ବଲାଙ୍ଗୀର

ଲୋଇସିଂହା ବିଧାୟକଙ୍କ ସସ୍‌ପେଣ୍ଡ ପ୍ରତିବାଦରେ ସମର୍ଥକଙ୍କ ରାସ୍ତାରୋକୋ

ଲୋଇସିଂହା,୨୯।୯(ସୁଶାନ୍ତ ବାରିକ): ଚଳିତ ବିଧାନସଭା ଅଧିବେଶନରେ ବାଚସ୍ପତିଙ୍କ ପୋଡିୟମ ଉପରକୁ ଡାଲି ଫିଙ୍ଗିବାରୁ ୨ ଭାଜପା ବିଧାୟକ ମୋହନ ମାଝୀ ଏବଂ ମୁକେଶ ମହାଲିଙ୍ଗଙ୍କୁ ଗୁରୁବାର ଗୃହରୁ ସସ୍‌ପେଣ୍ଡ କରିଥିଲେ ବାଚସ୍ପତି ପ୍ରମିଳା ମଲ୍ଲିକ। ଏଭଳି କାର୍ଯ୍ୟନୁଷ୍ଠାନ ପ୍ରତିବାଦରେ ଶୁକ୍ରବାର...

ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲରେ ରୋଗୀଙ୍କ ଜୀବନ ସହ ଖେଳ,ଚିକିତ୍ସା ନାମରେ ଶୋଷଣ ଅଭିଯୋଗ

ବଲାଙ୍ଗୀର,୨୮ା୯(ବୀରେନ୍ଦ୍ର କୁମାର ଝାଙ୍କର): ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲରେ ରୋଗୀ ଚିକିତ୍ସା ସେବା ଏବେ ପ୍ରହସନରେ ପରିଣତ ହୋଇଛି। ବିଶେଷକରି ହସ୍ପିଟାଲର ଡାଇଲିସିସ୍‌ ୱାର୍ଡରେ ରୋଗୀଙ୍କ ଜୀବନ ସହ ଖେଳ ଖେଳାଯାଉଛି ଓ ଚିକିତ୍ସା ନାମରେ ମାନସିକ...

ପିଡିଏସ୍‌ ଚାଉଳ କିଣି ନେଉଛନ୍ତି ବେପାରୀ

ଲୋଇସିଂହା,୨୩ା୯(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ଅନ୍ତର୍ଗତ ବାଦିବାହାଲ ଗ୍ରାମକୁ ବାହାର ଅଞ୍ଚଳର ଜଣେ ବେପାରୀ ଆସି ଘରଘର ବୁଲି ପିଡିଏସ୍‌ ଚାଉଳ କିଣି ନେଉଛନ୍ତି। ଯେଉଁମାନଙ୍କ ନିଜ ଖର୍ଚ୍ଚ ବାଦ ଚାଉଳ ବଳକା ରହୁଛି ସେମାନେ ବେପାରୀଙ୍କୁ...

୧୬ବର୍ଷ ହେଲା ବଜାୟ ରହିଛି ପରମ୍ପରା

ବଲାଙ୍ଗୀର ଅଫିସ,୨୧ା୯(ବୀରେନ୍ଦ୍ର ଝାଙ୍କର): ଯେଉଁ ମହାନ ଉଦ୍ଦେଶ୍ୟ ନେଇ ନୂଆଁଖାଇ ତିହାରର ପରିକଳ୍ପନା କରାଯାଇଥିଲା ତାକୁ ସାକାର ରୂପ ଦେଉଛନ୍ତି ବଲାଙ୍ଗୀର ଜିଲା ପୁଇଁତଲା ବ୍ଳକ ମହୀମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ଶିରାବାହାଲ ଗ୍ରାମବାସୀ। ଗତ ୧୬ବର୍ଷ ହେଲା ଏହି ଗ୍ରାମବାସୀ...

ଜେଲଗଲେ ପୂର୍ବତନ ପିଇଓ

ଖପ୍ରାଖୋଲ, ୧୯।୯(ଅଭୟ ତ୍ରିପାଠୀ): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ତେଲେନପାଲି ଗ୍ରାମ ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ପ୍ରଦାନରେ ଅନିୟମିତତା ଅଭିଯୋଗ ହୋଇଥିଲା। ଏ ନେଇ ବିଡ଼ିଓ ଖପ୍ରାଖୋଲ ଥାନାରେ ଅଭିଯୋଗ କରିବା ପରେ ପୂର୍ବତନ ପଞ୍ଚାୟତ ନିର୍ବାହୀ ଅଧିକାରୀ ଲଳିତ...

୧୭୧୯ ବୋତଲ କଫ୍‌ ସିରପ ଜବତ୍‌, ୧୮ ଗିରଫ

ବଲାଙ୍ଗୀର, ୧୮ା୯ (ବୀରେନ୍ଦ୍ର କୁମାର ଝାଙ୍କର): ବଲାଙ୍ଗୀର ପୋଲିସ ସୋମବାର ଆନ୍ତଃରାଜ୍ୟ କଫ୍‌ ସିରପ ଚୋରାଚାଲାଣ ର଼୍ୟାକେଟର ପର୍ଦ୍ଦାଫାଶ କରିଛି। ପୋଲିସ ଟିମ୍‌ ରବିବାର ବିଳମ୍ବିତ ରାତିରେ ଚଢ଼ାଉ କରି ୧୭୧୯ ବୋତଲ କଫ୍‌ ସିରପ ଜବତ କରିବା ସହ...

୩ ଜିଲାରେ ସ୍କ୍ରବ୍‌ ଟାଇଫସ୍‌ ଆତଙ୍କ

ଭୁବନେଶ୍ୱର, (ଅଭିଜିତ ଦାସ)/ବଲାଙ୍ଗୀର (ବୀରେନ୍ଦ୍ର ଝାଙ୍କର) /ବରଗଡ (ପ୍ରେମାନନ୍ଦ ଖମାରୀ) /ସୁନ୍ଦରଗଡ,୧୬।୯ (ଜୟ ନାରାୟଣ ମେଣ୍ଡୁଳି): ରାଜ୍ୟରେ ଏବେ ଡେଙ୍ଗୁ ସହ ଚିନ୍ତା ବଢ଼ାଇଛି ସ୍କ୍ରବ୍‌ ଟାଇଫସ୍‌। ଗତ କିଛିଦିନ ହେବ ଚିଗର ନାମକ ବିଷାକ୍ତ ପୋକ କାମୁଡାରୁ ଏହି...

ବଲାଙ୍ଗୀରର ସମସ୍ତ ସ୍କୁଲ, ଅଙ୍ଗନଓ୍ବାଡ଼ି କେନ୍ଦ୍ର ଛୁଟି ଘୋଷଣା କଲେ ଜିଲାପାଳ

ଭୁବନେଶ୍ୱର,୧୪ା୯(ଅସମାପିକା ସାହୁ): ବଲାଙ୍ଗୀରରେ ସମ୍ଭାବ୍ୟ ବନ୍ୟା ଓ ଜରୁରୀକାଳିନ ପରିସ୍ଥିତିକୁ ଦୃଷ୍ଟିରେ ରଖି ଗୁରୁବାର ଜିଲାର ସମସ୍ତ ସ୍କୁଲ ଓ ଅଙ୍ଗନଓ୍ବାଡ଼ି କେନ୍ଦ୍ରକୁ ଛୁଟି ଘୋଷଣା କରିଛନ୍ତି ଜିଲାପାଳ ଚଞ୍ଚଳ ରାଣା। ଏନେଇ ଜରୁରୀକାଳିନ ନମ୍ବର ମଧ୍ୟ ଜାରି କରାଯାଇଛି।...

ଫାଟ ମରାମତି, ମୋରମ ପକାଇ ଲୁଚାଇବା ଉଦ୍ୟମ

ଲୋଇସିଂହା, ୧୧।୯(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଆଗଲପୁର ବ୍ଲକ ମିଶନ ଶକ୍ତି ଭବନ କାର୍ଯ୍ୟକ୍ଷମ ହୋଇନାହିଁ। ହେଲେ କାର୍ଯ୍ୟାଳୟ ବ୍ୟବହାର ପୂର୍ବରୁ କାନ୍ଥ ଚାରିପଟେ ଫାଟ ସୃଷ୍ଟି ହୋଇଛି। ଲକ୍ଷାଧିକ ଟଙ୍କା ବ୍ୟୟରେ ନିର୍ମିତ କୋଠାର ଏପରି ଦୂରାବସ୍ଥାକୁ ଦେଖିଲା...

ପୂର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ: ସିନ୍‌ ରିକ୍ରିଏସନ୍‌ କଲା ପୋଲିସ

ବଲାଙ୍ଗୀର, ୧୦ା୯ (ବୀରେନ୍ଦ୍ର କୁମାର ଝାଙ୍କର): ବଲାଙ୍ଗୀର ସଦର ଥାନା ପୋଲିସ ସିଦ୍ଧାନ୍ତ ବଗର୍ତ୍ତୀ ହତ୍ୟାକାଣ୍ଡର ରବିବାର ପର୍ଦ୍ଦାଫାଶ କରିଛି। ହତ୍ୟାକାଣ୍ଡରେ ସମ୍ପୃକ୍ତ ୫ ଜଣଙ୍କୁ ପୋଲିସ ଗିରଫ କରି ସିନ୍‌ ରିକ୍ରିଏସନ୍‌ କରାଇଛି। ଗିରଫ ଅଭିଯୁକ୍ତମାନେ ହେଲେ ସାଲେପାଲି...

୩ମନ୍ତ୍ରୀଙ୍କୁ ଯୁବ କଂଗ୍ରେସର କଳାପତାକା ପ୍ରଦର୍ଶନ

ବଲାଙ୍ଗୀର, ୧୦।୯ (ବୀରେନ୍ଦ୍ର କୁମାର ଝାଙ୍କର): ଟିଟିଲାଗଡ଼ ଗସ୍ତରେ ଥିବା ତିନିଜଣ ମନ୍ତ୍ରୀଙ୍କୁ ଶନିବାର ଯୁବ କଂଗ୍ରେସ କର୍ମୀମାନେ କଳାପତାକା ଦେଖାଇ ବିରୋଧ କରିଥିଲେ। ମନ୍ତ୍ରୀଙ୍କ ପଟୁଆର ଯାଉଥିବାବେଳେ ସେମାନେ କଳାପତାକା ଦେଖାଇ ନାରାବାଜି କରିଥିଲେ। ଟିଟିଲାଗଡ ନିର୍ବାଚନ ମଣ୍ଡଳୀ...

ହସ୍ପିଟାଲ ଲାଟ୍ରିନ୍‌ରୁ ନବଜାତ ଶିଶୁକନ୍ୟା ଉଦ୍ଧାର

ବଲାଙ୍ଗୀର, ୧୦ା୯ (ବୀରେନ୍ଦ୍ର କୁମାର ଝାଙ୍କର)ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଶନିବାର ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ମହିଳା ମେଡିସିନ୍‌ ୱାର୍ଡ ଲାଟ୍ରିନ୍‌ରେ ପଡିଥିବା ଏକ ନବଜାତ ଶିଶୁକନ୍ୟାକୁ ହସ୍ପିଟାଲ କର୍ତ୍ତୃପକ୍ଷ ଉଦ୍ଧାର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri