ଆନ୍ଦୋଳନକାରୀଙ୍କୁ ମନାଇ ପାରିଲାନି ପ୍ରଶାସନ: ଆଲୋଚନା ଫେଲ୍ ମାରିଲା
ଚମ୍ପୁଆ,୯ା୭(ଡି.ଏନ.ଏ.)- କେନ୍ଦୁଝର ଜିଲା ଖଣି ଖାଦାନଭରା ଚମ୍ପୁଆ ଅଞ୍ଚଳରେ ପାରିପାର୍ଶ୍ୱିକ ଉନ୍ନତି ଓ ସ୍ଥାନୀୟ ଲୋକଙ୍କ ନିଯୁକ୍ତି ଦାବି କରି ବଡକାଳିମାଟି ଗ୍ରାମବାସୀ ଦୀର୍ଘ ୨୨ ଦିନ ଧରି ଆନ୍ଦୋଳନ ଜାରି ରଖିଛନ୍ତି। ସେମାନେ ଚମ୍ପୁଆ ଉପଜିଲାପାଳ କାର୍ଯ୍ୟାଳୟ ଆଗରେ ଧାରଣା…
ଭାରିଯାନ କବଳରେ ୫୨୦ ନମ୍ବର ଜାତୀୟ ରାଜପଥ
ବଡବିଲ,୯।୭(ସ୍ବ.ପ୍ର.)-କେନ୍ଦୁଝର ଜିଲା ଖଣିସମ୍ୃଦ୍ଧ ଯୋଡା-ବଡବିଲ ଅଞ୍ଚଳ ଦେଇ ଯାଇଥିବା ୫୨୦ ନମ୍ବର ଜାତୀୟ ରାଜପଥ, ରାଜ୍ୟ ରାଜପଥ ଓ ବିଭିନ୍ନ ରାସ୍ତା ଉପରେ ଭାରିଯାନ ରଖାଯାଉଥିବା ଯୋଗୁ ଟ୍ରାାଫିକ ସମସ୍ୟା ଉପୁଜି ନାହିଁ ନ ଥିବା ଅସୁବିଧା ଦେଖାଦେଉଛି। ଗତ ସପ୍ତାହେ…
ଜୀବନ ଗଲା ପରେ ପ୍ରଶାସନର ଚେତା ପଶିଲା:ଭାରିଯାନ ଚଳାଚଳ ଉପରେ ଅଙ୍କୁଶ
ବନ୍ତ, ୯।୭ (ସ୍ବ.ପ୍ର.) – ଭଦ୍ରକ-ଆନନ୍ଦପୁର ୫୩ ନମ୍ବର ରାଜ୍ୟ ରାଜପଥରେ ରବିବାର ରାତିରେ ହାଇୱା ଚାପାରେ ଜଣେ ଯୁବକଙ୍କ ମୃତ୍ୟୁ ପରେ ପ୍ରଶାସନର ଚେତା ପଶିଛି। ଲୋକଙ୍କ ଦୀର୍ଘଦିନର ଦାବିକୁ ଗୁରୁତ୍ୱ ଦେଇ ଜିଲା ପ୍ରଶାସନ ଓ ପୋଲିସ ସୋମବାରଠାରୁ…
ସ୍ତ୍ରୀଙ୍କୁ ହତ୍ୟା କରି ଟାଙ୍ଗିଦେଲେ ସ୍ବାମୀ: ଗ୍ରାମବାସୀ ଦେଲେ ପୋଲିସ ଜିମା
ବାହାନଗା, ୯ା୭(ଡି.ଏନ.ଏ.)-ବାଲେଶ୍ୱର ଜିଲା ବାହାନଗା ବ୍ଲକ ଚିତ୍ତଳ ଗ୍ରାମରେ ସୋମବାର ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିବା ପରେ ଘରେ ଟାଙ୍ଗି ଦେଇଥିବା ଜଣାପଡିବା ପରେ ଗ୍ରାମବାସୀ ତାଙ୍କ ସ୍ବାମୀଙ୍କୁ ବାନ୍ଧି ଅଟକ ରଖିଥିଲେ।…
ଶିଳାନ୍ୟାଶର ୭ ମାସ ବିତିଲା:ଆରମ୍ଭ ହୋଇପାରୁନି ରାସ୍ତା
ଖଇରା, ୯।୭(ଡି.ଏନ.ଏ)-ବାଲେଶ୍ୱର ଜିଲା ଖଇରା ବ୍ଲକ ମାଖନପୁର ପଞ୍ଚାୟତ ଅଧୀନ ସାଉଣ୍ଡିଆ ହରିଜନ ସାହି ରାସ୍ତା ନିର୍ମାଣ ପାଇଁ ଅର୍ଥ ମଞ୍ଜୁର ହେବାର ପାଖାପାଖି ୭ମାସ ବିତିଗଲାଣି। ଏ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ହୋଇପାରୁନାହିଁ। ତୁରନ୍ତ ରାସ୍ତାକାମ ଆରମ୍ଭ କରା ନ…
ସ୍ବପ୍ନ ଦେଇଛି ଜିଇବାର ସାହାରା:ନିଆରା ବ୍ୟକ୍ତିତ୍ୱ ଚନ୍ଦ୍ରଶେଖର
ସିମୁଳିଆ, ୯।୭(ଡି.ଏନ.ଏ.)-ବିଭିନ୍ନ ଅଞ୍ଚଳରେ ଖାଦ୍ୟରୁଚିରେ ଭିନ୍ନତା ପରିଲକ୍ଷିତ ହୁଏ। କେଉର୍ଁଠି ଘୁଗୁନି ଓ ଆଳୁଦମ ତ ଆଉ କେଉଁଠି ଦହିବରା ଭଳି ନାନା ଖାଦ୍ୟର ଅଧିକ ଚାହିଦା ରହିଥାଏ। ବର୍ତ୍ତମାନ ସମୟରେ ଫାଷ୍ଟଫୁଡ୍ର ଚାହିଦା ବଢିଥିଲେ ବି ଅନେକ ବ୍ୟକ୍ତ ପାରମ୍ପରିକ…
ସୁବର୍ଣ୍ଣରେଖାରେ ବୁଡ଼ି ଜଣେ ମୃତ : ବେଆଇନ ବାଲି ଉତ୍ତୋଳନକୁ ଦାୟୀ କଲେ ଗ୍ରାମବାସୀ
ଜଳେଶ୍ୱର, ୯।୭(ଡି.ଏନ.ଏ.)-ବାଲେଶ୍ୱର ଜିଲା ଜଳେଶ୍ୱର ଥାନା ଅଧୀନ ସୁବର୍ଣ୍ଣରେଖା ନଦୀର ମହମ୍ମଦନଗରପାଟଣାସ୍ଥିତ ବାଲିଉତ୍ସ ଗଭୀର ଗର୍ତ୍ତରେ ବୁଡ଼ି ଜଣକର ମୃତ୍ୟୁ ଘଟିଛି। ମୃତକ ହେଲେ ଜଳେଶ୍ୱର ଥାନା ଶିଖରପୁର ପଞ୍ଚାୟତ ଚକହରି ଗ୍ରାମର ପ୍ରତାପ ସାମଲ(୫୫)। ସେ ମଙ୍ଗଳବାର ପୂର୍ବାହ୍ନ ସମୟରେ…
ଲଙ୍କାଗୁଣ୍ଡ ପକାଇ ୧.୬୬ଲକ୍ଷ ଲୁଟ୍ ଅଭିଯୋଗ
ଚାନ୍ଦବାଲି, ୮।୭ (ଡି.ଏନ.ଏ.) – ଭଦ୍ରକ ଜିଲା ମତୋ-ମାଧପୁର ରାସ୍ତାରେ ସୋମବାର ଅପରାହ୍ନରେ ଫାଇନାନ୍ସ କମ୍ପାନୀର ଜଣେ ମହିଳା କର୍ମଚାରୀ ଲୁଟ୍ର ଶିକାର ହୋଇଛନ୍ତି। ଦୁର୍ବୃତ୍ତମାନେ ତାଙ୍କ ଉପରକୁ ଲଙ୍କାଗୁଣ୍ଡ ପକାଇ ୧ ଲକ୍ଷ ୬୬ ହଜାର ଟଙ୍କା ଲୁଟି ନେଇଥିବା…
ଭଦ୍ରକ ସ୍ବୟଂଶାସିତ ମହାବିଦ୍ୟାଳୟ: ବ୍ୟାଙ୍କ ସ୍ଥାନାନ୍ତରକୁ ନେଇ ଛାତ୍ର ଉତ୍ତେଜନା
ଭଦ୍ରକ ଅଫିସ, ୮।୭ – ଭଦ୍ରକ ସ୍ବୟଂଶାସିତ ମହାବିଦ୍ୟାଳୟ ପରିସରରୁ ୧୮ ବର୍ଷ ପୂର୍ବରୁ ଖୋଲାଯାଇଥିବା ଏକ ବ୍ୟାଙ୍କ ଶାଖାକୁ ସ୍ଥାନାନ୍ତର ନିଷ୍ପତ୍ତିକୁ ବିରୋଧ କରି ସୋମବାର ଛାତ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ଉକ୍ତ ବ୍ୟାଙ୍କକୁ ସ୍ଥାନାନ୍ତର କରା ନ ଯିବା…
ବିଭିନ୍ନ ଦାବି ନେଇ ମୋଦିସେନା ସେବାସଂଘର ଧାରଣା
ଚାନ୍ଦବାଲି,୮।୭(ଡି.ଏନ୍.ଏ.) : ଭଦ୍ରକ ଜିଲା ଅଧୀନସ୍ଥ ଚାନ୍ଦବାଲି ଅଞ୍ଚଳର ବିଭିନ୍ନ ସମସ୍ୟାର ସମାଧାନ ପାଇଁ ମୋଦିସେନା ସେବା ସଂଘ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଏହିକ୍ରମରେ ୫ଦଫା ଦାବି ନେଇ ସୋମବାର ସେବା ସଂଘର ଶତାଧିକ ସମର୍ଥକ ଚାନ୍ଦବାଲି ତହସିଲ ସମ୍ମୁଖରେ…
ମୟୂରଭଞ୍ଜ ଏମ୍ପିଙ୍କୁ ରଥ କର୍ଡନକୁ ନ ଛାଡ଼ିବା ଘଟଣା : ଭିଡିଓ ଭାଇରାଲ୍, ତଦନ୍ତ କରିବେ ଏସ୍ପି
ବାରିପଦା ଅଫିସ,୮।୭ : ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦା ରଥଯାତ୍ରାକୁ ଶାନ୍ତିଶୃଙ୍ଖଳାରେ ସମାପନ କରିବା ପାଇଁ ଜିଲା ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ଘନ ଘନ ବୈଠକ କରାଯାଇଥିଲା। ମାତ୍ର ଦୁଇ ଦିନ ଧରି ଅନୁଷ୍ଠିତ ହୋଇଥିବା ଏହି ରଥଯାତ୍ରା ଅବ୍ୟବସ୍ଥା…
ଅସୁରକ୍ଷିତ ଜେଟି, ମାଛ ବିକ୍ରୟ କେନ୍ଦ୍ର
ବାସୁଦେବପୁର, ୮।୭(ଡି.ଏନ.ଏ.)- ଭଦ୍ରକ ଜିଲାର ବାସୁଦେବପୁର ବ୍ଲକ ସମୁଦ୍ର ତଟବର୍ତ୍ତୀ ଉପକୂଳବର୍ତ୍ତୀ ଅଞ୍ଚଳ। ଉକ୍ତ ବ୍ଲକର ୧୪ରୁ ଊର୍ଦ୍ଧ୍ୱ ପଞ୍ଚାୟତ ସହ ବାସୁଦେବପୁର ପୌରପାଳିକାର ୨ଟି ୱାର୍ଡ ଉପକୂଳ ଅଞ୍ଚଳରେ ରହିଛି। ବାସୁଦେବପୁର ବ୍ଲକ ଓ ପୌରପାଳିକାର ୨୦ ହଜାରରୁ ଊର୍ଦ୍ଧ୍ୱ…
Archives


