ସ୍ତ୍ରୀଙ୍କ ଆଗରେ ଚାଲିଗଲା ସ୍ବାମୀଙ୍କ ଜୀବନ
ବରଗଡ଼ ଅଫିସ୍,୧୭।୧: ବରଗଡ଼-ସୋହେଲା ରାସ୍ତା ପଥର୍ଲା ଛକ ନିକଟରେ ରବିବାର ସନ୍ଧ୍ୟାରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ବାଇକ୍କୁ ଏକ ଟ୍ରାକ୍ଟର ଧକ୍କା ଦେବାରୁ ସ୍ତ୍ରୀଙ୍କ ଆଗରେ ସ୍ବାମୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଛତିଶଗଡ଼ ରାଜ୍ୟର ମୂଳ ବାସିନ୍ଦା...
ଟାର୍ଗେଟ ଶେଷ: ବିକ୍ରି ନ ହୋଇ ମଣ୍ଡିରେ ପଡ଼ିଛି ଧାନ
ବିଜେପୁର,୧୬।୧(ଡି.ଏନ୍.ଏ.): ବରଗଡ଼ ଜିଲା ବିଜେପୁର ବ୍ଲକରେ ଖରିଫ ଧାନ ବିକ୍ରିରେ ଚାଷୀ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଟୋକନ ପାଇ ଚାଷୀ ବିକ୍ରି ପାଇଁ ଉତ୍ପାଦିତ ଧାନକୁ ମଣ୍ଡିକୁ ଆଣିଥିଲେ। ହେଲେ ସପ୍ତାହ ଅତିକ୍ରମ କଲେ ମଧ୍ୟ...
ବରଗଡ଼ରେ କୋଭିଡ ଟିକାକରଣ ଆରମ୍ଭ
ବରଗଡ଼ ଅଫିସ,୧୬।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର କୋଭିଡ ଟିକାକରଣର ଶୁଭାରମ୍ଭ କରିବା ପରେ ବରଗଡ଼ ଜିଲାରେ ମଧ୍ୟ ଏହି ପ୍ରକିୟା ଆରମ୍ଭ ହୋଇଛି। ବରଗଡ଼ ସହର ଉପକଣ୍ଠ ଖେଦାପାଲିସ୍ଥିତ ନୂତନ ଜିଲା ମୁଖ୍ୟ ଡାକ୍ତରଖାନାରେ ଜିଲାପାଳ ଜ୍ୟୋତିରଞ୍ଜନ ପ୍ରଧାନ,...
ଦୁର୍ବୃତ୍ତ ଲୁଟିନେଲେ ନଗଦ ୧୮ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା, ସୁନା ଅଳଙ୍କାର
ବରଗଡ଼ ଅଫିସ,୧୫।୧: ବରଗଡ଼ ସହରସ୍ଥିତ ୫ ନଂ ଓ୍ବାର୍ଡର ସହରାପଡ଼ାରେ ଗତ ୧୨ ତାରିଖରେ ପ୍ରାୟ ୨୫ ଲକ୍ଷ ଟଙ୍କାର ସମ୍ପତ୍ତି ଲୁଟ୍ ଘଟଣାର ପର୍ଦ୍ଦାଫାଶ ହୋଇଛି । ବରଗଡ଼ ଟାଉନ ଥାନା ପୋଲିସ ୩ ଅଭିଯୁକ୍ତଙ୍କୁ ଗିରଫ କରିବା...
ବରଗଡ଼ରେ ପହଞ୍ଚିଲା କରୋନା ଟିକା
ବରଗଡ଼ ଅଫିସ୍,୧୩।୧: ବରଗଡ଼କୁ ବୁଧବାର ରାତ୍ରିରେ କରୋନା ଟିକା ପହଞ୍ଚିଛି। ପ୍ରଥମ ପର୍ଯ୍ୟାୟରେ ୭୨୫୦ ଡୋଜ୍ ଟିକା ଆସିଛି । ବରଗଡ଼ ସହରସ୍ଥିତ ପୁରୁଣା ଜିଲା ମୁଖ୍ୟ ଡାକ୍ତରଖାନାରେ ତାକୁ ସୁରକ୍ଷିତ ରଖାଯାଇଛି। ଆସନ୍ତା ୧୬ ତାରିଖରୁ ଟିକାକରଣ ଆରମ୍ଭ...
ରାସ୍ତାରେ ଧାନ ଗଦା କରି ଚାଷୀଙ୍କ ଆନ୍ଦୋଳନ
ପଦ୍ମପୁର,୧୩।୧: ବରଗଡ଼ ଜିଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାକୁ ୨ମାସ ବିତିଯାଇଛି । ତେବେ ଜିଲାର ପଦ୍ମପୁର ଉପଖଣ୍ଡର ବିଭିନ୍ନ ମଣ୍ଡିରେ ଏହି ପ୍ରକ୍ରିୟା ଶୀଥିଳ ହୋଇପଡ଼ିଛି । ମଣ୍ଡିକୁ ଧାନ ଆସୁଥିବା ବେଳେ ଉଠାଣ କାର୍ଯ୍ୟ ବିଳମ୍ବିତ ହେଉଛି...
ଧାନ ଗଦାକରି ରାସ୍ତାରେ ବସିଲେ ଚାଷୀ
ପଦ୍ମପୁର ,୧୩।୧ (ଡି.ଏନ୍.ଏ.): ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡରେ ଧାନ ଉଠାଣରେ ମନ୍ଥରତା ଲାଗି ରହିଛି। ଏହି ଉପଖଣ୍ଡ ଅନ୍ତର୍ଗତ ବରିକେଲ ସେବା ସମବାୟ ସମିତିର ଚାଷୀଙ୍କ ନିର୍ଦ୍ଧାରିତ ସମୟରେ ଧାନ ଉଠୁ ନ ଥିବା ଏବଂ ଟୋକନର ସମୟସୀମା...
ଭାଇରାଲ ଭିଡିଓ: ଶିକ୍ଷକଙ୍କୁ ସିଆର୍ସିସିଙ୍କ ଆଶାଳୀନ ବ୍ୟବହାର
ବରଗଡ଼ ଅଫିସ୍,୧୨।୧।: ବରଗଡ଼ ଜିଲା ବିଜେପୁର ବ୍ଲକ ଶିକ୍ଷା ବିଭାଗ ଅଧୀନରେ କାର୍ଯ୍ୟରତ ଜଣେ କେନ୍ଦ୍ର ସାଧନ ସଂଯୋଜକ(ସିଆର୍ସିସି) ସ୍ଥାନୀୟ ଶିକ୍ଷକଙ୍କ ପ୍ରତି ଆଶାଳୀନ ବ୍ୟବହାର ସୋସିଆଲ ମିଡ଼ିଆରେ ଭାଇରାଲ ହେବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି । ବ୍ଲକ...
ଦିନ ଦ୍ୱିପ୍ରହରେ ବ୍ୟବସୀୟୀଙ୍କ ଘରୁ ଲୁଟି ନେଲେ ଲକ୍ଷାଧିକ ଟଙ୍କା
ବରଗଡ଼ ଅଫିସ୍,୧୨।୧: ବରଗଡ଼ ସହରରେ ସପ୍ତାହେ ହେଲା ଲୁଟ୍ପାଟ୍ ବଢ଼ି ଚାଲିଛି। ଏହା ବରଗଡ଼ ପୋଲିସ ପାଇଁ ଚ୍ୟାଲେଞ୍ଜ ହୋଇପଡ଼ିଛି। ମଙ୍ଗଳବାର ପୂର୍ବାହ୍ନରେ ୩ଜଣ ଦୁର୍ବୃତ୍ତ ବରଗଡ଼ ପୌର ପରିଷଦ ଅଧୀନ ୱାର୍ଡ଼ ନଂ.୫ ସହରାପଡ଼ାରେ ରହୁଥିବା ଜଣେ ବ୍ୟବସାୟୀଙ୍କ...
ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଲେ ଦୁଇଭାଇ
ବରଗଡ଼ ଅଫିସ୍,୧୧।୧: ଏକାଧିକ ସଡ଼କ ଦୁର୍ଘଟଣାରେ ଆହତଙ୍କୁ ଉଦ୍ଧାର କରିବା ସହ ସେମାନଙ୍କ ଜୀବନ ରକ୍ଷା କରିଥିବା ବରଗଡ଼ ଜିଲା ବିଜେପୁର ବ୍ଲକ ଅନ୍ତର୍ଗତ ଯୋଖିପାଲି ଗ୍ରାମର ଦୁଇଭାଇ ଦିବସ କୁମାର ସାହୁ ଓ ଆକାଶ କୁମାର ସାହୁଙ୍କୁ ସୋମବାର...
ଲୁଟି ନେଇଥିଲେ ୨.୩୫ ଲକ୍ଷ ଟଙ୍କା: ବେଶି ସମୟ ରଖି ପାରିଲେନି ପାଖରେ
ବରଗଡ଼ ଅଫିସ୍,୧୧।୧: ବରଗଡ଼ ସହରର ଏକ ହୋଟେଲ ପରିସରରୁ ରବିବାର ୨.୩୫ ଲକ୍ଷ ଟଙ୍କା ଲୁଟ୍ ଘଟଣାର ପର୍ଦ୍ଦାଫାଶ ହୋଇଛି । ସ୍ଥାନୀୟ ଟାଉନ ଥାନା ପୋଲିସ ଲୁଟ୍ ଘଟଣାରେ ସମ୍ପୃକ୍ତ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି । ସେମାନେ...
ଈର୍ଷାପରାୟଣ ହୋଇ ଝିଆରୀଙ୍କୁ ହତ୍ୟା କଲେ ଖୁଡ଼ୀ
ବରଗଡ଼ ଅଫିସ୍,୧୦।୧: ବରଗଡ଼ ଜିଲା ପାଇକମାଳ ଥାନା ଅଧୀନ ଯୋଗିନ୍ଦ୍ରନାଥପୁର ଗ୍ରାମର ଜଣେ ନାବାଳିକାଙ୍କୁ ହତ୍ୟା ଘଟଣାର ପର୍ଦ୍ଦାଫାଶ ହୋଇଛି । ପାରିବାରିକ କଳହ ହତ୍ୟାର କାରଣ ଏବଂ ମୃତ ନାବାଳିକାଙ୍କ ଖୁଡ଼ୀ ହିଁ ହତ୍ୟାକାରୀ ବୋଲି ପୋଲିସ ତଦନ୍ତରୁ...
Archives


