ଦଶାହ ଭୋଜି ଖାଇ ୭ ଗୁରୁତର, ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି
ବାହାନଗା, ୪।୮(ଡି.ଏନ୍.ଏ.): ବାଲେଶ୍ୱର ଜିଲା ଓପଦା ବ୍ଲକ ନରସିଂହପୁର ପଞ୍ଚାୟତର ବାହିଗଢିଆ ଗ୍ରାମରେ ଶନିବାର ରାତିରେ ଦଶାହ ଭୋଜି ଖାଇ କେତେକ ଲୋକ ଝାଡା ବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୭ ଜଣଙ୍କୁ ଗୁରୁତର ଅବସ୍ଥାରେ ଖଣ୍ଡପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ…
ଟଙ୍କା ଚୋରି ନେଇ ୨ ଶିଶୁପୁତ୍ରଙ୍କୁ ମାରି ଦେବାକୁ ନିଶାଶକ୍ତ ବାପାଙ୍କ ଉଦ୍ୟମ: ଗ୍ରାମବାସୀ ଦ୍ୱାରା ଶିଶୁପୁତ୍ର ଉଦ୍ଧାର
ଭୋଗରାଇ,୪।୮(ଡି.ଏନ୍.ଏ.): ବାଲେଶ୍ୱର ଜିଲା ଭୋଗରାଇ ଥାନା ଅଧୀନ ଜାରାମପୁର ଗ୍ରାମରେ ରବିବାର ଅପରାହ୍ନରେ ଏକ ଅଭାବନୀୟ ଘଟଣା ଘଟିଛି। ଟଙ୍କା ଚୋରି ଅଭିଯୋଗରେ ନିଶାଗ୍ରସ୍ତ ବାପା ଚାରି ଓ ଆଠ ବର୍ଷର ୨ ଶିଶୁପୁତ୍ରକୁ ମାରିବାକୁ ଉଦ୍ୟମ କରୁଥିବା ବେଳେ ଗ୍ରାମବାସୀଙ୍କ…
ରୋଡ଼ ରୋମିଓଙ୍କୁ ଗଛରେ ବାନ୍ଧି ନିସ୍ତୁକ ଛେଚିଲେ ଗାଁଲୋକେ
ବାଲେଶ୍ୱର ଅଫିସ୍,୪।୮: ବାଲେଶ୍ୱର ଜିଲା ଜଳେଶ୍ୱର ଥାନା ଅନ୍ତର୍ଗତ ଲକ୍ଷ୍ମଣନାଥ ପଞ୍ଚାୟତର ଗୋପ ଗାଁରେ ଏକ ଭିଡିଓ ସାମ୍ନାକୁ ଆସିଛି। ଯେଉଁଥିରେ ଉକ୍ତ ଗାଁର ଲୋକେ ଜଣେ ରୋଡ଼ ରୋମିଓଙ୍କୁ ଗଛରେ ବାନ୍ଧି ନିସ୍ତୁକ ମାଡ଼ମାରିଥିବା ଦେଖିବାକୁ ମିଳିଛି। ଏହି ଭିଡିଓ…
ଜବରଦଖଲ ଉଚ୍ଛେଦ ନେଇ ଚାପା ଉତ୍ତେଜନା
ବାହାନଗା, ୪ା୮(ଡି.ଏନ.ଏ.)-ବାଲେଶ୍ୱର ଜିଲା ବାହାନଗା ବ୍ଲକ ଗୋପାଳପୁର ଗ୍ରାମରେ ମୁଖ୍ୟ ରାସ୍ତା କଡରେ ଥିବା ସରକାରୀ ଜମିରୁ ଜବରଦଖଲ ଉଚ୍ଛେଦ ନେଇ ଚାପା ଉତ୍ତେଜନା ଦେଖାଦେଇଛି। ବାଲେଶ୍ୱରରୁ ଧାମରାକୁ ଲାଗିଥିବା ସଲ୍ଟ ରୋଡ ଗୋପାଳପୁର ମଧ୍ୟ ଦେଇ ଯାଇଛି। ତେବେ ବଜାର…
ନୃଶଂସତାର ସୀମା ଟପିଲେ ଜେଜେମା’: ନିଜ ନାତିକୁ ଅମାନବୀୟ ଭାବେ ପିଟିଲେ
ବସ୍ତା, ୪।୮(ସ୍ବ.ପ୍ର.)-ପିଲାମାନଙ୍କୁ ମା’ ବାପା ଆକଟ କଲା ବେଳେ ସେମାନେ ରକ୍ଷା ପାଇବା ପାଇଁ ଜେଜେମା’ ଜେଜେବାପାଙ୍କ ପାଖକୁ ଦୌଡି ଯାଇଥାନ୍ତି। ସେମାନେ ଜେଜେମା’ କୋଳରେ ନିଜକୁ ଅଧିକ ସୁରକ୍ଷିତ ମନେ କରନ୍ତି। ହେଲେ ବାଲେଶ୍ୱର ଜିଲା ବସ୍ତା ଥାନା ଭେଲୋରା…
ଶହେ ଦିନରେ ଏମ୍ସ ସାଟେଲାଇନ୍ ଓପିଡ଼ି
ବାଲେଶ୍ୱର ଅଫିସ, ୪।୮-ବାଲେଶ୍ୱର ସେଣ୍ଟ୍ରାଲ ସ୍କୁଲ ଛକ ନିକଟ ଆଇଟିଆର୍ କଲୋନୀରେ ଏମ୍୍ସ ସାଟେଲାଇଟ୍ ଓପିଡ଼ି ସେଣ୍ଟରର ଏକ ଶତ ଦିବସ ପୂର୍ତ୍ତି ଉପଲକ୍ଷେ ଏକ ସ୍ବାସ୍ଥ୍ୟ ଶିବିର ଶନିବାର ଅନୁଷ୍ଠିତ ହୋଇଯାଇଛି। ଏମ୍ସ ନିର୍ଦ୍ଦେଶକ ଭୁବନେଶ୍ୱର ଡା. ଗୀତାଞ୍ଜଳି ବଟନାବନେ…
ଜିଲାକୁ ମରୁଡ଼ି ଘୋଷଣା ଦାବିରେ ଗଣଧାରଣା
ବାଲେଶ୍ୱର ଅଫିସ, ୪।୮-ବାଲେଶ୍ୱର ଜିଲାକୁ ମରୁଡି ଘୋଷଣା ଦାବିରେ ‘କୃଷକ ସଂଘର୍ଷ ସମିତି’ ବାଲେଶ୍ୱର ଶାଖା ପକ୍ଷରୁ ଶନିବାର ପୂର୍ବାହ୍ନରେ ଜିଲାପାଳ କାର୍ଯ୍ୟାଳୟ ପରିସରରେ ଗଣଧାରଣା ଦିଆଯାଇଥିଲା। ଓଡ଼ିଶା କୃଷକ ସଭା ଜିଲାସଭାପତି ପ୍ରେମ ରଞ୍ଜନ ପାତ୍ରଙ୍କ ସଭାପତିତ୍ୱରେ ରାଜ୍ୟର ବିଜେଡି,…
ଡକାୟତି ଯୋଜନା ବିଫଳ : ୩ ଦୁର୍ଦ୍ଦାନ୍ତ ଅପରାଧୀ ଗିରଫ
ବାଲେଶ୍ୱର ଅଫିସ, ୩।୮: ବାଲେଶ୍ୱର ସହଦେବଖୁଣ୍ଟା ମଡ଼େଲ ଥାନା ଅଧୀନ ଗଳାପୋଲ ନିକଟସ୍ଥ ଭଟ୍ଟରମିଲ୍ ପରିସରରେ ଶୁକ୍ରବାର ମଧ୍ୟରାତ୍ରିରେ ୮ରୁ ଊର୍ଦ୍ଧ୍ୱ ଦୁର୍ବୃତ୍ତ ଏକାଠି ହୋଇ ଡକାୟତି ଯୋଜନା କରୁଥିବା ବେଳେ ପୋଲିସ ୩ଜଣଙ୍କୁ ଗିରଫ କରିଛି। ସେମାନଙ୍କ ସହ ଥିବା…
ହତ୍ୟା ମାମଲାରେ ୪ ନିର୍ଦ୍ଦୋଷରେ ଖଲାସ
ବାଲେଶ୍ୱର ଅଫିସ, ୩।୮: ଏକ ହତ୍ୟା ମାମଲାର ବିଚାର କରି ବାଲେଶ୍ୱର ଅତିରିକ୍ତ ସେସନ୍ସ ଜଜ୍ ଗିରିଜା ଶଙ୍କର ମହାପାତ୍ର ଉପଯୁକ୍ତ ସାକ୍ଷ୍ୟପ୍ରମାଣ ଅଭାବରୁ ବାଲେଶ୍ୱର ଜିଲା ଖଇରା ଥାନା କଡ଼ମିଆଁ ଗ୍ରାମର ବୁଧିରାମ ରାଉତ (୬୦), ମୃଦୁଲତା ରାଉତ (୪୫),…
ମା’ବାପା ନ ଥିବାବେଳେ ନାତିଙ୍କୁ ଜେଜେମାଙ୍କ ନିର୍ମମ ମାଡ଼, ଭିଡିଓ ଭାଇରାଲ
ବସ୍ତା,୩।୮(ସ୍ବ.ପ୍ର.): ପିଲାଟିକୁ କେହି ବାଡ଼ାଇଲେ ସେ ଦୌଡ଼ି ଯାଇ ଜେଜେମା କୋଳରେ ପଶି ଯାଇଥାଏ। କିନ୍ତୁ ବାଲେଶ୍ୱର ଜିଲା ବସ୍ତା ବ୍ଲକ ଭେଲୋରା ପଞ୍ଚାୟତର ଗଙ୍ଗାଧରପୁର ଗ୍ରାମରେ ଏହାର ଓଲଟା ଦୃଶ୍ୟ ଦେଖିବାକୁ ମିଳିଛି। ଖୋଦ୍ ଜେଜେମା ନିଜ ୬ ବର୍ଷର…
ବାଲିଆପାଳରେ ଭାଜପା ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ପାଳନ
ବାଲିଆପାଳ,୩।୮(ସ୍ବ.ପ୍ର.): ବାଲିଆପାଳରେ ଗତ ଜୁଲାଇରେ ରାଜଧାନୀ ଢ଼ାବାରୁ ନାବାଳକଙ୍କ ସନ୍ଦେହ ଜନକ ମୃତ୍ୟୁ ଘଟଣାରେ ପୋଲିସର ତଦନ୍ତରେ ଶିଥିଳତାକୁ ନେଇ ଭାଜପା ପକ୍ଷରୁ ଶନିବାର ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଇଛି। ସହରରେ ଦୋକାନ ବଜାର ବନ୍ଦ ହୋଇଥିବା ବେଳେ ଗାଡ଼ି…
ଶ୍ରମ ଆଇନ ସଂଶୋଧନ ପ୍ରସ୍ତାବକୁ ବିରୋଧ: ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ
ବାଲେଶ୍ୱର ଅଫିସ, ୨।୮-କେନ୍ଦ୍ର ସରକାର ସଂସଦରେ ଆଗତ କରିଥିବା ଶ୍ରମ ଆଇନ ସଂଶୋଧନ ପ୍ରସ୍ତାବକୁ ବିରୋଧ କରି ଶୁକ୍ରବାର ପୂର୍ବାହ୍ନରେ ବିଭିନ୍ନ କେନ୍ଦ୍ରୀୟ ଶ୍ରମିକ ସଙ୍ଗଠନ ଓ ସ୍ବାଧୀନ ଜାତୀୟ ଫେଡେରେଶନ ତରଫରୁ ସହସ୍ରାଧିକ ଶ୍ରମିକ ବାଲେଶ୍ୱର ଜିଲାପାଳଙ୍କ ଅଫିସ ସମ୍ମୁଖରେ…
Archives


