ଚାଷୀଙ୍କୁ ରସିଦ ଦେଉ ନାହାନ୍ତି ବିହନ ବିକ୍ରେତା
ବରଗଡ଼ ଅଫିସ୍,୧୦।୬-ଖରିଫ ଫସଲ ପାଖେଇ ଆସୁଛି। ଏହାକୁ ନେଇ ଏବେଠାରୁ କେତେକ ବିହନ ବିକ୍ରେତା କଳାବଜାର ପାଇଁ ତତ୍ପର ହୋଇ ପଡ଼ିଛନ୍ତି । ଅନ୍ୟପକ୍ଷେ ଜିଲା କୃଷିବିଭାଗ ମଧ୍ୟ ଏଭଳି କଳାବଜାର ପ୍ରତି ନଜର ରଖିଛି । ବୁଧବାର ଜିଲା କୃଷିବିଭାଗର…
ପରୀକ୍ଷା ବାତିଲ ଦାବିକଲା ଛାତ୍ର କଂଗ୍ରେସ
ବରଗଡ଼ ଅଫିସ୍,୧୦।୬-ଯୁକ୍ତତିନି ଶେଷବର୍ଷ ଷଷ୍ଠ ସେମିଷ୍ଟାର ପରୀକ୍ଷା ବାତିଲ କରିବା ପାଇଁ ବରଗଡ଼ ଜିଲା ଛାତ୍ର କଂଗ୍ରେସ ଦାବି କରିଛି । ଏହି ଦାବି ନେଇ ଛାତ୍ର କଂଗ୍ରେସର ଏକ ପ୍ରତିନିଧି ଦଳ ବୁଧବାର ସମ୍ବଲପୁର ବିଶ୍ୱବିଦ୍ୟାଳୟର କୁଳାଧିପତି ତଥା ରାଜ୍ୟପାଳଙ୍କ…
ମଣ୍ଡିରୁ ଧାନ ନ ଉଠିବାରୁ ଅଭିନବ ପ୍ରତିବାଦ: ଜିଲାପାଳଙ୍କ ଅଫିସ ସମ୍ମୁଖରେ ଚାଷୀ ଖାଇଲେ ପଖାଳ
ବରଗଡ଼ ଅଫିସ,୧୦।୬: ବରଗଡ଼ ଜିଲାରେ ଧାନ କିଣାବିକାରେ ଅବ୍ୟବସ୍ଥା ଲାଗି ରହିଛି। ଏହାକୁ ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ଏହାର ପ୍ରତିବାଦରେ ବୁଧବାର ଚାଷୀ ଘରୁ ପଖାଳ ଧରି ଜିଲାପାଳଙ୍କ ଅଫିସ ସମ୍ମୁଖରେ ଧାରଣାରେ ବସିବା ସହିତ ଧାନ…
ବରଗଡ଼ରେ ପୁଣି ୨ ନୂଆ କରୋନା ପଜିଟିଭ ଚିହ୍ନଟ: ଆକ୍ରାନ୍ତଙ୍କ ସଂଖ୍ୟା ୧୮ରେ ପହଞ୍ଚିଲା
ବରଗଡ଼ ଅଫିସ,୧୦।୬: ବରଗଡ଼ ଜିଲାରେ ପୁଣି ୨ଜଣ ନୂଆ କରୋନା (କୋଭିଡ -୧୯) ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନେ ବିଜେପୁର ବ୍ଲକ ଅନ୍ତର୍ଗତ ବାନ୍ଦୁପାଲି କଣ୍ଟେନମେଣ୍ଟ ଜୋନ୍ ଅଞ୍ଚଳର ହୋଇଥିବା ବେଳେ ତାମିଲନାଡୁ ଫେରନ୍ତା ବୋଲି ଜିଲାପାଳ ଜ୍ୟୋତିରଞ୍ଜନ ପ୍ରଧାନ ସୂଚନା…
ବନ୍ଦେ ଉତ୍କଳ ଜନନୀକୁ ରାଜ୍ୟ ସଙ୍ଗୀତ ମାନ୍ୟତା, ବରଗଡ଼ରେ ବିରୋଧ
ବରଗଡ଼ ଅଫିସ୍,୯।୬- ବନ୍ଦେ ଉତ୍କଳ ଜନନୀକୁ ରାଜ୍ୟ ସଙ୍ଗୀତ ମାନ୍ୟତା ମିଳିଛି। ତେବେ ରାଜ୍ୟ ସରକାରଙ୍କ ଏଭଳି ନିଷ୍ପତ୍ତିକୁ କୋସଲ ରାଜ୍ୟ ସମନ୍ବୟ ସମିତି ଏବଂ ପଶ୍ଚିମ ଓଡ଼ିଶା ଯୁବାମଞ୍ଚ ବିରୋଧ କରିଛି। ଏହିକ୍ରମରେ ମଙ୍ଗଳବାର ବରଗଡ଼ ଗାନ୍ଧୀଛକରେ କୋସଲ ରାଜ୍ୟ…
ଚାଷ ଛାଡ଼ିବା ନିଷ୍ପତ୍ତିରେ ଚାଷୀଙ୍କ ବାଇକ ରାଲି
ସରଣ୍ଡା,୯।୬(ଡି.ଏନ.ଏ)- କୃଷିକ୍ଷେତ୍ରରେ ଚାଷୀଙ୍କୁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି। କୃଷି ଶ୍ରମିକ ଅଭାବ ଯୋଗୁ ଚାଷକାର୍ଯ୍ୟ ବାଧାପ୍ରାପ୍ତ ହେଉଛି। ଅମଳ ପରେ ଧାନ ମଧ୍ୟ ଠିକ୍ଭାବେ ବିକ୍ରି ହେଉନାହିଁ। ସେହିପରି ଅମଳ ଧାନର ସହାୟକ ମୂଲ୍ୟ ଯଥେଷ୍ଟ କମ୍ ରହୁଥିବା…
ଉଜୁଡ଼ି ଯାଇଛି ରବି ଫସଲ: ଇନପୁଟ୍ ସବସିଡି ସହାୟତା ଦାବିକଲେ ଚାଷୀ
ବରଗଡ଼ ଅଫିସ୍,୯।୬- କୁଆପଥର ବୃଷ୍ଟି ଯୋଗୁ ବରଗଡ଼ ଜିଲା ଭେଡ଼େନ ବ୍ଲକ ଅର୍ଜୁଣ୍ଡା ରାଜସ୍ବ ସର୍କଲ ଅଧିନରେ ରହିଥିବା ଗ୍ରାମରେ ରବି ଫସଲ ଉଜୁଡ଼ି ଯାଇଥିଲା । ଏ ପର୍ଯ୍ୟନ୍ତ ଉକ୍ତ ଅଞ୍ଚଳର ଚାଷୀଙ୍କୁ କୌଣସି ସହାୟତା ମିଳିନାହିଁ । ସହାୟତା…
ଜିଲାପାଳଙ୍କୁ ଫେରାଦ ହେଲା ଏବିଭିପି
ବରଗଡ଼ ଅଫିସ୍,୯।୬- ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି) ୮ଦଫା ଦାବି ନେଇ ମଙ୍ଗଳବାର ବରଗଡ଼ ଜିଲାପାଳଙ୍କୁ ଫେରାଦ ହୋଇଥିଲା। ଏବିଭିପିର କାର୍ଯ୍ୟକର୍ତ୍ତାମାନେ ଜିଲାପାଳ ଜ୍ୟୋତିରଞ୍ଜନ ପ୍ରଧାନଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ । ଘାତକ କରୋନା ଭଳି ବିପର୍ଯ୍ୟୟର ସମ୍ମୁଖୀନ ହେବାକୁ…
କାମ ନ କରି ଟଙ୍କା ଉଠାଇବା ମହଙ୍ଗା ପଡ଼ିଲା: ବିଦା ହେଲେ ଜେଇ, ଏସ୍ଡିିଓ ନିଲମ୍ବିତ
ବରଗଡ଼ ଅଫିସ୍,୯।୬- ବରଗଡ଼ ଜିଲା ଗ୍ରାମ୍ୟ ଉନ୍ନୟନ(ଆରଡି) ବିଭାଗ ଅଧୀନରେ ରହିଥିବା ଭେଡ଼େନ ବ୍ଲକ ଅନ୍ତର୍ଗତ ଦବକା ଏବଂ ବଇପୁର ଛକରୁ ଆଖିଫୁଟା ରାସ୍ତା ପାଇଁ ମଞ୍ଜୁର ଟଙ୍କାକୁ ବିନା କାମରେ ଉଠାଣ ଘଟଣାରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ହୋଇଛି। ଏହି ଘଟଣାରେ…
ବନ୍ଦେ ଉତ୍କଳ ଜନନୀକୁ ରାଜ୍ୟ ସଙ୍ଗୀତ ମାନ୍ୟତା ପ୍ରସଙ୍ଗ: ବରଗଡ଼ରେ ବିରୋଧ ପ୍ରଦର୍ଶନ
ବରଗଡ଼ ଅଫିସ,୯।୬: ବନ୍ଦେ ଉତ୍କଳ ଜନନୀକୁ ରାଜ୍ୟ ସଙ୍ଗୀତ ମାନ୍ୟତା ଦିଆଯାଇଛି। ରାଜ୍ୟ ସରକାରଙ୍କ ଏଭଳି ନିଷ୍ପତ୍ତିକୁ କୋସଲ ରାଜ୍ୟ ସମନ୍ବୟ ସମିତି ଏବଂ ପଶ୍ଚିମ ଓଡ଼ିଶା ଯୁବାମଞ୍ଚ ବିରୋଧ କରିଛି। ଏହି କ୍ରମରେ ମଙ୍ଗଳବାର ବରଗଡ଼ ଗାନ୍ଧୀଛକ ସମ୍ମୁଖରେ କୋସଲ…
ସୁସ୍ଥ ହୋଇ ଘରକୁ ଫେରିଲେ ବରଗଡ଼ର ପ୍ରଥମ କରୋନା ଆକ୍ରାନ୍ତ: ସ୍ବାଗତ କଲା ପଶ୍ଚିମ ଓଡ଼ିଶା ଯୁବାମଞ୍ଚ
ବରଗଡ଼ ଅଫିସ,୯।୬: ବରଗଡ଼ ପୌର ପରିଷଦ ଅଧୀନ ୱାର୍ଡ ନଂ-୧୪ ମାଷ୍ଟରଟିକ୍ରା ବାସିନ୍ଦା ତଥା ବମ୍ବେ ଫେରନ୍ତା ଜଣେ ମହିଳା ଜିଲାର ପ୍ରଥମ କରୋନା (କୋଭିଡ-୧୯) ପଜିଟିଭ ଆକ୍ରାନ୍ତଭାବେ ଚିହ୍ନଟ ହୋଇଥିଲେ। ଗତମାସ ୨୩ ତାରିଖରୁ ସେ କୋଭିଡ ହସ୍ପିଟାଲରେ ଚିକିତ୍ସା…
ରାଧାମାଧବ ପଡ଼ାକୁ ଅପହଞ୍ଚ ମୌଳିକ ସୁବିଧା, ଜିଲାପାଳଙ୍କୁ ଫେରାଦ ହେଲେ ପଡ଼ାବାସୀ
ବରଗଡ଼ ଅଫିସ,୮।୬: ବରଗଡ଼ ପୌର ପରିଷଦ ଅନ୍ତର୍ଗତ ୱାର୍ଡ ନଂ. ୧୭ ରାଧାମାଧବ ପଡ଼ାକୁ ମୌଳିକ ସୁବିଧା ସୁଯୋଗ ମିଳୁ ନ ଥିବା ଅଭିଯୋଗ ହୋଇଛି। ରାସ୍ତାଘାଟ ଭୁଷୁଡି ପଡ଼ିଥିବାବେଳେ ପାନୀୟ ଜଳ ସୁବିଧା ଏବଂ ଡ୍ରେନ ବ୍ୟବସ୍ଥା ନ ଥିବାରୁ…

