ବଲାଙ୍ଗୀର

ଦର୍ଶନ କରି ନ ପାରି ଫେରିଲେ ଭକ୍ତ

ବଲାଙ୍ଗୀର ଅଫିସ,୧୪।୧: ବଲାଙ୍ଗୀର ଜିଲାରେ ମନ୍ଦିରଗୁଡ଼ିକ ଖୋଲାଯାଉ ନ ଥିବାରୁ ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଛି। ଗୁରୁବାର ପବିତ୍ର ମକର ସଂକ୍ରାନ୍ତିରେ ସକାଳୁ ସକାଳୁ ବିଭିନ୍ନ ମନ୍ଦିରରେ ଭକ୍ତଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା। ହେଲେ ଭକ୍ତମାନେ ଦୀର୍ଘ ଦିନ ପରେ…

ଉଚିତ୍‌ କାର୍ଯ୍ୟାନୁଷ୍ଠାନ ନହେଲେ ଅପରାଧ ବଢ଼ିବ

ବଲାଙ୍ଗୀର ଅଫିସ, ୧୪ା୧: ବଲାଙ୍ଗୀର ଡେଲିମାର୍କେଟରେ ଶନିବାର ବିଳମ୍ବିତ ରାତିରେ ଗାଡିହର୍ଣ୍ଣ ବଜାଇବାକୁ କେନ୍ଦ୍ର କରି ପରିବା ବେପାରୀ ଓ ଜଣେ ଯୁବକ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଚିକୁ ମିଶ୍ର ନାମକ ଜଣେ ଯୁବକ ଏକ ଟାଙ୍ଗିଆରେ ଆକ୍ରମଣ କରିବାରୁ ଦୁଇଟି…

‘ନିଯୁକ୍ତି, ସ୍ବାଭିମାନ ଓ ଅଧିକାର ଲଢେଇ ଜାରି ରହିବ’

ବଲାଙ୍ଗୀର ଅଫିସ, ୧୩ା୧ – ଜାତୀୟ ଯୁବ ଦିବସ ଅବସରରେ ବଲାଙ୍ଗୀରଠାରେ ଜିଲା କଂଗ୍ରେସର ଛାତ୍ର କମ୍ପନ ସମାବେଶ ଅନୁଷ୍ଠିତ ହୋଇଥିଲା। ଜିଲାର ଶତାଧିକ ଯୁବତୀ, ଯୁବକ କଲେଜ ଛକର ସରୋଜିନୀ ରେସିଡେନ୍ସିଠାରୁ ଏକ ବାଇକ ଶୋଭାଯାତ୍ରାରେ ସହର ପରିକ୍ରମା କରିଥିଲେ।…

ଶୂଲିଆଯାତ୍ରା: ବଳି ପକାଯିବ, ମହୋତ୍ସବ ହେବ ନାହିଁ

ବଲାଙ୍ଗୀର ଅଫିସ/ଦେଓଗାଁ,୧୨ା୧: ଆଦିବାସୀଙ୍କ ପ୍ରସିଦ୍ଧ ଶୂଲିଆ ଯାତ୍ରା ଆସନ୍ତା ୧୯ତାରିଖ ପୌଷଶୁକ୍ଳ ପକ୍ଷ ପ୍ରଥମ ମଙ୍ଗଳବାର ବଲାଙ୍ଗୀର ଜିଲା ଖଇରଗୁଡା ବଡଖଳା ଓ କୁମରିଆ ସାନଖଳାଠାରେ ପାରମ୍ପରିକ ରୀତିନୀତିରେ ପାଳନ କରାଯିବ। କୋଭିଡ ମହାମାରୀକୁ ଦୃଷ୍ଟିରେ ରଖି ଶ୍ରଦ୍ଧାଳୁଙ୍କ ସୁରକ୍ଷା ପାଇଁ…

ପରିଦର୍ଶନ ସମୟରେ ମନ୍ତ୍ରୀ ମାସ୍କ ନ ପିନ୍ଧିବାକୁ ନେଇ ଚର୍ଚ୍ଚା

ଦେଓଗାଁ,୧୨ା୧: ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ ଦେଓଗାଁ ପଞ୍ଚାୟତ ସମିତି ହାଇସ୍କୁଲ ଗସ୍ତବେଳେ ଶ୍ରେଣୀରେ ଛାତ୍ରୀଛାତ୍ରଙ୍କ ସହ ଆଲୋଚନା ସମୟରେ ମାସ୍କ ପରିଧାନ କରି ନ ଥିଲେ। ଏହା ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି। ମନ୍ତ୍ରୀଙ୍କ ସହ ଆସିଥିବା ଅଧିକାରୀମାନେ ମାସ୍କ…

ଓ୍ବାର୍ଲଡ଼ ରେକର୍ଡ କଲେ ବଲାଙ୍ଗୀରର ୨୩ମାସର ଶିଶୁ

ବଲାଙ୍ଗୀର ଅଫିସ,୧୨ା୧: ଭାରତର ପ୍ରାଦେଶିକ ରାଜଧାନୀମାନଙ୍କ ନାମ ଆବୃତ୍ତି କରି ବଲାଙ୍ଗୀର ସହରର ଜଣେ ୧ବର୍ଷ ୧୧ ମାସ ୬ ଦିନର ଶିଶୁପୁତ୍ର ବିଶ୍ୱରେ କର୍ଡ କରଛନ୍ତି। ଶିଶୁପୁତ୍ର ହେଉଛନ୍ତି ବଲାଙ୍ଗୀର ରାଜୀବନଗର ନିବାସୀ ଶିକ୍ଷକ ତଥା ବାଲୁକାଶିଳ୍ପୀ ଓମ୍‌ପ୍ରକାଶ ସାହୁଙ୍କ…

ଗଣଶିକ୍ଷା ମନ୍ତ୍ରୀଙ୍କ ପ୍ରଶ୍ନ: ସ୍କୁଲ ଖୋଲିବା ପରେ କିଭଳି ଲାଗୁଛି ପିଲେ

ବଲାଙ୍ଗୀର,୧୨ା୧: ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ମଙ୍ଗଳବାର ବଲାଙ୍ଗୀର ଜିଲା ଗସ୍ତରେ ଆସି ବିଭିନ୍ନ ସ୍କୁଲ ପରିଦର୍ଶନ କରିଛନ୍ତି।  ସେ ବଲାଙ୍ଗୀର ସହର ପିପି ଏକାଡେମୀ ଓ ପୃଥ୍ବୀରାଜ ହାଇସ୍କୁଲ ପରିଦର୍ଶନ କରି ଛାତ୍ର ଓ ଶିକ୍ଷକମାନଙ୍କ ସହ…

ଓ୍ବାର୍ଲଡ଼ ରେକର୍ଡ କଲେ ବଲାଙ୍ଗୀରର ୧ ବର୍ଷ ୧୧ ମାସର ଶିଶୁ

ବଲାଙ୍ଗୀର ଅଫିସ,୧୨ା୧- ଭାରତର ପ୍ରାଦଶିକ ରାଜଧାନୀମାନଙ୍କ ନାମ ଆବୃତ୍ତି କରି ବଲାଙ୍ଗୀର ସହରର ଜଣେ ୧ବର୍ଷ ୧୧ ମାସ ୬ ଦିନର ଶିଶୁପୁତ୍ର ବିଶ୍ୱରେକର୍ଡ କରିଥିବା ଜଣାପଡିଛି ା ଶିଶୁପୁତ୍ର ହେଉଛନ୍ତି ବଲାଙ୍ଗୀର ରାଜୀବନଗର ନିବାସୀ ଶିକ୍ଷକ ତଥା ବାଲୁକାଶିଳ୍ପୀ ଓମ୍‌ପ୍ରକାଶ…

୨୮ ହଜାର ଲାଞ୍ଚ ନେଇ ଗିରଫ ହେଲେ ତହସିଲ କିରାଣି

ବଲାଙ୍ଗୀର ଅଫିସ,୧୧ା୧: ଜଣେ ବ୍ୟକ୍ତିଙ୍କ ଜମି ରେକର୍ଡ ଅଫ୍‌ ରାଇଟ୍‌ (ଆର୍‌ଓଆର୍‌) କରାଇ ଦେବାକୁ କହି ୨୮ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ବଲାଙ୍ଗୀର ଜିଲା ମୁରିବାହାଲ ତହସିଲ ଅଫିସର ବରିଷ୍ଠ କିରାଣି ତଥା ରେକର୍ଡ କିପର ଅସିତ୍‌ କୁମାର…

ଗ୍ୟାସ୍‌ ଲିକ୍‌ ହୋଇ ନିଆଁରେ ପୋଡିଗଲେ ଖୁଡି, ଝିଆରୀ

ଲୋଇସିଂହା,୧୧।୧: ରୋଷେଇ କରୁଥିବା ବେଳେ ଗ୍ୟାସ ଲିକ୍‌ ହୋଇ ନିଆଁ ଲାଗି ଯିବାରେ ବଲାଙ୍ଗୀର ଜିଲା ଲୋଇସିଂହା ଜଡାମୁଣ୍ଡା ବସ୍ତିର ଜଣେ ମହିଳା ଓ ତାଙ୍କ ଝିଆରୀ ଗୁରୁତର ହୋଇଛନ୍ତି। ସେମାନେ ହେଲେ ଅନସି ସୁନା(୩୯) ଓ ପାୟଲ ସୁନା(୨୧)। ସେମାନଙ୍କୁ…

୩ ବର୍ଷର ଶିଶୁପୁତ୍ରକୁ ଦେଉଥିଲେ ଅପ୍ରାକୃତିକ ଯୌନ ନିର୍ଯାତନା: ଅଭିଯୋଗ ପରେ ଜେଲ ଗଲେ ଅଭିଯୁକ୍ତ

ବଲାଙ୍ଗୀର ଅଫିସ, ୧୦।୧: ୩ ବର୍ଷର ଶିଶୁପୁତ୍ରକୁ ଅପ୍ରାକୃତିକ ଯୌନ ନିର୍ଯାତନା ଦେବା ଅଭିଯୋଗରେ ବଲାଙ୍ଗୀର ଟାଉନ୍‌ ଥାନା ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଛି। ଅଭିଯୁକ୍ତ ହେଲେ ଉତ୍ତରପ୍ରଦେଶ ରାଜ୍ୟର ଅବିନିଶ ନାୟକ(୧୯)। ଶନିବାର ପୀଡିତ ଶିଶୁପୁତ୍ର ଓ ଅଭିଯୁକ୍ତଙ୍କ…

ଶିଶୁପୁତ୍ରକୁ ଯୌନ ନିର୍ଯାତନା, ଉତ୍ତର ପ୍ରଦେଶର ଜଣେ ଗିରଫ

ବଲାଙ୍ଗୀର ଅଫିସ, ୯।୧: ବଲାଙ୍ଗୀର ସହରରେ ଉତ୍ତର ପ୍ରଦେଶର ଜଣେ ଯୁବକ ଭଡ଼ା ରହୁଥିଲେ। ସେ ଭଡାରେ ରହୁଥିବା ମାଲିକଙ୍କ ୩ ବର୍ଷର ଶିଶୁପୁତ୍ରକୁ ଅପ୍ରାକୃତିକ ଯୌନ ନିର୍ଯାତନା ଦେଇଥିବା ନେଇ ଶୁକ୍ରାବର ଟାଉନ ଥାନାରେ ଅଭିଯୋଗ ହୋଇଥିଲା। ଅଭିଯୋଗ ପରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri