ଆମ ଜିଲା ଖବର

ଦାଉ ସାଧୁଛି କରୋନା: ମିନି ଷ୍ଟାଡିୟମକୁ ଘୁଞ୍ଚିଲା ଦୋକାନ

ଗଞ୍ଜାମ,୨୭।୪(ଡି.ଏନ୍‌.ଏ.): ଗଞ୍ଜାମରେ ଦିନକୁ ଦିନ କରୋନା ମହାମାରୀ ପରିସ୍ଥିତି ସଙ୍ଗିନ ହେବାରେ ଲାଗିଛି। ଗୋଟିଏ ଦିନରେ ୩୨୩ କରୋନା ଆକ୍ରାନ୍ତ ଚି଼ହ୍ନଟ ହେବା ପରେ ଚିନ୍ତା ବଢ଼ିଯାଇଛି…

6 years ago

ନିୟମ ମାନୁନାହାନ୍ତି ଅମାନିଆ: ଏନ୍‌ଏସି ପ୍ରଶାସନର ଏମିତି ପଦକ୍ଷେପ

ବୁଗୁଡା,୨୭।୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ବୁଗୁଡ଼ା ବ୍ଲକର କିଛି ଅଞ୍ଚଳ ଏବଂ ସ୍ଥାନୀୟ ଏନ୍‌ଏସିରେ କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ବାରମ୍ବାର ସଚେତନ କରାଯାଉଛି। ହେଲେ କେତେକ…

6 years ago

ବିନା ଭକ୍ତରେ ଉଦ୍‌ଯାପିତ ହେଲା ମା’ ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରା: ଶିତଳା ବେଶରେ ପୂଜା ପାଇଲେ ଦୁଇ ଭଉଣୀ

ପୁରୁଷୋତ୍ତମପୁର,୨୭।୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟ ଦେବୀ ମା’ ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରା ନିରାଡ଼ମ୍ବରରେ ଉଦ୍‌ଯାପିତ ହୋଇଛି। କରୋନା କଟକଣା ମଧ୍ୟରେ କେବଳ ରୀତିନୀତି ଅନୁଯାୟୀ…

6 years ago

କୋଭିଡ୍‌ ଚିନ୍ତା ବଢ଼ାଉଛନ୍ତି ଅମାନିଆ

ଖୋର୍ଦ୍ଧା ଅଫିସ,୨୭।୪: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ି ଚାଲିଛି। ସଂକ୍ରମଣ ରୋକିବା ଲାଗି ସରକାର ନାଇଟ କର୍ଫ୍ୟୁ, ସପ୍ତାହାନ୍ତ ଶନି ଓ ରବିବାର…

6 years ago

ପୁରୀରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥକାଠ

ପୁରୀ ଅଫିସ, ୨୭।୪: ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଚଳିତବର୍ଷ ମହାପ୍ରଭୁଙ୍କ ରଥଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ପୂର୍ବରୁ ନୟାଗଡ଼ରୁ ୨ଟି ପର୍ଯ୍ୟାୟରେ ରଥ କାଠ ପୁରୀରେ…

6 years ago

ଶୋଇବା ଘରେ ୧୪ ଫୁଟ୍‌ର ଅହିରାଜ

ବାଙ୍ଗିରିପୋଷି,୨୭।୪(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ବନାଞ୍ଚଳ ଅନ୍ତର୍ଗତ ନିଶ୍ଚିନ୍ତା ଗ୍ରାମର ଅଧ୍ୟାପକ ଅଶୋକ କୁମାର ମହାପାତ୍ରଙ୍କ ଶୋଇବା ଘରୁ ୧୪ ଫୁଟ ଲମ୍ବ ଏକ ଅହିରାଜ ସାପ…

6 years ago

ପହଞ୍ଚୁନି ପ୍ରକଳ୍ପ ପାଣି

ବଇଣ୍ଡା,୨୭ା୪(ପରିକ୍ଷିତ ସାହୁ) ଗ୍ରାମାଞ୍ଚଳକୁ ପାନୀୟ ଜଳ ଯୋଗାଣ ପାଇଁ ସରକାରଙ୍କ ମାଳମାଳ ଯୋଜନା ରହିଛି। ହେଲେ ପ୍ରଶାସନିକ ଇଚ୍ଛାଶକ୍ତି ଅଭାବ ଏ କ୍ଷେତ୍ରରେ ପ୍ରତିବନ୍ଧକ ସାଜୁଛି। ଏହି…

6 years ago

ମାଓବାଦୀଙ୍କ ବର୍ବରତା: ଜାଳି ଦେଲେ ୭ ଗାଡ଼ି

ମାଲକାନଗିରି,୨୬ା୪: ଛତିଶଗଡ଼ରେ ଅପରେଶନ ପ୍ରହାର-୩କୁ ବିରୋଧ କରି ମାଓବାଦୀଙ୍କ ପକ୍ଷରୁ ଏପ୍ରିଲ ୨୬ରେ ଭାରତ ବନ୍ଦ ଡାକରା ଦିଆଯାଇଥିଲା। ଏହାର ପ୍ରଭାବ ସୋମବାର ମାଲକାନଗିରି ଜିଲାରେ ଦେଖିବାକୁ…

6 years ago

କରୋନା ଆକ୍ରାନ୍ତ ମହିଳାଙ୍କ ସୁରକ୍ଷିତ ପ୍ରସବ କରାଇଲେ ଡାକ୍ତର

ମାଲକାନଗିରି,୨୬ା୪: ମାଲକାନଗିରି ଜିଲା ସଦରସ୍ଥିତ କୋଭିଡ୍‌ ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଜଣେ ମହିଳା ସୋମବାର ଏକ ଶିଶୁପୁତ୍ର ଜନ୍ମ ଦେଇଛନ୍ତି। ମହିଳା ଜଣକ କରୋନା ସଂକ୍ରମିତ ହୋଇଥିବାରୁ…

6 years ago

ଲୁଟ୍‌ ବେଳେ ପହଞ୍ଚିଗଲା ପୋଲିସ; ଟଙ୍କା, ସୁନା, ବାଇକ୍‌ ଛାଡ଼ି ପଳାଇଲେ ଲୁଟେରା

ଟିଟିଲାଗଡ଼, ୨୬।୪: ବଲାଙ୍ଗୀର ଜିଲା ଟିଟିଲାଗଡ଼ ସହରରେ ଲୁଟ୍‌ପାଟ୍‌ ବଢି ଚାଲିଛି। ସୋମବାର ଟଙ୍କା, ସୁନା ଲୁଟିବା ବେଳେ ଲୁଟେରା ପାଟ୍ରୋଲିଂ କରୁଥିବା ପୋଲିସ ସହ ମୁହଁାମୁହିଁ…

6 years ago