ଆମ ଜିଲା ଖବର

ଭାରରେ ୧୨କି.ମି. ବୋହି ଆଣିବା ପରେ ମିଳିଲା ସ୍ବାସ୍ଥ୍ୟସେବା

ମାଲକାନଗିରି, ୨୬।୧ (ଡି.ଏନ.ଏ.) - ରାଜ୍ୟ ଓ କେନ୍ଦ୍ର ସରକାର ଜନସାଧାରଣଙ୍କୁ ଉନ୍ନତମାନର ସ୍ବାସ୍ଥ୍ୟସେବା ଯୋଗାଇଦେବାକୁ ବହୁ ଅର୍ଥ ବ୍ୟୟ କରୁଛନ୍ତି। ମାତ୍ର ବାସ୍ତବତା ଏହାଠାରୁ ବହୁଦୂରରେ।…

4 years ago

ପୋଷ୍ଟର ବ୍ୟାନର, ପଦଯାତ୍ରା, ଶୋଭାଯାତ୍ରାକୁ ମନା

ମାଲକାନଗିରି, ୨୬।୧ (ଡି.ଏନ.ଏ.) - ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ଅବାଧ, ନିରପେକ୍ଷ ଏବଂ ଶାନ୍ତିଶୃଙ୍ଖଳାର ସହ ଶେଷ କରିବା…

4 years ago

ଲୋକଙ୍କ କାମରେ ଲାଗୁନି ପୌର ପରିଷଦ ଗୋଷ୍ଠୀ ଶୌଚାଳୟ

ସୁନାବେଡ଼ା,୨୬।୧(ସ୍ବ.ପ୍ର.) - ସୁନାବେଡ଼ା ପୌର ପରିଷଦ ପକ୍ଷରୁ ଜାନିଗୁଡ଼ା ଗ୍ରାମର ପରିମଳ ବ୍ୟବସ୍ଥାରେ ସୁଧାର ଆଣିବା ସହ ସାଧାରଣ ଲୋକଙ୍କ ସୁବିଧା ନିମନ୍ତେ ଗୋଟିଏ ଗୋଷ୍ଠୀ ଶୌଚାଳୟ…

4 years ago

‘ଆଚରଣ ବିଧି ଉଲ୍ଲଂଘନ କଲେ କାର୍ଯ୍ୟାନୁଷ୍ଠାନ’

ବାରିପଦା ଅଫିସ,୨୬।୧- ମୟୂରଭଞ୍ଜ ଜିଲାରେ ମୁକ୍ତ, ଅବାଧ ଓ ନିରପେକ୍ଷ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପରିଚାଳନା ପାଇଁ ରାଜନୈତିକ ଦଳର ପ୍ରତିନିଧିଙ୍କ ସହ ପର୍ଯ୍ୟବେକ୍ଷକଙ୍କ ଏକ ବୈଠକ…

4 years ago

ଗଜପତି ଷ୍ଟାଡିୟମଠାରେ ଜିଲାପାଳ କଲେ ପତାକା ଉତ୍ତୋଳନ

ପାରଳାଖେମୁଣ୍ଡି,୨୬।୧: ଗଜପତି ଷ୍ଟାଡିୟମଠାରେ ଜିଲାସ୍ତରୀୟ ୭୩ତମ ସାଧାରଣତନ୍ତ୍ର ଦିବସ କୋଭିଡ୍‌ କଟକଣାରେ ପାଳିତ ହୋଇଯାଇଛି। ଜିଲାପାଳ ଲିଙ୍ଗରାଜ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପତାକା…

4 years ago

ଛେଣ୍ଡିପଦା ବ୍ଲକରେ ୯୯୮ ପ୍ରାର୍ଥୀ: ୮୧ ପ୍ରାର୍ଥିପତ୍ର ପ୍ରତ୍ୟାହାର

ଛେଣ୍ଡିପଦା,୨୬।୧(ସ୍ବ.ପ୍ର.)- ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ପକ୍ଷରୁ ମଙ୍ଗଳବାର ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ବ୍ଲକରେ ଥିବା ମୋଟ ୩୪…

4 years ago

ପୁରୁଷୋତ୍ତମପୁରରେ ସାଧାରଣତନ୍ତ୍ର ଦିବସ ପାଳିତ

ପୁରୁଷୋତ୍ତମପୁର,୨୬।୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ପବିତ୍ର ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଦାଲତରେ ବିଚାରପତି ଦିଲ୍ଲୀପ କୁମାର…

4 years ago

‘ସୁଦୃଢ଼ ଗଣତନ୍ତ୍ର ପାଇଁ ନିର୍ବାଚନୀ ସାକ୍ଷରତା ଜରୁରୀ’

ଢେଙ୍କାନାଳ ଅଫିସ, ୨୬।୧-ଢେଙ୍କାନାଳ ଜିଲା କାର୍ଯ୍ୟାଳୟ ପରିସରରେ ମଙ୍ଗଳବାର ୧୨ତମ ରାଷ୍ଟ୍ରୀୟ ମତଦାତା ଦିବସ ପାଳିତ ହୋଇଯାଇଛି। ଭର୍ଚୁଆଲ ମୋଡ୍‌ରେ ଆୟୋଜିତ ଏହି ଜିଲାସ୍ତରୀୟ କାର୍ଯ୍ୟକ୍ରମରେ ଜିଲାପାଳ…

4 years ago

ଖବରକାଗଜ ବିତରଣ ସଂଘ ପକ୍ଷରୁ ସାଧାରଣତନ୍ତ୍ର ଦିବସ ପାଳିତ

ଖୋର୍ଦ୍ଧା ଅଫିସ,୨୬।୧ : ମା’ ବରୁଣେଇ ଖବରକାଗଜ ବିତରଣ ସଂଘ ଆନୁକୂଲ୍ୟରେ ୭୩ତମ ସାଧାରଣତନ୍ତ୍ର ଦିବସ ଖୋର୍ଦ୍ଧା କ୍ଲବ ନିକଟ ପେପର ପଏଣ୍ଟ ଠାରେ ବୁଧବାର ଅନୁଷ୍ଠିତ…

4 years ago

ସାଧାରଣତନ୍ତ୍ର ପରିବର୍ତ୍ତେ ସ୍ବାଧୀନତା ଦିବସ

ଢେଙ୍କାନାଳ ଅଫିସ, ୨୬।୧: ଢେଙ୍କାନାଳ ସଦରରେ ଜିଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନକୁ ନେଇ ବ୍ୟାପକ ପ୍ରସ୍ତୁତି ଚାଲିଥିବାବେଳେ ତୋରଣ ବ୍ୟାନରର ତ୍ରୁଟି ପାଇଁ ପ୍ରଶାସନକୁ ଟ୍ରୋଲ୍‌ ହେବାକୁ…

4 years ago