ବାଲେଶ୍ୱର

୧ହଜାର କି.ମି ଦୂରରୁ ଶତ୍ରୁକୁ ଲକ୍ଷ୍ୟଭେଦ କରିପାରିବ ନିର୍ଭୟ

ବାଲେଶ୍ବର ଅଫିସ,୭।୧୦: ଡିଆର୍‌ଡିଓ ଦ୍ୱାରା ପରିଚାଳିତ ବାଲେଶ୍ବର ଜିଲା ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରର ୩ ନମ୍ବର ଲଞ୍ଚ ପ୍ୟାଡ଼ରୁ ଗୁରୁବାର କ୍ରୁଜ ମିସାଇଲ ନିର୍ଭୟର ସଫଳ…

5 years ago

ସୁବର୍ଣ୍ଣରେଖାରେ ବାରମ୍ବାର ବନ୍ୟା; ଖରିଫ ଧାନଚାଷ ବ୍ୟାପକ କ୍ଷତି

ଜଳେଶ୍ୱର, ୭ା୧୦(ଡି.ଏନ.ଏ.)-ଉତ୍ତର ବାଲେଶ୍ୱର ସହିତ ପଶ୍ଚିମବଙ୍ଗର ଉଦ୍‌ବୃତ୍ତ ବର୍ଷାପାଣି ଜଳେଶ୍ୱର, ଭୋଗରାଇ, ବାଲିଆପାଳର ବିସ୍ତୀର୍ଣ୍ଣ ଅଞ୍ଚଳ ଜଳମଗ୍ନ କରିଥିଲା। ସେହିପରି ସୁବର୍ଣ୍ଣରେଖା ନଦୀରେ ବାରମ୍ବାର ବନ୍ୟା ଦେଖାଦେବାରୁ…

5 years ago

୧କି.ଗ୍ରା. ବ୍ରାଉନ୍‌ସୁଗାର, ୨୫ଲକ୍ଷ ଜବତ କଲା ଏସ୍‌ଟିଏଫ୍‌

ଜଳେଶ୍ୱର, ୭।୧୦(ଡି.ଏନ.ଏ.): ପଶ୍ଚିମବଙ୍ଗରୁ ବିପୁଳ ପରିମାଣ ବ୍ରାଉନସୁଗାର ବାଲେଶ୍ୱର ଜିଲା ଜଳେଶ୍ୱରକୁ ଚୋରାଚାଲାଣ ହେଉଛି। ପରବର୍ତ୍ତୀ ସମୟରେ ସେଠାରୁ ଅନ୍ୟ ସ୍ଥାନକୁ ଚାଲାଣ ହେଉଛି। ବୁଧବାର ଏସ୍‌ଟିଏଫ୍‌ର…

5 years ago

ଜଙ୍ଗଲରୁ ମିଳିଲା ନରକଙ୍କାଳ

ବଡବିଲ,୭।୧୦:(ସ୍ବ.ପ୍ର.): କେନ୍ଦୁଝର ଜିଲା ରୁଗୁଡି ଥାନା ଅନ୍ତର୍ଗତ ଗନ୍ଧଲପଦା ଗ୍ରାମ ଜଙ୍ଗଲରୁ ଏକ ନରକଙ୍କାଳକୁ ପୋଲିସ ମଙ୍ଗଳବାର ଜବତକରି ବ୍ୟବଚ୍ଛେଦ ନିମନ୍ତେ କଟକସ୍ଥିତ ଏଫ୍‌ଏମଟି (ଫରେନସିକ ମେଡିସିନ…

5 years ago

ଦୁର୍ଦ୍ଦଶା ଭୋଗୁଛନ୍ତି ୩ଗାଁର ଲୋକେ

ରୂପସା, ୪ା୧୦(ଡି.ଏନ.ଏ.)-ବାଲେଶ୍ୱର ଜିଲା ବସ୍ତା ବ୍ଲକ ଅଧୀନ ନଟାକଟା ପଞ୍ଚାୟତର ଅମର୍ଦ୍ଦାରୋଡ଼ ରେଳପଥ କଡ଼ ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ଫଳରେ ଏହା ଉପରେ ନିର୍ଭର କରୁଥିବା…

5 years ago

ପୂର୍ବତନ କେନ୍ଦ୍ରମନ୍ତ୍ରୀ କରୋନା ପଜିଟିଭ୍‌

ବାଲେଶ୍ୱର ଅଫିସ,୩।୧୦: ବାଲେଶ୍ୱର ଏମ୍‌ପି ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ କରୋନା ସଂକ୍ରମିତ ହୋଇଛନ୍ତି। ସେ ଟ୍ବିଟ୍‌ କରି ରବିବାର ଏହି ସୂଚନା ଦେଇଛନ୍ତି।…

5 years ago

ମହିଳାଙ୍କ ଫୋନ୍‌ ପେ’ରୁ ୩ଲକ୍ଷ ୫୦ହଜାର ଲୁଟ୍‌

ସୋର, ୩।୧୦(ଡି.ଏନ.ଏ.)-ଜଣେ ମହିଳାଙ୍କ ଫୋନ୍‌ ପେରୁ ୩ଲକ୍ଷ ୫୦ହଜାର ଟଙ୍କା ଲୁଟ୍‌ ହୋଇଥିବା ନେଇ ଶୁକ୍ରବାର ସୋର ଥାନାରେ ଅଭିଯୋଗ ହୋଇଛି। ବାହାନଗା ବ୍ଲକ ଅଧୀନ ଗଣ୍ଡସ୍ତପୁର…

5 years ago

୨୪ ଦିନ ପରେ ପାସେଞ୍ଜର ରେଳଭଡ଼ା ଦ୍ୱିଗୁଣିତ; ଜଳେଶ୍ୱରରେ ଉତ୍ତେଜନା

ଜଳେଶ୍ୱର, ୩।୧୦(ଡି.ଏନ.ଏ.):  ଖଡ଼ଗପୁର-ଭଦ୍ରକ ମଧ୍ୟରେ ସବୁ ପାସେଞ୍ଜର ଟ୍ରେନ ଚଳାଚଳ ଲାଗି ପ୍ରବଳ ଦାବି ହେଉଥିବା ବେଳେ ତାଲା ବନ୍ଦ ପରେ ଚଳାଚଳ ଆରମ୍ଭ ହୋଇଥିବା ପାସେଞ୍ଜର ଟ୍ରେନ୍‌ର…

5 years ago

ପୁଣି ଫୁଲିଲାଣି ସୁବର୍ଣ୍ଣରେଖା

ବାଲିଆପାଳ, ୩।୧୦: ଚାଷ ଜମିରୁ ବନ୍ୟାଜଳ ଛାଡ଼ିବା ୩ଦିନ ନ ପୁରୁଣୁ ଶୁକ୍ରବାରଠାରୁ ପୁଣି ସୁବର୍ଣ୍ଣରେଖା ନଦୀର ଜଳସ୍ତର ଫୁଲିବାରେ ଲାଗିଛି। ରାଜଘାଟଠାରେ ସୁବର୍ଣ୍ଣରେଖା ନଦୀର ବିପଦସଂକେତ…

5 years ago

ମହିଳାଙ୍କ ସହ ସେଲ୍ଫି ନେଲେ, ତା ’ପରେ ଆକାଉଣ୍ଟ ଖୋଳ କରିଦେଲେ

ବାହନଗା,୨।୧୦(ଡି.ଏନ୍‌.ଏ.): ଜିନିଷ କିଣିବାକୁ ଆସି ମହିଳାଙ୍କ ସହିତ ସେଲ୍ଫି ଉଠାଇଲେ। ଆଉ ପରବର୍ତ୍ତୀ ସମୟରେ ତାଙ୍କ ମୋବାଇଲ ଚୋରି କରି ଆକାଉଣ୍ଟ ଖୋଳ କରିଦେଲେ। ଏପରି ଅଭିଯୋଗ…

5 years ago