ଅନୁଗୋଳ

ଆଶ୍‌ପଣ୍ଡ ପାଉଁଶରେ ଡ୍ରେନ୍‌ ଜାମ୍‌

କଣିହାଁ,୩।୭(ସଚ୍ଚିଦାନନ୍ଦ ପ୍ରଧାନ): କଣିହାଁ  ବ୍ଲକ ଏନ୍‌ଟିପିସି ପ୍ରକଳ୍ପର ଏକ ଆଶ୍‌ ପାଇପ୍‌ ଫାଟି ଯିବାରୁ ଗୁରୁବାର ପ୍ରାୟ ୩୦ ମିନିଟ୍‌ ଧରି ମାଡୁଆ ମନ୍ଦିର ନିକଟ ପୂର୍ତ୍ତ ବିଭାଗ ରାସ୍ତାରେ ଯାତାୟାତ ପ୍ରଭାବିତ ହୋଇଥିଲା। ପାଉଁଶ ପାଣିରେ ରାସ୍ତା ପାର୍ଶ୍ୱରେ ଥିବା…

୮ କୋଟିର ରାସ୍ତା ୩ ମାସରେ ଫାଟିଗଲା

ବଇଣ୍ଡା,୨।୭(ପରିକ୍ଷିତ ସାହୁ)ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ଜରପଡାଠାରୁ ମନ୍ଦରବାହାଳ ଗ୍ରାମକୁ ସଂଯୋଗୀକରଣ ପାଇଁ ନିର୍ମାଣ ହୋଇଥିବା ପିଚୁ ରାସ୍ତା ଫାଟି ଅଁା କରିଛି। ୮ କୋଟି ଟଙ୍କା ବ୍ୟୟରେ ହୋଇଥିବା ଏହି ରାସ୍ତା ମାତ୍ର ୩ ମାସ ନ ଯାଉଣୁ ଫାଟିଯବା…

ବଦଳିଲା ୧୧୧ ବାବୁଙ୍କ ଚୌକି

ଅନୁଗୋଳ,୨।୭(ଅମିତ କୁମାର ସାମଲ)ଅନୁଗୋଳ ଜିଲା ପ୍ରଶାସନର ବିଭିନ୍ନ ଅଫିସରସ୍ତରରେ ବଡ଼ଧରଣର ଅଦଳବଦଳ କରାଯାଇଛି। ଜିଲାର ବିଭିନ୍ନ କାର୍ଯ୍ୟାଳୟରେ କାର୍ଯ୍ୟରତ ଥିବା ୧୧୧ ଜଣ ବାବୁଙ୍କ ବଦଳି ତାଲିକା ବାହାରିଛି। ତେବେ ସ୍ବଚ୍ଛତାକୁ ଦୃଷ୍ଟିରେ ରଖି ଏହି ଅଦଳବଦଳ କରାଯାଇଥିବା ପ୍ରଶାସନ ପକ୍ଷରୁ…

ଆବାସ ମିଳିଲାନି, ଭଙ୍ଗା କାନ୍ଥ ନେଲା ଜୀବନ

ଅନୁଗୋଳ, ୧ା୭ (ଅମିତ କୁମାର ସାମଲ): ମୁଣ୍ଡ ଗୁଞ୍ଜିବାକୁ ଘର ଖଣ୍ଡେ ନ ଥିଲା। ସେଥିପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପକ୍କା ଘରଟିଏ ଯୋଗାଇ ଦେବାକୁ ପ୍ରଶାସନ ନିକଟକୁ ବାରମ୍ବାର ଧାଇଁଥିଲେ। ରାଜନେତାମାନଙ୍କୁ ଭେଟି ବହୁବାର ଗୁହାରି କରିଥିଲେ। ହେଲେ ଦୀର୍ଘ…

ବିକାଶ ନାମରେ ଲକ୍ଷେ ବୃକ୍ଷ ବଳି

ଅନୁଗୋଳ, ୧ା୭(ଅମିତ କୁମାର ସାମଲ): ୨୦୧୭ରୁ ୨୦୨୩ ମଧ୍ୟରେ ଅନୁଗୋଳ ଜିଲାର ଶତାଧିତ୍କ ହେକ୍ଟର ଜଙ୍ଗଲ ଜମିରୁ ହୋଇଛି ବ୍ୟାପକ ବୃକ୍ଷ ଛେଦନ। ତାଳଚେର-ବିମଳାଗଡ଼ ଓ ଅନ୍ୟ ରେଳପଥ ପାଇଁ କଟାଯାଇଛି ୭ ହଜାର ୯୩୫ ଗଛ। ଜାତୀୟ ଓ ରାଜ୍ୟ…

ଜଣେ ଟ୍ରକ୍‌ ଡ୍ରାଇଭରଙ୍କ ଉପରେ ମାଡ଼ିଗଲା ଆଉ ଏକ ଟ୍ରକ୍‌

ତାଳଚେର,୩୦ା୬(ମନୋଜ ନନ୍ଦ): ତାଳଚେର କୋଲ୍‌ଫିଲଡ୍ସର ଭୁବନେଶ୍ୱରୀ କୋଇଲା ଖଣି କୋଲ୍‌ କରିଡର ରାସ୍ତାର ଟ୍ରକ୍‌ ପାର୍କିଂଠାରେ ଜଣେ ଟ୍ରକ୍‌ ଡ୍ରାଇଭରଙ୍କ ଉପରେ ଶୁକ୍ରବାର ଅନ୍ୟ ଗୋଟିଏ ଟ୍ରକ ମାଡ଼ିଯିବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି । ମୃତକ ଜଣକ ହେଲେ ଅନୁଗୋଳ…

ଆଶ୍‌ ପାଇପ ଫାଟି ରାସ୍ତା ଅବରୋଧ

କଣିହାଁ,୩୦।୬(ସଚିଦାନନ୍ଦ ପ୍ରଧାନ): କଣିହାଁ  ବ୍ଲକସ୍ଥିତ ଏନ୍‌ଟିପିସି ପ୍ରକଳ୍ପର ଏକ ଆଶ୍‌ ପାଇପ ଫାଟି ଯିବାରୁ ଗୁରୁବାର ଅଧଘଣ୍ଟାରୁ ଅଧିକ ସମୟ ଧରି କଣିହାଁକୁ ସଂଯୋଗ କରୁଥିବା କାକୁଡିଆ-ଡେରେଙ୍ଗ ପୂର୍ତ୍ତ ବିଭାଗ ରାସ୍ତାରେ ଯାତାୟତ ବ୍ୟାହତ ହୋଇଥିଲା। ଖବରପାଇ ପ୍ରକଳ୍ପ କର୍ତ୍ତୃପକ୍ଷ ପାଉଁଶ…

ନିର୍ମାଣ ହେଉନି ପକ୍କାରାସ୍ତା, ବଢୁଛି ଅସନ୍ତୋଷ

ବଇଣ୍ଡା,୩୦।୬(ପରିକ୍ଷିତ ସାହୁ): ପ୍ରତ୍ୟେକ ଗ୍ରାମକୁ ଗମନାଗମନ କିଭଳି ସଦୃଢ଼ ହେବ ସେ ନେଇ କେନ୍ଦ୍ର ଓ ରାଜ୍ୟ ସରକାର ବହୁ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ହେଲେ ଏସବୁ ଯୋଜନା ସିଧାସଳଖ ଭାବେ ଅନେକ ଗ୍ରାମାଞ୍ଚଳରେ ପହଞ୍ଚି ପାରୁନାହିଁ। କେଉଁଠି ରାସ୍ତା ଦୀର୍ଘଦିନ…

ସ୍ଥିତି ସୁଧାରିଲା ପ୍ରଶାସନ

ମାଧପୁର,୩୦ା୬(ମନୋଜ ପ୍ରଧାନ): ଆଠମଲ୍ଲିକ ବ୍ଲକ ମାଧପୁର ପଞ୍ଚାୟତର କୁନ୍ଦନାଳି ରେଞ୍ଜ ଅଫିସ ଠାରୁ ନୂଆଗାଁ ଗ୍ରାମ୍ୟ ଉନ୍ନୟନ ରାସ୍ତାକୁ ସଂଯୋଗ କରୁଥିବା ସୋରିଷପଙ୍କ କୁଡ଼ାସାହି ଗ୍ରାମ୍ୟ ରାସ୍ତା ପାର୍ଶ୍ୱରେ ଥିବା ଏକ ନଳକୂଅ ବର୍ଷା ପାଣି ଘେରରେ ରହିଥିଲା। ଫଳରେ କୁଡ଼ାସାହିରେ…

ନାଲ୍‌କୋ ସିପିପିରେ ବିଦ୍ୟୁତ୍‌ ଉତ୍ପାଦନ ହ୍ରାସ

ବଅଁରପାଳ,୩୦ା୬(ଉପେନ୍ଦ୍ର ରାଉତ): ଅନୁଗୋଳ ଜିଲାରେ ଥିବା ନବରତ୍ନ ମାନ୍ୟତାପ୍ରାପ୍ତ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ନାଲ୍‌କୋର ସିପିପିରେ ବିଦ୍ୟୁତ୍‌ ଉତ୍ପାଦନ ହ୍ରାସ ପାଇଛି। ଷ୍ଟକୟାର୍ଡରେ ବର୍ଷା ପାଣି ପଶିଯିବାରୁ କୋଇଲା ଫିଡିଂରେ ସମସ୍ୟା ହେଉଥିବା ଓ ବଏଲର ଷ୍ଟାର୍ଟ ପାଇଁ ଆବଶ୍ୟକ ପଡ଼ୁଥିବା ହେଭି…

ପାଣିରେ ପଶି ସ୍କୁଲ ଯାଉଛନ୍ତି ଛାତ୍ରୀଛାତ୍ର

ବଇଣ୍ଡା,୨୮।୬ (ପରିକ୍ଷିତ ସାହୁ): କଟକ-ସମ୍ବଲପୁର ୫୫ ନମ୍ବର ଜାତୀୟ ରାଜପଥର ଅନୁଗୋଳ ଜିଲା କିଶୋରନଗର ବ୍ଲକ ଜାମୁନାଳୀ ଠାରୁ ବାମୁର ପର୍ଯ୍ୟନ୍ତ ସମ୍ପ୍ରସାରଣ କାର୍ଯ୍ୟରେ ବହୁ ବିଳମ୍ବ ହେଉଥିବାରୁ ଅଞ୍ଚଳବାସୀ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଅନେକ ସ୍ଥାନରେ ଗ୍ରାମର ମୁଖ୍ୟ…

ଆତଙ୍କ ପ୍ରତିବାଦରେ ଆନ୍ଦୋଳନ

ଅନୁଗୋଳ, ୨୬।୬ (ଅମିତ ସାମଲ): ଅନୁଗୋଳ ବନଖଣ୍ଡ ବନ୍ତଳା ବନାଞ୍ଚଳରେ ହାତୀ ଉପଦ୍ରବ ଥମୁନାହିଁ। ଚଳିତବର୍ଷ ଆରମ୍ଭରୁ ଅଦ୍ୟାବଧି ୧୭ରୁ ଅଧିକ ଲୋକଙ୍କ ଜୀବନ ନେଇସାରିଲେଣି ହାତୀପଲ। ସେହିପରି ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡର ଏକ ଦନ୍ତା ହାତୀ ଘରଦ୍ୱାର ଭାଙ୍ଗି ମାଟିରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri