ବଲାଙ୍ଗୀର

ମା’ର ପରେ ବାପ୍‌ ଆରପାରେ: ଛେଉଁଡ ନାତିନାତେନ୍‌ ଚିନ୍‌ତାରେ ଅଜାଆଈ

ଲୋଇସିଂହା, ୩୦।୧୦(ଡି.ଏନ୍‌.ଏ.)-ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ସେମେଲମୁଣ୍ଡା ଗଁାରେ ଗୁଟେ ଦୁଖର ଘଟନା ଦେଖ୍‌ବାକେ ମିଲିଛେ। ଆଏଜ୍‌କେ ୫ ବଛର ତଲେ ଗଁାର ଝନେ ମହିଲାକଁର ମୁର୍‌ତୁ ହେଇଥିଲା। ସେନ୍‌ତା ଗଲା ଦିଆଲି ଦିନ ତାକର ଆପ୍‌ନେକଁର ସଡ଼କ ଦୁରଘଟନାରେ ମୁର୍‌ତୁ…

ସରକାରୀ ସାହାଯ୍‌ ଆଶ୍‌ରେ ବୁନାକାର ପରିବାର

ଲାଠୋର, ୨୯ା୧୦ (ଡି.ଏନ୍‌.ଏ.)- ସରକାର ବୁନାକାର ପରିବାରମାନକୁ ଅନେକ ସୁବିଧା ସୁଯୋଗ ଯୁଗେଇ ଦେଉଛନ୍‌। ସେନ୍‌ତା ଭିନେ ଭିନେ ଗଁାଗଁଲିରେ ଥିବାର ବୁନାକାରମାନକୁ ପ୍ରଶିକ୍ଷକମାନକର ଜରିଆରେ ବୁନବାର ନୂତନ କଳାକଉଶଲ, ତରିକା ଶିଖାଯାଉଛେ। ସରକାର ବୁନାକାରମାନକୁ ଅଲପ୍‌ ସୁଧରେ ରୁଣ ଯୁଗେଇ…

ହୃଦ୍‌ରୋଗରେ ଆକ୍ରାନ୍ତ କୈକେୟୀ, ଚିକିତ୍ସା ପାଇଁ ଅର୍ଥ ବାଧକ

ଖପା୍ରଖୋଲ, ୨୭ା୧୦(ଡି.ଏନ.ଏ) – ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ମଟିଆଭଟା ପଞ୍ଚାୟତ ଅନ୍ତର୍ଗତ ପୁତୁଲାମହୁଲ ଗାଁର ଦେବରାଜ ବରିହାଙ୍କ ଝିଅ କୈକେୟୀ (୧୫)। ନବମ ଶ୍ରେଣୀର ପଢୁଛନ୍ତି। କିଛି ଦିନ ହେଲା ହୃଦ୍‌ରୋଗରେ ପୀଡିତ। ଗରୀବ ପରିବାର ହୋଇଥିବାରୁ ଚିକତ୍ସା ପାଇଁ…

ମୋ ସରକାର ଯୋଜନା ରୂପାୟନ ପରଖିଲେ ଏସ୍‌ପି

ବଲାଙ୍ଗୀର ଅଫିସ, ୨୭ା୧୦ – ରାଜ୍ୟ ସରକାର ମୋ ସରକାର ଯୋଜନା ଲାଗୁ କଲାପରେ ବଲାଙ୍ଗୀର ଜିଲାରେ ଏହି ଯୋଜନା କିଭଳି ରୂପାୟନ ହେଉଛି ଅଭିଯୋଗକାରୀଙ୍କ ନିକଟକୁ ଯାଇ ପରଖିଛନ୍ତି ଏସ୍‌ପି ମଡକର ସନ୍ଦୀପ ସମ୍ପଦ। ଶନିବାର ଅପରାହ୍ନରେ ଟାଉନ ଥାନା…

୫ଟି କାର୍ଯ୍ୟକାରିତା, ଅଗ୍ରଗତିର ସମୀକ୍ଷା

ବଲାଙ୍ଗୀର ଅଫିସ, ୨୭।୧୦ – ବଲାଙ୍ଗୀର ଡିଆରଡିଏ ସମ୍ମିଳନୀ କକ୍ଷରେ ୫ଟିର କାର୍ଯ୍ୟକାରିତା ଓ ଅଗ୍ରଗତି ସମ୍ପର୍କିତ ଏକ ଜିଲାସ୍ତରୀୟ ବିଚାର ମନ୍ଥନ ସମୀକ୍ଷା ବୈଠକ ଜିଲାପାଳ ଅରିନ୍ଦମ ଡାକୁଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଅତିରିକ୍ତ ଜିଲାପାଳ ପରକ୍ଷୀତ…

ଭତାରୁ ବଁଚିତ୍‌ ତୁଳସୀ: ଦାଉ ସାଧୁଛେ କିଡ଼୍‌ନୀ ରୋଗ୍‌

ଲୋଇସିଂହା,୨୪।୧୦ (ଡି.ଏନ୍‌.ଏ.)- ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ କର୍ଲିପାଟ ଗାଁର ବିଧବା ତୁଳସୀ ନାଗ(୫୦)। ଆପନେ ଚାଲିଯିବାର ଆଏଜ୍‌କେ ବଛ୍‌ରେ ବିତିଯାଇଥିଲେ ବି ସେ ବିଧବା ଭତାରୁ ବଁଚିତ୍‌ ହେଇ ରହିଥିବାର ଅଭିଯୋଗ କରିଛନ୍‌। ସୂଚନା ଅନ୍‌ସାରେ କର୍ଲିପାଟ ଗାଁର ବିଧବା…

ଭତାର ଲାଗି ୭ଥର ଆବେଦନ କରି ବୁରୁଧ୍‌ ନିରାଶ

ଗଣ୍ଡତୁରୁମ, ୨୩।୧୦(ଡି.ଏନ୍‌.ଏ.)-ଉଭଏ କେନ୍ଦ୍ର ଆର ରାଏଜ୍‌ ସରକାର ଗରିବ୍‌ ଦୁଖିକର ଲାଗି ଚାଉଲଠାନୁ ମୂଲ କରି ଅବାସ ଯୋଜନାରେ ଘର, ବୁଢ଼ାବୁଢ଼ି, ଭିନ୍ନକ୍ଷମମାନକୁ ଭତା ଯୁଗେଇ ଦେଉଛନ୍‌। ହେଲେ ସରକାରୀ ସର୍ଭେରେ ଭୁଲଭଟକା ଲାଗି ଅନେକ ହକ୍‌ଦାର ହିତାଧିକାରୀ ଯୋଜନାର ଲାଭ…

ଜେଲ୍‌ ଗଲେ ହଳଦୀ ମିଲ୍‌ ମାଲିକ

ବଲାଙ୍ଗୀର ଅଫିସ,୨୩ା୧୦- ହଳଦୀ ଭଳି ନିତ୍ୟ ବ୍ୟବହାର୍ଯ୍ୟ ଖାଦ୍ୟ ସାମଗ୍ରୀରେ ଅପମିଶ୍ରଣ କରୁଥିବା ଜଣାପଡିବା ପରେ ବଲାଙ୍ଗୀର ଟାଉନ ଥାନା ପୋଲିସ ପକ୍ଷରୁ କ୍ଲବ୍‌ପଡା ଲିଟେରାରୀ ଆଣ୍ଡ ସୋସିଆଲ କ୍ଲବ୍‌ ନିକଟରେ ଥିବା ଶର୍ମା ଫୁଡ୍‌ ଫ୍ୟାକ୍ଟ୍ରିରେ ସେମବାର ଚଢ଼ାଉ କରାଯାଇଥିଲା…

ବଲାଙ୍ଗୀର ବନ୍ୟା ପୀଡ଼ିତଙ୍କ ଲାଗି ହଜାରେ କୋଟିର ସ୍ବତନ୍ତ୍ର ଆର୍ଥିକ ପ୍ୟାକେଜ ଦାବି: ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ବଲାଙ୍ଗୀର ଅଫିସ,୨୨।୧୦: ବଲାଙ୍ଗୀର ଜିଲା ବନ୍ୟା ପୀଡ଼ିତଙ୍କ ଲାଗି ହଜାରେ କୋଟିର ସ୍ବତନ୍ତ୍ର ଆର୍ଥିକ ପ୍ୟାକେଜ ଦାବିରେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ କଂଗ୍ରେସ ପକ୍ଷରୁ ମଙ୍ଗଳବାର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ସ୍ଥାନୀୟ ବିଧାୟକ ନରସିଂହ ମିଶ୍ର, କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ…

କ୍ଷେତ୍ର ପରିଦର୍ଶନ କଲା ଏକ୍ସପର୍ଟ କମିଟି

ବଲାଙ୍ଗୀର ଅଫିସ,୨୨ା୧୦ ଓଡିଶା ସରକାରଙ୍କ ଏକ ଏକ୍ସପର୍ଟ ଟିମ୍‌ ସୋମବାର ବଲାଙ୍ଗୀର ଜିଲା ଗସ୍ତ କରି ଜିଲାର ବିଭିନ୍ନ ଗଁା ବୁଲି ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାର କାର୍ଯ୍ୟ ତଦାରଖ କରିଛନ୍ତି ା ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାଗୁଡିକର ଉତ୍କୃଷ୍ଟ କାର୍ଯ୍ୟାନ୍ବୟନ ଏବଂ…

ଛାର୍‌ରି ଝି’ର ଚିନ୍‌ତାରେ ବୁରୁଧ୍‌ ମା’ବାପ୍‌

ଲାଠୋର, ୨୨।୧୦(ଡି.ଏନ୍‌.ଏ.)- ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଲାଠୋର ପଁଚେତ୍‌ ସଦର କର୍ତ୍ତିଆପଡ଼ାର ବାସିନ୍‌ଦା ବୁରୁଧ୍‌ ଦମ୍ପତି ବଂଶୀଧର ସାହୁ(୬୮) ଆର ସପୁର ସାହୁ(୬୨)। ଇ ଦମ୍ପତିକର ୪ ଝି’। ପରିବାରଟା ନିହାତି ଗରିବ୍‌ ହେଇଥିଲାବେଲେ ଦମ୍ପତି କୁଲିମଜୁରି କରି କୁଟୁମ…

ହଳଦୀରେ ଅପମିଶ୍ରଣ: ମିଲ୍‌ରେ ପୋଲିସର ଚଢ଼ାଉ

ବଲାଙ୍ଗୀର ଅଫିସ, ୨୧।୧୦: ବଲାଙ୍ଗୀର ସହର ଲିଟେରାରୀ କ୍ଲବ ନିକଟରେ ଥିବା ଏକ ମିଲ୍‌ରେ ହଳଦୀରେ ଅପମିଶ୍ରଣ କରାଯାଉଥିବା ସୂଚନା ପାଇ ଟାଉନ ଥାନା ପୋଲିସ ସୋମବାର ଚଢ଼ାଉ କରିଛି। ଖୁଦ, ଚାଉଳ ଗୁଣ୍ଡ, ତେଜପତ୍ର, ପଲିଥିନ୍‌ ପ୍ୟାକେଟ ସମେତ ଅନ୍ୟାନ୍ୟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri