ବାଲେଶ୍ୱର

ସିଲାବସ୍‌ ବାହାରୁ ପଦାର୍ଥ ବିଜ୍ଞାନ ପ୍ରଶ୍ନ: ଗ୍ରେସ୍‌ ମାର୍କ ଦାବି କଲେ ପରୀକ୍ଷାର୍ଥୀ

ଖଇରା,୨୨।୨(ଉତ୍କଳବନ୍ଧୁ ପଣ୍ଡା): ଗୁରୁବାର ଯୁକ୍ତ ୨ ପଦାର୍ଥ ବିଜ୍ଞାନ ପରୀକ୍ଷାରେ ସିଲାବସ୍‌ ବାହାରୁ ପ୍ରଶ୍ନ ଆସିବା ନେଇ ଛାତ୍ରୀଛାତ୍ରମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଉଭୟ ଲଙ୍ଗ୍‌ ଏବଂ ସର୍ଟ ପ୍ରଶ୍ନରେ ମୋଟ ୧୬ ମାର୍କ ଶିକ୍ଷା ଖସଡା ବାହାରୁ ଆସିଥିବା ନେଇ…

ଆଇସିୟୁରେ ବିଧାୟକ

ଭୋଗରାଇ,୧୯।୨: ବାଲେଶ୍ୱର ଜିଲା ଭୋଗରାଇ ବିଧାୟକ ଅନନ୍ତ ଦାସ ଅସୁସ୍ଥ ହୋଇପଡ଼ିଛନ୍ତି। ବାର୍ଦ୍ଧକ୍ୟ ଜନିତ ସମସ୍ୟା ଲାଗି ୮୩ ବର୍ଷୀୟ ଦାସ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। କିଛି ଦିନ ହେଲା ତାଙ୍କର ସ୍ବାସ୍ଥ୍ୟ ଜନିତ ସମସ୍ୟା ଲାଗି ରହିଥିଲା। ପରିବାର ଲୋକେ…

ମହିଳା ପୋଲିସ ଅଧିକାରୀଙ୍କୁ ନିର୍ଧୁମ ଛେଚିଲେ ଲୋକେ

ଜଳେଶ୍ୱର,୧୯।୨(ନବୀନ ସାହୁ): ବାଲେଶ୍ୱର ଜିଲା ଜଳେଶ୍ୱରରେ ଏକ ଅଭାବନୀୟ ଘଟଣା ଘଟିଛି। ନାଇଟ ପେଟ୍ରୋଲିଂ ସମୟରେ ଜଣେ ମହିଳା ପୋଲିସ ଅଧିକାରୀଙ୍କୁ ଦୋକାନ ଘରେ ପୂରାଇ ଲୋକେ ନିର୍ଧୁମ ପିଟିଛନ୍ତି। ଉଦୟପୁର ଗ୍ରାମରେ ଜୂଆ ଖେଳ ଚାଲୁଥିବା ବେଳେ ବିରୋଧ କରିବାରୁ…

ରାମଲାଲାଙ୍କୁ ଦର୍ଶନ ପାଇଁ ଗଲେ ୧୫୪୦ ଶ୍ରଦ୍ଧାଳୁ

ବାଲେଶ୍ୱର,୧୭।୨(ମାନସ ବିଶ୍ୱାଳ): ବାଲେଶ୍ୱର ରେଳଷ୍ଟେଶନରୁ ଏକ ସ୍ବତନ୍ତ୍ର ରେଳ (ଆସ୍ଥା ଏକ୍ସପ୍ରେସ) ଯୋଗେ ୧୫୪୦ଜଣ ଶ୍ରଦ୍ଧାଳୁ ଶ୍ରୀରାମ ଲାଲାଙ୍କ ଦର୍ଶନ ନିମନ୍ତେ ଅଯୋଧ୍ୟା ଗସ୍ତ କରିଛନ୍ତି। ବାଲେଶ୍ୱର ଏମ୍‌ପି ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ ସମେତ ବହୁ ଭାଜପା ନେତା ଓ କର୍ମୀ…

ମନ୍ଦିରରୁ ଶିବଲିଙ୍ଗ, ଲକ୍ଷାଧିକ ଟଙ୍କା ଲୁଟି ନେଲେ ଚୋର

ଜଳେଶ୍ୱର,୧୪।୨(ନବୀନ ସାହୁ): ବାଲେଶ୍ବର ଜିଲା ଜଳେଶ୍ୱର ଥାନା ବାଗପୁଞ୍ଜି ଗ୍ରାମରେ ଥିବା ଶିବ ମନ୍ଦିରରୁ ମଙ୍ଗଳବାର ବିଳମ୍ବିତ ରାତିରେ ଲୁଟ ହୋଇଛ। ଆଜି ସକାଳେ ଗ୍ରାମବାସୀ ମନ୍ଦିରର ପୂଜକଙ୍କ ଏବେ ପ୍ରଥମେ ଖବର ଦେଇଥିଲେ। ପୂଜକ ମନ୍ଦିରକୁ ଆସି ତାଲା ଭାଙ୍ଗି…

ସୁପାରି ଦେଇ ସାନଭାଇଙ୍କୁ ହତ୍ୟା

ବାଲେଶ୍ୱର (ମାନସ ବିଶ୍ୱାଳ)/ ନୀଳଗିରି(ପ୍ରଶାନ୍ତ ବିଶ୍ୱାଳ), ୧୦ା୨: ପାରିବାରିକ କଳହ, ଜମି ଭାଗବଣ୍ଟା ଓ ଟଙ୍କା ଦେଣନେଣକୁ ନେଇ ସାଇଭାଇଙ୍କୁ ବଡ଼ ଭାଉଜଭାଇ ୧ଲକ୍ଷ ୪୦ହଜାର ଟଙ୍କା ସୁପାରି ଦେଇ ହତ୍ୟା କଲେ। ଏପରି କି ଘଟଣାକୁ ଲୁଚାଇବାକୁ ଦୁର୍ଘଟଣାର ରୂପ…

ଖଇରାବାସୀଙ୍କ ଅଦାଲତ ସ୍ବପ୍ନ ମଉଳିଗଲାଣି

ଖଇରା,୯।୨(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ବ୍ଲକରେ ଦେୱାନୀ ଓ ଫୌଜଦାରୀ କୋର୍ଟ ଖୋଲିବା ଲାଗି ନିର୍ଦ୍ଦେଶନାମାର ଦେଢବର୍ଷ ବିତିଯିବାକୁ ବସିଥିବା ବେଳେ କୋର୍ଟ କାର୍ଯ୍ୟକ୍ଷମ ହୋଇପାରିଲାନି। ଏଭଳି ଅସ୍ଥାୟୀ କୋର୍ଟ ପାଇଁ ଖଇରା ବ୍ଲକ ପରିସରରେ ଥିବା ରାଜୀବ ଗାନ୍ଧୀ…

ଡମ୍ପର ପଛରେ ପିଟି ହେଲା ବରଯାତ୍ରୀ ଧରି ଫେରୁଥିବା ବୋଲେରୋ

ବାଲେଶ୍ୱର,୩।୨: ବାଲେଶ୍ୱର ଜିଲା ସୋର ଥାନା ଦହିସଡ଼ା ନିକଟରେ ଶନିବାର ଭୋରରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ବରଯାତ୍ରୀ ଧରି ଫେରୁଥିବା ଏକ ବୋଲେରୋ ଭାରସାମ୍ୟ ହରାଇ ଏକ ବାଲି ବୋଝେଇ ଡମ୍ପର ପଛ ପଟେ ପିଟି ହୋଇଛି। ଫଳରେ ବୋଲେରୋରେ…

ପିକଅପ୍‌ ଧକ୍କାରେ ଚାଲିଗଲା ବୃଦ୍ଧଙ୍କ ଜୀବନ: ଟାୟାର ଜାଳି ରାସ୍ତାରୋକୋ

ଜଳେଶ୍ୱର,୨।୨(ନବୀନ ସାହୁ): ବାଲେଶ୍ୱର ଜିଲା କମର୍ଦ୍ଦା ଥାନା ଅଧୀନ ଜଳେଶ୍ବର- ଚନ୍ଦନେଶ୍ୱର ୫୭ ନମ୍ବର ରାଜ୍ୟ ରାଜପଥର କଣ୍ଠାଳିଆ ଛକ ନିକଟରେ ଶୁକ୍ରବାର ଏକ ପିକଅପ୍‌ ଭ୍ୟାନ୍‌ ଧକ୍କାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ଅନ୍ୟପକ୍ଷେ ମୃତକଙ୍କ ପରିବାର ଲୋକଙ୍କୁ କ୍ଷତିପୂରଣ…

ଚଳନ୍ତା ବସ୍‌ରେ ଡ୍ରାଇଭରଙ୍କ ହୃଦଘାତ, ହେଲେ ମୃତ୍ୟୁ ପୂର୍ବରୁ ବଞ୍ଚାଇଦେଲେ ୬୦ପର୍ଯ୍ୟଟକଙ୍କ ଜୀବନ

ନୀଳଗିରି,୩୦।୧: ବସ୍‌ ଚଳାଉଥିବାବେଳେ ହେଲା ହୃଦଘାତ। ହେଲେ ଯନ୍ତ୍ରଣା ଭିତରେ ବି ବସ୍‌ ଅଟକାଇ ବଞ୍ଚାଇଦେଲେ ୬୦ ପର୍ଯ୍ୟଟକଙ୍କ ଜୀବନ। ଏପରି ଘଟଣା ଘଟିଛି ବାଲେଶ୍ୱରର ନୀଳଗିରି ଥାନା ଅଧିନ ପାଟପୁର ଛକରେ। ପଞ୍ଚଲିଙ୍ଗେଶ୍ୱରକୁ ଦର୍ଶନ ପାଇଁ କିଛି ବଙ୍ଗୀୟ ପର୍ଯ୍ୟଟକ…

ଧାନ କିଣାରେ ଦୁର୍ନୀତି, ହେରଫେର ପ୍ରତିବାଦରେ ତେଜିଲା ଭାଜପା

ବାଲେଶ୍ୱର,୩୦।୧: ରାଜ୍ୟରେ ହେଉଥିବା ଧାନ କିଣାରେ ବ୍ୟାପକ ଦୁର୍ନୀତି, ହେରଫେର ଏବଂ ଧାନର ବିକାଶ ପାଇଁ କେନ୍ଦ୍ର ସରକାର ଦେଉଥିବା ଅର୍ଥର ବାଟ ମାରଣା ପ୍ରତିବାଦରେ ବାଲେଶ୍ୱର ଜିଲା ଭାଜପା କୃଷକ ମୋର୍ଚ୍ଚା ପକ୍ଷରୁ ମଙ୍ଗଳବାର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। କୃଷକ…

ଚଳନ୍ତା ବସ ଡ୍ରାଇଭରଙ୍କୁ ଆସିଲା ହାର୍ଟଆଟାକ୍‌: ଉପସ୍ଥିତ ବୁଦ୍ଧିରୁ ଅଳ୍ପକେ ବର୍ତ୍ତିଲେ ୫୦ ଯାତ୍ରୀ

ନୀଳଗିରି, ୩୦।୧(ପ୍ରଶାନ୍ତ କୁମାର ବିଶ୍ବାଳ): ବାଲେଶର ଜିଲାର ନୀଳଗିରିରେ ଏକ ଅଭାବନୀୟ ଘଟଣା ଘଟିଛି। ହୃଦଘାତ ଯୋଗୁ ଚଳନ୍ତା ବସ ଡ୍ରାଇଭରଙ୍କ ମୃତ୍ୟୁ ଘଟିଛି। କିନ୍ତୁ ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧିରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ୫୦ରୁ ଊର୍ଦ୍ଧ୍ୱ ପର୍ଯ୍ୟଟକ। ହୃଦଘାତରେ ଟଳି ପଡ଼ିବା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri