ବାଲେଶ୍ୱର

ଆଗ୍ରାରେ ଅଛନ୍ତି ଉତ୍ତମ ପଣ୍ଡା; ଫେରିବା ପରେ ଜଣାପଡ଼ିବ ସତ

ବାଲେଶ୍ୱର ଅଫିସ,୨୯।୧: ଚିଠି ଲେଖି ଘର ଛାଡ଼ି ପଳାଇଥିବା ଉତ୍ତମ କୁମାର ପଣ୍ଡା ଫେରିବେ। ତାଙ୍କୁ ନୂଆଦିଲ୍ଲୀ ପୋଲିସ ଉତ୍ତରପ୍ରଦେଶର ଆଗ୍ରା ସହରରୁ ଉଦ୍ଧାର କରିଛି। ଏନେଇ ଜଣାପଡ଼ିବା ପରେ ତାଙ୍କ ଶ୍ୱଶୁର ଏବଂ ଜଣେ ସମ୍ପର୍କୀୟ ଭାଇ ଆଗ୍ରା ଯାଇଛନ୍ତି।…

ଧାନକିଣା ବନ୍ଦ କଲେ ଲ୍ୟାମ୍ପ୍‌ସ କର୍ମଚାରୀ

ଚମ୍ପୁଆ,୨୮।୧(ଡି.ଏନ.ଏ) ଉପଯୁକ୍ତ ମାସ ଦିଆ ନ ଯିବାରୁ ଧାନ କିଣା ସମୟରେ ହଇରାଣ ହେଉଥିବା ଅଭିଯୋଗରେ ଚମ୍ପୁଆ ଲ୍ୟାମ୍ପସର ସମସ୍ତ କର୍ମଚାରୀ ଧାନକିଣା ବନ୍ଦ କରିଛନ୍ତି। ଏ ନେଇ ସହକାରୀ ନିବନ୍ଧକ ସମବାୟସମିତି ସମୁହ, ପ୍ରଶାସକ, ଚମ୍ପୁଆ ଲ୍ୟାମ୍ପ ସମେତ ସହକାରୀ…

ବଡ଼ପୋଲ ସ୍ଥିତି ଅନୁଧ୍ୟାନ କଲେ ଅଧିକାରୀ

ସଜନାଗଡ଼, ୨୮।୧(ଡି.ଏନ.ଏ.) ବାଲେଶ୍ୱରରୁ ମୟୂରଭଞ୍ଜ ଜିଲାକୁ ସଂଯୋଗ କରୁଥିବା ସେରଗଡ଼ ଭାୟା ନୀଳଗିରି ଉଦଳା ୧୯ନଂ. ରାଜ୍ୟ ରାଜପଥର ନୀଳଗିରି ନିକଟ ସଜନାଗଡ଼ ଦେଇଯାଇଥିବା ବଡ଼ପୋଲ ଉପରେ ପୂର୍ତ୍ତ ବିଭାଗ ପକ୍ଷରୁ ଘାଘରା ସେତୁ ନିର୍ମାଣ ଆରମ୍ଭ ହୋଇଛି। ୨ବର୍ଷ ପୂର୍ବରୁ…

ନିର୍ବାଚନ ପ୍ରଚାର ବେଳେ ଉତ୍ତେଜନା

ବାଲେଶ୍ୱର ଅଫିସ,୨୫।୧: କୋଭିଡ୍‌ ନିୟମ ଉଲ୍ଲଘଂନ କରି ହେଉଥିଲା ନିର୍ବାଚନ ପ୍ରଚାର । ବିରୋଧ କରିବାରୁ ଗ୍ରାମରେ ଦେଖାଦେଇଛି ଉତ୍ତେଜନା। ଏଭଳି ଘଟଣା ଘଟିଛି ବାଲେଶ୍ୱର ଜିଲାର ଜଳେଶ୍ୱର ବ୍ଲକ ବାଇଗଣ ବାଡିଆ ପଞ୍ଚାୟତ ଝାଡ଼ପିମ୍ପଳଠାରେ। ସୋମବାର ସନ୍ଧ୍ୟାରେ ପ୍ରାର୍ଥିପତ୍ର ଯାଞ୍ଚ…

ମୋତେ ଅଜଣା ରୋଗ ହୋଇଛି, ଏମିତି ଚିଠି ଲେଖି ଘରୁ ପଳାଇଲେ ପୁଅ …

ବାଲେଶ୍ୱର ଅଫିସ,୨୫।୧: ବାଲେଶ୍ୱର ଜିଲା ଜଳେଶ୍ବର ଥାନା ନାମ୍ପୋ ଫାଣ୍ଡି ଅଧୀନ ସରିସା ଗ୍ରାମର ଜଣେ ଯୁବକ ସୋମବାର ଘରେ ଏକ ଚିଠି ରଖି ଚାଲିଯାଇଛନ୍ତି । ଚିଠିକୁ ନେଇ ପରିବାର ଲୋକେ ବ୍ୟସ୍ତ ହୋଇପଡ଼ିଥିବା ବେଳେ ଘଟଣାକୁ ନେଇ ସ୍ଥାନୀୟ…

ପଞ୍ଚାୟତ ଅଧିକାରୀଙ୍କୁ ତାଲା ପକାଇଲେ ଲୋକେ

ବାହାନଗା, ୨୫ ।୧(ଡି.ଏନ.ଏ.) ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଲାଗି ଶନିବାର ନାମାଙ୍କନପତ୍ର ଯାଞ୍ଚ ପ୍ରକ୍ରିୟା ଥିଲା। ଯାଞ୍ଚ ପରେ ରବିବାର ବ୍ଲକ ଓ ପଞ୍ଚାୟତରେ ସରପଞ୍ଚ ଓ ସମିତି ସଭ୍ୟାସଭ୍ୟମାନଙ୍କର ନାମ ତାଲିକା ପ୍ରକାଶ କରାଯାଇଥାଏ। ସେହି ଅନୁଯାୟୀ ରବିବାର ଅପରାହ୍ନରେ…

୧୦୫୫ ପ୍ରାର୍ଥତ୍ପତ୍ର ଖାରଜ, ୧୪, ୮୭୧କାଏମ୍‌

ବାଲେଶ୍ୱର ଅଫିସ, ୨୪।୧: ବାଲେଶ୍ୱର ଜିଲାରେ ରବିବାର ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ୧୦୫୫ ପ୍ରାର୍ଥିପତ୍ର ନାକଚ ହୋଇଥିବା ବେଳେ ୧୪, ୮୭୧ କାଏମ୍‌ ରହିଛି। ସୋର, ସିମୁଳିଆ, ସଦର, ଜଳେଶ୍ୱର, ନୀଳଗିରି, ବାଲିଆପାଳ, ଭୋଗରାଇ, ଔପଦା, ରେମୁଣା, ବସ୍ତା,…

ଅସୁରକ୍ଷିତ ବିଦ୍ୟୁତ୍‌ ଟ୍ରାନ୍ସଫର୍ମର, ଗଲା ମାଙ୍କଡ଼ ଜୀବନ

ଜଳେଶ୍ୱର, ୨୪।୧(ଡି.ଏନ.ଏ.):  ବାଲେଶ୍ୱର ଜିଲାର ଜଳେଶ୍ୱର ବିଦ୍ୟୁତ୍‌ ଡିଭିଜନ ଅନ୍ତର୍ଗତ ମହମ୍ମଦନଗର ପାଟଣା ଗାଁରେ ଥିବା ଏକ ବିଦ୍ୟୁତ୍‌ ଟ୍ରାନ୍ସଫର୍ମର ସଂସ୍ପର୍ଶରେ ଆସି ଏକ ମାଙ୍କଡର ଜୀବନ ଯାଇଛି ା ଟ୍ରାନ୍ସଫର୍ମର ଚାରିପଟେ ତାରଜାଲି ବାଡ ନ ଥିବା ବେଳେ ଅନାବନା…

ପୋଲ ବାଡ଼ା ସହ ୨୦ଫୁଟ ତଳକୁ ଖସିଲା ଅତଡ଼ା

ସଜନାଗଡ, ୨୪।୧(ଡି.ଏନ.ଏ.) ବାଲେଶ୍ୱରରୁ ମୟୂରଭଞ୍ଜ ଜିଲାକୁ ସଂଯୋଗ କରିଥିବା ଶେରଗଡ଼-ନୀଳଗିରି-ଝରଣାଘାଟି ୧୯ନଂ. ରାଜ୍ୟ ରାଜପଥ ନୀଳଗିରି ନିକଟ ସଜନାଗଡ଼ ଦେଇ ଯାଇଥିବା ବଡ଼ ପୋଲ ବାଡା ସହ ୨୦ଫୁଟ ତଳକୁ ଅତଡା ଖସିଯାଇଛି। ରବିବାର ମୟୂରଭଞ୍ଜକୁ ସଂଯୋଗ କରୁଥିବା ଉକ୍ତ ପୋଲ…

ହରିୟାଣା ପୋଲିସ ହଟହଟା

ବାହାନଗା, ୨୪ା୧(ଡି.ଏନ.ଏ.): ଲକ୍ଷାଧିକ ଟଙ୍କା ହେରଫେର ଅଭିଯୋଗରେ ଫେରାର ଥିବା ବାଲେଶ୍ୱର ବାହାନଗା ଅଞ୍ଚଳର ୨ଯୁବକଙ୍କୁ ଗିରଫ କରିବାକୁ ଆସି ହରିୟାଣା ପୋଲିସ ହଟହଟା ହୋଇଛି। ଅଭିଯୁକ୍ତଙ୍କୁ ନ ପାଇ ସେମାନଙ୍କ ପରିବାର ଲୋକଙ୍କୁ ଖନ୍ତାପଡ଼ା ଥାନାକୁ ଆଣିଥିବାରୁ ପୋଲିସ ଟିମ୍‌…

ହାତୀ ଆକ୍ରମଣରୁ ମିଳୁନି ନିସ୍ତାର

ଜଳେଶ୍ୱର,୨୩|୧(ଡି.ଏନ.ଏ) ବାଲେଶ୍ୱର ଜିଲା ଜଳେଶ୍ୱରସ୍ଥିତ ରାଇବଣିଆ ଅଞ୍ଚଳରେ ଗତ କିଛିବର୍ଷ ହେଲା ହାତୀ ଉପଦ୍ରବ ଚଳାଇ ଆସୁଛନ୍ତି। କେତେବେଳେ ପଶ୍ଚିମବଙ୍ଗର ଦଲମା ଜଙ୍ଗଲରୁ ତ ପୁଣି କେତେବେଳେ ଝାଡ଼ଖଣ୍ଡୀ କିମ୍ବା ଶିମିଳିପାଳ ହାତୀ ପଶି ଆସି ବ୍ୟପକ କ୍ଷୟକ୍ଷତି କରୁଛନ୍ତି। ଗତ ୩…

ଜାଲ୍‌ ପଟ୍ଟା ଦେଇ ଲକ୍ଷାଧିକ ଟଙ୍କା ଠକେଇ

ରୂପ୍‌ସା,୨୩|୧( ଡିଏନଏ )  ନିଜକୁ ତହସିଲ କର୍ମଚାରୀ କହି ନକଲି ଜମି ପଟ୍ଟା ଦେଇ ଲକ୍ଷାଧିକ ଟଙ୍କା ଠକି ନେଇଛନ୍ତି ଜଣେ ଯୁବକ। ଏମିତି ଏକ ଘଟଣା ଦେଖିବାକୁ ମିଳିଛି ବସ୍ତା ଥାନା ଅର୍ନ୍ତଗତ ସଦର ବ୍ଲକ ଅଞ୍ଚଳରେ। ସୂଚନା ଅନୁଯାୟୀ, ବସ୍ତା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri