ବାଲେଶ୍ୱର

ଜଳିଗଲା ଲିଚୁ ବୋଝେଇ ଗାଡ଼ି

ଭଦ୍ରକ ଅଫିସ, ୧୭।୫ – ୧୬ ନମ୍ବର ଜାତୀୟ ରାଜପଥର ନଳାଙ୍ଗ ନିକଟରେ ଗୁରୁବାର ମଧ୍ୟାହ୍ନରେ ଏକ ଲିଚୁ ବୋଝେଇ ଗାଡ଼ି ଜଳିଯାଇଛି। ଖବର ପାଇ ଭଣ୍ଡାରିପୋଖରୀ ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଅଁାକୁ ଆୟତ୍ତ କରିଥିଲେ। ଏଥିପାଇଁ କିଛି ସମୟ ରାସ୍ତାରେ…

ଗୋଚର ଜମିରେ ଚିଙ୍ଗୁଡିଘେରି ପ୍ରସଙ୍ଗ: ୩ ମାସ ମଧ୍ୟରେ ନିଷ୍ପତ୍ତି ନେବାକୁ ଜିଲାପାଳଙ୍କୁ ନିର୍ଦ୍ଦେଶ

ବାହାନଗା, ୧୭।୫(ଡି.ଏନ.ଏ.)-ବାଲେଶ୍ୱର ଜିଲା ବାହାନଗା ବ୍ଲକ ଖରାସାହାପୁର ପଞ୍ଚାୟତର ବାଉଁଶଆଡ଼ିଆ, ଉପରଆଡ଼ିଆ ଅଞ୍ଚଳରେ ଥିବା ସରକାରୀ ଗୋଚର ଜମିରେ ଚିଙ୍ଗୁଡି ଘେରି ନିର୍ମାଣ ପ୍ରସଙ୍ଗ ଗତ ୪ ମାସ ଧରି କୋର୍ଟରେ ବିଚାରାଧୀନ ରହିଛି। ହାଇକୋର୍ଟ ୩ ମାସ ମଧ୍ୟରେ ନିଷ୍ପତ୍ତି…

ନାବାଳକଙ୍କ ପତ୍ତା ମିଳୁନି, ପ୍ରଶାସନର ସହାୟତା ଲୋଡ଼ିଲେ ପରିବାର ଲୋକେ

କେନ୍ଦୁଝର,୧୬ା୫(ସ୍ବ.ପ୍ର.): ଦୀର୍ଘ ଆଠଦିନ ହେଲା ଜଣେ ନାବାଳକ ଘରୁ କେଉଁଆଡ଼େ ଚାଲିଯାଇଛନ୍ତି। ପରିବାର ଲୋକେ ଚାରିିଆଡ଼େ ଖୋଜାଖୋଜି କରିଥିଲେ ହେଁ ପାଇ ନ ଥିବାରୁ ପ୍ରଶାସନର ସହାୟତା ଲୋଡ଼ିଛନ୍ତି। ପ୍ରକାଶ ଯେ, କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ତଳକମ୍ପଡ଼ି କୁସୁମିତା ଗ୍ରାମର…

ଆଜି ଜାତୀୟ ଡେଙ୍ଗୁ ଦିବସ : ଫନୀ ପରେ ସତର୍କ ରହିବାକୁ ପରାମର୍ଶ

ତିହିଡ଼ି,୧୬ା୫(ଡି.ଏନ୍‌.ଏ.): ଭଦ୍ରକ ଜିଲା ତିହିଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ସଭାଗୃହରେ ଗୁରୁବାର ପୂର୍ବାହ୍ନରେ ଜାତୀୟ ଡେଙ୍ଗୁ ଦିବସ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ଆୟୋଜିତ ସଭାରେ ଡା.ଦେବସ୍ମିତା ତ୍ରିପାଠୀ ପୌରୋହିତ୍ୟ କରିଥିଲେ। ଏଥିରେ ଡା.ମଧୁସ୍ମିତା ଦାସ, ଡା. ପୁଷ୍ପଲତା ସ୍ବାଇଁ, ଡା.ସୌମ୍ୟରଞ୍ଜନ ଗାହାଣ,…

ଟ୍ରକ ଓଲଟି ଚାଳକ ମୃତ

କେନ୍ଦୁଝର, ୧୬ା୫ (ସ୍ବ.ପ୍ର.)-କେନ୍ଦୁଝର ଜିଲା ବାଂଶପାଳ ବ୍ଲକ ଅନ୍ତର୍ଗତ ଶୁଆକାଠି ସ୍ଥିତ ଗନ୍ଧମାର୍ଦ୍ଦନ ଲୌହ ଖଣିରେ ଏକ ଟ୍ରକ ଓଲଟି ପଡିବାରୁ ଚାଳକଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ନାମ ସାଗର ଦେହୁରୀ (୩୧)। ଖଣିରୁ ଲୁହାପଥର ଲୋଡିଂ ହିଲଟପ ଉପରୁ ତଳକୁ…

ଖରା ତାତି ସାଙ୍ଗକୁ ବଢ଼ୁଛି ଜଳକଷ୍ଟ

କେନ୍ଦୁଝର, ୧୬ା୫(ଡି.ଏନ୍‌.ଏ.)- କେନ୍ଦୁଝର ଜିଲା ଏକ ପାହାଡିଆ ଜିଲା ଭାବେ ପରିଗଣିତ ହେଉଥିବାବେଳେ ଜିଲାରେ ଥିବା ଅନେକ ଗ୍ରାମରେ ଏବେ ପାନୀୟଜଳ ସମସ୍ୟା ଉକତ୍ଟ ରୂପ ଧାରଣ କରିଛି। ଅନେକ ସ୍ଥାନରେ କୂଅପୋଖରୀ, ଜଳାଶୟ ଆଦି ଶୁଖିଯାଇ ପାଣି ଟୋପାଏ ନ…

ବିବାହ ଚତୃର୍ଥୀ ଭୋଜିରେ ବଜ୍ରପାତ : ବର ମୃତ, ମହିଳାଙ୍କ ସମେତ ୪ ଗୁରୁତର

ଆନନ୍ଦପୁର,୧୬।୫(ଡି.ଏନ.ଏ.)-କେନ୍ଦୁଝର ଜିଲା ହରିଚନ୍ଦନପୁର ଥାନା ଅଞ୍ଚଳରେ ବୁଧବାର ଏକ ଦୁଃଖଦ ଘଟଣା ଘଟିଛି ା ବିବାହ ଚତୁର୍ଥୀ ଭୋଜି ଚାଲି ଥିବାବେଳେ ବଜ୍ରପାତ ଘଟି ବରର ମୃତ୍ୟୁ ଘଟିଛି। ଜଣେ ମହିଳାଙ୍କ ସମେତ ୪ ଜଣ ଗୁରୁତର ହୋଇଛନ୍ତି। ସେମାନଙ୍କୁ ତୁରନ୍ତ…

ଆରଡ଼ିରେ ଶିବବିବାହ ମହୋତ୍ସବ ପ୍ରସ୍ତୁତି: ଜୁନ୍‌ ୬ରେ ମଙ୍ଗଳକୃତ୍ୟ, ୭ରେ ବିବାହ

ଭଦ୍ରକ ଅଫିସ, ୧୬।୫ – ଭଦ୍ରକ ଜିଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ପରିସରରେ ବୁଧବାର ସନ୍ଧ୍ୟାରେ ପ୍ରସିଦ୍ଧ ଶୈବପୀଠ ଆରଡ଼ି ଧାମର ବାବା ଆଖଣ୍ଡଳମଣିଙ୍କ ବିବାହ ମହୋତ୍ସବ ପାଇଁ ଜିଲାସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ ଜ୍ଞାନରଞ୍ଜନ ଦାସ ଏଥିରେ ସଭାପତିତ୍ୱ…

ଐତିହ୍ୟର ସ୍ମୃତି ଏଠି ଅଲୋଡ଼ା

ଚାନ୍ଦବାଲି,୧୬।୫(ଡି.ଏନ.ଏ.)-ଭଦ୍ରକ ଜିଲାର ପ୍ରାଚୀନ ବନ୍ଦର ନଗରୀ ଚାନ୍ଦବାଲିରେ ଇଂରେଜ ଅମଳର ଅନେକ ସ୍ମାରକୀ ରହିଛି। ଏଭଳି ଐତିହ୍ୟକୁ ନେଇ ଅଞ୍ଚଳବାସୀ ଗର୍ବ ଅନୁଭବ କରୁଥିଲେ ମଧ୍ୟ ଏହାର ଗୌରବ କ୍ରମେ କିଭଳି ଅଲୋଡ଼ା ହୋଇଯାଉଛି, ତାହାର ଏକ ନଜିର ପିଲିଗ୍ରୀମ ହସ୍‌ପିଟାଲ।…

ସଧବା ପାଉଛନ୍ତି ବିଧବା ଭତ୍ତା : ଯୁବକ ହାତଉଛନ୍ତି ବାର୍ତ୍ତକ୍ୟ ଭତ୍ତା, କାର୍ଯ୍ୟାନୁଷ୍ଠାନ ଦାବି

ହାଟଡିହୀ,୧୫ା୫(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ ଅନ୍ତର୍ଗତ ୩୧ଟି ପଞ୍ଚାୟତ ମଧ୍ୟରୁ ଅଧିକାଂଶରେ ଆଜକୁ ୯ବର୍ଷରୁ ଊର୍ଦ୍ଧ୍ୱ ହେବ କିଛି ସଧବା ମିଛ ପ୍ରମାଣପତ୍ର ଦର୍ଶାଇ ବିଧବା ଭତ୍ତା ନେଉଥିବାବେଳେ କେତେକ ଯୁବକ ବାର୍ଦ୍ଧକ୍ୟ ଭତ୍ତା ନେଉଥିବା ଅଭିଯୋଗ ହେଉଛି। ହାବଳେଶ୍ୱର,…

ବିସ୍ଥାପିତଙ୍କ ପାଇଁ ନିର୍ମିତ ବାସଗୃହର ସ୍ଥାୟିତ୍ୱ ନେଇ ପ୍ରଶ୍ନବାଚୀ

ହାଟଡିହୀ,୧୫ା୫(ଡି.ଏନ୍‌.ଏ.) : କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ ହଦଗଡ଼ ବନାଞ୍ଚଳଟି ହସ୍ତୀ ଅଭୟାରଣ୍ୟ ଘୋଷିତ ହେବା ପରେ ୧୯୬୦ ମସିହାରେ ହଦଗଡ଼ ଡ୍ୟାମ ନିିର୍ମାଣ ପାଇଁ ଶହ ଶହ ପରିବାରଙ୍କୁ ପ୍ରଶାସନ ସୁଦୂର ଜଙ୍ଗଲ ମଧ୍ୟରେ ଥଇଥାନ କରିଥିଲା। ଉକ୍ତ ବିସ୍ଥାପିତଙ୍କ…

ମନ୍ଥର ଗତିରେ ଚାଲିଛି ବୁଢ଼ାବଳଙ୍ଗ ପୋଲ ନିର୍ମାଣ କାର୍ଯ୍ୟ : ନିମ୍ନମାନର ଅଭିଯୋଗ, ବିଭାଗୀୟ ଯନ୍ତ୍ରୀଙ୍କ ଅବହେଳା

ବାରିପଦା ଅଫିସ, ୧୫ା୫ : ରାଜ୍ୟ ସରକାରଙ୍କ ପୂର୍ତ୍ତ ବିଭାଗ ପକ୍ଷରୁ ବାରିପଦା ସହର ବୁଢ଼ାବଳଙ୍ଗ ନଦୀରେ ନୂତନ ପୋଲ ନିର୍ମାଣ କାର୍ଯ୍ୟ ଚାଲିଛି। ଗତ ୨୦୧୬ ଅକ୍ଟୋବର ୨୬ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଳିଆପଦା ଗସ୍ତରେ ଆସିଥିଲେ। ସେହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?