ବିଜେପୁର ଆସନ ଉପରେ ସଭିଙ୍କ ଆଖି
ବରଗଡ଼,୧୫।୩(ପ୍ରେମାନନ୍ଦ ଖମାରୀ):ମୁଖ୍ୟମନ୍ତ୍ରୀଙ୍କ ଦ୍ୱିତୀୟ ନିର୍ବାଚନମଣ୍ଡଳୀ କୁହାଯାଉଥିବା ବରଗଡ଼ ଜିଲା ବିଜେପୁର ଆସନ ପ୍ରତି ଏବେ ସଭିଙ୍କ ଆଖି ରହିଛି। ୩ ପ୍ରମୁଖ ଦଳ ବିଜେଡି, କଂଗ୍ରେସ ଓ ଭାଜପା ଏହି ଆସନ ହାତେଇବାକୁ ପ୍ରୟାସ ଜାରି ରଖିଛନ୍ତି। ଅନ୍ୟପଟେ ଭାଜପା-ବିଜେଡି ମେଣ୍ଟ…
ନୂଆ ତତ୍ପର, ପୁରୁଖା ଛାନିଆ
ବରଗଡ଼, ୧୦।୩ (ପ୍ରେମାନନ୍ଦ ଖମାରୀ): ଓଡ଼ିଶାରେ ବିଜେଡି ଓ ଭାଜପା ମଧ୍ୟରେ ମେଣ୍ଟ ହେବ ବୋଲି ଚାରିଆଡ଼େ ହୁରି ପଡ଼ିଛି। ହେଲେ ବରଗଡ଼ ଜିଲାରେ ତିନି ପ୍ରମୁଖ ଦଳ ବିଜେଡି, ଭାଜପା ଓ କଂଗ୍ରେସ ନିଜ ଢଙ୍ଗରେ ନିର୍ବାଚନୀ ସଜବାଜ ଚଳାଇଛନ୍ତି।…
ପାହାନ୍ତିଆରେ ଉଠିବ ବିଶ୍ୱେଶ୍ୱର ବାବାଙ୍କ ମହାଜାଗର ଦୀପ
ସରଣ୍ଡା, ୭।୩(ଯୁଧିଷ୍ଠିର ମହାପାତ୍ର): ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ଅଷ୍ଟଶମ୍ଭୁ ମଧ୍ୟରେ ଅନ୍ୟତମ ଶୈବପୀଠ ସରଣ୍ଡାରେ ବିରାଜିତ ମହାପ୍ରଭୁ ଶ୍ରୀଶ୍ରୀ ବିଶ୍ୱେଶ୍ୱରଙ୍କ ମହାଶିବରାତ୍ରି ଓ ଜାଗର ମହୋତ୍ସବ ପାଳନ ନିମନ୍ତେ ମନ୍ଦିର ପରିଚାଳନା କମିଟି ପକ୍ଷରୁ ପୂଜାନୀତି କାର୍ଯ୍ୟ ନିର୍ଘଣ୍ଟ ସ୍ଥିରୀକୃତ କରାଯାଇଛି।…
ଟାଙ୍ଗରା ଭୂଇଁରେ ସବୁଜବଳୟ
ଭେଡେନ,୨୯।୨(ସୁଦନ ମହାକୁର): ଦିନେ ଯେଉଁ ସ୍ଥାନରେ ଦୂବଘାସ କଅଁଳୁ ନ ଥିଲା, ଖାଲି ପାଦରେ ଚାଲିଲେ ପାଦ ଫୁଟିଯିବାର ଭୟ ରହୁଥିଲା ସେଠି ଆଜି ଗଛରେ ପରିପୂର୍ଣ୍ଣ। ସରକାରଙ୍କ ସବୁଜ ମହାନଦୀ ମିଶନ ଯୋଜନାରେ ବରଗଡ଼ ଜିଲା ବନ ବିଭାଗର ପ୍ରଚେଷ୍ଟାରେ…
ବରଗଡ଼ରେ ପ୍ରବଳ ବର୍ଷା
ବରଗଡ,୨୭।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ସହର ସମେତ ଆଖପାଖ ଅଞ୍ଚଳରେ ମଙ୍ଗଳବାର ରାତି ପ୍ରାୟ ୮ଟା ୪୦ ମିନିଟରୁ ପ୍ରବଳ ବର୍ଷା ଲାଗି ରହିଛି । ବର୍ଷା ଯୋଗୁ ପୂର୍ବାପେକ୍ଷା ସାମାନ୍ୟ ଅଧିକ ଥଣ୍ଡା ଅନୁଭୂତ ହୋଇଛି। ମାତ୍ର ବର୍ଷା ପ୍ରଭାବରେ ଅମ୍ବ…
ଭାଜପାରେ ମିଶିଲେ ଅତାବିରା ପୂର୍ବତନ ବିଧାୟକ ନିହାର ମହାନନ୍ଦ
ବରଗଡ଼/ଭୁବନେଶ୍ୱର,୨୫ା୨(ପ୍ରେମାନନ୍ଦ ଖମାରୀ): ଭାଜପାରେ ଯୋଗ ଦେଇଛନ୍ତି ପୂର୍ବତନ ବରଗଡ କଂଗ୍ରେସ ସଭାପତି ତଥା ଅତାବିରାର ପୂର୍ବତନ ବିଧାୟକ ନିହାର ମହାନନ୍ଦ। ରବିବାର ନିଜର ଶତାଧିକ ସମର୍ଥକଙ୍କ ସହ ଭାଜପା ରାଜ୍ୟ କାର୍ଯ୍ୟାଳୟରେ ଗେରୁଆ ଦଳରେ ସାମିଲ ହୋଇଛନ୍ତି। ଏହି ସମୟରେ ଭାଜପା…
କଂଗ୍ରେସ ସ୍ବାଗତକଲା, ଭାଜପାର ଭର୍ତ୍ସନା
ବରଗଡ଼,୨୫।୨(ପ୍ରେମାନନ୍ଦ ଖମାରୀ)ରାଜ୍ୟ ସରକାର ଶନିବାର ୩୪ଟି ନୂଆ ଏନ୍ଏସି ଘୋଷଣା କରିଛନ୍ତି। ଏଥିରେ ବରଗଡ଼ ଜିଲାର ଅତାବିରା ନିର୍ବାଚନ ମଣ୍ଡଳୀର ଭେଡ଼େନ ଏବଂ ପଦ୍ମପୁର ନିର୍ବାଚନ ମଣ୍ଡଳୀର ପାଇକମାଳ ରହିଛି। ଏନ୍ଏସି ଘୋଷଣା ପରେ ଉଭୟ ଅତାବିରା ଏବଂ ପାଇକମାଳ ଅଞ୍ଚଳର…
ମତଦାନ କେନ୍ଦ୍ର ନ ହେଲେ ଭୋଟ୍ ବର୍ଜନ
ବରଗଡ଼,୨୪।୨(ପ୍ରେମାନନ୍ଦ ଖମାରୀ): ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି, ସେଭଳି ଭାବେ ରାଜନୈତିକ ଉଷ୍ମତା ବଢ଼ିଚାଲିଛି। ଭୋଟରମାନେ ମଧ୍ୟ ଏଥିରୁ ବାଦ୍ ପଡ଼ିନାହାନ୍ତି। ଆସନ୍ତା ନିର୍ବାଚନରେ ଯେଭଳି ସୁରୁଖୁରୁ ଏବଂ ସୁବିଧାରେ ନିଜ ମତାଧିକାର ସାବ୍ୟସ୍ତ କରିପାରିବେ, ସେ ନେଇ ବ୍ୟବସ୍ଥା…
ଗନ୍ଧମାର୍ଦ୍ଦନ ପାହାଡ଼ରେ ଯବାନ- ମାଓବାଦୀଙ୍କ ଗୁଳି ବିନିମୟ
ବରଗଡ଼/ପାଇକମାଳ,୨୩।୨(ପ୍ରେମାନନ୍ଦ ଖମାରୀ/ବଡ଼ ଶତପଥୀ): ବରଗଡ଼ ଜିଲା ପାଇକମାଳ ନିକଟ ଗନ୍ଧମାର୍ଦ୍ଦନ ପାହାଡ଼ରେ ଦୀର୍ଘଦିନ ବ୍ୟବଧାନ ପରେ ମାଓବାଦୀଙ୍କ ଗତିବିଧି ପୁଣି ପରିଲକ୍ଷିତ ହୋଇଛି । ଶୁକ୍ରବାର ସ୍ଥାନୀୟ ଖଣ୍ଡିଝରନ ଡ୍ୟାମ୍ ନିକଟ ଜଙ୍ଗଲରେ ଏସ୍ଓଜି ଯବାନମାନେ ମାଓବାଦୀଙ୍କ କ୍ୟାମ୍ପ ଠାବ କରିଛନ୍ତି।…
୨୭ରେ ଚାଷୀ ସମାବେଶ
ବରଗଡ଼,୨୩।୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ପ୍ରାୟ ୭୦ ପ୍ରତିଶତ କୃଷି ଉପରେ ନର୍ଭର କରିଥାନ୍ତି। ଏଠାରେ ଅଧିକ ଧାନ ଉତ୍ପାଦନ ହୋଇଥାଏ ବୋଲି ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ । କିନ୍ତୁ ଜିଲାରେ ଚାଷ ଏବଂ ଚାଷୀଙ୍କ ସମସ୍ୟା ଅସମାହିତ ହୋଇ…
ବରଗଡ଼ ଗସ୍ତରେ ମୁଖ୍ୟମନ୍ତ୍ରୀ: ଜଳସେଚନ ପ୍ରକଳ୍ପ, କ୍ୟାନସର ହସ୍ପିଟାଲ କଲେ ଲୋକାର୍ପଣ
ବରଗଡ଼,୨୦।୨: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଦିନିକିଆ ବରଗଡ଼ ଜିଲା ଗସ୍ତରେ ଯାଇ ବିଭିନ୍ନ ପ୍ରକଳ୍ପ ଉଦ୍ଘାଟନ କରିଛନ୍ତି । ପ୍ରଥମେ ଜିଲାର ବିଜେପୁର ବ୍ଲକର କନାପାଲିରେ ପହଞ୍ଚି ଗଙ୍ଗାଧର ପ୍ରକଳ୍ପର ମଡେଲସ୍ଥଳକୁ ପରିଦର୍ଶନ କରିଥିଲେ। ପରେ ଆୟୋଜିତ ଜନସଭାରେ ମୁଖ୍ୟମନ୍ତ୍ରୀ…
କ୍ୟାନସର ହସ୍ପିଟାଲ ପରେ ବରଗଡ଼ରେ ମେଡ଼ିକାଲ କଲେଜ ସ୍ଥାପନ ପାଇଁ ପ୍ରକ୍ରିୟା ଆରମ୍ଭ
ବରଗଡ଼,୧୯।୨(ପ୍ରେମାନନ୍ଦ ଖମାରୀ): କ୍ୟାନସର ହସ୍ପିଟାଲ ପରେ ବରଗଡ଼ରେ ଏକ ମେଡ଼ିକାଲ କଲେଜ ସ୍ଥାପନ ପାଇଁ ରାଜ୍ୟ ସରକାର ପ୍ରକ୍ରିୟା ଆରମ୍ଭ କରିଥିବା ସୂଚନା ମିଳିଛି। ସୂଚନା ଅନୁଯାୟୀ, ଜିଲାର ଭଟଲି ତହସିଲ ଅନ୍ତର୍ଗତ ଟୁକୁର୍ଲା ମୌଜାରେ ରହିଥିବା ୫ଏକର ଜମିରେ ଏହି…
Archives


