ବରଗଡ଼

ପରିବା କିଣିବା ବେଳେ ଧାରୁଆ ଅସ୍ତ୍ରରେ ଆକ୍ରମଣ

ପାଇକମାଳ,୨୦।୧୧(ଡି.ଏନ୍‌.ଏ.): ବରଗଡ଼ ଜିଲା ପାଇକମାଳ ସାପ୍ତାହିକ ବଜାରରେ ଜଣେ ପୂର୍ବତନ ହୋମଗାର୍ଡଙ୍କୁୁ ମରାଣାନ୍ତକ ଆକ୍ରମଣ ହୋଇଛି। ଶନିବାର ସାପ୍ତାହିକ ବଜାରରେ ଜର୍ଜଗଡ ଗ୍ରାମର ହୋମଗାର୍ଡ ଗୋପାଳ ସା ପନିପରିବା କିଣୁ ଥିବା ସମୟରେ ମାଣ୍ଡିଆଢିପା ଗ୍ରାମର ଜୟ ସାହୁ ନାମକ ଜଣେ…

ଶିବ ମନ୍ଦିର ଦାନବାକ୍ସ ଭାଙ୍ଗି ଲୁଟିଲେ

ସରଣ୍ଡା,୧୮ା୧୧(ଡି.ଏନ.ଏ.): ବରଗଡ ଜିଲା ଅତାବିରା ଥାନା ଅଧୀନ ସରଣ୍ଡା ବିଶ୍ୱେଶ୍ୱର ବାବା ଶିବ ମନ୍ଦିର ଦାନବାକ୍ସ ଭାଙ୍ଗି ବୁଧବାର ରାତିରେ ଦୁର୍ବୃତ୍ତ ଦାନ ଅର୍ଥ ଲୁଟି ନେଇଛନ୍ତି। ସବୁଦିନ ଭଳି ରାତିରେ ପୂଜକ ପବିତ୍ର ନାଏକ ତାଲା ପକାଇ ଘରକୁ ଯାଇଥିଲେ।…

ଶବଦାହ ପାଇଁ ମିଳୁନି କାଠ, ମୃତଦେହ ରଖି ଧାରଣା

ବରଗଡ଼ ଅଫିସ,୧୮ା୧୧: ଶବଦାହ ପାଇଁ ବରଗଡ଼ ସହରରେ କାଠ ଅଭାବ ଦେଖାଦେଇଛି। ଫଳରେ ଶବଦାହ ପାଇଁ ଲୋକଙ୍କୁ ହଟହଟା ହେବାକୁ ପଡୁଛି। ଏ ନେଇ ବାରମ୍ବାର ସ୍ଥାନୀୟ ବନଖଣ୍ଡ ଅଧିକାରୀ (ଡିଏଫ୍‌ଓ) ଏବଂ ଅନ୍ୟ ବିଭାଗୀୟ କର୍ମଚାରୀଙ୍କୁ ବାରମ୍ବାର ଅବଗତ କଲେ…

କୋର୍ଟକୁ ଖଟିଆରେ ଆସିଲେ ବୃଦ୍ଧା

ବରଗଡ଼ ଅଫିସ୍‌,୧୫।୧୧: ଏକ ପାରିବାରିକ ବିବାଦକୁ ନେଇ ସୋମବାର ଜଣେ ବୃଦ୍ଧାଙ୍କୁ ଖଟିଆରେ ପରିବାର ଅଦାଲତକୁ ଅଣାଯିବା ଘଟଣା ବରଗଡ଼ ସହରରେ ଚର୍ଚ୍ଚାର ବିଷୟ ହୋଇଛି । ଅନ୍ୟପଟେ ପରିବାର ଅଦାଲତରେ ଏହି ବିବାଦର ସମାଧାନ ହୋଇଥିବା ସୂଚନା ମିଳିଛି ।…

ଦୁର୍ଘଟଣାରେ ଚାଲିଗଲା ୪ ଜୀବନ

ବରଗଡ଼ ଅଫିସ୍‌,୧୪।୧୧: ବରଗଡ଼ ଜିଲା ବିଜେପୁର-ପଦ୍ମପୁର ରାସ୍ତା ଏବଂ ଭଟଲି-ଅମ୍ବାଭୋନା ରାସ୍ତାରେ ରବିବାର ପୃଥକ ଭାବେ ୨ଟି ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୪ଜଣଙ୍କ ମୃତ୍ୟୁ ଘଟିଛି। ଭୋର୍‌ରେ ବିଜେପୁର-ପଦ୍ମପୁର ରାସ୍ତାର ଦୁବଲାବାହାଲ ନିକଟରେ କାଠପଟା ବୋଝେଇ ଏକ ପିକଅପ୍‌ ଭ୍ୟାନ(ନଂ.ଓଆର୧୫ଜି…

ହାତୀଦାନ୍ତ ଚାଲାଣବେଳେ ଧରିଲା ଏସଟିଏଫ୍‌

ପଦ୍ମପୁର,୧୪।୧୧(ଡି.ଏନ୍‌.ଏ.): ବରଗଡ଼ ଜିଲା ପଦ୍ମପୁର ବନଖଣ୍ଡ କେନ୍ଦୁଭଟା ଛକ ନିକଟରୁ ଏକ ହାତୀଦାନ୍ତ ଜବତ ହୋଇଛି। ଏହା ସହ ଜଣଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି। ହାତୀଦାନ୍ତ ଚାଲାଣ ବେଳେ ବନବିଭାଗ ଏସଟିଏଫ୍‌ ଚଢ଼ାଉ କରି ଉକ୍ତ ଲୋକଙ୍କୁ ଅଟକ ରଖିଥଲେ।…

ଇଟାଗଦାରେ ପିଟିହେଲା ପିକ୍‌ଅପ୍‌ ଭ୍ୟାନ୍‌; ଚାଲିଗଲା ୨ ଜୀବନ

ବରଗଡ଼ ଅଫିସ,୧୪।୧୧- ବରଗଡ଼ ଜିଲା ବିଜେପୁର -ପଦ୍ମପୁର ରାସ୍ତାର ଦୁବଲାବାହାଲ ନିକଟରେ ରବିବାର ଭୋରରେ ଏକ ସଡକ ଦୁର୍ଘଟଣା ଘଟିଛି। କାଠପଟା ବୋଝେଇ ଏକ ସବାରୀ ଗାଡ଼ି (ନଂ-୩୧୫୧) ରାସ୍ତାପାଶର୍‌ବରେ ରହିଥିବା ଏକ ଇଟାଗଦାରେ ପିଟି ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଫଳରେ…

ମନ୍ତ୍ରୀଙ୍କ ଗାଡି ଉପରକୁ କଂଗ୍ରେସ କର୍ମୀଙ୍କ ଅଣ୍ଡାମାଡ

ବରଗଡ ଅଫିସ, ୧୩।୧୧: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବରଗଡ ଗସ୍ତକୁ ବିରୋଧ କରି କଂଗ୍ରେସ କର୍ମୀମାନେ ବିଭିନ୍ନ ସ୍ଥାନରେ ଅଣ୍ଡାମାଡ କରିଥିବା ସୂଚନା ମିଳିଛି। ଶୁକ୍ରବାର ରାତିରେ ବରଗଡର ଗାନ୍ଧୀଛକରେ ମନ୍ତ୍ରୀ ଟୁକୁନି ସାହୁଙ୍କ ଗାଡି ଉପରକୁ ଅଣ୍ଡାମାଡ କରିଥିବାବେଳେ ଶନିବାର…

ବିରୋଧ କରି ମାଡ ଖାଇଲେ କଂଗ୍ରେସ କର୍ମୀ

ବରଗଡ ଅଫିସ,୧୩।୧୧: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ବରଗଡ ଜିଲା ଗସ୍ତରେ ଆସୁଛନ୍ତି। ବିଜେପୁରରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ କାର୍ଡ ବଣ୍ଟନ କାର୍ଯ୍ୟକ୍ରମ ରହିଛି। ଦିନ ସାଢେ ୧୧ଟାରେ ମୁଖ୍ୟମନ୍ତ୍ରୀ ଏଠାରେ ପହଞ୍ଚିବେ । ତେବେ ମୁଖ୍ୟମନ୍ତ୍ରୀଙ୍କ ଏହି…

ଆଜି ମୁଖ୍ୟମନ୍ତ୍ରୀଙ୍କ ବରଗଡ଼ ଗସ୍ତ

ବରଗଡ଼ ଅଫିସ୍‌,୧୩।୧୧: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ବରଗଡ଼ ଜିଲା ଗସ୍ତରେ ଆସୁଛନ୍ତି । ଏହି କ୍ରମରେ ମୁଖ୍ୟମନ୍ତ୍ରୀ ପୂର୍ବାହ୍ନ ୧୦ଟା ୧୫ ମିନିଟରେ ନବୀନ ନିବାସ ଛାଡ଼ି ୧୦ଟା ୨୦ମିନିଟରେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଇଣ୍ଟରନ୍ୟାସନାଲ ଏୟାରପୋର୍ଟକୁ ଯିବେ। ସେ…

କଂଗ୍ରେସର ଧର୍ମଘଟ: ଟାୟାର ଜାଳି ରାସ୍ତା ଅବରୋଧ

ବରଗଡ଼ ଅଫିସ,୧୨ା୧୧: କଂଗ୍ରେସ ପକ୍ଷରୁ ଶୁକ୍ରବାର ଦିଆଯାଇଥିବା ୬ ଘଣ୍ଟିଆ ଧର୍ମଘଟର ପ୍ରଭାବ ବରଗଡ଼ ଜିଲାରେ ପରିଲକ୍ଷିତ ହୋଇଛି। ସକାଳ ୬ଟାରୁ ବରଗଡ଼ ସହର ସମେତ ଜିଲାର ବିଭିନ୍ନ ଅଞ୍ଚଳରେ ଦୋକାନ ବଜାର ସ୍ବତଃସ୍ଫୁର୍ତ୍ତ ବନ୍ଦ ରହିଛି। ଅପରପକ୍ଷରେ ବରଗଡ଼ ଗାନ୍ଧୀଛକରେ…

ସ୍ତ୍ରୀଙ୍କ ଉପରେ ପେଟ୍ରୋଲ ଢ଼ାଳି ନିଆଁ ଲଗାଇଦେଲେ

ବରଗଡ଼ ଅଫିସ୍‌,୯।୧୧: ବରଗଡ଼ ସଦର ଥାନା ଅଧୀନ ବିରମାଲ ଗ୍ରାମରେ ସୋମବାର ବିଳମ୍ବିତ ରାତ୍ରିରେ ଏକ ଅଭାବନୀୟ ଘଟଣା ଘଟିଛି। ବଚସା ଏବଂ କଥା କଟାକଟିରୁ ସ୍ତ୍ରୀଙ୍କ ଉପରେ ପେଟ୍ରୋଲ ଢ଼ାଳି ସ୍ବାମୀ ନିଆଁ ଲଗାଇ ଦେବା ଘଟଣା ଅଞ୍ଚଳରେ ଚର୍ଚ୍ଚାର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri