ସମସ୍ୟା ଘେରରେ ଲୁହାମୁଣ୍ଡା ସୋସାଇଟି
ବଇଣ୍ଡା, ୩୧।୧(ଡି.ଏନ୍.ଏ.) କିଶୋରନଗର ବ୍ଲକ ବଇଣ୍ଡାସ୍ଥିତ ଲୁହାମୁଣ୍ଡା ସେବା ସମବାୟ ସମିତିରେ ସମସ୍ୟା ଲାଗିରହିଛି। ଆବଶ୍ୟକ ମୌଳିକ ସୁବିଧା ଉପଲବ୍ଧ ନ ଥିବାରୁ ଚାଷୀମାନେ ହଇରାଣ ହେଉଛନ୍ତି। ଏହାର ତୁରନ୍ତ ସମାଧାନ ଦାବିରେ ରବିବାର ଭାଜପା କୃଷକ ମୋର୍ଚ୍ଚା ଏବଂ ଅଞ୍ଚଳର ଚାଷୀ…
ହତ୍ୟା ପଛରେ ଯୌତୁକ ଲୋଭ
ଛେଣ୍ଡିପଦା, ୩୧।୧(ସ୍ବ.ପ୍ର.) ଅନୁଗୋଳ ଜିଲା ନିଶା ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ ରାଇଝରଣ ଗ୍ରାମ ଟାଙ୍ଗର ସାହିରେ ଶନିବାର ଘଟିଥିବା ମିଲି ସାହୁ ହତ୍ୟାକାଣ୍ଡର ରହସ୍ୟ ଉନ୍ମୋଚିତ ହୋଇଛି। ହତ୍ୟା ପଛରେ ସ୍ବାମୀ ପଦ୍ମଚରଣ ସାହୁଙ୍କ ଯୌତୁକ ଲୋଭ ସ୍ପଷ୍ଟ ହୋଇଥିବାବେଳେ ସେ ହିଁ…
ଅନୁଗୋଳରେ ଗଡ଼ିଲା ପ୍ରଥମ ଦୁଗ୍ଧ ଏଟିଏମ୍
ଛେଣ୍ଡିପଦା, ୩୦ା୧(ସ୍ବ.ପ୍ର.) ସାହି ସାହି ବୁଲୁଛି ମିଲ୍କ ଭ୍ୟାନ୍। ଏଟିଏମ୍ରୁ ଟଙ୍କା ବାହାରିବା ଭଳି ସେଥିରୁ ବାହାରୁଛି ଉନ୍ନତମାନର କ୍ଷୀର। ଅନୁଗୋଳ ଜିଲାରେ ପ୍ରଥମ ଥର ଏଭଳି ଦୁଗ୍ଧ ଏଟିଏମ୍ ଆରମ୍ଭ କରି ଚର୍ଚ୍ଚିତ ଚେହେରା ପାଲଟିଛନ୍ତି ଛେଣ୍ଡିପଦା ବ୍ଲକ ବରସାହି…
କୁଇଣ୍ଟାଲ ପିଛା ୮ କେ.ଜି. କଟ୍ନୀ
ବଇଣ୍ଡା, ୩୦ା୧(ଡି.ଏନ୍.ଏ.) କିଶୋରନଗର ବ୍ଲକ ବଇଣ୍ଡାସ୍ଥିତ ଲୁହାମୁଣ୍ଡା ସେବା ସମବାୟ ସମିତିରେ ଶନିବାର କୁଇଣ୍ଟାଲ ପିଛା ୮କେ.ଜି. ଧାନ କଟ୍ନୀକୁ ନେଇ ଚାଷୀ ଅସେନ୍ତାଷ ଦେଖାଦେଇଛି। ଧାନ ସଂଗ୍ରହ ଦାୟିତ୍ୱରେ ଥିବା ମିଲର ମନଇଚ୍ଛା ଏଭଳି କରୁଥିବା ସେମାନେ ଅଭିଯୋଗ କରିଛନ୍ତି।…
ପୁଷ୍ପା ପୋଷ୍ଟରରେ ଅଳିଆ ସଚେତନତା
ଅନୁଗୋଳ ଅଫିସ, ୩୦ା୧: ଦକ୍ଷିଣ ଭାରତୀୟ ବ୍ଲକବଷ୍ଟର ସିନେମା ପୁଷ୍କାର କ୍ରେଜ୍ ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହି ବହୁଭାଷୀ ଫିଲ୍ମ ଏବଂ ଏହାର ପୋଷ୍ଟର ଏବେ ସଚେତନତାର ବାର୍ତ୍ତା ବାହକ ସାଜିଛି। ନିକଟରେ ଟ୍ରାଫିକ୍ ନିୟମ ଉଲ୍ଲଂଘନକାରୀଙ୍କୁ ସତର୍କ କରାଇବାକୁ…
ରେଞ୍ଜ ଅଫିସ ଘେରାଉ ଚେତାବନୀ
ବଇଣ୍ଡା,୨୮।୧(ଡି.ଏନ.ଏ.): କିଶୋରନଗର ବ୍ଲକ ହଣ୍ଡପା ରେଞ୍ଜ ବିଡିସିଙ୍ଗ ଗ୍ରାମରେ ହାତୀ ଉପଦ୍ରବ ଲାଗିରହିଛି। ବୁଧବାର ୧୨ଟି ହାତୀ ପଶି ବ୍ୟାପକ ଫସଲ ନଷ୍ଟ କରିବା ସହ ଘର ଭାଙ୍ଗିଛନ୍ତି। ଫଳରେ ଗ୍ରାମବାସୀଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଅରୁଣ ସାହୁଙ୍କ…
ରାତିଅଧିଆ ରାସ୍ତା ମରାମତି
ବଇଣ୍ଡା,୨୮।୧(ଡି.ଏନ.ଏ.) କିଶୋରନଗର ବ୍ଲକ ନୁନୁକାପଶି ପଞ୍ଚାୟତର ଶିକ୍ଷକପଡା ଗ୍ରାମ ରାସ୍ତାରେ ମଙ୍ଗଳବାର ରାତିରେ ମାଟି ପକାଯାଇ ମରାମତି କରାଯାଇଛି। ଏହି ରାସ୍ତାକୁ ପିଚୁ କିମ୍ବା ପକ୍କା କରିବାକୁ ଦୀର୍ଘ ୫ ବର୍ଷ ହେବ ଦାବି କରାଯାଉଥିଲେ ମଧ୍ୟ ସୁଫଳ ମିଳି ନ…
‘ଗାନ୍ଧୀ ବିଚାରର ଅନ୍ତ ଅସମ୍ଭବ’
ଅନୁଗୋଳ ଅଫିସ, ୨୮।୧ ଗାନ୍ଧିବାଦୀ ସଙ୍ଗଠନଗୁଡ଼ିକ ପକ୍ଷରୁ ଦେଶବ୍ୟାପୀ ଚାଲିଥିବା ”ରାଷ୍ଟ୍ରପିତାଙ୍କ ଅପମାନ-ସହିବ ନାହିଁ ହିନ୍ଦୁସ୍ଥାନ“ ଶୀର୍ଷକ ପ୍ରଚାର ଅଭିଯାନ ଅନୁଗୋଳ ଗାନ୍ଧୀ ପାର୍କଠାରେ ଆୟୋଜିତ ହୋଇଯାଇଛି। ଏଥିରେ ଜିଲା ଗାନ୍ଧୀ ଶାନ୍ତି ପ୍ରତଷ୍ଠାନର ଅଧ୍ୟକ୍ଷ ଶରତ କୁମାର ସାହୁ ଯୋଗଦେଇ…
ଛେଣ୍ଡିପଦା ବ୍ଲକରେ ୯୯୮ ପ୍ରାର୍ଥୀ: ୮୧ ପ୍ରାର୍ଥିପତ୍ର ପ୍ରତ୍ୟାହାର
ଛେଣ୍ଡିପଦା,୨୬।୧(ସ୍ବ.ପ୍ର.)- ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ପକ୍ଷରୁ ମଙ୍ଗଳବାର ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ବ୍ଲକରେ ଥିବା ମୋଟ ୩୪ ପଞ୍ଚାୟତରୁ ସମିତି ସଭ୍ୟ, ସରପଞ୍ଚ ଏବଂ ୱାର୍ଡ ସଭ୍ୟ ପାଇଁ ମୋଟ ୧୦୯୯…
ବଞ୍ଚତ୍ବାକୁ କିଛି ସହାୟତା ଦିଅ
ଅନୁଗୋଳ ଅଫିସ, ୨୫ ।୧ ମା’ ବାପା ସ୍ବର୍ଗବାସୀ ହେବା ପରେ ୩ ମାସ ହେଲା ଦୁଇ ଭଉଣୀ ଅନାଥ, ଅସହାୟ ହୋଇପଡ଼ିଛୁ। କେମିତି ଜୀବନ ଧାରଣ କରିବୁ ଜାଣିପାରୁନୁ। ତେଣୁ ନିରାଶ ନ କରି ବଞ୍ଚତ୍ବାକୁ କିଛି ସହାୟତା ଦିଅ।…
କନ୍ୟାସନ୍ତାନଙ୍କ ସୁରକ୍ଷା ନେଇ ଆଲୋଚନା
ଅନୁଗୋଳ ଅଫିସ,୨୫ ।୧କନ୍ୟା ସନ୍ତାନର ଗୁରୁତ୍ୱକୁ ଉପଲବ୍ଧି କରିବା ଓ ସେମାନଙ୍କ ସଂଖ୍ୟା ପୁଅମାନଙ୍କ ତୁଳନାରେ କିପରି ଅଧିକ ହେବ, ଏହାକୁ ଦୃଷ୍ଟିରେ ରଖି ଜାତୀୟ ଶିଶୁ କନ୍ୟା ଦିବସ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ମାଧ୍ୟମରେ ସୋମବାର ପାଳିତ ହୋଇଯାଇଛି। କନ୍ୟା…
ପ୍ରାର୍ଥିପତ୍ର ଯାଞ୍ଚରେ ଚଞ୍ଚକତା ଅଭିଯୋଗ
ଖମାର,୨୪ା୧(ଡି.ଏନ.ଏ.): ଅନୁଗୋଳ ଜିଲା ପାଲଲହଡ଼ା ବ୍ଲକ ବଡସଡ଼ା ପଞ୍ଚାୟତର ସମିତି ସଭ୍ୟ ପଦବୀ ପାଇଁ ଦାଖଲ ହୋଇଥିବା ୮ ପ୍ରାର୍ଥିପତ୍ର ଯାଞ୍ଚ ବେଳେ ରବିବାର ଚଞ୍ଚକତା କରାଯାଇଥିବା ଅଭିଯୋଗ ହୋଇଛି। ବ୍ଲକ ପକ୍ଷରୁ ପୂର୍ବାହ୍ନ ୧୧ଟାରେ ଲଗାଯାଇଥିବା ଗୋଟିଏ ନୋଟିସରେ ୭…
Archives


