ବାଲେଶ୍ୱର

୨ ହଜାର ଚାରା ବାଣ୍ଟିଲେ ନବଦମ୍ପତି

ସିମୁଳିଆ, ୨୫।୨(ଡି.ଏନ.ଏ.)-ବାଲେଶ୍ୱର ଜିଲା ସିମୁଳିଆ ବ୍ଲକ ଚାଲୁଣୀଗାଁ ଅଞ୍ଚଳରେ ଏକ ନିଆରା ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏହି ଉତ୍ସବକୁ ନିଆରା ଢଙ୍ଗରେ ପାଳନ କରିଛନ୍ତି ଉଭୟ ବରକନ୍ୟା। ଭୋଜିରେ ଯୋଗଦେଇଥିବା ଅତିଥିଙ୍କୁ ନବଦମ୍ପତି ଆମ୍ବ, ପଣସ, ଲିଚୁ, ସପେଟା ଆଦି…

ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗ; ରାସ୍ତାରୋକୋ, ସ୍ବାସ୍ଥ୍ୟ କେନ୍ଦ୍ରରେ ତାଲା

ବାଲିଆପାଳ ୨୨।୨(ସ୍ବ.ପ୍ର,): ବାଲେଶ୍ୱର ଜିଲା ବାଲିଆପାଳ ବ୍ଲକ ପ୍ରତାପପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ରବିବାର ଚିକିତ୍ସାଧୀନ ଜଣେ ରୋଗୀଙ୍କର ମୃତ୍ୟୁ ଘଟିଥିଲା। ଚିକିତ୍ସାରେ ଅବହେଳା ଯୋଗୁ ରୋଗୀଙ୍କ ମୃତ୍ୟୁ ଘଟିଥିବା ନେଇ ଅଭିଯୋଗ ହେଉଛି। ଏ ନେଇ ସୋମବାର ଉତ୍ତ୍ୟକ୍ତ ଲୋକେ…

ଭିଏଲ ଏସ୍‌ଆର ସାମ୍‌ କ୍ଷେପଣାସ୍ତ୍ର ସଫଳ ପରୀକ୍ଷଣ

ବାଲେଶ୍ବର ଅଫିସ ୨୨।୨: ବାଲେଶ୍ୱର ଜିଲା ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରର ୩ ନଂ. ଲଞ୍ଚପ୍ୟାଡ୍‌ରୁ ସୋମବାର ୧.୨୮ ମିନିଟରେ ପ୍ରଥମ ରାଉଣ୍ଡ ଭିଏଲ ଏସ୍‌ଆର ସାମ୍‌ କ୍ଷେପଣାସ୍ତ୍ର ସଫଳ ପରୀକ୍ଷଣ ହୋଇଛି। VL SRSAM ହେଉଛି Vertically Lunched Short…

କେନ୍ଦ୍ରମନ୍ତ୍ରୀଙ୍କ ଗାଡ଼ିକୁ ଓଭରଟେକ୍‌ ଘଟଣା: ୫ ଘଣ୍ଟା ଥାନାରେ ଅଟକିଲା ୨ କାର

ରୂପ୍‌ସା, ୨୨।୨(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ୬୦ ନମ୍ବର ଜାତୀୟ ରାଜପଥର ସଦସ ବ୍ଲକ ଅନ୍ତର୍ଗତ ମିରିଗିମୁଣ୍ଡି ଚୂଡ଼ାଖିଆ ପୋଲ ଠାରେ ସୋମବାର କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ ଗାଡ଼ିକୁ ପଶ୍ଚିମବଙ୍ଗ ଅଞ୍ଚଳର ୨ଟି କାର ଓଭରଟେକ୍‌ କରିବା ଘଟଣା ଚର୍ଚ୍ଚାର ବିଷୟ…

କେନାଲ କଂକ୍ରିଟ ନିର୍ମାଣରେ ଅନିୟମିତତା: ଭିଜିଲାନ୍ସ ତଦନ୍ତ ଦାବି କଲେ ଗ୍ରାମବାସୀ

ଖଇରା, ୨୧।୨(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ ସାରକୋଣା ନିକଟରେ ଆମ୍ବହତା କେନାଲ କଂକ୍ରିଟ କାର୍ଯ୍ୟ ଚାଲିଥିବା ବେଳେ ଏଥିରେ ବ୍ୟାପକ ଅନିୟମିତତା ହେଉଥିବା କେନାଲ ସଂଲଗ୍ନ ମୁକ୍ତାବେଗୁନିଆ, ବିଦ୍ୟାଧରପୁର ଶାସନ, ସାରକୋଣା, କଡମିଆଁ, ଗଡ, କଅଁଳଖୁଣ୍ଟା ଗ୍ରାମବାସୀ ଅଭିଯୋଗ କରିଛନ୍ତି।…

କଟି ନନାଙ୍କ ଭୋଜନାଳୟ

ଭୋଗରାଇ,୧୯।୨(ପ୍ରଦୀପ ଦାସ): ବାଲେଶ୍ୱର ଜିଲା ଭୋଗରାଇ ଥାନା ସମ୍ମୁଖରେ ରହିଛି ଭୋଜନାଳୟ। ଅନ୍ୟ ହୋଟେଲ ଭଳି ଏହି ଭୋଜନାଳୟରେ ନାହିଁ ଚାକଚକ୍ୟ। ରହିଛି କେବଳ ଆଜବେଷ୍ଟସ ଛପର ଲମ୍ବା ଘର। ଏହାରି ଭିତରେ ପରିଷ୍କାର, ପରିଚ୍ଛନ୍ନତା ଓ ଭିନ୍ନ ସ୍ବାଦର ଖାଦ୍ୟ…

୫ ବର୍ଷ ପରେ ଧରାପଡିଲେ କୁଖ୍ୟାତ ଅପରାଧୀ

ବାଲେଶ୍ୱର ଅଫିସ, ୧୮।୨: ବାଲେଶ୍ୱର ସହଦେବଖୁଣ୍ଟା ମଡ଼େଲ ଥାନା ପୋଲିସ ଦୁର୍ଦ୍ଦାନ୍ତ ଡକାୟତ ନବକିଶୋର ଦେଙ୍କୁ ବୁଧବାର ବିଳମ୍ବିତ ରାତିରେ ଗିରଫ କରିଛି। ତାଙ୍କ ନିକଟରୁ ୪ ବନ୍ଧୁକ, ୧୨ରାଉଣ୍ଡ ଗୁଳି, ଟର୍ଚ୍ଚ ଓ ୧୨ଶହ ଟଙ୍କା ଜବତ କରାଯାଇଛି। ଏନେଇ…

କୃଷକ ମୋର୍ଚ୍ଚା ପକ୍ଷରୁ ୪ ଘଣ୍ଟା ରେଳରୋକୋ

ବାଲେଶ୍ୱର ଅଫିସ, ୧୮।୨- କୃଷକ ମୋର୍ଚ୍ଚା ପକ୍ଷରୁ ଗୁରୁବାର ସର୍ବଭାରତୀୟସ୍ତରରେ ୪ ଘଣ୍ଟା ରେଳରୋକ କରାଯାଇଛି। କେନ୍ଦ୍ରରେ ମୋଦି ସରକାରଙ୍କ କଳା କୃଷକ ଆଇନ , ରେଳ ବଜେଟ୍‌ରେ ଓଡ଼ିଶାକୁ ଉପେକ୍ଷା ଓ କରୋନା ଆଳରେ ପାସେଞ୍ଜର ଟ୍ରେନ ଚଳାଚଳ ନ…

ବୋଲେରୋକୁ ଧକ୍କା ଦେଇ ୧୦ ଫୁଟ ତଳକୁ ଖସିଲା କଣ୍ଟେନର, ଜଣଙ୍କ ଜୀବନ ଗଲା, ତଳେ ଫସି ରହିଛନ୍ତି ୨

ବାଲେଶ୍ୱର ଅଫିସ,୧୮।୨: ବାଲେଶ୍ବର ଜିଲା ବସ୍ତା ଥାନା ଅନ୍ତର୍ଗତ ୬୦ ନମ୍ବର ଜାତୀୟ ରାଜପଥର ଗାନ୍ଧିଛକ ନିକଟରେ ବୋଲେରୋକୁ ଧକ୍କା ଦେଇ ୧୦ ଫୁଟ ତଳକୁ ଖସିପଡ଼ିଛି ଗୋରୁ ବୋଝେଇ କଣ୍ଟେନର। ଏଥିରେ ୨୦ରୁ ଅଧିକ ଗୋରୁଙ୍କ ମୃତ୍ୟୁ ଘଟିବା ସହ…

ମା’ଙ୍କ ଜୀବନ ନେଲା ପୁଅ

ଖଇରା,୧୮।୨(ଡି.ଏନ.ଏ) ବାଲେଶ୍ବର ଜିଲା ଖଇରା ବ୍ଲକ ମିରିପୁର ଖଇରା ଗ୍ରାମରେ ରଘୁନାଥ ଶିଅଳଙ୍କ ସାନ ପୁଅ ଜଗବନ୍ଧୁ ବୁଧବାର ବିଳମ୍ବିତ ରାତିରେ ମଦ ପିଇ ନିଶାଶକ୍ତ ଅବସ୍ଥାରେ ଘରକୁ ଫେରିଥିଲେ । ଘରକୁ ଫେରିବା ପରେ ମା’ ମଣି ଶିଅଳଙ୍କ ସମେତ…

‘ବଳରାମଗଡ଼ି ମାଛଧରା ବନ୍ଦର କାମ ଖୁବ୍‌ ଶୀଘ୍ର’

ବାଲେଶ୍ୱର ଅଫିସ,୧୮।୨- ବାଲେଶ୍ୱର ଜିଲା ଚାନ୍ଦିପୁର ନିକଟସ୍ଥ ବଳରାମଗଡ଼ି ସମୁଦ୍ରକୂଳରେ ଖୁବ୍‌ ଶୀଘ୍ର ପ୍ରସ୍ତାବିତ ମାଛଧରା ବନ୍ଦର ପ୍ରକଳ୍ପର କାର୍ଯ୍ୟ ଆରମ୍ଭ ହେବ ବୋଲି କେନ୍ଦ୍ରମନ୍ତ୍ରୀ ତଥା ବାଲେଶ୍ୱର ଏମ୍‌ପି ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ସୂଚନା ଦେଇଛନ୍ତି। ୨୦୧୯ ଫେବୃୟାରୀ ୧୩ରେ…

ଟାର୍ଗେଟକୁ ଚାହିଁ ରହିଛନ୍ତି ଚାଷୀ

ଖଇରା,୧୮।୨(ଡି.ଏନ.ଏ.): ବାଲେଶ୍ୱର ଜିଲା ଖଇରା ବ୍ଲକରେ ଧାନ କିଣାରେ ମନ୍ଥର ଯୋଗୁ ୧୪ଟି ସେବା ସମବାୟ ସମିତି ଅଧୀନ ଚାଷୀମାନେ ମାନସିକ ନିର୍ଯାତନାର ଶିକାର ହେଉଛନ୍ତି। ଟାର୍ଗେଟ ଆସୁ ନ ଥିବାରୁ ହଜାର ହଜାର ଚାଷୀ ଟୋକନ ଧରି ସରକାରଙ୍କ ନିଷ୍ପତ୍ତିକୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri