କେନ୍ଦ୍ରାପଡ଼ା ଅଫିସ, ୧୯ା୧୧: କେନ୍ଦ୍ରାପଡ଼ା ଜିଲାର ନୌବାଣିଜ୍ୟ ପରମ୍ପରା ପ୍ରାଚୀନ। ସାଧବ ପୁଅ କନିକା ଉପସାଗରରୁ ବାଲି, ସିଂହଳ, ଜାଭା ଆଦି ଦେଶକୁ ଯାଇ ବ୍ୟବସାୟ କରୁଥିଲେ।…
ଯାଜପୁର ଅଫିସ,୨୦।୧୧: ଯାଜପୁର ଜିଲା ରଗଡ଼ିସ୍ଥିତ ସରକାରୀ ପଲିଟେକନିକର ୯୭ ଛାତ୍ରୀଛାତ୍ର ୨୦୨୦-୨୧ ବର୍ଷରେ ରାଜ୍ୟର ବିଭିନ୍ନ ଶିଳ୍ପାନୁଷ୍ଠାନରେ ନିଯୁକ୍ତି ପାଇଛନ୍ତି। କିନ୍ତୁ ଜିଲାର କଳିଙ୍ଗନଗର ଶିଳ୍ପାଞ୍ଚଳ…
ଖୋର୍ଦ୍ଧା ଅଫିସ,୨୦।୧୧: ଖୋର୍ଦ୍ଧା ଟାଉନ ଥାନା ଅନ୍ତର୍ଗତ କୁମ୍ଭିଲୋ ଗ୍ରାମର ସନ୍ତୋଷ କୁମାର ବେହେରା ଓରଫ ରାଜା(୨୫)ଗାଈ ଚରାଇବାକୁ ଯାଇ ଅକ୍ଟୋବର ୨୪ରୁ ନିଖୋଜ ଅଛନ୍ତି। ଘଟଣାକୁ…
ବାରଙ୍ଗ,୨୦।୧୧(ଡି.ଏନ୍.ଏ.): ବହୁ ବିଭ୍ରାଟ ପରେ ଶୁକ୍ରବାର ନନ୍ଦନକାନନରେ ଶିଶୁ ରେଳଗାଡି(ଟୟ ଟ୍ରେନ) ପୁଣି ଚାଲିିଛି। ଶେଷ ଟ୍ରିପ୍ ପର୍ଯ୍ୟନ୍ତ ଠିକ୍ ଭାବେ ଚାଲିଥିବା ବେଳେ କୌଣସି ତ୍ରୁଟି…
ପୁରୀ ଅଫିସ,୨୦।୧୧: ରତ୍ନଭଣ୍ଡାରକୁ ନେଇ ନୂଆ ବିବାଦ ଦେଖାଦେଇଛି। ପୂର୍ବରୁ ରତ୍ନଭଣ୍ଡାର ଚାବି ଘଟଣାରେ ରାଜ୍ୟ ସରକାର ଓ ଶ୍ରୀମନ୍ଦିର ପ୍ରଶାସନର କାର୍ଯ୍ୟକଳାପ ଉପରେ ସାଧାରଣରେ ଅନେକ…
ସମ୍ବଲପୁର,୨୦।୧୧(ବ୍ୟୁରୋ): ସମ୍ବଲପୁର ଜିଲା ବୁର୍ଲାର ଭିମ୍ସାରରେ ୨ବର୍ଷ ହେବ ସ୍ଥାୟୀ ଡାକ୍ତର ନିଯୁକ୍ତି କରାଯାଉ ନାହିଁ। ଖାଲିପଡିଥିବା ଶହେରୁ ଊର୍ଦ୍ଧ୍ୱ ପଦ ପୂରଣ ପାଇଁ କର୍ତ୍ତୃପକ୍ଷ ପଦକ୍ଷେପ…
ଭବାନୀପାଟଣା,୧୯।୧୧(ସ୍ବ.ପ୍ର.): କଳାହାଣ୍ଡିରେ ପୁଣି ମୃତଦେହକୁ ଅସମ୍ମାନ ଦେବା ଘଟଣା ଦୃଷ୍ଟିକୁ ଆସିଛି। ମା’ଙ୍କ ମୃତଦେହକୁ ବାଇକ୍ରେ ୧୦ କି.ମି. ବୋହିଛନ୍ତି ପୁଅ। ଏଭଳି ଅଭବାନୀୟ ଘଟଣା ଘଟିଛି…
ବୌଦ୍ଧ/ବଘିଆପଡା/ବାଉଁଶୁଣୀ,୧୯ା୧୧(ସ୍ବ.ପ୍ର/ଡି.ଏନ.ଏ): ବୌଦ୍ଧ ଗଉଦେଇ ସଂରକ୍ଷିତ ଜଙ୍ଗଲରେ ବାର୍ହା ଶିକାର ପାଇଁ ବିଦ୍ୟୁତ୍ ତାର ବିଛାଉଥିବା ବେଳେ ୩ଜଣ ଶିକାରୀଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ ବୌଦ୍ଧ…
ଭଞ୍ଜନଗର/ଛତ୍ରପୁର,୧୯।୧୧(ଡି.ଏନ୍.ଏ.): ଗଞ୍ଜାମ ଜିଲା ଅଧୀନ ଗାଙ୍ଗପୁର ଥାନା ଦେଶର ଦ୍ୱିତୀୟ ସର୍ବଶ୍ରେଷ୍ଠ ଥାନା ଭାବେ ପୁରସ୍କୃତ ହୋଇଛି। ଭାରତ ସରକାରଙ୍କ ଗୃହ ବ୍ୟାପାର ମନ୍ତ୍ରାଣାଳୟ ପକ୍ଷରୁ ଏହି…
ଗୋପାଳପୁର,୧୯ା୧୧(ଡି.ଏନ୍.ଏ.): ପ୍ରେମିକ ଅନ୍ୟ ଜଣେ ଯୁବତୀଙ୍କୁ ଭଲ ପାଉଥିବା ଜାଣି ଜଣେ ଯୁବତୀ ବିଷ ପିଇ ଆତ୍ମହତ୍ୟା କରିଛନ୍ତି। ଏଭଳି ଘଟଣା ଘଟିଛି ଗଞ୍ଜାମ ଜିଲା ଗୋଳନ୍ଥରା…