ଓଡ଼ିଶା ମୁହାଁ ବିହାରୀ ମଦ ମାଫିଆ
ଭୋଗରାଇ,୨୦।୪(ଡି.ଏନ.ଏ.)-ବିହାରର ଦାଗୀ ମଦ ବେପାରୀ ଓ ମାଫିଆମାନେ ସେଠାରେ କଳା ତାଲିକାଭୁକ୍ତ ହେବା ପରେ ଏବେ ଓଡ଼ିଶା ମୁହଁା ହୋଇଛନ୍ତି। ନିକଟରେ ଓଡ଼ିଶା ସରକାର ପ୍ରଥମଥର ପାଇଁ ମଦ ଦୋକାନ ଆବେଦନ ବେଳେ ବିନା ସର୍ଭେଲାନ୍ସରେ ଆବେଦନପତ୍ର ଗ୍ରହଣ କରାଯିବା ନେଇ…
ଭିତ୍ତିଭୂମି ଅଛି, ବିକାଶକୁ ଅପେକ୍ଷା
ବାଲେଶ୍ୱର ଅଫିସ,୨୦।୪-ବାଲେଶ୍ୱର ଜିଲା ସଦର ମହକୁମାଠାରୁ ୩୨କି.ମି. ଦୂରରେ ରହିଛି ଦୁବଲାଗଡ଼ି ପନ୍ତାଳ ବେଳାଭୂମି। ଅଧିକରୁ ଅଧିକ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ପାଇଁ ଏହି ବେଳାଭୂମିରେ ସମସ୍ତ ଭିତ୍ତିଭୂମି ରହିଛି। ଯାହାକୁ ବିକଶିତ କରାଗଲେ ଚାନ୍ଦିପୁର, ଡଗରା, ତାଳସାରୀଠାରୁ ଏହି ବେଳାଭୂମିର…
ପରିବର୍ତ୍ତନ ସ୍ରୋତରେ ଜଳେଶ୍ୱର ଉପକାରାଗାର
ଜଳେଶ୍ୱର,୧୯।୪- କାରାଗାରର ଅନ୍ୟ ନାମ ନିଃସଙ୍ଗ ଜୀବନ। ଭାରତୀୟ ଆଇନ ବ୍ୟବସ୍ଥାରେ ଦଣ୍ଡନୀୟ ଅପରାଧୀଙ୍କ ଲାଗି ଏପରି ବ୍ୟବସ୍ଥା ରହିଛି। କିନ୍ତୁ କାରାଗାର ଅନ୍ତେବାସୀଙ୍କ ଜୀବନରେ ସୁଧାର ଲାଗି ମାନସିକତାରେ ପରିିବର୍ତ୍ତନ ସହିତ ସ୍ବାବଲମ୍ବୀ କରାଇବାର ଆବଶ୍ୟକତା ରହିଛି। ନିଜର ଭୁଲ୍ରେ…
ଖଇରାରେ ପଜିଟିଭ୍, ମାର୍କୋଣାରେ ନେଗେଟିଭ୍
ଖଇରା,୧୮।୪(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକରେ କରୋନା ପରୀକ୍ଷାକୁ ନେଇ ଲୋକଙ୍କ ମନରେ ସଂଶୟ ଦେଖାଦେଇଛି ା ଗୋଟେ ପରୀକ୍ଷାରେ ପଜିଟିଭ ବାହାରୁଥିବା ବେଳେ ଅନ୍ୟ ସ୍ଥାନରେ କରାଯାଉଥିବା ପରୀକ୍ଷାରେ ନେଗେଟିଭ ବାହାରୁଥିବାରୁ ଲୋକେ ଦ୍ୱନ୍ଦ୍ୱରେ ରହୁଛନ୍ତି। ମାଖନପୁର ଗ୍ରାମରେ ଏଭଳି ଘଟଣା…
ଆଇନଜୀବୀଙ୍କୁ ଆକ୍ରମଣ ଘଟଣା: ୩ ଗିରଫ
ବାଲେଶ୍ୱର ଅଫିସ, ୧୮।୪-ବାଲେଶ୍ୱର କଚେରୀ ପରିସର ବାର୍ ଅଫିସ ସମ୍ମୁଖରେ ଶୁକ୍ରବାର ଆଇନଜୀବୀମାନଙ୍କୁ କେତେକ ଦୁର୍ବୃତ୍ତ ଦୁର୍ବ୍ୟବହାର କରିବା ଏବଂ ବନ୍ଧୁକ, ଭୁଜାଲି ଓ ବୋମା ଦେଖାଇ ଧମକ ଦେଇଥିଲେ। ଏନେଇ ଆଇନ୍ଜୀବୀ ଭବେନ୍ଦୁ ଶେଖର ଉପାଧ୍ୟାୟଙ୍କ ଲିଖିତ ଅଭିଯୋଗ ଅନୁଯାୟୀ…
କଲେଜ ଆଗରୁ ତମ୍ବା ନାଗ ଉଦ୍ଧାର
ସଜନାଗଡ଼,୧୮।୪(ଡି.ଏନ.ଏ.)-ନୀଳଗିରି କଲେଜ ସମ୍ମୁଖରେ ଶନିବାର ଅପରାହ୍ନରେ ଏକ ୫ଫୁଟ ଲମ୍ବର ତମ୍ବା ନାଗ ବୁଲୁଥିବାର ଦେଖି ସ୍ଥାନୀୟ ବାସିନ୍ଦା ଭୟଭୀତ ହୋଇପଡ଼ିଥିଲେ। ଏନେଇ ସାପ ଧରାଳୀଙ୍କୁ ଲୋକେ ଖବର ଦେଇଥିଲେ। ସାପ ଧରାଳୀ ଶୁକ ବେହେରା ଘଟଣାସ୍ଥଳରେ ପହଞ୍ଚତ୍ ତମ୍ବାନାଗକୁ ଉଦ୍ଧାର…
୩ ମାସ ହେଲା ଜଳ ସଙ୍କଟରେ ୩୫ ପରିବାର
ଜଳେଶ୍ୱର, ୧୮।୪(ଡି.ଏନ.ଏ.)-ଦୀର୍ଘମାସ ଧରି ବର୍ଷା ନ ଥିବାରୁ ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକ ଅଧୀନ ରାଇବଣିଆ ପଞ୍ଚାୟତରେ ଜଳକଷ୍ଟ ଦେଖାଦେଇଛି ା ଭୂତଳ ଜଳସ୍ତର ୧୦୦ଫୁଟ ତଳକୁ ଖସି ଯାଇଥିବାରୁ ପାହାଡିଆ ରାଇବଣିଆ ଅଞ୍ଚଳରେ ଜଳସଙ୍କଟ ସୃଷ୍ଟି ହୋଇଛି ା ରାଇବଣିଆ…
ଆଇନଜୀବୀଙ୍କୁ ଆକ୍ରମଣ, ୨ ଅଟକ
ବାଲେଶ୍ୱର ଅଫିସ,୧୭।୪-ବାଲେଶ୍ୱର କଚେରି ପରିସରରେ ଥିବା ବାର୍ ଆସୋସିଏଶନ ଅଫିସ୍ରେ ଶୁକ୍ରବାର ଅପରାହ୍ନରେ ଆଇନଜୀବୀ ଭବେନ୍ଦୁ ଶେଖର ଉପାଧ୍ୟାୟଙ୍କୁ ଆକ୍ରମଣ କରିଛନ୍ତି ଦୁର୍ବୃତ୍ତ। ଏହି ସମୟରେ ଅନ୍ୟ ଆଇନଜୀବୀମାନ ୨ ଆକ୍ରମଣକାରୀଙ୍କୁ କାବୁ କରି ସହଦେବଖୁଣ୍ଟା ମଡେଲ ଥାନାକୁ ହସ୍ତାନ୍ତର କରିଛନ୍ତି।…
ବାଲେଶ୍ୱର ସହର ପାଇଁ ମୁଖ୍ୟମନ୍ତ୍ରୀଙ୍କ ୧୫୫ କୋଟିର ପ୍ୟାକେଜ୍ ଘୋଷଣା
ଭୁବନେଶ୍ୱର,୧୩।୪(ବ୍ୟୁରୋ): ବାଲେଶ୍ୱର ସହରର ବିକାଶ ପାଇଁ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୫୫ କୋଟିର ପ୍ୟାକେଜ୍ ଘୋଷଣା କରିଛନ୍ତି। ତଦନୁଯାୟୀ ସହଦେବଖୁଣ୍ଟାରେ ଥିବା ବସ୍ଷ୍ଟାଣ୍ଡର ବିକାଶ କରାଯିବ। ଏଥିପାଇଁ ୮ କୋଟି ଟଙ୍କା ଖର୍ଚ୍ଚ କରାଯିବ। ସେହିଭଳି ତୁମୁଳିଆ ଗେଟ୍ ଫ୍ଲାଇଓଭରରୁ…
ଚନ୍ଦନେଶ୍ୱର ଶୈବପୀଠରେ ମହାନୀଳ ପର୍ବ: ଶ୍ରଦ୍ଧାଳୁଙ୍କ ଲାଗିଛି ଭିଡ଼
ଭୋଗରାଇ,୧୨।୪(ଡି.ଏନ୍.ଏ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ହୁଗୁଳୀ ଗ୍ରାମର ଚନ୍ଦନେଶ୍ୱର ମହାଦେବଙ୍କ ସହିତ ଅନ୍ୟାନ୍ୟ ଶୈବ ପୀଠରେ ମହାନୀଳ ପର୍ବ ସୋମବାର ଅନୁଷ୍ଠିତ ହୋଇଛି। ଏହି ଉପଲକ୍ଷେ ଭୋରରୁ ଶ୍ରଧ୍ୟାଳୁଙ୍କ ଭିଡ ଜମିଛି। ଓଡ଼ିଶା ସମେତ ଦୂରଦୂରାନ୍ତରୁ ଆସିଥିବା ଶୈବ ଭକ୍ତମାନେ…
ଇମାମୀ ପେପର ମିଲ୍ରୁ ୧୦୧ କରୋନା ପଜିଟିଭ ଚିହ୍ନଟ
ବାଲେଶ୍ୱର ଅଫିସ,୧୨।୪: ବାଲେଶ୍ୱର ଜିଲା ରେମୁଣାସ୍ଥିତ ଇମାମୀ ପେପର ମିଲରୁ ୧୦୧ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ଜିଲାରୁ ୧୫୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୦୧ ଜଣ କେବଳ…
ଘର ଭିତରୁ ୧୫ ଫୁଟର ଅହିରାଜ ଉଦ୍ଧାର
ବାଲେଶ୍ୱର ଅଫିସ, ୧୨।୪: ବାଲେଶ୍ବର ଜିଲା ନୀଳଗିରି ବ୍ଲକ ଅଧୀନ କଳାକାଦ ଅସନବଣି ଅଞ୍ଚଳରୁ ସୋମବାର ୧୫ ଫୁଟ ଲମ୍ବର ଏକ ଅହିରାଜ ସାପ ଉଦ୍ଧାର ହୋଇଛି । କଳାକାଦ ଗ୍ରାମର ଜନୈକ ବ୍ୟକ୍ତିଙ୍କ ଘରେ ଏକ ବିରାଟକାୟ ଅହିରାଜ ପଶି…
Archives


