ମହତିପୁର-ଚରମ୍ପା ରାସ୍ତା ନିର୍ମାଣରେ ଅନିଶ୍ଚିତତା
ଖଇରା,୮।୫(ଡି.ଏନ୍.ଏ.): ବାଲେଶ୍ୱରରୁ ଭଦ୍ରକ ଜିଲାକୁ ସଂଯୋଗ କରୁଥିବା ମହତିପୁର-ଚରମ୍ପା ଭାୟା ବାରାପୁର ରାସ୍ତା ନିର୍ମାଣ ୬ମାସ ଧରି ଦ୍ରୁତଗତିରେ ଚାଲିବା ପରେ ଏବେ ଏହାର ଗତି ମନ୍ଥର ହୋଇଯାଇଛି। ବିଦ୍ୟୁତ୍ ଓ ଗ୍ରାମ୍ୟ ଉନ୍ନୟନ ବିଭାଗ ମଧ୍ୟରେ ସମନ୍ବୟ ଅଭାବରୁ ରାସ୍ତାରେ…
ସ୍ତ୍ରୀଙ୍କୁ ଖଣ୍ଡଖଣ୍ଡ କରି କାଟି ଅଖାରେ ପୂରାଇ ରେଳଧାରଣାରେ ଫିଙ୍ଗିଦେଲେ ସ୍ବାମୀ
ବସ୍ତା,୭ା୫(ଡି.ଏନ୍.ଏ.): ସ୍ତ୍ରୀଙ୍କୁ ହତ୍ୟା କରି ସ୍ବାମୀ ମୃତଦେହକୁ ଖଣ୍ଡଖଣ୍ଡ କରି କାଟି ଅଖାରେ ଭର୍ତ୍ତି କରି ନିକଟସ୍ଥ ରେଳଧାରଣାରେ ଫିଙ୍ଗି ଆତ୍ମହତ୍ୟାର ରୂପ ଦେବାକୁ ଉଦ୍ୟମ ବେଳେ ଗ୍ରାମବାସୀଙ୍କ ହାତରେ ଧରା ପଡ଼ିଛନ୍ତି। ଏପରି ଅଭାବନୀୟ ଘଟଣା ବାଲେଶ୍ୱର ଜିଲା ବସ୍ତା…
ଓଲଟିଲା ଗୋରୁ ବୋଝେଇ ପିକ୍ଅପ୍,୪ମୃତ,୪ ଆହତ
ଖଇରା,୪।୫(ଡି.ଏନ୍.ଏ.): ବାଲେଶ୍ୱର ଜିଲା ସୋର-କୁପାରୀ ରାସ୍ତାର ଖଇରା ଥାନା ଅଧୀନ ବାଙ୍କିତିରା ଛକ ନିକଟରେ ବୁଧବାର ଦୁର୍ଘଟଣା ଘଟିଛି। ଏକ ଗୋରୁ ବୋଝେଇ ପିକ୍ଅପ୍ ଭାରସାମ୍ୟ ହରାଇ ଓଲଟି ପଡିବା କାରଣରୁ ଘଟଣାସ୍ଥଳରେ ୪ଟି ଗୋରୁଙ୍କ ମୃତ୍ୟୁ ଘଟିଛି। ଏହା ସହ…
ଓଡ଼ିଆ ଯବାନଙ୍କ ଅକାଳ ବିୟୋଗ
ବାଲିଆପାଳ,୩।୫(ସ୍ବ.ପ୍ର.): ବାଲେଶ୍ୱର ଜିଲା ବାଲିଆପାଳ ବ୍ଲକ ନିଖିରା ପଞ୍ଚାୟତ ଅଧୀନ ନିଖିରା ଗ୍ରାମର ମଧୁସୂଦନ ବାରିକଙ୍କ ଏକମାତ୍ର ପୁଅ ନୌସେନା ରକ୍ଷାମନ୍ତ୍ରଣାଳୟର ସିଭିଲିଆନ ଭାବେ କାର୍ଯ୍ୟରତ ଓଡ଼ିଆ ଯବାନ ଶିବନାରାୟଣ ବାରିକଙ୍କ ସୋମବାର ଫୁସ୍ଫୁସ୍ଜନିତ ରୋଗରେ ପ୍ରାଣ ହରାଇଛନ୍ତି। ମୃତ୍ୟୁବେଳକୁ ତାଙ୍କୁ…
ଆକର୍ଷଣ ସାଜିବ ହାଓଡା ପୋଲ ତୋରଣ
ବାଲେଶ୍ୱର ଅଫିସ,୧।୫: ବାଲେଶ୍ୱର ସହର ଦାମୋଦରପୁର ସ୍ଥିତ ଶ୍ରୀଶ୍ରୀ ଶ୍ୟାମସୁନ୍ଦରପୁର ଜୀଉ ମନ୍ଦିର ସମ୍ମୁଖରେ ଥିବା ପୋଖରୀରେ ଚନ୍ଦନ ଯାତ୍ରାର ସୁବର୍ଣ୍ଣଜୟନ୍ତୀ ପାଳନ କରାଯାଉଛି। ଏହି ଉତ୍ସବର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବା ପାଇଁ ଲାଗିଛନ୍ତି ଶ୍ୟାମସୁନ୍ଦରପୁର ଜୀଉ ଯୁବକ ସଂଘର…
ପୋଲ ନିର୍ମାଣରେ ବାଧକ ସାଜିଛି ବେଆଇନ ଇଟାଭାଟି
ନୀଳଗିରି,୨୯।୪:(ସ୍ବ.ପ୍ର) ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ଅଧୀନ ଛତ୍ରପୁରରୁ ପିଠାହତା ପଞ୍ଚାୟତକୁ ସଂଯୋଗ କରୁଥିବା ନିର୍ମାଣାଧିନ ଏକ ପୋଲ ପାଇଁ ବାଧକ ସାଜିଛି ବେଆଇନ ଇଟାଭାଟି। ଅଞ୍ଚଳବାସୀ ଏହାକୁ ବିରୋଧ କରିବା ସହ ଉପ ଜିଲାପାଳଙ୍କୁ ଲିଖିତ ଭାବେ ଜଣାଇଛନ୍ତି। ସୂଚନା…
ସଙ୍କଟମୁହାଁ ହାତୀଙ୍କ ସୁରକ୍ଷାବଳୟ
ବାଲେଶ୍ୱର ଅଫିସ,୨୯।୪(ମାନସ ବିଶ୍ୱାଳ): ବାଲେଶ୍ୱର ଜିଲାର ନୀଳଗିରି ଓ ଔପଦା ବ୍ଲକର ପ୍ରାୟ ୨୭୨.୭୫ ବର୍ଗ କି.ମି. ଅଞ୍ଚଳରେ ରହିଛି କୁଲଡିହା ଅଭୟାରଣ୍ୟ। ବିଭିନ୍ନ ପ୍ରଜାତିର ବନ୍ୟଜନ୍ତୁରେ ପରିପୂର୍ଣ୍ଣ ଉତ୍ତରଓଡ଼ିଶାର ଏହି ଜୈବମଣ୍ଡଳକୁ ହାତୀମାନଙ୍କ ପାଇଁ ଅମରାବତୀ କୁହାଯାଉଥିଲା। କିନ୍ତୁ ଗତ…
କର୍ମଚାରୀଙ୍କୁ ମାରଣାସ୍ତ୍ର ଦେଖାଇ ବ୍ୟାଙ୍କରୁ ଲୁଟିନେଲେ ଲକ୍ଷାଧିକ ଟଙ୍କା
ଭୋଗରାଇ,୨୬ା୪(ଡି.ଏନ୍.ଏ.): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ସୀମାନ୍ତ ଚନ୍ଦନେଶ୍ୱର ୟୁନିୟନ ବ୍ୟାଙ୍କରେ ବୁଧବାର ମଧ୍ୟାହ୍ନରେ ସଶସ୍ତ୍ର ଡକାୟତି ହୋଇଥିବାର ଜଣାଯାଇଛି। ୭ଜଣ ଦୁର୍ବୃତ୍ତ ବନ୍ଧୁକ ଦେଖାଇ ବ୍ୟାଙ୍କ ଗ୍ରାହକ ଓ କର୍ମଚାରୀଙ୍କୁ ମାଡ଼ମାରିବା ସହିତ ଭୟଭୀତ କରି ଲକ୍ଷାଧିକ ଟଙ୍କା ଏବଂ…
ରୋଗୀଙ୍କୁ ନେଇ ଯାଉଥିବା ବେଳେ ଫାଟିଲା ୧୦୮ ଆମ୍ବୁଲାନ୍ସ ଚକା
ନୀଳଗିରି, ୨୫।୪(ସ୍ବ.ପ୍ର): ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ଅଧୀନ ବରହମପୁର ମେଡିକାଲରୁ ରୋଗୀ ନେଇ ଯାଉଥିବା ବେଳେ ଅଧାବାଟରେ ୧୦୮ ଆମ୍ବୁଲାନ୍ସ ଚକା ଫାଟିଯାଇଛି। ହେଲେ ଏକ ବଡ଼ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ରୋଗୀ ଏବଂ ଆମ୍ବୁଲାନ୍ସ କର୍ମଚାରୀ। ମିଳିଥିବା…
କୃଷକ ଦିବସ ସମାରୋହ ଗୋଟିଏ ପଞ୍ଚାୟତରେ ସୀମିତ
ରସୁଲପୁର,୨୫।୪: (ଡି.ଏନ.ଏ.) ଅକ୍ଷୟ ତୃତୀୟା ଅବସରରେ ରସୁଲପୁର ବ୍ଲକ କୃଷି ବିଭାଗ ପକ୍ଷରୁ କୃଷକ ଦିବସ ସମାରୋହ ଉକ୍ତ ବ୍ଲକ ଅଧୀନ ବାରବାଟୀ ପଞ୍ଚାୟତର ଚିତ୍ରକୂଳ ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି। ବିଭାଗ ପକ୍ଷରୁ ବ୍ଲକସ୍ତରୀୟ ସମାରୋହକୁ ଗୋଟିଏ ପଞ୍ଚାୟତରେ ସୀମିତ ରଖାଯାଇଛି।…
ବଜ୍ରପାତରେ ଜଳଙ୍ଗ ଚଣ୍ଡିମନ୍ଦିର ମୁଖଶାଳା ଭାଙ୍ଗିଲା
ଖଇରା,୨୪।୪(ଡି.ଏନ.ଏ.)- ବାଲେଶ୍ୱର ଜିଲାର ଅନ୍ୟତମ ପ୍ରସିଦ୍ଧ ଶକ୍ତିପୀଠ ଖଇରା ବ୍ଲକର ଜଳଙ୍ଗ ଚଣ୍ଡୀ ପୀଠ ମୁଖଶାଳା ବଜ୍ରପାତରେ ଭାଙ୍ଗି ପଡ଼ିଛି। ଏନେଇ ଭକ୍ତମାନଙ୍କ ମଧ୍ୟରେ ନୈରାଶ୍ୟ ଭାବ ପ୍ରକାଶ ପାଇଛି। ତୁରନ୍ତ ଏହାକୁ ନୂତନ ଭାବରେ ନିର୍ମାଣ କରିବାକୁ ଟ୍ରଷ୍ଟି ବୋର୍ଡ…
ନାବାଳିକାଙ୍କୁ ଯୌନ ନିର୍ଯାତନା ମାମଲା: ଦୋଷୀଙ୍କୁ ୫ବର୍ଷ୧୦ମାସ ଜେଲ
ବାଲେଶ୍ୱର ଅଫିସ,୨୪।୪: ବାଲେଶ୍ୱର ଅତିରିକ୍ତ ଜିଲା ଓ ଦୌରା ଜଜ୍ ତଥା ସ୍ବତନ୍ତ୍ର ବିଚାରପତି (ପୋକ୍ସୋ) ରଞ୍ଜନ କୁମାର ସୁତାର ସୋମବାର ଏକ ନାବାଳିକା ଯୌନ ନିର୍ଯାତନା ମାମଲାର ବିଚାର କରି ଦୋଷୀଙ୍କୁ ୫ବର୍ଷ ୧୦ ମାସ ସଶ୍ରମ କାରାଦଣ୍ଡ ସହ…
Archives


