ବାଲେଶ୍ୱର

ଜମି କାରବାରକୁ ନେଇ ହତ୍ୟା

ବାଲେଶ୍ୱର ଅଫିସ, ୯ା୬: ବାଲେଶ୍ୱର ଜିଲା ଚାନ୍ଦିପୁର ରାସ୍ତା ଗଛମାଳିଆ ଛକଠାରେ ଗତ ୩ତାରିଖ ରାତିରେ ସତ୍ୟବ୍ରତ ଦାସ (୪୨)ଙ୍କୁ ହତ୍ୟା ଘଟଣାର ପର୍ଦ୍ଦାଫାସ କରିଛନ୍ତି ପୂର୍ବାଞ୍ଚଳ ଆଇଜି ହିଂମାଶୁ କୁମାର ଲାଲ୍‌। ଜମି କାରବାର ନେଇ ଟଙ୍କା ହଡ଼ପ ଓ ମଦ…

କୁରୁଣ୍ଟା ସେବା ସମବାୟ ସମିତି: ୧୫ ସଭ୍ୟ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ

ଖଇରା, ୯ା୬(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ କୁରୁଣ୍ଟା ସେବା ସମବାୟ ସମିତିରେ ସମସ୍ତ ୧୫ଟି ଜୋନର ସଭ୍ୟାସଭ୍ୟ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ସମ୍ପାଦକ ଶରତ ପଣ୍ଡା ହସ୍ତକ୍ଷେପ ପରେ ବିଭିନ୍ନ ପଞ୍ଚାୟତର ଲେକପ୍ରତିନିଧି, ଦଳୀୟ କର୍ମକର୍ତ୍ତାଙ୍କ ଆଲୋଚନା ପରେ ପ୍ରତିଦ୍ୱନ୍ଦ୍ୱିତାକୁ…

ଗାଁକୁ ପଶିଲା ଦନ୍ତା

ରୂପସା,୯।୬( ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ରୂପସା ଥାନା ଅନ୍ତର୍ଗତ ନୀଳବାଡି ଗାଁକୁ ଗୁରୁବାର ସକାଳେ ଏକ ଦନ୍ତା ପଶି ଆସିଥିଲା। ହାତୀଟି ରାମେଶ୍ୱର ଦାସଙ୍କ ଘରେ ପଶି ଧାନ ଖାଇ ଗାଁ ରାସ୍ତା ଅତିକ୍ରମ କରି ପରେ ବାରାପାଳ ଗାଁକୁ ପଶିଥିଲା…

୬ ପୋଲିସ ବିଟ୍‌ ହାଉସ୍‌ରେ ତାଲା

ବାଲେଶ୍ୱର ଅଫିସ, ୯ା୬: ବାଲେଶ୍ୱର ସହରରେ ଅପରାଧକୁ ରୋକିବା ପାଇଁ ଆବଶ୍ୟକ ସ୍ଥାନରେ ପୋଲିସ ବିଟ୍‌ ହାଉସ ଖୋଲାଯାଇଥିଲା। ସେଥିମଧ୍ୟରୁ ସୁନହଟ, ଦାମୋଦରପୁର, ଫକୀରମୋହନ ମହାବିଦ୍ୟାଳୟ, ପରମିଟ୍‌ ଘାଟ, ଭାସ୍କରଗଞ୍ଜ ଓ ବାଲିଆରେ ଥିବା ବିଟ୍‌ ହାଉସ୍‌ରେ ତାଲା ଝୁଲୁଛି। ଏଥିପାଇଁ ପୋଲିସ…

ଗରା, ବାଲ୍‌ଟି ଧରି ରାସ୍ତାରେ ବସିଲେ

ନୀଳଗିରି,୯ା୬(ସ୍ବ.ପ୍ର.): ନୀଳଗିରି ଏକ ଜଳକଷ୍ଟ ଅଞ୍ଚଳ। ନୀଳଗିରି ଅଧୀନ ସ୍ବର୍ଣ୍ଣଚୂଡ଼ ପାହାଡ଼ ଚତୁଃପାର୍ଶ୍ୱରେ ଥିବା ଗ୍ରାମଗୁଡ଼ିକରେ ଏହି କଷ୍ଟ ଖରାଦିନେ ଅଧିକ ଦେଖାଯାଇଥାଏ। ଜଳକଷ୍ଟ ସହି ନ ପାରି ଲୋକମାନେ ରାସ୍ତାକୁ ଓହ୍ଲାଇଛନ୍ତି। ବାଲ୍‌ଟି ଓ ଗରା ଧରି ଲୋକେ ରାସ୍ତା…

ଫିଲ୍ମ ଷ୍ଟାଇଲ୍‌ରେ କରିଥିଲେ ହତ୍ୟା: ଶେଷରେ ପଡ଼ିଲେ ଧରା

ବାଲେଶ୍ୱର ଅଫିସ,୮ା୬: ବାଲେଶ୍ୱର ଜିଲା ଚାନ୍ଦିପୁର ରୋଡ୍‌ ସତ୍ୟବ୍ରତ ଦାସ ଓରଫ ବାପୁନୁ ହତ୍ୟାକାଣ୍ଡ ଘଟଣାରେ ୭ ହତ୍ୟାକାରୀ ଧରା ପଡ଼ିଛନ୍ତି। ବ୍ୟବସାୟିକ ଟଙ୍କା କାରବାର ଓ ଜମିଜମା ବିବାଦକୁ ନେଇ ହତ୍ୟା କରାଯାଇଥିବା ସୂଚନା ଦେଇଛନ୍ତି ପୂର୍ବାଞ୍ଚଳ ଆଇଜି ହିମାଂଶୁ…

ଆଳୁ, ନଡ଼ିଆ ଚାଷୀଙ୍କୁ ମିଳୁନି ସବ୍‌ସିଡି ରାଶି

ରୂପସା,୮।୬(ଡି.ଏନ.ଏ.) – ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ଚାଷ ପାଇଁ ଚାଷୀଙ୍କୁ ପ୍ରୋତ୍ସାହନ ଯୋଗାଇଛନ୍ତି। ଚାଷୀଙ୍କ ଆର୍ଥତ୍କ ମାନଦଣ୍ଡ ବୃଦ୍ଧି ପାଇଁ ପର୍ଯ୍ୟାପ୍ତ ସବ୍‌ସିଡ଼ି ବ୍ୟବସ୍ଥା ଥିବାରୁ ଚାଷ କାର୍ଯ୍ୟରେ ଉତ୍ସାହ ଭରିରହିଛି। ହେଲେ ବିଭାଗୀୟ ଅଧିକାରୀଙ୍କ ବେପରୁଆ…

ସହରରେ ବଢ଼ିଚାଲିଛି ଅପରାଧ

ବାଲେଶ୍ୱର ଅଫିସ, ୮।୬ – ବାଲେଶ୍ୱର ସହରରେ ଦିନକୁ ଦିନ ଅପରାଧ ବଢିବାରେ ଲାଗିଛି। ହତ୍ୟା, ଲୁଟ୍‌ତରାଜ ଭଳି ଅପରାଧ ଘଟିଚାଲିଥିଲେ ମଧ୍ୟ ପୋଲିସ ଏହାକୁ ନିୟନ୍ତ୍ରଣ କରିବାରେ ବିଫଳ ହେଇଛି। ଜିଲାରେ କାମ କରୁଥିବା ଦୁଇଟି ମୁଖ୍ୟ ଗୋଇନ୍ଦା ସଂସ୍ଥା…

ଶତାଧିକ ଶିଳ୍ପସଂସ୍ଥା ବନ୍ଦ

ମାନସ ବିଶ୍ୱାଳ ବାଲେଶ୍ୱର ଅଫିସ, ୮।୬ ବାଲେଶ୍ୱର ଜିଲାରେ ଥିବା ବୃହତ୍‌, ମଧ୍ୟମ ଓ କ୍ଷୁଦ୍ର ଶିଳ୍ପାନୁଷ୍ଠାନଗୁଡ଼ିକ ମଧ୍ୟରୁ ଅଧିକାଂଶ ବନ୍ଦ ହୋଇପଡ଼ିଥିବା ବେଳେ ଅବଶିଷ୍ଟ ଶିଳ୍ପ ରୁଗ୍‌ଣ ଅବସ୍ଥାରେ ଚାଲୁଛି। ଫଳରେ ଏହା ଉପରେ ନିର୍ଭର କରୁଥିବା ଶତାଧିକ ପରିବାର…

ବନ୍ଦର, ପେଟ୍ରୋକେମିକାଲ୍ସ ପ୍ଲାଣ୍ଟକୁ ବିରୋଧ

ବାଲିଆପାଳ,୮।୬(ସ୍ବ.ପ୍ର.): ବାଲେଶ୍ୱର ଜିଲା ଦକ୍ଷିଣ ବାଲିଆପାଳରେ ପ୍ରସ୍ତାବିତ ବନ୍ଦର ଓ ପେଟ୍ରୋକେମିକାଲ୍ସ ପ୍ଲାଣ୍ଟ ବିରୋଧରେ ଜନଅସନ୍ତୋଷ ଦିନକୁ ଦିନ ତେଜିବାରେ ଲାଗିଛି। ଉପକୂଳ ଭିଟାମାଟି ସୁରକ୍ଷା କମିଟି ଆହ୍ବାନରେ ମଙ୍ଗଳବାର ଦକ୍ଷିଣ ବାଲିଆପାଳର ବେତାଗଡ଼ିଆ ପଞ୍ଚାୟତ ନହରା ଛକରେ ବିଶାଳ ଜନସମାବେଶ…

ସୋର ଷ୍ଟେଶନରେ ୩ଘଣ୍ଟା ରେଳରୋକୋ

ସୋର, ୭।୬(ଡି.ଏନ୍‌.ଏ.) ବିଭିନ୍ନ ଏକ୍ସପ୍ରେସ ରହଣି ଦାବିରେ ସୋମବାର ସକାଳେ ସୋର ନାଗରିକ ମଞ୍ଚ ଆବାହକତ୍ୱରେ ସୋର ଲେଭଲକ୍ରସିଂ ନିକଟ ଧାରଣାରେ ରେଳରୋକୋ କରାଯାଇଥିଲା। ଏଥିରେ ବିଭିନ୍ନ ସଙ୍ଗଠନ ମଧ୍ୟ ସାମିଲ ହୋଇଥିଲେ। ଫଳରେ ଦୀର୍ଘ ୩ ଘଣ୍ଟା ଧରି ରେଳ…

ନାମାଙ୍କନ ଦାଖଲକୁ ବିରୋଧ କଲେ ଜମାକାରୀ, ଋଣ ଗ୍ରହୀତା

ବାହାନଗା, ୭।୬(ଡି.ଏନ.ଏ.) ବାଲେଶ୍ୱର ଜିଲା ବାହାନଗା ବ୍ଲକ ପଣପଣା ସେବା ସମବାୟ ସମିତିର ନିର୍ବାଚନ ନିମନ୍ତେ ସୋମବାର ନାମାଙ୍କନ ପତ୍ର ଦାଖଲର ଶେଷ ଦିନ ଥିଲା ା ନାମାଙ୍କନ ପତ୍ର ଦାଖଲକୁ ଜମାକାରୀ ଓ ଋଣ ଗ୍ରହୀତାମାନେ ବିରୋଧ କରିବାରୁ ଶେଷ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri