ପ୍ରଧାନ ଶିକ୍ଷକଙ୍କ ସ୍ଥାନରେ ୨ ଜଣ ସହକାରୀ ଶିକ୍ଷକ ନେଉଛନ୍ତି ତାଲିମ: କାର୍ଯ୍ୟଦକ୍ଷତାକୁ ନେଇ ଉଠିଲା ପ୍ରଶ୍ନ
ଲୋଇସିଂହା,୧୨।୧୧(ସୁଶାନ୍ତ ବାରିକ): ପ୍ରଧାନ ଶିକ୍ଷକଙ୍କଠାରେ ବିଭିନ୍ନ ଦକ୍ଷତା ହାସଲ ପାଇଁ ଆସନ୍ତା ୧୭ ତାରିଖଠାରୁ ୫ ଦିନ ପର୍ଯ୍ୟନ୍ତ ସମ୍ଭବ ତାଲିମ ରହିଛି। ଏହାପୂର୍ବରୁ ମଙ୍ଗଳବାରଠାରୁ ୫ ଦିନ ପର୍ଯ୍ୟନ୍ତ ବଲାଙ୍ଗୀର ପୃଥୀରାଜ ହାଇସ୍କୁଲରେ ରିସୋସପର୍ସନଙ୍କ ତାଲିମ ଆରମ୍ଭ ହୋଇଯାଇଛି ।…
୨୨ ଲକ୍ଷରୁ ଅଧିକ ଟଙ୍କା ହେରଫେର ଅଭିଯୋଗ, ବଲାଙ୍ଗୀର ବଙ୍ଗୋମୁଣ୍ଡା JE ଗିରଫ
ବଲାଙ୍ଗୀର,୧୦।୧୧: ସରକାରୀ ପାଣ୍ଠି ହେରଫେର ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ବଲାଙ୍ଗୀର ଜିଲା ବଙ୍ଗୋମୁଣ୍ଡା ବ୍ଲକର କନିଷ୍ଠ ଯନ୍ତ୍ରୀ (JE) ଜୟନାରାୟଣ ବାଗ୍ଙ୍କୁ ଗିରଫ କରାଯାଇଛି। ସେ ୨୦୨୩-୨୪ ଓ ୨୦୨୪-୨୫ ଆର୍ଥିକ ବର୍ଷରେ ପ୍ରାୟ ୨୨ ଲକ୍ଷ ୧୬ ହଜାର ୭୨…
କଣ୍ଟାବାଞ୍ଜିରୁ ଚୋରି ହୋଇଥିବା ତେଲ ଟିଣ ଡୁମେରପିଟାରୁ ଜବତ
ବଲାଙ୍ଗିର,୯।୧୧(ସୁନିଲ କୁମାର ମହାନ୍ତି): ବଲାଙ୍ଗିର ଜିଲା ଦେଓଗାଁ ଥାନା ଅନ୍ତର୍ଗତ ଡୁମେରପିଟା ଗାଁରୁ କଣ୍ଟାବାଞ୍ଜିରୁ ଚୋରି ହୋଇଥିବା ବିପୁଳ ପରିମାଣର ତେଲ ଟିଣକୁ କଣ୍ଟାବାଞ୍ଜି ପୋଲିସ ରବିବାର ଚଢ଼ାଉ କରି ଜବତ କରିଛି। ସୂଚନା ମୁତାବକ, କିଛି ଦିନ ପୂର୍ବରୁ କଣ୍ଟାବାଞ୍ଜି…
ଗଛକଟାକୁ ଗ୍ରାମବାସୀଙ୍କ ବିରୋଧ
ଲାଞ୍ଜିଗଡ଼,୮।୧୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଆଦିବାସୀ ଅଧ୍ୟୁଷିତ ଦୁର୍ଗମ ଲାଞ୍ଜିଗଡ଼ ଓ ତ୍ରିଲୋଚନପୁର ରିଜର୍ଭ ଜଙ୍ଗଲ ଅଞ୍ଚଳରେ ଗ୍ୟାସ ଲାଇନ ଯିବାକୁ ନେଇ ମୂଲ୍ୟବାନ ଶତାଧିକ ଗଛ କଟା ଚାଲିଛି। ଏହାକୁ ବିରୋଧ କରି ଗଛକଟା ବନ୍ଦ…
ପ୍ରତିଭା ସମ୍ମାନ ସମାରୋହ: ପ୍ରତିଭାକୁ ଖୋଜିଖୋଜି…
ବଲାଙ୍ଗୀର,୮।୧୧(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଓକିଲ ସଂଘ ପକ୍ଷରୁ ସ୍ବତନ୍ତ୍ର ପ୍ରତିଭା ସମ୍ମାନ ସମାରୋହ ଶନିବାର ଜିଲା ସିଭିଲ କୋର୍ଟ ବାର ହଲଠାରେ ଅନୁଷ୍ଠିତ ହୋଇଛି। ଜିଲା ଓକିଲ ସଂଘ ସଭାପତି ବାସୁଦେବ ରଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପ୍ରତିଭା ସମ୍ମାନ…
ମାସେ ହେଲାଣି ଦେଓଗାଁ ଅଞ୍ଚଳରେ ହିଂସାଜନକ ପରିସ୍ଥିତି: ଶାନ୍ତି ଫେରାଇ ଆଣିବାକୁ…
ବଲାଙ୍ଗୀର,୬।୧୧(ସୁନୀଲ କୁମାର ମହାନ୍ତି): ରାଷ୍ଟ୍ରୀୟ ହିନ୍ଦୁ ପରିଷଦ ଓଡ଼ିଶା ସଂଗଠନ ପକ୍ଷରୁ ବଲାଙ୍ଗୀର କୃଷି ଭବନ ସମ୍ମିଳନୀ କକ୍ଷଠାରେ ଗୁରୁବାର ଏକ ଖବରଦାତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବଲାଙ୍ଗୀର ଦେଓଗାଁ ଅଞ୍ଚଳରେ ଦୀର୍ଘ ଏକ ମାସ ଧରି ଲାଗି ରହିଥିବା…
ଗୁରୁ ନାନକଙ୍କ ଜୟନ୍ତୀ ପାଳିଲେ ଶିଖ୍ ସମ୍ପ୍ରଦାୟ
ବଲାଙ୍ଗୀର,୬ା୧୧(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରସ୍ଥିତ ଗୁରୁଦ୍ୱାର ଶ୍ରୀ ଗୁରୁ ସିଂହ ସଭାଠାରେ ବୁଧବାର ଶିଖ୍ ଧର୍ମଗୁରୁ ଗୁରୁ ନାନକଜୀଙ୍କ ଜୟନ୍ତୀ ଧୂମ୍ଧାମରେ ପାଳନ କରାଯାଇଛି। ଏହି ଅବସରରେ ଅଖଣ୍ଡ ପାଠ, ନଗର କୀର୍ତ୍ତନ, ଲଙ୍ଗର କାର୍ଯ୍ୟକ୍ରମ କରାଯାଇଥିଲା। ଏଥିରେ ବଲାଙ୍ଗୀର…
ପାନୀୟ ଜଳ ପାଇଁ ରାସ୍ତାକୁ ଓହ୍ଲାଇଲେ ଗ୍ରାମବାସୀ, ଜାତୀୟ ରାଜପଥ ଅବରୋଧ କରି…
ବଲାଙ୍ଗିର/ସଇଁତଳା,୬।୧୧ (ସୁନିଲ ମହାନ୍ତି ,ରଖାଲ ପ୍ରସାଦ ଶତପଥୀ ): ବଲାଙ୍ଗିର ଜିଲା ସଇଁତଳା ବ୍ଲକ କେରମେଲି ପଞ୍ଚାୟତ ଅନ୍ତର୍ଗତ ଲାଚୁଟ ଗ୍ରାମବାସୀ ପାନୀୟ ଜଳ ପାଇଁ ଜାତୀୟ ରାଜପଥ -୨୬ନଂ ରାସ୍ତା କୁ ଅବରୋଧ କରିଛନ୍ତି। ସୂଚନା ଅନୁସାରେ ଲାଚୁଟ ଗ୍ରାମବାସୀ…
ବଲାଙ୍ଗୀରରେ ବିଗୁଡୁଛି ଆଇନଶୃଙ୍ଖଳା
ବଲାଙ୍ଗୀର,୬ା୧୧(ବୀରେନ୍ଦ୍ର କୁମାର ଝାଙ୍କର): ବଲାଙ୍ଗୀର ଜିଲାର ଆଇନ ଶୃଙ୍ଖଳା ପରିସ୍ଥିତି ଧୀରେ ଧୀରେ ହୁଗୁଳା ହେବାରେ ଲାଗିଛି। ସହରରେ ଅସାମାଜିକ ତତ୍ତ୍ୱ, ନିଶାଖୋରଙ୍କ ଉପତ୍ାତ ବଢ଼ିବାରେ ଲାଗିଛି। ଖାଲି ସହର ନୁହେଁ ଏବେ ଗଁା ଗଁାରେ ଅଶାନ୍ତି ଓ ଉତ୍ତେଜନା ବଢ଼ିବାରେ…
ଅଜଣା ଗାଡ଼ି ଧକ୍କାରେ ଦୁଇଜଣଙ୍କ ମୃତ୍ୟୁ
ଲୋଇସିଂହା, ୫।୧୧(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଆଗଲପୁର ଥାନା ଅନ୍ତର୍ଗତ ଭରସୁଜା ଛେଲିଆପାଟ ମନ୍ଦିର ସମ୍ମୁଖରେ ବୁଧବାର ସନ୍ଧ୍ୟାରେ ଅଜଣା ଗାଡ଼ି ଧକ୍କାରେ ଦୁଇଜଣଙ୍କ ମୃତ୍ୟୁ ଘଟିଛି। ମୃତକମାନେ ହେଲେ ବଡ଼ଟୀକା ପଞ୍ଚାୟତ ଅନ୍ତର୍ଗତ ସହାଜଛାପର ଗ୍ରାମର ଚେରୁ ବେହେରା (୫୨)…
୩ନେତାଙ୍କ ଗୁପ୍ତ ମନ୍ତ୍ରଣା: କାହିଁକି ନରସିଂହଙ୍କ ଘରେ ପହଞ୍ଚିଲେ…
ବଲାଙ୍ଗୀର,୧୧୧ (ବୀରେନ୍ଦ୍ର କୁମାର ଝାଙ୍କର): ବିଭିନ୍ନ ପ୍ରସଙ୍ଗକୁ ନେଇ ସମ୍ପ୍ରତି ରାଜ୍ୟ ରାଜନୀତି ଜୋର ଧରିଛି। ଏତିକି ବେଳେ ରାଜ୍ୟ କଂଗ୍ରେସର ୩ ବରିଷ୍ଠ ନେତାଙ୍କ ମିଳିତ ଆଲୋଚନା ବା ଗୁପ୍ତ ମନ୍ତ୍ରଣା ଚର୍ଚ୍ଚାର ବିଷୟ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ,…
ବଲାଙ୍ଗୀରରେ ବୋଇତ ବନ୍ଦାଣ: ଡଙ୍ଗା ଭସାଇଲେ ଶ୍ରଦ୍ଧାଳୁ
ବଲାଙ୍ଗୀର,୫।୧୧(ସୁନିଲ କୁମାର ମହାନ୍ତି): ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ବଲାଙ୍ଗୀର ସହରବାସୀ ସହରରେ ଥିବା ପୋଖରୀମାନଙ୍କରେ ଡଙ୍ଗା ଭସାଇଛନ୍ତି । ଘଣ୍ଟ ବାଦ୍ୟ ଧ୍ୱନିରେ ବୁଧବାର ଭୋର ପ୍ରକମ୍ପିତ ହୋଇଥିଲା। ପୋଖରୀ କୂଳମାନଙ୍କରେ ଡଙ୍ଗା ଭସାଇବା ପାଇଁ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ…
Archives


