ଡଗରପଡା ଓ ଅଚ୍ୟୁତପୁରରୁ ସିରିଏଲ୍ ଚୋରି
ଖଇରା,୮।୧(ଡି.ଏନ୍.ଏ): ବାଲେଶ୍ବର ଜିଲା ଖଇରା ଥାନା ଅଧୀନ ଡଗରପଡା ଓ ଅଚ୍ୟୁତପୁର ପଞ୍ଚାୟତର ବିଭିନ୍ନ ଗାଁରୁ ମଙ୍ଗଳବାର ରାତିରେ ଚୋରି ହୋଇଛି। ୪ଟି ମନ୍ଦିରରୁ ଦୁର୍ବୃତ୍ତମାନେ ୫ଲକ୍ଷ ଟଙ୍କାର ଅଳଙ୍କାର ଚୋରି କରିନେଇଥିବା ଅଭିଯୋଗ ହୋଇଛି। ଏଥିସହ ମନ୍ଦିରର ସମସ୍ତ ହୁଣ୍ଡି…
ମଣ୍ଡିରେ ଧାନବସ୍ତା ପଡ଼ି ଚାଷୀ ମୃତ
ସଜନାଗଡ଼,୮।୧(ଡି.ଏନ୍.ଏ.): ବାଲେଶ୍ୱର ଜିଲା ନୀଳଗିରି ଉପଖଣ୍ଡ ଅନ୍ତର୍ଗତ ରାଜ ବରମପୁରଠାରେ ମାଟିଆଳି ଲ୍ୟାମ୍ପ୍ ସମିତିକୁ ଜନୈକ ଚାଷୀ ଟଲିରେ ଧାନ ବସ୍ତା ନେଇ ବୁଧବାର ପୂର୍ବାହ୍ନରେ ଆସିଥିଲେ।ଧାନବସ୍ତା ତଳକୁ କାଢ଼ୁଥିବା ବେଳେ ଅସାବଧାନତା ଯୋଗୁ ଏହା ଚାଷୀଙ୍କ ଉପରେ ପଡ଼ିଯିବାରୁ ଘଟଣାସ୍ଥଳରେ…
ବାଲେଶ୍ୱରରେ ଭାରତ ବନ୍ଦ ପ୍ରଭାବ: ସରକାରୀ ଅଫିସ ଘେରିଲେ
ବାଲେଶ୍ୱର ଅଫିସ୍, ୮।୧୨: କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ୍ ପକ୍ଷରୁ ୧୨ ଦଫା ନେଇ ଦେଶବ୍ୟାପୀ ୧୨ ଘଣ୍ଟିଆ ବନ୍ଦ ପାଳନ ଡାକରା ଦିଆଯାଇଛି। ବାଲେଶ୍ୱରରେ ଏହାର ପ୍ରଭାବ ପଡିଛି। କଂଗ୍ରେସ ଏବଂ ବାମଦଳର କର୍ମକର୍ତ୍ତାମାନେ ସମ୍ପୂର୍ଣ୍ଣ ସମର୍ଥନ ଜଣାଇ ବୁଧବାର ସକାଳ ୬ଟା…
ରାହା ଯୋଗାଇଛି କୌଳିକ ବୃତ୍ତି
ସିମୁଳିଆ, ୮ା୧-ଏବେ ବି ରହିଛି ହସ୍ତଶିଳ୍ପର ଚାହିଦା। ସରକାରୀ ସ୍ତରରେ ପ୍ରୋତ୍ସାହନ ମିଳୁ ନ ଥିଲେ ମଧ୍ୟ କେତେକ ପରିବାର ଏହି ବୃତ୍ତିକୁ ଆପଣେଇ ନିଜ ପରିବାର ପ୍ରତିପୋଷଣ କରୁଛନ୍ତି। ବାଲେଶ୍ୱର ଜିଲା କନ୍ଦଡା ଅଞ୍ଚଳର ୬ଟି ପରିବାର ବର୍ଷତମାମ ବାଉଁଶରୁ…
ଡିଆରଏମ୍ଙ୍କ ରୂପ୍ସା ଜଙ୍କଶନ ପରିଦର୍ଶନ: ୧୦ରେ ଆସିବେ ଜେନେରାଲ ମ୍ୟାନେଜର
ରୂପ୍ସା, ୮।୧(ଡି.ଏନ.ଏ.)-ଦକ୍ଷିଣ-ପୂର୍ବ ରେଳପଥର ଖଡ଼ଗପୁର ଡିଭିଜନର ରେଳବାଇ ମ୍ୟାନେଜର (ଡିଆରଏମ୍) ମନୋରଞ୍ଜନ ପ୍ରଧାନ ମଙ୍ଗଳବାର ତୃତୀୟଥର ପାଇଁ ବାଲେଶ୍ୱର ଜିଲା ଅଧିନ ରୂପ୍ସା ରେଳ ଜଙ୍କଶନ ପରିଦର୍ଶନ କରିଛନ୍ତି। ଆସନ୍ତା ୧୦ ତାରିଖରେ ରେଳପଥର ଜେନେରାଲ ମ୍ୟାନେଜର ଏସ୍.କେ. ମହାନ୍ତି ଏହି…
ବିଦ୍ୟୁତ୍ ବିଭାଗ ଯନ୍ତ୍ରୀଙ୍କୁ ଆକ୍ରମଣ ମାମଲା: ଜେଲ୍ ଗଲେ ପୁଅ, ବାପା ଫେରାର
ରୂପ୍ସା, ୭।୧(ଡି.ଏନ.ଏ.)-ବାଲେଶ୍ୱର ସଦର ବ୍ଲକ ହଳଦୀପାଳ ବଜାରରେ ସୋମବାର ବିଦ୍ୟୁତ୍ ବିଭାଗ ଜେଇ ଗୌରୀଶଙ୍କର ବାଗଙ୍କୁ ଆକ୍ରମଣ ଘଟଣାରେ ପୋଲିସ ଅଭିଯୁକ୍ତ ପୁଅ ରାମକୃଷ୍ଣ ଦାସଙ୍କୁ ଗିରଫ କରିଛି। ଏ ସଂକ୍ରାନ୍ତରେ ବସ୍ତା ଥାନାରେ ଏକ ମାମଲା (ନଂ. ୩/୨୦) ରୁଜୁ…
ଖଇରାର ଗୌରବ ଅବିନାଶ
ଖଇରା, ୭।୧(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକ ସାରଡାଙ୍ଗ ପଞ୍ଚାୟତ ଅଧୀନ ଅଲିପୁର ଗ୍ରାମର ଅବିନାଶ ଦଳେଇ ଓଡିଶା ପ୍ରଶାସନିକ ସେବା(ଓଏଏସ)ରେ ୧୭୧ନମ୍ବର ସ୍ଥାନରେ ରହି ଖଇରା ପାଇଁ ଗୌରବ ଆଣିଦେଇଛନ୍ତି। ସୋମବାର ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ତାଙ୍କ ପାଖକୁ…
ଧାନକିଣା ବେଳେ କଟନୀଛଟନୀ ବିବାଦ
ବାହାନଗା,୭ା୧(ଡି.ଏନ.ଏ.)-ବିଭିନ୍ନ ମଣ୍ଡିରେ ଧାନକିଣା ବେଳେ କଟନୀଛଟନୀ କରାଯାଉ ଥିବାରୁ ଚାଷୀମାନେ ଏହାକୁ ବିରୋଧ କରୁଛନ୍ତି। ବାଲେଶ୍ୱର ଜିଲା ବାହାନଗା ସେବା ସମବାୟ ସମିତି ପକ୍ଷରୁ ଖୋଲାଯାଇଥିବା ମଣ୍ଡିକୁ ଧାନ ବିକିବାକୁ ଆସୁଥିବା ଚାଷୀ ଏ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଚାଷୀମାନେ…
ରେଳ ଷ୍ଟେଶନର ତରବରିଆ ସୌନ୍ଦର୍ଯ୍ୟକରଣ
ବସ୍ତା,୭।୧(ଡି.ଏନ.ଏ.)- ଦକ୍ଷିଣପୂର୍ବ ରେଳବାଇର ବିଭାଗୀୟ ଜିଏମ ଆସନ୍ତା ୧୦ ତାରିଖରେ ରୂପସାରୁ ବାଙ୍ଗିରିପୋଷି ପର୍ଯ୍ୟନ୍ତ ପରିଦର୍ଶନ କରିବା ପରେ ଅପରାହ୍ନ ୩ଟାରୁ ୪ଟା ମଧ୍ୟରେ ବସ୍ତା ଷ୍ଟେଶନ ବୁଲି ସମସ୍ୟା ଅନୁଧ୍ୟାନ କରିବା କାର୍ଯ୍ୟକ୍ରମ ରହିଛି। ଏଥିପାଇଁ ବସ୍ତା ଷ୍ଟେଶନରେ ସୌନ୍ଦର୍ଯ୍ୟକରଣ…
ବେଧଡ଼କ ଚାଲିଛି ବେଆଇନ କରତକଳ
ରୂପ୍ସା,୭।୧(ଡି.ଏନ.ଏ.)- ବାଲେଶ୍ୱର ଜିଲା ସଦର ବ୍ଲକ ସମେତ ବସ୍ତା, ବାଲିଆପାଳ ଓ ଭୋଗରାଇ ଆଦି ଅଞ୍ଚଳରେ ଅବାଧରେ ବେଆଇନ ଭାବେ କରତକଳ ଚାଲୁଥିବା ଅଭିଯୋଗ ହେଉଛି। ସ୍ଥାନୀୟ ଜଙ୍ଗଲରୁ ଗଛକଟା ଯାଇ କରତକଳରେ ଚିରାଯିବାପରେ ଅନ୍ୟତ୍ର ଚାଲାଣ କରାଯାଉଛି। ଏଭଳି ସ୍ଥିତିରେ…
ଖଡ଼ଗପୁର ଡିଆର୍ଏମ୍ଙ୍କୁ ଭେଟିଲେ ପ୍ରତିନିଧି ଦଳ
ଜଳେଶ୍ୱର,୬।୧(ସ୍ବ.ପ୍ର.)- ଖଡଗପୁର ରେଳ ଡିଭିଜନ ଅଧୀନ ବାଲେଶ୍ୱର ଜିଲାର ଜଳେଶ୍ୱର ଏକ ପ୍ରମୁଖ ଷ୍ଟେଶନ ହୋଇଥିଲେ ବି ଏହାର ଆଶାନୁରୂପ ବିକାଶ ହୋଇ ନାହିଁ ା ଏଣୁ ଜଳେଶ୍ୱରକୁ ଏକ ମଡେଲ ଷ୍ଟେଶନ କରାଯିବା ଲାଗି ଶନିବାର ଜଳେଶ୍ୱରର ସମାଜକଲ୍ୟାଲ ବିକାଶ…
ପ୍ରକଳ୍ପ ନିର୍ମାଣକୁ ବର୍ଷେ ପୂରିନି: ଲୋକଙ୍କ ନିକଟରେ ପହଞ୍ଚୁନି ପିଇବା ପାଣି
ଖଇରା, ୬।୧(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ ରଟିଣା ପାନୀୟ ଜଳ ପ୍ରକଳ୍ପ ନିର୍ମାଣର ବର୍ଷେ ନ ପୂରୁଣୁ ବହୁ ସ୍ଥାନରେ ପାଇପ ନଷ୍ଟ ହେବା ଯୋଗୁ ଲୋକଙ୍କ ନିକଟରେ ପାଣି ପହଞ୍ଚିବା ପରିବର୍ତ୍ତେ ରାସ୍ତାରେ ବୋହି ଲହଡ଼ି ମାରୁଛି ା…
Archives


