ଆମ ଜିଲା ଖବର

ଯୋଡ଼ି ହେଲା ମହିଳାଙ୍କ ୪ କଟା ଆଙ୍ଗୁଠି

କଟକ ଅଫିସ,୧୬ା୭: ଯୋଡ଼ିି ହେଲା ମହିଳାଙ୍କ ୪ କଟା ଆଙ୍ଗୁଠି। ଏଭଳି ବିରଳ ଅସ୍ତ୍ରୋପଚାର ଏସ୍‌ସିବିର ପ୍ଲାଷ୍ଟିକ ସର୍ଜରୀ ବିଭାଗ ଡାକ୍ତରମାନେ କରିଛନ୍ତି। ଫଳରେ ଅସ୍ତ୍ରୋପଚାରର ୧୧…

6 years ago

ସବୁ ଆର୍‌ଟିଓରେ ହେବ ସ୍ବତନ୍ତ୍ର ସିଙ୍ଗଲ୍‌ ୱିଣ୍ଡୋ କାଉଣ୍ଟର୍‌

କଟକ ଅଫିସ,୧୬ା୭: ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆର୍‌ଟିଓ)ଗୁଡ଼ିକରେ ପ୍ରାୟତଃ ସବୁ ସମୟରେ ଭିଡ଼ ଜମୁଥିବାରୁ ଦିବ୍ୟାଙ୍ଗମାନେ ଅସୁବିଧାର ସମ୍ମୁଖୀନ ହେଉଥିଲେ। ବିଶେଷକରି ଡ୍ରାଇଭିଂ ଲାଇସେନ୍ସ ଏବଂ ଅନ୍ୟାନ୍ୟ…

6 years ago

ମିସ୍‌ ଇଣ୍ଡିଆ-୨୦୨୦ରେ ଓଡ଼ିଆ ଝିଅଙ୍କୁ ସଫଳତା

ଜୟପୁର,୧୬ା୭ (ନି.ପ୍ର.): ଜାତୀୟ ସ୍ତରରେ ସୁନ୍ଦରୀ ପ୍ରତିଯୋଗିତାରେ ଚମକିଲେ ପୁଣି ଜଣେ ଓଡ଼ିଆ ଝିଅ। ଜିରୋନ ପ୍ରଡକ୍ସନ ହାଉସ୍‌ ପକ୍ଷରୁ ଆୟୋଜିତ ମିସ୍‌ ଇଣ୍ଡିଆ-୨୦୨୦ ସିଜନ-୨ରେ କୋରାପୁଟ…

6 years ago

ସହାୟତା ପାଇଁ ହାଇକୋର୍ଟରେ ମାମଲା: ବର୍ଷେ ଯାଏ ଆଇନଜୀବୀଙ୍କୁ ମିଳୁ ମାସିକ ୨୫ ହଜାର

କଟକ ଅଫିସ,୧୬ା୭: କରୋନା ଯୋଗୁ ଗତ ମାର୍ଚ୍ଚ ୨୨ତାରିଖ ପରଠୁ କୋର୍ଟଗୁଡ଼ିକର କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ଫଳରେ ଆଇନ୍‌ଜୀବୀମାନେ ରୋଜଗାର ହରାଇଛନ୍ତି। ଏଣୁ ଆସନ୍ତା ଏକ ବର୍ଷ…

6 years ago

୬ ହୋଟେଲ ସିଲ୍‌ କଲା ପ୍ରଶାସନ

ବାସୁଦେବପୁର,୧୬ା୭(ଡି.ଏନ୍‌.ଏ.)- ଭଦ୍ରକ ଜିଲା ବାସୁଦେବପୁର ସହରରେ କୋଭିଡ୍‌-୧୯ ଆଇନର ଉଲ୍ଲଂଘନ କରି ଚାଲିଥିବା ୬ଟି ହୋଟେଲକୁ ବୁଧବାର ପ୍ରଶାସନ ସିଲ୍‌ କରିଛି। ଏହି ହୋଟେଲଗୁଡ଼ିକରେ ଲୋକଙ୍କୁ ବସାଇ…

6 years ago

କେନ୍ଦୁଝରରେ ଅସୁରକ୍ଷିତ ହାତୀ

କେନ୍ଦୁଝର,୧୬ା୭(ସ୍ବ.ପ୍ର.)-ହାତୀ ସୁରକ୍ଷା ପାଇଁ ବନବିଭାଗ ପକ୍ଷରୁ ପ୍ରତିବର୍ଷ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିବା ବେଳେ କେନ୍ଦୁଝର ଜିଲାରେ ହାତୀ ମୃତ୍ୟୁ ବଢିବାରେ ଲାଗିଛି। କେନ୍ଦୁଝର ବନଖଣ୍ଡରେ…

6 years ago

ଦୋହଲିଯାଇଛି ଅନୁଗୋଳ ପର୍ଯ୍ୟଟନ ଶିଳ୍ପ

ଅନୁଗୋଳ ଅଫିସ, ୧୬ା୭:  କରୋନା ସଂକ୍ରମଣ ରୋକିହେଉନି କି ଲକ୍‌ଡାଉନ୍‌, ଶଟ୍‌ଡାଉନରେ ବ୍ରେକ୍‌ ଲାଗୁନି। ଫଳରେ ଟ୍ରାକ୍‌କୁ ଫେରିପାରୁନି ସାଧାରଣ ଜୀବନଯାତ୍ରା। ମହାମାରୀ ଚେନ୍‌ ଭାଙ୍ଗିବାକୁ ପ୍ରତିଟି କ୍ଷେତ୍ରରେ…

6 years ago

୨ ଘରୋଇ ହସ୍ପିଟାଲ୍‌ ସିଲ୍‌

ବାରିପଦା ଅଫିସ,୧୬ା୭- ଜୈବିକ ବର୍ଜ୍ୟବସ୍ତୁ ପରିଚାଳନା ଓ ଇନ୍‌ଫେକଶନ ପ୍ରିଭନେଶନ୍‌ କଣ୍ଟ୍ରୋଲ ନିୟମ ଉଲ୍ଲଂଘନ କରିଥିବା ଅଭିଯୋଗରେ ବୁଧବାର ମୟୂରଭଞ୍ଜ ଜିଲା ପ୍ରଶାସନ ବାରିପଦା ସହରରେ ଥିବା…

6 years ago

ବ୍ୟାରିକେଡ୍‌ ଡେଉଁଛନ୍ତି ଅମାନିଆ: ତାଗିଦ୍‌ କରିବାରୁ ବିଡିଓଙ୍କୁ ଦୁର୍ବ୍ୟବହାର

ଆର.ଉଦୟଗିରି,୧୫ା୭(ଡି.ଏନ୍‌.ଏ.)-ଗଜପତି ଜିଲା ଆର୍‌.ଉଦୟଗିରି ପଞ୍ଚାୟତର ଜଣେ ଆୟୁଷ ଡ଼ାକ୍ତର, ସ୍ବାସ୍ଥ୍ୟକର୍ମୀ ଓ ହୋମ୍‌ଗାର୍ଡ କରୋନା ସଂକ୍ରମିତ ହେବାପରେ ସେମାନେ ରହୁଥିବା ପଞ୍ଚାୟତର ୩ ସାହିକୁ ୭ଦିନ ପାଇଁ…

6 years ago

ପୁଣି ସେବାୟତଙ୍କୁ ଦିଆଯିବ ହୋମିଓପାଥି

ପୁରୀ ଅଫିସ,୧୫ା୭:ଶ୍ରୀମନ୍ଦିର ସେବାୟତଙ୍କୁ କରୋନା ସଂକ୍ରମଣରୁ ଦୂରେଇ ରଖିବା ଲାଗି ଶ୍ରୀମନ୍ଦିର ପ୍ରଶାସନ ଯୋଜନା କରିଛି। ତେଣୁ ସେବାୟତଙ୍କ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ସେମାନଙ୍କୁ…

6 years ago