ଭିଜିଲାନ୍ସ ଜାଲରେ ସହକାରୀ ଅଗ୍ନିଶମ ଅଧିକାରୀ
ବରଗଡ଼ ଅଫିସ,୧୦ା୯: ଅଗ୍ନିଶମ ବିଭାଗରେ କାର୍ଯ୍ୟରତ ସହକାରୀ ଅଗ୍ନିଶମ ଅଧିକାରୀ ପ୍ରଶାନ୍ତ କୁମାର ମହାପାତ୍ର ଗୁରୁବାର ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ଭେଡେନ ବ୍ଲକ ଅନ୍ତର୍ଗତ ପପଙ୍ଗା ଗ୍ରାମର ହୃଷୀକେଶ ପ୍ରଧାନଙ୍କଠାରୁ ପେଟ୍ରୋଲ ପମ୍ପ ପାଇଁ ଫାୟାର୍ ସେଫ୍ଟି ସାର୍ଟିଫିକେଟ ଇସ୍ୟୁ ପାଇଁ…
ବଜ୍ରପାତରେ ଜଳିଗଲା ଠିକାଦାର କ୍ୟାମ୍ପ: ଜଣେ ଶ୍ରମିକ ମୃତ, ୫ ଆହତ
ବରଗଡ ଅଫିସ, ୧୦।୯- ବରଗଡ ଜିଲା ମେଲଛାମୁଣ୍ଡା ଥାନା ଅନ୍ତର୍ଗତ ବଇଦେଶପାଲି ଗ୍ରାମରେ ବୁଧବାର ଏକ ଅଭାବନୀୟ ଘଟଣା ଘଟିଛି। ବଜ୍ରପାତ ଯୋଗୁ ଗ୍ରାମ ନିକଟର ଏକ ଠିକାଦାର କ୍ୟାମ୍ପ ସମ୍ପୂର୍ଣ୍ଣ ଭାବେ ପୋଡିଯାଇଛି। କ୍ୟାମ୍ପରେ ଥିବା ଜଣେ ଶ୍ରମିକଙ୍କ ମୃତ୍ୟୁ…
ଅନ୍ଲାଇନ୍ରେ ସେମିଷ୍ଟର ପରୀକ୍ଷା ଦାବି, ଆନ୍ଦୋଳନକୁ ଓହ୍ଲାଇଲା ଛାତ୍ର କଂଗ୍ରେସ
ବରଗଡ଼,୪ା୯: ସମ୍ବଲପୁର ବିଶ୍ୱବିଦ୍ୟାଳୟ ଯୁକ୍ତ ୩ ୬ଷ୍ଠ ସେମିଷ୍ଟର ପରୀକ୍ଷା ଅଫ୍ଲାଇନରେ କରିବାକୁ ନିଷ୍ପତ୍ତି ନେଇଛି। ବିଶ୍ବବିଦ୍ୟାଳୟର ଏହି ନିଷ୍ପତ୍ତିକୁ ବରଗଡ଼ ଜିଲା ଛାତ୍ର କଂଗ୍ରେସ (NSUI) ଏବଂ ବରଗଡ଼ ଜିଲା ରାଜୀବ ଗାନ୍ଧୀ ଛାତ୍ର ଫୋରମ ବିରୋଧ କରିଛିନ୍ତି। କରୋନା…
ପଦୋନ୍ନତି ପାଇଲେ ୪ ବରିଷ୍ଠ ରାଜସ୍ବ ସହାୟକ
ବରଗଡ଼,୨ା୯: ବରଗଡ଼ ଜିଲାର ବିଭିନ୍ନ କାର୍ଯ୍ୟାଳୟରେ କାର୍ଯ୍ୟରତ ୪ ବରିଷ୍ଠ ରାଜସ୍ବ ସହାୟକଙ୍କ ପଦୋନ୍ନତି ସହିତ ବଦଳି ହୋଇଛି। ଏହି କ୍ରମରେ ବରଗଡ଼ ଉପଜିଲାପାଳଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ସଞ୍ଜିବ କୁମାର ଷଡ଼ଙ୍ଗୀଙ୍କୁ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା(ଡିଆରଡିଏ) ଅଫିସକୁ ବଦଳି ହୋଇଛି।…
ଆଜି ଦିନକରେ ବରଗଡ଼ରେ ୧୮୫ ନୂଆ ଆକ୍ରାନ୍ତ ଚିହ୍ନଟ
ବରଗଡ଼ ଅଫିସ,୨ା୯: ବରଗଡ଼ରେ ଦିନକରେ ୧୮୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ବରଗଡ଼ ପୌରାଞ୍ଚଳର ସର୍ବାଧିକ ୧୦୯ ଜଣ ରହିଛନ୍ତି। ସେହିପରି ବରଗଡ଼ ବ୍ଲକର ୧୨, ବରପାଲି ଏନ୍ଏସିର ୧୧, ବରପାଲି ୮, ଭେଡେନ୍ ୍୩, ଅତାବିରା…
ବରଗଡ଼ରୁ ପୁଣି ୬୧ କରୋନା ପଜିଟିଭ ଚିହ୍ନଟ: ଜାଣନ୍ତୁ କେଉଁ ଅଞ୍ଚଳରୁ କେତେ…
ବରଗଡ଼ ଅଫିସ,୧।୯: ବରଗଡ଼ ଜିଲାରୁ ମଙ୍ଗଳବାର ପୁଣି ୬୧ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ବରଗଡ଼ ପୌରାଞ୍ଚଳର ୨୮, ବରଗଡ଼ ବ୍ଲକର ୪, ବରପାଲି ବ୍ଲକର ୩, ବରପାଲି ଏନ୍ଏସିର ୮, ବିଜେପୁର ବ୍ଲକର ୧,…
ବରଗଡ଼ ସବ୍ରେଜିଷ୍ଟ୍ରାର ଅଫିସ ଶଟ୍ଡାଉନ୍
ବରଗଡ଼ ଅଫିସ,୩୧ା୮: କରୋନା ଥମିବାର ନାଁ ନେଉନି। ସୋମବାର ଜିଲାରେ ପୁଣି ୮୨ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଜିଲା ସବ୍ରେଜିଷ୍ଟ୍ରାର ଅଫିସରେ କାର୍ଯ୍ୟରତ ୬ କର୍ମଚାରୀ କରୋନା ଆକ୍ରାନ୍ତ ହୋଇଛନ୍ତି। ଫଳରେ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ସୋମବାରରୁ…
ଚିଖିଲିରେ ବନ୍ୟାସ୍ଥିତି ଗମ୍ଭୀର: ଛାତଉପରେ ସାରାରାତି ଉଜାଗରରେ କାଟିଲେ ଗ୍ରାମବାସୀ
ବରଗଡ଼ ଅଫିସ,୨୯।୮: ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ଗ୍ରାମରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଶୁକ୍ରବାରରୁ ବନ୍ୟାଜଳ ତଥା ହୀରାକୁଦ ଜଳଭଣ୍ଡାରର ପଛୁଆ ପାଣି ଉକ୍ତ ଗ୍ରାମରେ ପଶିଥିଲା। ତେବେ ଶନିବାର ସ୍ଥିତି ଗମ୍ଭୀର ହୋଇ ପଡିଛି। ଗ୍ରାମ…
ବରଗଡ଼ରୁ ଆଉ ୧୪୬ ପଜିଟିଭ ଚିହ୍ନଟ: ୨ ବ୍ୟାଙ୍କ ୭୨ଘଣ୍ଟା ଶଟ୍ଡାଉନ
ବରଗଡ଼ ଅଫିସ,୨୯।୮: ବରଗଡ଼ ଜିଲାରୁ ଶନିବାର ୧୪୬ ଜଣ ନୂଆ କରୋନା (କୋଭିଡ-୧୯) ପଜିଟିଭ ଚିହ୍ନଟ ହୋଇଛନ୍ତି। ତେବେ ଆକ୍ରାନ୍ତଙ୍କ ମଧ୍ୟରେ ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ(ୟୁଜିବି), ବରଗଡ଼ ଶାଖା ଏବଂ ଷ୍ଟେଟ ବ୍ୟାଙ୍କ, ଆଗଲପୁର ଶାଖାର କର୍ମଚାରୀ ଥିବା ଯୋଗୁ ଏହି…
ବରଗଡ଼ ଜିଲାପାଳ କାର୍ଯ୍ୟାଳୟ ଶଟ୍ଡାଉନ୍
ବରଗଡ଼ ଅଫିସ,୨୮ା୮: ବରଗଡ଼ ଜିଲାପାଳ କାର୍ଯ୍ୟାଳୟକୁ ଶୁକ୍ରବାରରୁ ୭୨ ଘଣ୍ଟା ପାଇଁ ଶଟ୍ଡାଉନ୍ ଘୋଷଣା କରାଯାଇଛି। ଜିଲାପାଳ କାର୍ଯ୍ୟାଳୟରେ କାର୍ଯ୍ୟରତ ଜଣେ କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଏଭଳି ନିଷ୍ପତ୍ତି ନିଆଯାଇଛି। ଶୁକ୍ରବାର ଜିଲା ସୂଚନା ଓ ଲୋକସମ୍ପର୍କ…
ବନ୍ୟାଜଳ ଦେଖିବାକୁ ଯାଇ ଭାସିଗଲେ ଶିଶୁକନ୍ୟା
ବରଗଡ଼ ଅଫିସ୍,୨୭।୮-ବରଗଡ଼ ବ୍ଲକ ସର୍ଲା ନିକଟରେ ବହି ଯାଇଥିବା ଦନ୍ତା ନଦୀର ବନ୍ୟାଜଳ ଦେଖିବାକୁ ଯାଇଥିବାବେଳେ ପୋଲ ଉପରୁ ଖସି ପଡ଼ି ବୁଧବାର ଏକ ଶିଶୁକନ୍ୟା ଭାସି ଯାଇଛନ୍ତି। ଶିଶୁକନ୍ୟା ଜଣକ ସର୍ଲା ଆନ୍ଧ୍ରପଡ଼ାର ଡି. ପୋଡ୍ଡିରାଜୁଙ୍କ ଝିଅ ଗିରିଜା ହର୍ଷିନୀ…
ସ୍ତ୍ରୀ, ଝିଅଙ୍କୁ ବିଷ ପିଆଇ ସ୍ବାମୀର ଆତ୍ମହତ୍ୟା
ବିଜେପୁର,୨୩।୮ (ଡି.ଏନ.ଏ.)-ବରଗଡ଼ ଜିଲା ବିଜେପୁର ଥାନା ଅନ୍ତର୍ଗତ ବେନିଆଁଚାଲ ଗାଁରେ ନୂଆଁଖାଇର ଗୋଟିଏ ଦିନ ପୂର୍ବରୁ ଏକ ଅଭାବନୀୟ ଘଟଣା ଘଟିଛି ା ପାରିବାରିକ କଳହକୁ କେନ୍ଦ୍ର କରି ଜଣେ ବ୍ୟକ୍ତି ସ୍ତ୍ରୀ ଓ ୧୨ବର୍ଷର ଝିଅକୁ ଜୋରଜବରଦସ୍ତ ବିଷ ପିଆଇବା…
Archives


