ରାତିରେ ବ୍ୟାଙ୍କ ତାଲା ଭାଙ୍ଗି ଭିତରେ ପଶିଲେ ଦୁର୍ବୃତ୍ତ
ସିମୁଳିଆ,୩୦।୭(ଡି.ଏନ.ଏ.): ବାଲେଶ୍ୱର ଜିଲା ସିମୁଳିଆ ବ୍ଲକ ସଦର ମହକୁମା ମାର୍କୋଣାରେ ଥିବା କାନାଡ଼ା ବ୍ୟାଙ୍କରୁ ଚୋରି ଉଦ୍ୟମ ହୋଇଛି। ଗୁରୁବାର ରାତିରେ ଦୁର୍ବୃତ୍ତ ମୁଖ୍ୟ ଗ୍ରୀଲ ତାଲାଭାଙ୍ଗି ଚୋରି ଉଦ୍ୟମ କରିଥିବା ଜଣାପଡ଼ିଛି। ସିମୁଳିଆ ଥାନାଠାରୁ ମାତ୍ର ଶହେ ମିଟର ଦୂରରେ…
ସାଇକେଲରେ ବୁଲି ମାସ୍କ ବାଣ୍ଟୁଛନ୍ତି ଦିବ୍ୟାଙ୍ଗ
ସଜନାଗଡ, ୨୯।୭(ଡି.ଏନ.ଏ.)-ମହାମାରୀ କରୋନା ଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ଲୋକଙ୍କୁ ସଚେତନ କରିବା ପାଇଁ ଆଗେଇ ଆସୁଛନ୍ତି ଜଣେ ଦିବ୍ୟାଙ୍ଗ। ସେ ନିଜେ ସାଇକେଲରେ ଡାକବାଜି ଯନ୍ତ୍ର ଲଗାଇ ବିଭିନ୍ନ ଅଞ୍ଚଳ ବୁଲି କରୋନା ସମ୍ପର୍କରେ ସଚେତନ କରୁଛନ୍ତି। ମାସ୍କ ପିନ୍ଧିବା, ସାନିଟାଇଜର…
ବାପାଙ୍କୁ ଜୀବିତ ପ୍ରମାଣ କଲେ ପୁଅ: ମିଥ୍ୟା ମୃତ୍ୟୁ ପ୍ରମାଣପତ୍ର ହାସଲ ଅଭିଯୋଗରେ ମା’, ସାନଭାଇ ଗିରଫ
ବାଲେଶ୍ୱର ଅଫିସ, ୨୯ା୭: ଜମି ହାତେଇବା ପାଇଁ ବାଲେଶ୍ୱର ଶିଳ୍ପାଞ୍ଚଳ ଥାନା ବାମପଦା ଗାଁର ରଘୁନାଥ ନାୟକଙ୍କୁ ମୃତ ଦର୍ଶାଯାଇଥିଲା। ଏନେଇ ତାଙ୍କ ସ୍ତ୍ରୀ ଓ ସାନପୁଅ ଗିରଫ ହୋଇଛନ୍ତି। ପୋଲିସ ଉଭୟଙ୍କୁ ୨୬ତାରିଖରେ କୋର୍ଟଚାଲାଣ କରିଛି। ହେଲେ ଦୀର୍ଘଦିନର ଆଇନ…
କଉ ମାଛର ଦାମ ୩୫ ହଜାର
ଭୋଗରାଇ,୨୮।୭(ଡି.ଏନ୍.ଏ.): ପାରାଦ୍ୱୀପ ଗଭୀର ସମଦ୍ରରୁ ଏକ ବିରଳ ପ୍ରଜାତିର କଉମାଛ ମତ୍ସ୍ୟଜୀବୀଙ୍କ ଟ୍ରଲରରେ ଧରାପଡ଼ିଛି। ଟ୍ରଲର ମାଲିକ ଅଶୋକ ସାହୁ ଏହି ମାଛକୁ ଦୀଘା ମୁହାଣ ମାଛ ମାର୍କେଟ୍କୁ ବୁଧବାର ସକାଳେ ବିକ୍ରି ପାଇଁ ଆଣିଥିଲେ। ମାର୍କେଟ୍ରେ ଉକ୍ତ ମାଛକୁ କୋଲକାତା…
ନଦୀରେ ବୁଡ଼ି ନିଖୋଜ ଥିଲେ ଛାତ୍ର: ଭୋଗରାଇରୁ ଉଦ୍ଧାର
ଭୋଗରାଇ,୨୭।୭(ଡି. ଏନ୍.ଏ.): ବାଲେଶର ଜିଲା ସୁବର୍ଣ୍ଣରେଖା ନଦୀରେ ସୋମବାର ବୁଡି ଯାଇ ଧରମ ଦୁଆର ଗାଁର ପୂର୍ଣ୍ଣଚନ୍ଦ୍ର ରଣାଙ୍କ ବଡପୁଅ ଶୁଭମ (୧୩) ନିଖାଜ ଥିଲେ। ମଙ୍ଗଳବାର ତାଙ୍କ ମୃତଦେହ ଭୋଗରାଇ ବ୍ଲକ ମନୁନଗର ନଦୀଘାଟରୁ ଗ୍ରାମବାସୀ ଉଦ୍ଧାରକରିଥିଲେ। ପରେ କମର୍ଦl…
ଚିଟ୍ଫଣ୍ଡ ଠକେଇ ଅଭିଯୁକ୍ତ କୋଲକାତାରୁ ଗିରଫ
ବାଲେଶ୍ୱର ଅଫିସ,୨୭। ୭: ୧୫ କୋଟି ଟଙ୍କା ଚଳୁ କରି ଫେରାର ଥିବା ଜଣେ ଚିଟ୍ଫଣ୍ଡ ଠକେଇ ଅଭିଯୁକ୍ତଙ୍କୁ ଭୁବନେଶ୍ୱରସ୍ଥିତ ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଳ୍ୟୁ) ରବିବାର କୋଲକାତାର ନ୍ୟୁ ଗରିଆ ଅଞ୍ଚଳରୁ ଗିରଫ କରିଛି। ସେ ହେଲେ ଏସ୍/ଏସ୍ ମାସ୍…
ହାଇଦର ଏନ୍କାଉଣ୍ଟର ଘଟଣା: ରିପୋର୍ଟ ତଲବ କଲେ ମାନବ ଅଧିକାର ଆୟୋଗ
ବାଲେଶ୍ୱର ଅଫିସ,୨୬।୭: ହାଇଦର ଏନକାଉଣ୍ଟର ଘଟଣାରେ ରିପୋର୍ଟ ତଲବ କଲେ ଓଡ଼ିଶା ମାନବ ଅଧିକାର ଆୟୋଗ। ୪ ସପ୍ତାହ ଭିତରେ ରିପୋର୍ଟ ଦେବାକୁ ଡିଜିପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଆୟୋଗ । ଏହା ସହିତ ପୋଲିସ କମିଶନରଙ୍କୁ ମଧ୍ୟ ରିପୋର୍ଟ ମାଗିଛନ୍ତି ।…
ସୁବର୍ଣ୍ଣରେଖାରେ ବୁଡ଼ିଗଲେ ଦୁଇ ଭାଇ: ଜଣେ ଉଦ୍ଧାର, ଜଣେ ନିଖୋଜ
ବାଲେଶ୍ୱର ଅଫିସ,୨୬ା୭: ବାଲେଶ୍ୱର ଜିଲା ବାଲିଆପାଳ ଥାନା ଅନ୍ତର୍ଗତ ମାନପୁର ସୁବର୍ଣ୍ଣରେଖା ନଦୀ ସିଆଡ଼ି ଘାଟରେ ଅଘଟଣ ଘଟିଛି। ଶ୍ରାବଣ ସୋମବାରରେ ଜଳାଭିଷେକ ନିମନ୍ତେ ନଦୀକୁ ପାଣି ଆଣିବା ପାଇଁ ଯାଇ ବୁଡ଼ ମାରିବା ବେଳେ ଦୁଇ ଭାଇ ବୁଡି ଯାଇଥିଲେ।…
ପୁଅକୁ କରେଣ୍ଟ ଦେଇ ମାରିଦେଲେ
ଲଙ୍ଗଳେଶ୍ବର,୨୫ା୭(ଡି.ଏନ୍.ଏ.): ବାଲେଶ୍ୱର ଜିଲା ବାଲିଆପାଳ ଥାନା ଅଧୀନ ଡଗରା ଗ୍ରାମର ବିଶ୍ୱଜିତ ନାଗ (୩୨) ଶନିବାର ରାତିରେ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ପ୍ରାଣ ହରାଇଛନ୍ତି। ପୁଅକୁ ଉଦ୍ଧାର କରିବାକୁ ଯାଇ ବାପା ବେଣୁଧର ଗୁରୁତର ହୋଇଛନ୍ତି। ଗ୍ରାମର ଜୟନ୍ତ ମଣ୍ଡଳ ଓ…
ହାଇଦର ଏନ୍କାଉଣ୍ଟର ଘଟଣା: ଏହି ସ୍ଥାନକୁ ନିଷିଦ୍ଧାଞ୍ଚଳ ଘୋଷଣା, ଦୁଇ ଗୁଳି ଜବତ
ବାଲେଶ୍ୱର ଅଫିସ / ସିମୁଳିଆ,୨୫।୭ (ଡି.ଏନ.ଏ.): ଗ୍ୟାଙ୍ଗଷ୍ଟର ହାଇଦରଙ୍କୁ ବାଲେଶ୍ୱର ଜିଲାର ସିମୁଳିଆ ଛକରୁ ଅଳ୍ପ ଦୂରରେ ଗତ ଶନିବାର ଏନ୍କାଉଣ୍ଟର କରାଯାଇଥିଲା। ତେବେ ରବିବାର ପୂର୍ବାହ୍ନରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିି ତଦନ୍ତ ଆରମ୍ଭ କରିଛି। ବାଲେଶ୍ବର ଏସ୍ଡିପିଓ ଶ୍ରୀହର୍ଷ ମିଶ୍ର…
ଏସିଏଫ୍ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ମାମଲା: ବଲାଙ୍ଗୀରରେ ଗଜପତି ପୋଲିସ ଟିମ୍ର ତଦନ୍ତ ଆରମ୍ଭ
ବଲାଙ୍ଗୀର ଅଫିସ,୨୫ା୭: ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲାର ତଦନ୍ତ କରିବାକୁ ଆସିଥିବା ଗଜପତି ପୋଲିସର ଏକ ଟିମ୍ ରବିବାର ସକାଳେ ବଲାଙ୍ଗୀର ଟାଉନ ଥାନା ଓ ପ୍ରାଣୀଧନ ନିରୀକ୍ଷକ ତାଲିମ କେନ୍ଦ୍ରକୁ ଆସି ତଦନ୍ତ ଆରମ୍ଭ କରିଛନ୍ତି। ପ୍ରାଣୀଧନ ନିରୀକ୍ଷକ…
ପୋଲିସ ତଦନ୍ତରେ ଭରସା ନାହିଁ: ସୌମ୍ୟଙ୍କ ବାପା
ଖଇରା,୨୪।୭(ଡି.ଏନ.ଏ.): ସମୟ ଯେତେ ଗଡୁଛି ଏସିଏଫ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ଉପରୁ ପରଦା ହଟିବା ଆଶା କ୍ଷୀଣ ହେବାରେ ଲାଗିଛି। ବିଶେଷ କରି ଗଜପତି ଏସ୍ପି ତପନ କୁମାର ପଟ୍ଟନାୟକ ସିଡିଆର ଯାଞ୍ଚ ପରେ ଡିଏଫ୍ଓ ସଂଗ୍ରାମ କେଶରୀ ବେହେରାଙ୍କ ବିଦ୍ୟାଭାରତୀଙ୍କ…
Archives


