Odisha Elections 2024

ବାଲେଶ୍ୱର

ବଜ୍ରପାତରେ ମହିଳା ମୃତ, ଯୁବକ ଗୁରୁତର

ପାଟଣା,୨୫ା୫(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ଚିନାବାଳିପଶି ପଞ୍ଚାୟତ କେତାଙ୍ଗ ଗ୍ରାମରେ ଗୁରୁବାର ଅପରାହ୍ନରେ ବଜ୍ରପାତରେ ଜଣେ ବିବାହିତା ମହିଳାଙ୍କ ମୃତ୍ୟୁ ଘଟିଛି। ମହିଳା ଜଣକ ହେଉଛନ୍ତି ଈଶ୍ୱର ମହାନ୍ତଙ୍କ ସ୍ତ୍ରୀ ଅହଲ୍ୟା ମହାନ୍ତ,(୪୬)। ସୂଚନା ଅନୁଯାୟୀ ଅହଲ୍ୟା ଘରଠାରୁ...

ସିମୁଳିଆରେ ବିଧାୟକଙ୍କ ଦ୍ୱିତୀୟ ପାଳି ରେକର୍ଡ: ‘ଜଳସେଚନ ଓ ଗମନାଗମନକୁ ଗୁରୁତ୍ୱ ଦେବି’

ଖଇରା/ସିମୁଳିଆ, ୨୪।୫ (ଡି.ଏନ.ଏ.): ବାଲେଶ୍ୱର ଜିଲା ସିମୁଳିଆ ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ପ୍ରାର୍ଥୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ବିଧାନସଭାକୁ ଦ୍ୱିତୀୟ ଥର ପାଇଁ ନିର୍ବାଚିତ ହୋଇଛନ୍ତି । ସିମୁଳିଆ ନିର୍ବାଚନ ମଣ୍ଡଳୀରେ କୌଣସି ବିଧାୟକ ପୂର୍ବରୁ କ୍ରମାଗତ ଭାବେ ଦ୍ୱିତୀୟ...

୨ ଚନ୍ଦନ ଗଛ ଚୋରି

କେନ୍ଦୁଝର, ୨୪ା୫ (ସ୍ବ.ପ୍ର.): କେନ୍ଦୁଝର ଆକାଶବାଣୀ କେନ୍ଦ୍ର ପରିସରରୁ ୨ ଟି ଚନ୍ଦନ ଗଛ ଚୋରି ଘଟଣା ଚର୍ଚ୍ଚାର ବିଷୟ ହୋଇଛି। କଡା ସୁରକ୍ଷା ବ୍ୟବସ୍ଥା ସତ୍ତ୍ୱେ ଚନ୍ଦନ ଗଛ ଚୋରି ସମସ୍ତଙ୍କୁ ଚକିତ କରିଛି।  ପୋଲିସ ଅଭିଯୋଗ ପାଇବା...

ରାସ୍ତା ଦୁର୍ଘଟଣାରେ ଯୁବ ବ୍ୟବସାୟୀ ମୃତ

ଆନନ୍ଦପୁର, ୨୪।୫(ସ୍ବ.ପ୍ର.): ରାମଚନ୍ଦ୍ରପୁର ଥାନା ୨୦ ନଂ ଜାତୀୟ ରାଜପଥର ପଦନା ହାଟ ନିକଟରେ ରାସ୍ତା ଦୁର୍ଘଟଣାରେ ଜଣେ ଯୁବ ବ୍ୟବସାୟୀ ପ୍ରାଣ ହରାଇଛନ୍ତି। ବ୍ୟବସାୟୀ ଜଣଙ୍କ ଘସିପୁରା ଥାନା ଆନନ୍ଦପୁର ପୌରପରିଷଦ ଖପରାଖାଇ ୧୩ ନଂ ଓାର୍ଡର ସୁଦର୍ଶନ...

ଅଂଶୁଘାତରେ ଯୁବକ ମୃତ

ହାଟଡିହୀ,୨୪।୫(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ପନ୍ଦାଡୋ ଗ୍ରାମର ଶ୍ରୀକାନ୍ତ ଜେନା(୩୫) ଅଂଶୁଘାତରେ ମୃତ୍ୟୁବରଣ କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଶୁକ୍ରବାର ଶ୍ରୀକାନ୍ତ ନିଜ ବିଲରେ କାମ କରୁଥିଲେ। ଘରକୁ ଫେରିବାରେ ବିଳମ୍ବ ହେବାରୁ ପରିବାର ଲୋକେ ଖୋଜାଖୋଜି...

କଂଗ୍ରେସକୁ ହରାଇ ଦ୍ୱିତୀୟ ଥର ପାଇଁ ବସ୍ତାରେ ବିଧାୟକ ହେଲେ ନିତ୍ୟାନନ୍ଦ

ବସ୍ତା,୨୪।୫(ସ୍ବ.ପ୍ର): ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ଚଳିତ ନିର୍ବାଚନର ଫଳାଫଳ ଶୁକ୍ରବାର ସକାଳେ ପ୍ରକାଶ ପାଇଛି । ଗୁରୁବାର ବିଳମ୍ବିତ ରାତି ପର୍ଯ୍ୟନ୍ତ ଭୋଟ ଗଣତି ଚାଲିଥିଲେ ମଧ୍ୟ ଚୂଡ଼ାନ୍ତ ଫଳାଫଳ ବାହାରିପାରି ନ ଥିଲା । ତେବେ ଶୁକ୍ରବାର...

ବିଜେଡିର ଭାଗୀରଥି ସେଠୀ ଓ ବଦ୍ରିନାରାୟଣ ପାତ୍ରଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା

ଆନନ୍ଦପୁର,୨୪।୫(ସ୍ବ.ପ୍ର.): ସଦ୍ୟ ସମାପ୍ତ ସାଧାରଣ ନିର୍ବାଚନରେ ଉଭୟ ଆନନ୍ଦପୁର ଓ ଘସିପୁରା ନିର୍ବାଚନମଣ୍ଡଳୀର ବିଜୟୀ ବିଧାୟକ ବିଜେଡିର ଭାଗୀରଥି ସେଠୀ ଓ ବଦ୍ରିନାରାୟଣ ପାତ୍ରଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି। ଦଳୀୟ କର୍ମୀଙ୍କଠାରୁ ଆରମ୍ଭକରି ବହୁ ମାନ୍ୟଗଣ୍ୟ ବ୍ୟକ୍ତିତ୍ୱ...

କଂଗ୍ରେସକୁ ହରାଇ ୨ୟ ଥର ବିଧାୟକ ହେଲେ ଭାଗୀରଥି

ହାଟଡିହୀ, ୨୪।୫(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଆନନ୍ଦପୁର ନିର୍ବାଚନମଣ୍ଡଳୀରେ ଚଳିତ ବର୍ଷ ବିଧାୟକ ପଦ ପାଇଁ ହୋଇଥିଲା ଜୋରଦାର ଟକ୍କର। ବିଜେଡିର ଭାଗୀରଥି ସେଠୀ, କଂଗ୍ରେସର ଜୟଦେବ ଜେନା ଓ ଭାଜପାର ଆଲୋକ ସେଠୀଙ୍କ ମଧ୍ୟରେ ତ୍ରିମୁଖୀ ଲଢ଼େଇ ହୋଇଥିଲା। ମୋଟ...

ପାଟଣା ବିଧାନସଭାରେ ବିଜେଡିର ବାଜିମାତ: ପ୍ରାର୍ଥୀ ଜଗନ୍ନାଥ ନାଏକ ୭୭୯୬ ଖଣ୍ଡ ଭୋଟରେ ବିଜୟୀ

ପାଟଣା, ୨୪।୫(ସ୍ବ.ପ୍ର.): କେନ୍ଦୁଝର ଜିଲା ୨୩ ନମ୍ବର ପାଟଣା ଏସ୍‌ଟି ସଂରକ୍ଷିତ ନିର୍ବାଚନମଣ୍ଡଳୀ ପାଇଁ ଚମ୍ପୁଆସ୍ଥିତ ଚନ୍ଦ୍ରଶେଖର ମହାବିଦ୍ୟାଳୟରେ ଭୋଟ ଗଣତି ଆରମ୍ଭ ହୋଇଥିବା ବେଳେ ରାତି ୯ଟାରେ ଶେଷ ହୋଇଛି। ଭୋଟ ଗଣତି ପାଇଁ ମୋଟ ୧୦୩ ସରକାରୀ...

ନୀଳଗିରି ନିର୍ବାଚନମଣ୍ଡଳୀରେ ଉଡ଼ିଲା ଭାଜପା ବାନା

ସଜନାଗଡ଼,୨୪ା୫(ଡି,ଏନ୍‌.ଏ.) : ବାଲେଶ୍ୱର ଜିଲା ନୀଳଗିରି ନିର୍ବାଚନମଣ୍ଡଳୀରେ ଭାଜପାର ବାନା ଉଡ଼ିଛି। ନୀଳଗିରି ବିଧାନସଭାରେ ଭାଜପାର ଇଂ ସୁକାନ୍ତ କୁମାର ନାୟକ ବିଜେଡିର ସନ୍ତୋଷ ଖଟୁଆଙ୍କୁ ୧୫୭୭ ଖଣ୍ଡ ଭୋଟରେ ପରାସ୍ତ କରିଛନ୍ତି। ଏହି ଆସନଟି ବାଲେଶ୍ୱର ରାଜନୀତିର ଅତ୍ୟନ୍ତ...

ବାଲେଶ୍ୱର ବିଧାନସଭା : ବିଜେଡି ୬, ଭାଜପା ୨

ବାଲେଶ୍ୱର ଅଫିସ,୨୪ା୫: ବାଲେଶ୍ୱର ଜିଲାର ୮ଟି ବିଧାନସଭା କ୍ଷେତ୍ରରୁ ୬ଟିରେ ବିଜେଡି ବିଜୟୀ ହୋଇଥିବା ବେଳେ ୨ଟି ଆସନରୁ ଭାଜପା ବିଜୟଲାଭ କରିଥିବାର ଜଣାପଡ଼ିଛି। ଜଳେଶ୍ୱରରୁ ବିଜେଡ଼ି ପ୍ରାର୍ଥୀ ଅଶ୍ବିନୀ ପାତ୍ର ୩୫୭୪୬ , ଭୋଗରାଇରୁ ବିଜେଡି ପ୍ରାର୍ଥୀ ଅନନ୍ତ...

କାଜୁ ତୋଳିବାକୁ ଆସି ଯୁବକଙ୍କ ଜୀବନ ଗଲା

ପାଟଣା,୨୪।୫(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ଥାନା ସିଲିପଦା ଗ୍ରାମର ଅଭିମନ୍ୟୁ ପାତ୍ର ନାମକ ଜଣେ ବ୍ୟକ୍ତି ଗାଁରେ ଥିବା ନିଜ କାଜୁ ପଡିଆକୁ ଗୁରୁବାର କାଜୁ ତୋଳିବାକୁ ଯାଇ ଅସୁସ୍ଥ ହୋଇପଡିଥିଲେ। ପରିବାର ଲୋକେ ତାଙ୍କୁ ଉଦୟପୁର ଡାକ୍ତରଖାନାରେ ଭର୍ତ୍ତି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri