ଛାତ୍ରୀଛାତ୍ରଙ୍କ ସହ ମଧ୍ୟାହ୍ନଭୋଜନ କଲେ ଗଣଶିକ୍ଷା ମନ୍ତ୍ରୀ
ବଲାଙ୍ଗୀର ଅଫିସ, ୧୨ା୨ – ବଲାଙ୍ଗୀର ଜିଲା ଗସ୍ତରେ ଆସିଥିବା ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ମଙ୍ଗଳବାର ସ୍ଥାନୀୟ ଡିଇଓ ଅଫିସରେ ଅନୁଷ୍ଠିତ ପ୍ରଧାନଶିକ୍ଷକ ସମ୍ମିଳନୀରେ ଯୋଗଦେବା ପରେ ହଠାତ୍ ନିକଟସ୍ଥ ସରକାରୀ ପ୍ରାକ୍ଟିସିଂ ପ୍ରାଥମିକ ବିଦ୍ୟାଳୟ…
ବିକାଶନୁ ବହୁତ୍ ଦୂରେ ଡେବ୍ରିଆମୁଣ୍ଡାବାସୀ
ଲାଠୋର, ୧୨।୨ (ଡି.ଏନ୍.ଏ.)- କେନ୍ଦ୍ର ଆର ରାଏଜ୍ ଉଭଏ ସରକାର ଗଁଗଁଲିର ବିକାଶ କଥା କହୁଛନ୍। ଇଥିରଲଗି ଅନେକ ଯୋଜନା ବି କାଯ୍କାରୀ କରି ଫିବଛର କୋଟି କୋଟି ଟଁକା ଖରଚ୍ କରୁଛନ୍। ହେଲେ ଆଏଜ୍ ବି ଅନେକ ଗଁାଗଁାଡ଼ାର ଲୋକ୍…
ବ୍ୟବସ୍ଥା ଉପରୁ ବିଶ୍ୱାସ ତୁଟାଅ ନାହିଁ
ବଲାଙ୍ଗୀର ଅଫିସ, ୧୨ା୨ – ବଲାଙ୍ଗୀର ଜିଲା ଶିକ୍ଷା ଅଧିକାରୀ ଅଫିସ ସମ୍ମିଳନୀ କକ୍ଷରେ ମଙ୍ଗଳବାର ମାଧ୍ୟମିକ ବିଦ୍ୟାଳୟ ପ୍ରଧାନଶିକ୍ଷକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା ା ଏହି ସମ୍ମିଳନୀରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଯୋଗଦାନ କରି…
ଏସ୍ଇସିସି ତାଲିକାରେ ଭୁଲ୍ଭଟକା: ଆବାସ ଯୋଜନାରୁ ବଁଚିତ୍ ୩୪ ଆଦିବାସୀ ପରିବାର
ଲାଠୋର, ୧୧।୨ (ଡି.ଏନ୍.ଏ.)- କେନ୍ଦ୍ର ସରକାର ୨୦୧୧ ସାଲେ ସାରାଦେଶରେ ଏସ୍ଇସିସି(ସାମାଜିକ, ଆର୍ଥତ୍କ, ଜାତି ଭିତ୍ତିକ) ଜନଗଣନା କରେଇଥିଲେ। ସେ ହିସାବେ ଆମର ରାଏଜେ ବି ସରକାରୀ କରମ୍ଚାରୀମାନେ ଘର ଘର ବୁଲି ଇ ଜନଗଣନା କରିଥିଲେ। ହେଲେ ସରକାରୀ…
ଟ୍ରକ୍ ପଛରୁ ପିଟିଲା ବୋଲେରୋ: ୩ ମୃତ, ୪ ଗୁରୁତର
ବଲାଙ୍ଗୀର ଅଫିସ/ ପୁଇଁତଲା,୯।୨(ଡି.ଏନ୍.ଏ.): ବଲାଙ୍ଗୀର-ସୋନପୁର ୫୭ ନଂ. ଜାତୀୟ ରାଜପଥର ବନବାହାଲ ନିକଟରେ ରବିବାର ଭୋର ସମୟରେ ଏକ ଦୁର୍ଘଟଣା ଘଟିଛି। ରାସ୍ତାରେ ଛିଡା ହୋଇଥିବା ଟ୍ରକ୍ ପଛରୁ ବୋଲେରୋ ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା…
ଏବେ ବି ଆକାଂକ୍ଷୀ
ସ୍ବାଧୀନତାର ୭୩ ବର୍ଷ ପରେ ବି ବଲାଙ୍ଗୀର ଜିଲା ଅନଗ୍ରସର ଜିଲା ମାନଚିତ୍ରରୁ ମୁକୁଳି ନାହିଁ। ବିଭିନ୍ନ ସମୟରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିକାଶ ମାନକରେ ବଲାଙ୍ଗୀର ଜିଲାର ଅନଗ୍ରସରତା ସ୍ପଷ୍ଟ ପ୍ରତିଫଳିତ ହୋଇଛି। ଅର୍ଥନୈତିକ ଅନଗ୍ରସରତା ଓ ଆଞ୍ଚଳିକ…
ପରଶାସନର ଭୁଲ୍ ଲାଗି ରୁଗୀ ଦହଗଁଜ୍
ଲାଠୋର, ୮।୨ (ଡି.ଏନ୍.ଏ.)- ବଲାଙ୍ଗୀର ଜିଲା ତୁରେକେଲା ବ୍ଲକ ପରଶାସନର ଭୁଲ୍ ଲାଗି ଗଇନ୍ଦିମାଲ ଗଁାର ପକ୍ଷାଘାତ ରୁଗୀ ଲଛମନ କୁମ୍ଭାର(୫୭) ଚିକିଛା କରେଇ ନାଇଁପାରବାର ବଲି ତାକର ଝି’ ତୁଳସୀ କୁମ୍ଭାର ଅଭିଯୋଗ କରିଛନ୍। ସୂଚନା ଅନ୍ସାରେ ଗଇନ୍ଦିମାଲର…
ସମସିଆ ଘେରରେ ଲାଠୋର ଉ.ପ୍ରା.ବିଦ୍ୟାଲୟ: କୁଠି ଅଭାବୁ ପାଠ୍ପଢ଼ାରେ ଖେଲଢ଼େପ୍
ଲାଠୋର, ୮।୨ (ଡି.ଏନ୍.ଏ.)- ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଲାଠୋର ସରକାରୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଲୟ ନାନା ସମସିଆ ଘେରରେ ରହିଛେ। ସ୍କୁଲରେ ଅନେକ ଦିନ୍ ହେଲା ପଢ଼ା କୁଠି ଅଭାବ୍କେ ପିଇଲା ପାଏନ୍ ସମସିଆ ଲାଗି ରହିଛେ।…
ଆବାସ ଯୋଜନାରୁ ଉପେକ୍ଷିତ ଅଭିଯୋଗ: ଦଦ୍ରା କୁରିଆରେ ବୁରୁଧ୍ ଦମ୍ପତି
ଲୋଇସିଂହା, ୭।୨ (ଡି.ଏନ୍.ଏ.)-ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ଅଧୀନ ଯୋଗୀସର୍ଡ଼ା ଗଁାର ବୁରୁଧ୍ କୃଷ୍ଣଚନ୍ଦ୍ର ପଧାନକୁଁ ଆବାସ ଯୋଜନାରେ ସାମିଲ କରାଯଇଛେ। ହେଲେ ପଁଚେତ୍ କତୁରପକ୍ଷକଁର ଖାମ୍ଖିଆଲି ମନ୍ଭାବ ଲାଗି କୃଷ୍ଣଚନ୍ଦ୍ର କାର୍ଯ୍ୟାଦେଶ ନାଇଁ ପାଇପାରୁଥିବାର ଅଭିଯୋଗ କରିଛନ୍। ଏନ୍ତାଥି ବିପଦ୍…
ପାଟଖଣ୍ଡା ମହୋତ୍ସବ ଉଦ୍ଘାଟିତ
ଦେଓଗାଁ, ୭ା୨(ଡି.ଏନ.ଏ.) – ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକ ଜରାସିଂହା ମିନି ଷ୍ଟାଡିୟମରେ ଗୁରୁବାର ୧୦ମ ପାଟଖଣ୍ଡା ମହୋତ୍ସବ ଉଦ୍ଘାଟିତ ହୋଇଯାଇଛି। ମହୋତ୍ସବ କମିଟି ଆୟୋଜନରେ ୪ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ମହୋତ୍ସବର ଉଦ୍ଘାଟନ ସନ୍ଧ୍ୟାରେ କେନ୍ଦ୍ର ସମବାୟ ବ୍ୟାଙ୍କ…
ବଲାଙ୍ଗୀରରେ ଯୋଗାଣ ମନ୍ତ୍ରୀଙ୍କ ସମୀକ୍ଷା ବୈଠକକୁ ଧସେଇ ପଶିଲେ ଚାଷୀ
ବଲାଙ୍ଗୀର ଅଫିସ, ୬।୨- ବଲାଙ୍ଗୀର ଗସ୍ତରେ ଆସି ସ୍ଥାନୀୟ ଡିଆର୍ଡିଏ ସମ୍ମିଳନୀ କକ୍ଷରେ ରାଜ୍ୟ ଖାଦ୍ୟ ଓ ଯୋଗାଣ ବିଭାଗ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସାଇଁ ସମୀକ୍ଷା କରୁଥିବାବେଳେ ବୈଠକ ଭିତରକୁ କିଛି ଚାଷୀ ଧସେଇ ପଶିଥିଲେ। ଚାଷୀଙ୍କ ସହ ଧାନ…
ବାର୍ହା ଫାଶରେ ପଡ଼ି ଯୁବକ ଗୁରୁତର
ଲୋଇସିଂହା,୬।୨(ଡି.ଏନ୍.ଏ.): ବଲାଙ୍ଗୀର ଜିଲା ଲୋଇସିଂହା ଥାନା ଅନ୍ତର୍ଗତ ସିଆଲବାହାଲି ଗାଁରେ ବିଛାଯାଇଥିବା ବାର୍ହା ଫାଶରେ ପଡ଼ି ଜଣେ ଯୁବକ ଗୁରୁତର ହୋଇଥିବା ଅଭିଯୋଗ ହୋଇଛି। ସେ ହେଲେ ସିଆଲବାହାଲି ଗାଁର ଭିକାରି ଧରୁଆ। ତାଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ଉଦ୍ଧାର କରାଯାଇ ବୁର୍ଲା…
Archives


