ବାରିପଦା ଅଫିସ,୨୧।୪: ମୟୂରଭଞ୍ଜ ଜିଲା ରାଇରଙ୍ଗପୁର ଅଞ୍ଚଳର ଜନୈକା ଯୁବତୀଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଜଣେ ଯୁବକ ବଳାତ୍କାର କରିଥିବା ବାରିପଦା ଟାଉନ ଥାନାରେ ଅଭିଯୋଗ ହୋଇଛି।…
ବୁଗୁଡ଼ା,୨୧।୪(ଡି.ଏନ୍.ଏ.): ବୁଗୁଡ଼ା ସହରରେ ବ୍ୟବସାୟୀ ଓ ସାଧାରଣ ଜନତା କୋଭିଡ୍ କଟକଣାକୁ ଠିକ୍ ଭାବେ ପାଳନ କରିବା ପାଇଁ ଏନ୍ଏସି ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ ଥିବା…
ଲୋଇସିଂହା,୨୧।୪(ଡି.ଏନ୍.ଏ.): ବଲାଙ୍ଗୀର ଜିଲା ଲୋଇସିଂହା ରେଞ୍ଜ ଅନ୍ତର୍ଗତ ଦରଲ୍ଲୀପାଲି ଗାଁରେ ଦନ୍ତାହାତୀ ଆକ୍ରମଣରେ ଜଣଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ବିରଞ୍ଚି ସାହୁ। ସୂଚନାଯୋଗ୍ୟ, ଆଗଲପୁର ବ୍ଲକ…
ବଲାଙ୍ଗୀର ଅଫିସ,୨୧।୪: ଓଡ଼ିଶା ପୋଲିସ ମହାନିର୍ଦ୍ଦେଶକ ଅଭୟ ବୁଧବାର ପୂର୍ବାହ୍ନରେ ବଲାଙ୍ଗୀର ଗସ୍ତରେ ଯାଇଛନ୍ତି। ସେ ହେଲିକପ୍ଟର ଯୋଗେ ମନୋହରପୁର ପୋଲିସ ପଡ଼ିଆ ହେଲିପ୍ୟାଡରେ ପହଞ୍ଚି ସ୍ଥାନୀୟ…
କଟକ ଅଫିସ,୨୧।୪: ରାଜ୍ୟରେ କୁମ୍ଭମେଳା ଫେରନ୍ତା ଚିନ୍ତା ବଢ଼ାଇ ଚାଲିଛନ୍ତି। ଆଜି କଟକରୁ ଆଉ ୧୩ କୁମ୍ଭମେଳା ଫେରନ୍ତା କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ସିଏମ୍ସି ସୂଚନା…
ପଦ୍ମପୁର,୨୧।୪(ଡି.ଏନ୍.ଏ.): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ରାଜଘରପୋଖରୀ ପଞ୍ଚାୟତର ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ଛତିଶଗଡ଼ରେ ଏକ କମ୍ପାନୀରେ କାମ କରୁଥିବା ବେଳେ ଉଭୟ କରୋନାରେ…
ଛତ୍ରପୁର,୨୧।୪(ଡି.ଏନ୍.ଏ.): ଗଞ୍ଜାମରେ କରୋନା ରୋଗୀଙ୍କ ସଂଖ୍ୟା ବଢ଼ୁଥିବା ବେଳେ ଜିଲାବାସୀଙ୍କ ପାଇଁ ଚିନ୍ତା ବଢ଼ୁଛି। ବୁଧବାର ଗଞ୍ଜାମରୁ ୧୫୧ ପଜିଟିଭ ଚିହ୍ନଟ ହୋଇଛନ୍ତି। ଅପରପକ୍ଷରେ ବ୍ରହ୍ମପୁର ଉପକଣ୍ଠ…
ବରଗଡ଼ ଅଫିସ,୨୧।୪: ବରଗଡ଼ ଜିଲା ଗାଇସିଲେଟ ବ୍ଲକ ଅଞ୍ଚଳରେ ନରହନ୍ତା ହାତୀ ମାତି ଉଠିଛି। ବୁଧବାର ସକାଳୁ ଏହି ହାତୀ ୩ ଜଣଙ୍କ ଜୀବନ ନେଇଛି। ମୃତକମାନେ…
ମାଲକାନଗିରି,୨୧।୪ (ଡି.ଏନ୍.ଏ.): ଆନ୍ଧ୍ର- ଓଡ଼ିଶା ବର୍ଡର ଜୋନାଲ କମିଟିର ମାଓବାଦୀ ନେତା ତଥା ସ୍ବାଭିମାନ ଅଞ୍ଚଳରେ ସଙ୍ଗଠନର ମୁଖ୍ୟ ଥିବା ଜଳନ୍ଧର ରେଡ୍ଡି ଓରଫ ଭେଙ୍କାଟା କ୍ରିଷ୍ଣା…
କଟକ ଅଫିସ/ସମ୍ବଲପୁର (ବ୍ୟୁରୋ) ୨୧।୪: କଟକ ଏସ୍ସିବି ମେଡିକାଲରୁ ଗ୍ୟାଙ୍ଗଷ୍ଟର ଶେଖ୍ ହାଇଦର ଫେରାର ହେବା ଘଟଣାରେ ମଙ୍ଗଳବାର ପୋଲିସ ୨ ଜଣଙ୍କୁ ମଙ୍ଗଳବାର ଗିରଫ କରିଛି।…