତିରକେ ଗଲାଅଏଲା ବେଲେ ବଡ଼ଭାରି ସମସିଆର…
ପଲିଥିନ୍ ତଲେ ପରିବାର: ପାଏଖାନା ଘରେ ଧାନ୍ଚାଉଲ, ଜିନିଷ୍ପାତିି
ଗଣ୍ଡତୁରୁମ, ୯।୯ (ଡି.ଏନ୍.ଏ.): ବରଗଡ଼ ଜିଲା ଭେଡ଼େନ ବ୍ଲକ ଅଂଚଲରେ ଗଲା ମଙ୍ଗଲବାରନୁ ଲଘୁଚାପ ପରଭାବରେ ବରଷା ଲାଗିରହିଛେ। ବାଦଲଫଟା ବରଷାରେ ବ୍ଲକ ଅଧୀନ ଅନେକ୍ ଗଁାଗଁଡ଼ାରେ ଲୁକ୍କର ବଡ଼ଭାରି କ୍ଷୟକ୍ଷତି ହେଇଥିବାର ଜନାଯାଇଛେ। ସୂଚନା ଅନ୍ସାରେ ଭେଡ଼େନ ବ୍ଲକ ଗଣ୍ଡତୁରୁମ…
ବଜ୍ରପାତରେ ଜଣେ ମୃତ
ପଦ୍ମପୁର,୮।୯(ଡି.ଏନ୍.ଏ.) : ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଜମଳା ଗ୍ରାମରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ଜଏବଲ ଶିଖା (୫୫)। ଶନିବାର ଅପରାହ୍ନରେ ସେ ବିଲକୁ ଗାଈ ଚରାଇବାକୁ ଯାଇ ଫେରି ନ ଥିଲେ। ତେଣୁ ପରିବାର…
ବିଦ୍ୟୁତ୍ ବିଭ୍ରାଟ ପ୍ରତିବାଦରେ ଅତାବିରା ବନ୍ଦ, ରାସ୍ତାକୁ ଓହ୍ଲାଇଲେ ଲୋକେ
ଅତାବିରା/ସରଣ୍ଡା,୭।୯(ଡି.ଏନ୍.ଏ.)- ବରଗଡ଼ ଜିଲା ଅତାବିରାରେ ବାରମ୍ବାର ବିଦ୍ୟୁତ ବିଭ୍ରାଟ ଉପୁଜୁଥିବା ଅଭିଯୋଗ ହୋଇଛି। ଏଥିପାଇଁ ସ୍ଥାନୀୟ ଲୋକଙ୍କୁ ବହୁବିଧ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ଏପରିକି ଆବଶ୍ୟକ ସଂଖ୍ୟକ ବିଦ୍ୟୁତ୍ କର୍ମଚାରୀ ମଧ୍ୟ ନାହାନ୍ତି। ଫଳରେ ବିଦ୍ୟୁତ୍ ବିଭ୍ରାଟ ହେଲେ ତାର…
ଲଘୁଚାପ ବରଷା ପରଭାବ: ବାସହରା ହେଲେ ଅନେକ ଗରିବ୍ଦୁଖି
ଗଣ୍ଡତୁରୁମ, ୬।୯ (ଡି.ଏନ୍.ଏ.): ଗଲା ମଙ୍ଗଲବାରନୁ ଲାଗି ରହିଥିବାର ଲଘୁଚାପ ବରଷାରେ ବରଗଡ଼ ଜିଲା ଭେଡ଼େନ ବ୍ଲକରେ ଲୁକ୍କର ବହୁତ୍ କ୍ଷୟକ୍ଷତି ହେଇଛେ। ବରଷାରେ ଅନେକ ଗରିବ୍ ଖଟିଖିଆ ଲୁକ୍କର ମାଏଟ୍ କୁରିଆ, ଗୁହାଲମାନ୍ ଭାଂଗି ଯାଇଛେ। ଏନ୍ତାଥି ସେମାନକର ଧାନ୍,…
ବ୍ଲକସ୍ତରୀୟ ଗୁରୁଦିବସ : ଅବସରପ୍ରାପ୍ତ ଶିକ୍ଷକ, କୃତୀ ଛାତ୍ରୀଛାତ୍ର ସମ୍ବର୍ଦ୍ଧିତ
ଭଟଲି,୫।୯(ଡି.ଏନ୍.ଏ.): ବରଗଡ଼ ଜିଲା ଭଟଲି ସତୀହାତୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଗୁରୁବାର ବ୍ଲକସ୍ତରୀୟ ଗୁରୁଦିବସ ପାଳିତ ହୋଇଯାଇଛି। ଭଟଲି ବ୍ଲକ୍ ସମନ୍ବିତ ଶିକ୍ଷକ ସଂଘର ବ୍ଲକ ସଭାପତି ତିୟାରମ ଡନସନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଭଟଲି ଗୋଷ୍ଠୀ ଶିକ୍ଷାଧିକାରୀ ଛତ୍ରପତି…
ଏକ୍ କରି ବଁ।ଧି ରଖିଛେ ନୂଅଁ।ଖାଇ: ସଜବାଜରେ ମାତିଛନ୍ କଠାରପାଲି ଗଁ।ବାସୀ
ସୋହେଲା,୩୧।୮(ଡି.ଏନ.ଏ): ଆଉର ଦିନ୍ କେତେଟା ଉତାରୁ ପଶ୍ଚିମ ଓଡ଼ିଶାର ସିଘା ପରବ୍ ନୂଅଁାଖାଇ ପାଲନ ହେବା। ଇଥିରଲାଗି ଗଁ। ଗଁଲିରୁ ସହର ତକ୍ ସବୁଠାନେ ଲୋକ୍ ସଜ୍ବାଜରେ ଲାଗି ପଡ଼ିଛନ୍। ଘରଦୁଆର ଲିପାପୁଛା, ଘସାମଜା କରି ଚକାଚକ୍ କରି ସାଏଲେନ।…
ଗ୍ରାମବାସୀଙ୍କୁ ଭୟଭୀତ କରିବା ମହଙ୍ଗା ପଡ଼ିଲା: ଯୁବକ ଗିରଫ, ଦେଶୀ ବନ୍ଧୁକ ଜବତ
ପଦ୍ମପୁର,୩୦।୮(ଡି.ଏନ୍.ଏ.): ବରଗଡ଼ ଜିଲା ଜମଲା ଗ୍ରାମର ଜଣେ ଯୁବକଙ୍କୁ ବନ୍ଧୁକ ଦେଖାଇ ଗ୍ରାମବାସୀଙ୍କୁ ଭୟଭୀତ କରାଇବା ମହଙ୍ଗା ପଡ଼ିଛି। ପଦ୍ମପୁର ଥାନା ପୋଲିସ ଯୁବକଙ୍କ ଘରେ ଚଢ଼ାଉ କରି ବନ୍ଧୁକ ଜବତ କରିବା ସହ ଥାନାରେ ଅଟକ ରଖିଥିବା ସୂଚନା ମିଳିଛି।…
ପରିଚଏ, ଜୀବ୍କା ଦେଇଛେ ଜହ୍ନି ଚାଷ୍
ସୋହେଲା,୨୯ା୮(ଡି.ଏନ୍.ଏ.): ଓଡ଼ିଶା ଗୁଟେ କୃଷି ପରଧାନ ରାଏଜ୍। ଇ ରାଏଜ୍ର ବଡ଼ଭାଗି ଲୋକ୍ ଚାଷ୍ବାସ ଉପରେ ନିରଭର କରି ନିଜର ଜୀବନ୍ ଜୀବ୍କା ଚଲଉଛନ୍। ସେନ୍ତା ବରଗଡ଼ ଜିଲାକେ ରାଏଜର ଭାତ୍ ହଁାଡ଼ି ବଲି କୁହାଯାଉଛେ। ଇ ଜିଲା ଧାନ୍ ଚାଷ…

