ସମସିଆ ଘେରରେ ଲାଠୋର ଉ.ପ୍ରା.ବିଦ୍ୟାଲୟ: କୁଠି ଅଭାବୁ ପାଠ୍‌ପଢ଼ାରେ ଖେଲଢ଼େପ୍‌

 

ଲାଠୋର, ୮।୨ (ଡି.ଏନ୍‌.ଏ.)-
ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଲାଠୋର ସରକାରୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଲୟ ନାନା ସମସିଆ ଘେରରେ ରହିଛେ। ସ୍କୁଲରେ ଅନେକ ଦିନ୍‌ ହେଲା ପଢ଼ା କୁଠି ଅଭାବ୍‌କେ ପିଇଲା ପାଏନ୍‌ ସମସିଆ ଲାଗି ରହିଛେ। ସମସିଆର ସମାଧାନ ଲାଗି ସ୍କୁଲ କତୁରପକ୍ଷ ବିଭାଗୀୟ ଉଚ କତୁପକ୍ଷକୁଁ ଜନେଇଥିଲେ ବି କିଛି ଲାଭ ନାଇଁ ହେବାର ବଲି କହିଛନ୍‌।
ସୂଚନା ଅନ୍‌ସାରେ ଇଂରେଜ ଶାସନ ସମିଆରେ ୧୯୧୪ ସାଲେ ଅଂଚଲରେ ଶିକ୍ଷାକର ବିକାଶ ଲାଗି ଲାଠୋରରେ ଗୁଟେ ପ୍ରାଥମିକ ସ୍କୁଲର ଥାପନା କରାଯାଇଥିଲା। ଏହେଦେ ଇ ସ୍କୁଲରେ ୧ମରୁ ୮ମ ଶ୍ରେଣୀ ତକ୍‌ ମୋଟ ୨୭୦ ଝନ୍‌ ଛାତ୍ରୀଛାତ୍ର ପାଠ୍‌ ପଢ଼ୁଛନ୍‌। ହେଲେ ସ୍କୁଲରେ ଅନେକ ଦିନ୍‌ ହେଲା ପଢ଼ା କୁଠି ଅଭାବ୍‌କେ ପିଇଲା ପାଏନ୍‌ ସମସିଆ ଲାଗି ରହିଛେ। ୫ମରୁ ୮ମ ଶ୍ରେଣୀ ତକ୍‌ ପିଲାକର ଲାଗି ପଢ଼ାକୁଠି ରହିଛେ। ହେଲେ କୁଠି ଅଭାବୁ ୧ମ ଆର ୪ର୍ଥ ଶ୍ରେଣୀର ଛାତ୍ରୀଛାତ୍ର ଗୁଟେ କୁଠିଥି ପଢ଼ୁଥିଲାବେଲେ ୨ୟ ଆର ୩ୟ ଶ୍ରେଣୀର ପିଲା ଆରଗୁଟେ କୁଠିଥି ପଢ଼ୁଛନ୍‌। ଏନ୍‌ତାଥି ପାଠ୍‌ପଢ଼ାରେ ଖେଲଢ଼େପ ହେଉଥିବାର ଅଭିଯୋଗ ହେଉଛେ। ସ୍କୁଲରେ ଥିବାର ପୁରନା କୁଠି ଜାଗାରେ ନୂତନ କୁଠି ତିଆରବାର ଲାଗି ଭାଂଗି ଦିଆଯାଇଛେ। ହେଲେ ଆଏଜ୍‌ତକ ନୂତନ କୁଠି ତିଆର ନାଇଁ ହେବାର। ସେନ୍‌ତା ସ୍କୁଲରେ ଗୁଟେ ନଲ୍‌ଚୁଅଁା ରହିଛେ ସତ୍‌। ହେଲେ ଦରକାର ହିସାବେ ସେଥ୍‌ରୁ ପାଏନ୍‌ ନାଇଁ ବାହାରବାର। ସ୍କୁଲରେ ୨୭୦ ଛାତ୍ରୀଛାତ୍ର ପାଠ୍‌ ପଢ଼ୁଥିଲାବେଲେ ବେଲାକେ ବସିକରି ଖାଏବାର ଲାଗି ଜାଗାଠାନ୍‌ ନଁାଇଁନ। ଛାତ୍ରୀଛାତ୍ର ଖୁଲା ଆକାଶ ତଲେ ବସି ଖାଉଛନ୍‌। ଏନ୍‌ତାଥି ଛାତ୍ରୀଛାତ୍ର ବସିକରି ଖାଏବାର ଲାଗି ଗୁଟେ ହଲ୍‌ର ନିହାତି ଦରକାର ରହିଛେ। ଇ ସବୁ ସମସିଆର ସମାଧାନ ଲାଗି ସ୍କୁଲ କତୁରପକ୍ଷ ଥାନୀଅ ରାଜନେତାନୁ ବିଭାଗୀୟ ଅଧ୍‌କାରୀମାନକୁ ଜନେଇଛନ୍‌। ହେଲେ ଇ ଦିଗେ କେହି ପଦକ୍ଷେପ ନାଇଁ ନେବାର ଲାଗି ଛାତ୍ରୀଛାତ୍ର ନାନା ସମସିଆରେ ଭିତରେ ପାଠ୍‌ ପଢ଼ୁଛନ୍‌। ୧୦୬ ବଛର ପୁରନା ସ୍କୁଲକେ ଅନ୍‌ଦେଖା କରବାରଟା ନିହାତି ଲାଜ୍‌ଲଜନା କଥା ବଲି ଅଂଚଲର ଶିକ୍ଷା ପେମୀମାନେ କହୁଛନ୍‌। ଇ ବାବ୍‌ଦେ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ବିଭୁଷିନୀ ପାଣିଗ୍ରାହୀକୁଁ ପଚ୍‌ରାଲାରୁ ଆମେ ସମକୁ ଗୁହାରି କରି ନିରାଶ ହେଇଛୁଁ। ତାର ବାହାରେ ବି ନାନା ସମସିଆ ଭିତରେ ସ୍କୁଲ ଚାଲିଛେ ବଲି ସେ କହିଛନ୍‌। ଇ ଦିଗେ ଜିଲା ଆର ଥାନୀଅ ପରଶାସନ ଦୁରୁଷ୍‌ଟି ଦେଇ ପଦକ୍ଷେପ ନେବାକେ ସାଧାରନରେ ଦାବି ହେଉଛେ।


Enter your email to get our daily news in your inbox.

All Right Reserved By Dharitri.Com

ନିଜ ଦେହରେ କିରୋସିନ ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

ଗଣିତ ଦକ୍ଷତା ବୃଦ୍ଧି ପାଇଁ ରୂପରେଖ ପ୍ରସ୍ତୁତ

ଭୁବନେଶ୍ୱର, ୨୫।୪(ଅସମାପିକା ସାହୁ)ଗଣିତ ଶିକ୍ଷାରେ କିପରି ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ଛାତ୍ରୀଛାତ୍ର ଦକ୍ଷ ହେବା ସହ ଉନ୍ନତ ପ୍ରଦର୍ଶନ କରିବେ ସେଥିପାଇଁ ବିଦ୍ୟାଳୟ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

ସକାଳ ସାଢେ ୮ଟାରୁ ପାରଦ ଛୁଇଁଲା ୩୬, ୫ ଦିନ ଅସହ୍ୟ ହେବ ତାତି

ଭୁବନେଶ୍ୱର,୨୫।୪: ସକାଳୁ ଅସହ୍ୟ ତାତି। ସାଢ଼େ ୮ଟା ସୁଦ୍ଧା ୩୬ ଛୁଇଁଲା ପାରଦ। ବାଲେଶ୍ୱରର ତାମପାତ୍ରା ଗୁରୁବାର ସକାଳୁ ୩୬ ଡିଗ୍ରୀ ଛୁଇଁଛି । ଖାଲି...

ନିର୍ବାଚନ ହାରୁଥିବା ଜାଣି ମିଛ ଅଭିଯୋଗ ଆଣିଛି ଭାଜପା: ବିଜେଡି

ଭୁବନେଶ୍ୱର,୨୫ା୪(ଅନିଲ ଦାସ)ଓଡ଼ିଶା ଭାରତୀୟ ଜନତା ପାର୍ଟିର ନେତାମାନେ ଯେତେବେଳେ ନିର୍ବାଚନ ହାରୁଥିବା ଅନୁଭବ କରନ୍ତି, ସେତେବେଳେ ସେମାନେ ବିନା କୌଣସି ତଥ୍ୟ ଆଧାରରେ ମିଥ୍ୟା, ଭିତ୍ତିହୀନ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ବାରବାଟୀ-କଟକ ନଚେତ ସାଲେପୁରରୁ ପ୍ରାର୍ଥୀ ହୋଇପାରନ୍ତି ଅରିନ୍ଦମ

କଟକ, ୨୫ା୪(ଶିଳ୍ପା ପ୍ରିୟଦର୍ଶିନୀ)ଆସନ୍ତା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଷ୍ଟାର୍‌ ପ୍ରଚାରକ ତାଲିକା ପ୍ରକାଶ ପାଇବା ପରେ ଏବେ ରୋଚକ ମୋଡ ନେବାରେ ଲାଗିଛି କଟକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri