ବାଲେଶ୍ୱର

ଜୀବନ୍ତ ମା’ଙ୍କୁ ଆରତି କରି ପୂଜିଲେ

ଜଳେଶ୍ୱର,୧୦।୧୦- ବାଲେଶ୍ୱର ଜିଲା ଜଳେଶ୍ୱର ସ୍ଥିତ ଦେଉଳି ପଞ୍ଚୁଘଣ୍ଟା ମା’ ମଙ୍ଗଳା ପୂଜୋସତ୍ବ କମିଟି ପକ୍ଷରୁ ଶାରଦୀୟ ପୂଜା ତଥା ଦଶହରା ଅବସରରେ ସୋମବାର ମାତୃପୂଜା ଉସତ୍ବ ଆୟୋଜିତ ହୋଇଥିଲା। ଆଗାମୀ ପିଢ଼ିକୁ ମାତାପିତାଙ୍କ ପ୍ରତି ଥିବା କର୍ତ୍ତବ୍ୟର ସଚେତନତା କରାଇବା…

ଜଳଜୀବଙ୍କ ପ୍ରତି ଆକର୍ଷଣରୁ ମତ୍ସ୍ୟବିଜ୍ଞାନୀ

ସିମୁଳିଆ,୧୦ା୧୦(ଡି.ଏନ୍‌.ଏ.)- ଧରିତ୍ରୀ ପୃଷ୍ଠରେ ପ୍ରକୃତି ଓ ଜୀବଜଗତ ବଡ ବୈଚିତ୍ର୍ୟମୟ। ପିଲାଦିନେ ଜଳଜୀବଙ୍କ ପ୍ରତି ଆକର୍ଷଣ ତାଙ୍କୁ ଆଜି ମତ୍ସ୍ୟ ବିଜ୍ଞାନୀର ପରିଚୟ ହେଇଛି। ଓଡ଼ିଶାରେ ମତ୍ସ୍ୟଚାଷର ବିକାଶ ଲାଗି ସେ ନିରନ୍ତର ଗବେଷଣା ଜାରି ରଖିଛନ୍ତି। ଜୈବିକ ତଥା ସମନ୍ନିତ…

ବାହାନଗା ବ୍ଲକରେ ବିଜେଡିର ଜନ ସମ୍ପର୍କ ପଦଯାତ୍ରା, ଯୋଗଦେଲେ ବିଧାୟକ, ଏମ୍‌ପି

ବାହାନଗା,୯।୧୦(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ବାହାନଗା ବ୍ଲକ ସାଉଡ଼ୁ ପଞ୍ଚାୟତ ଥାଲସଡ଼ା ଗ୍ରାମରେ ବିଜେଡି ପକ୍ଷରୁ ବୁଧବାର ଜନ ସମ୍ପର୍କ ପଦଯାତ୍ରା ହେବା ସହ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଏହି ପଦଯାତ୍ରାରେ ବିଧାୟକ ପର୍ଶୁରାମ ଧଡ଼ା, ଏମ୍‌ପି ମଞ୍ଜୁଲତା ମଣ୍ଡଳ…

ରୂପସାରେ ରାବଣ ପୋଡ଼ି

ରୂପସା,୮ା୧୦ (ଡି.ଏନ୍‌.ଏ.)- ବାଲେଶ୍ୱର ଜିଲା ସଦର ବ୍ଲକ ଅନ୍ତର୍ଗତ ଆଙ୍କୋ ଶତାଦ୍ଧୀ କ୍ଲବ ଆନୁକୂଲ୍ୟରେ ୩୧ ତମ ରାବଣପୋଡ଼ି ଉତ୍ସବ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ କ୍ଲବ ସଭାପତି ସନ୍ତୋଷ କୁମାର ପରିଡ଼ାଙ୍କ ପୌରୋହିତ୍ୟରେ ଏକ ସଭା ଅନୁଷ୍ଠିତ ହୋଇଥିଲା।…

ଲାଗିହେଲା ବିଜୟା ଭୋଗ, ସରିଲା ଅପରାଜିତା ପୂଜା

ରୂପସା,୮ା୧୦ (ଡି.ଏନ୍‌.ଏ.)- ବାଲେଶ୍ୱର ଜିଲା ସଦର ବ୍ଲକ ଅନ୍ତର୍ଗତ ଫୁଲାଡି, ଦୁବୁଲାଗଡି, ହଳଦୀପଦା, କଷାଫଳ, ମାଣ୍ଡରୁକୁଲା, ମନୁଡିହା ସମେତ ରୂପସା ଷ୍ଟେସନ ବଜାର, କସିପଦା, ପାଟପୁର ବଜାର, ନୂଆଗାଁ ଓ ଜହତା ପ୍ରଭୃତି ପୂଜାମଣ୍ଡପରେ ମଙ୍ଗଳବାର ପବିତ୍ର ଦଶହରା ପୂଜା ଯଥାବିଧି…

ଅବକାରୀ ଚଢ଼ାଉ: ୨ ମଦ ବେପାରୀ ଗିରଫ

ରୂପ୍‌ସା, ୭।୧୦(ଡି.ଏନ.ଏ.)- ବାଲେଶ୍ୱର ଜିଲା ବସ୍ତା ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ୨ ମଦ ବେପାରୀଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ବସ୍ତା ଥାନା ସନ୍ତୋଷପୁର ଗ୍ରାମର ମୁନି ମାରାଣ୍ଡି ଓ ଭାଞ୍ଜପୁର ଗ୍ରାମର ରାମ ମୁର୍ମୁ। ଦୀର୍ଘଦିନ ଧରି…

ପେଟ୍ରୋଲ ପମ୍ପରେ ଭଙ୍ଗାରୁଜା: ୨ ଗିରଫ

ରେମୁଣା, ୭।୧୦(ଡି.ଏନ.ଏ.)- ବାଲେଶ୍ୱର ଜିଲା ରେମୁଣା ଥାନା ଅନ୍ତର୍ଗତ କ୍ଷୀରଚୋରା ପେଟ୍ରୋଲ ପମ୍ପରେ ରବିବାର ବିଳମ୍ବିତ ରାତିରେ ଭଙ୍ଗାରୁଜା କରିବା ଅଭିଯୋଗରେ ପୋଲିସ ୨ ଯୁବକଙ୍କୁ ଗିରଫ କରିଛି। ସେମାନେ ହେଲେ ନିଆବାଗର ପ୍ରକାଶ ଦାସ ଓ ପ୍ରଭାସ ଶଙ୍କର ଦାସ।…

ସିମୁଳିଆରେ ଜମୁଛି ପୂଜା

ସିମୁଳିଆ, ୭।୧୦ (ଡି.ଏନ.ଏ.)- ବାଲେଶ୍ୱର ଜିଲା ସିମୁଳିଆ ବ୍ଲକର ୫ଟି ମଣ୍ଡପରେ ଶାରଦୀୟ ଦୁର୍ଗା ପୂଜା ଉତ୍ସବ ମହା ଆଡ଼ମ୍ବରରେ ପାଳିତ ହେଉଛି। ବିଭିନ୍ନ ସ୍ଥାନରେ ସୁନ୍ଦର ତୋରଣ ସାଙ୍ଗକୁ ଅତ୍ୟାଧୁନିକ ଆଲୋକମାଳା ବେଶ୍‌ ଆକର୍ଷଣୀୟ ହୋଇଛି। ଏହି ଅଞ୍ଚଳରେ ପୂଜା…

୨ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ: ଦୁର୍ବୃତ୍ତ ଫେରାର

ବାଲେଶ୍ୱର ଅଫିସ,୭।୧୦: ବାଲେଶ୍ବର ଜିଲା ସହଦେବଖୁଣ୍ଟା ଥାନା ଝାଡ଼େଶ୍ବର ମନ୍ଦିର ନିକଟରେ ସୋମବାର ୨ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଛି। ସେମାନଙ୍କ ପରିଚୟ ମିଳିପାରି ନ ଥିବା ବେଳେ ଗୁରୁତର ଅବସ୍ଥାରେ ଉଭୟଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ତେବେ…

ଜମୁଛି ଆଖଡା ଖେଳ

ରେମୁଣା, ୭ା୧୦(ଡି.ଏନ.ଏ.)-ଚଳିତବର୍ଷ ଦୁର୍ଗାଷ୍ଟମୀ ମହାସମାରୋହରେ ପାଳିତ ହୋଇଛି। ପ୍ରତିବର୍ଷ ପରି ଐତିହାସିକ ପାଇକ ଆଖଡା ଖେଳ ଅନୁଷ୍ଠିତ ହୋଇଥିଲା। ମନ୍ଦାରପୁରର ୨ଟି ଖେଳ ସହିତ ମହାବୀର ଜିମ୍ନାସିୟମ, ଅଠାନ୍ତର, ହରିପୁର, ମାଧିପୁର, କଁରାଳୀ, ନାଲାପାଟଣା, ନିଅଁାବାଗ, ବଙ୍ଗାଳିସାହି, ବିଦ୍ୟାଧରପୁର, କଁଅରପୁର, ଗନିପୁର,…

ବାହ୍ୟଜଗତରୁ ବିଚ୍ଛିନ୍ନ କଳମଗଢ଼ିଆପାହି ଗାଁ

ବାହାନଗା, ୭ା୧୦(ଅରୂପ କୁମାର ଦାସ)-ସମୁଦ୍ର ଉପକୂଳ ଅଞ୍ଚଳରେ କିଭଳି ଦୁର୍ଗମ, ଅବହେଳିତ ଗାଁ ଗଣ୍ଡା ରହିଛି ତାହାର ଏକ ନଜିର କଳମଗଢିଆପାହି ଗାଁ। ବାଲେଶ୍ୱର ଜିଲା ରେମୁଣା ବ୍ଲକ ତାଳପଦା ପଞ୍ଚାୟତ ଅଧୀନ ୧ ନମ୍ବର ୱାର୍ଡରେ ଥିବା ଏହି ଗାଁ…

ଶ୍ୱଶୁର ଘରୁ ଜ୍ୱାଇଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସିମୁଳିଆ,୬।୧୦(ଡି.ଏନ.ଏ.)- ବାଲେଶ୍ୱର ଜିଲା ସିମୁଳିଆ ଥାନା ଶ୍ରୀକୋଣା ଅଞ୍ଚଳର ଶ୍ୱଶୁର ଘରୁ ଜ୍ୱାଇଁ ପୂର୍ଣ୍ଣଚନ୍ଦ୍ର ମଳିକଙ୍କ ଝୁଲନ୍ତା ମୃତଦେହକୁ ପୋଲିସ ରବିବାର ଉଦ୍ଧାର କରିଛି। ସେ ଆତ୍ମହତ୍ୟା କରିଥିବା କୁହାଯାଉଥିଲେ ହେଁ କାରଣ ଜଣାପଡି ନାହିଁ। ପୋଲିସ ସୂଚନା ଅନୁଯାୟୀ ଶ୍ରୀକୋଣାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?