ଆମ ଜିଲା ଖବର

ପ୍ରେମିକାଙ୍କୁ ବିବାହ ପାଇଁ ଅଶ୍ଳୀଳ ଭିଡିଓ ଭାଇରାଲ, ୪ ମହିଳାଙ୍କ ସମେତ ୫ ଗିରଫ

ମାଲକାନଗିରି,୨୮।୩(ଡି.ଏନ.ଏ.): ପ୍ରେମିକାଙ୍କୁ ବିବାହ କରିବାକୁ ଯୋଜନା କରି ତାଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ କରିବା ପରି ଘଟଣା ମାଲକାନଗିରି ଜିଲାରେ ଦେଖିବାକୁ ମିଳିଛି। ଏନେଇ ଅଭିଯୋଗ ପରେ…

5 years ago

ପରିବହନ ବିଭାଗ ପକ୍ଷରୁ ଘରୋଇ ବସ୍‌ ଯାଞ୍ଚ

ମାଲକାନଗିରି,୨୭ା୩(ଡି.ଏନ.ଏ.): ମାଲକାନଗିରି ଜିଲା ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ରବିବାର ଜିଲାରେ ଚଳାଚଳ କରୁଥିବା ବିଭିନ୍ନ ଘରୋଇ ବସ୍‌ଗୁଡିକ ଯାଞ୍ଚ କରାଯାଇଥିଲା। ବିଶେଷକରି ଗ୍ରୀଷ୍ମପ୍ରବାହ ସମୟରେ ବସ୍‌…

5 years ago

ରେଳରୋକୋ କଲେ ଆନ୍ଦୋଳନକାରୀ

ବାଲେଶ୍ୱର ଅଫିସ ୨୮।୩: କେନ୍ଦ୍ର ସରକାରଙ୍କ ଜନମାରଣ ନୀତି ପ୍ରତିବାଦରେ କେନ୍ଦ୍ରୀୟ ଟ୍ରେଡ୍‌ ୟୁନିୟନ ପକ୍ଷରୁ ଦୁଇ ଦିନିଆ ଭାରତ ବନ୍ଦ ଡାକରା ଦିଆଯାଇଛି। ଏହି ପରିପ୍ରେକ୍ଷୀରେ…

5 years ago

ପୂର୍ବତନ ସରପଞ୍ଚଙ୍କ ପରିବାରକୁ ସାମାଜିକ ବାସନ୍ଦ

ଡାବୁଗାଁ, ୨୮।୩ (ଡି.ଏନ.ଏ.): ନବରଙ୍ଗପୁର ଜିଲା ଡାବୁଗାଁ ଥାନା ଅଧୀନ ହାତୀବେଡ଼ା ପଞ୍ଚାୟତର ଜଣେ ପୂର୍ବତନ ସରପଞ୍ଚଙ୍କ ପରିବାରକୁ ସାମାଜିକ ବାସନ୍ଦ କରାଯାଇଛି। ଏ ନେଇ ସମ୍ପୃକ୍ତ ପୂର୍ବତନ…

5 years ago

କମ୍‌ ଦରରେ ତରଭୁଜ ବିକୁଛନ୍ତି ଚାଷୀ

ମାଲକାନଗିରି, ୨୮।୩ (ଡି.ଏନ.ଏ.): ଖରାଦିନ ଆସିଗଲେ ବଜାରରେ ବଢ଼ିଥାଏ ଖରାଦିନିଆ ଫଳର ଚାହିଦା। ଗରମରୁ ଆଶ୍ୱସ୍ତି ପାଇବା ପାଇଁ ଲୋକେ ଖୋଜିଥାନ୍ତି ତରଭୁଜ। ପିଲାଠାରୁ ବୟସ୍କ ପର୍ଯ୍ୟନ୍ତ ସମସ୍ତଙ୍କ…

5 years ago

ପ୍ରାର୍ଥୀ ଓ ଦଳ ପାଇଁ ଏବେ ସମୀକ୍ଷାର ବେଳ

ନବରଙ୍ଗପୁର,୨୮।୩(ବି.ପ୍ର.): ନବରଙ୍ଗପୁର ଜିଲାର ନବରଙ୍ଗପୁର ଓ ଉମରକୋଟ ପୌର ନିବାଚନ ଫଳାଫଳ ପ୍ରକାଶ ପ୍ରକାଶ ପାଇବା ପରେ ଏବେ ନବରଙ୍ଗପୁରରେ କଂଗ୍ରେସ ଓ ବିଜେଡି ଏବଂ ଉମରକୋଟରେ ଭାଜପା…

5 years ago

ଦଳବିରୋଧୀ ନୀରବ ଘାତକ

ଢେଙ୍କାନାଳ ଅଫିସ୍‌, ୨୮।୩: ଆମଦାନୀ ନେତାଙ୍କୁ ଅଧିକ ଗୁରୁତ୍ୱ ଦେବା ମହଙ୍ଗା ପଡ଼ିଲା ନା ଟିକେଟରୁ ବଞ୍ଚତ୍ତ ଅସନ୍ତୁଷ୍ଟ କର୍ମୀ ପରଦା ପଛରେ ରହି ନୀରବଘାତକ ସାଜିଲେ। ପଞ୍ଚାୟତ…

5 years ago

ରାଜ୍ୟ ଦଳରେ ଗଞ୍ଜାମର ୫ ପ୍ରତିଯୋଗୀ

ବ୍ରହ୍ମପୁର ଅଫିସ,୨୮।୩: ୩୨ତମ ଜାତୀୟସ୍ତରୀୟ ଟେନିସ ବଲ କ୍ରିକେଟ (ପୁରୁଷ ଓ ମହିଳା) ଚାମ୍ପିୟନଶିପ୍‌ ପ୍ରତିଯୋଗିତା ଆସନ୍ତା ୨୮ରୁ ୩୧ ପର୍ଯ୍ୟନ୍ତ ମହାରାଷ୍ଟ୍ରର ନାଗପୁରଠାରେ ଅନୁଷ୍ଠିତ ହେବ। ଏଥିନିମନ୍ତେ…

5 years ago

ଯୁବତୀଙ୍କୁ ଅଶ୍ଳୀଳ ଇଙ୍ଗିତ କରିବା ପଡ଼ିଲା ମହଙ୍ଗା

ବାଲେଶ୍ୱର ଅଫିସ,୨୮ା୩: ରେଳ ଷ୍ଟେଶନ ପରିସରରେ ପଶ୍ଚିମବଙ୍ଗର ଜଣେ ଯୁବତୀଙ୍କୁ ଅଶ୍ଳୀଳ ଇଙ୍ଗିତ ପ୍ରଦର୍ଶନ କରିଥିବା ନେଇ ବାଲେଶ୍ୱର ଜିଆର୍‌ପି ଥାନାରେ ଅଭିଯୋଗ ଆଣିଛନ୍ତି ଯୁବତୀ ଜଣକ।…

5 years ago

ଦଳିତ ବସ୍ତିରେ ବିଦ୍ୟୁତ ସେବା ବନ୍ଦ, କର୍ମଚାରୀଙ୍କୁ ଘେରିଲେ ମହିଳା

ଢେଙ୍କାନାଳ ଅଫିସ,୨୮।୩: ଢେଙ୍କାନାଳ ପୌରାଞ୍ଚଳର ୱାର୍ଡ ନଂ. ୧୦ର ବିଲସାହି ଦଳିତ ବସ୍ତିରେ ବିଦ୍ୟୁତ୍‌ ସରବରାହ ହଠାତ୍‌ ବନ୍ଦ ହୋଇଯାଇଥିଲା। ଏହାର ପ୍ରତିବାଦରେ ଏଏପି୍‌ କର୍ମୀ ପଦ୍ମିନୀ ନାଏକଙ୍କ…

5 years ago