ଆସିକା,୪।୧୨(ଡି.ଏନ୍.ଏ.): ବ୍ରହ୍ମପୁର ବ୍ରହ୍ମାନଗରଠାରେ ଶାଶୁଘରେ ରହିବା ଲାଗି ଧାରଣା ଦେଇଥିବା ତପସ୍ବିନୀ ଦାସ ଗୁରୁବାର ରାତିରେ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ସ୍ବାମୀ ସୁମିତ ସାହୁଙ୍କ ସହ ଆସିକା ଯାଇଥିଲେ।…
ଧର୍ମଶାଳା/ଚଣ୍ଡିଖୋଲ, ୩ା୧୨(ଡି.ଏନ.ଏ.): ଯଶୋବନ୍ତପୁର-ହାୱଡ଼ା ଦୂରନ୍ତୋ ଏକ୍ସପ୍ରେସର ଏକ ବଗି ଯାଜପୁର ଜିଲା ଧର୍ମଶାଳା ବ୍ଲକ ଅଧୀନ ହରିଦାସପୁର ରେଳଷ୍ଟେଶନ ନିକଟରେ ଲାଇନଚ୍ୟୁତ ହୋଇଛି। ଏହି ଦୁର୍ଘଟଣାରେ କୌଣସି…
ମାଲକାନଗିରି,୪ା୧୨(ଡି.ଏନ୍.ଏ.): ମାଲକାନଗିରି ଜିଲା ମାନଚିତ୍ରରେ ନ ଥିବା ଗାଁ ଚିହ୍ନଟ କରିଛନ୍ତି ତହସିଲଦାର। ଏହି ନୂତନ ଗ୍ରାମ ହେଲା ଖଇରପୁଟ ବ୍ଲକ ରାସବେଡ଼ା ପଞ୍ଚାୟତ ଅଧୀନ ଘାସିଙ୍ଗବେଡ଼ା।…
ବାଲେଶ୍ୱର ଅଫିସ, ୩।୧୨: ଠିକାଦାରଙ୍କ ସିକ୍ୟୁରିଟି ଟଙ୍କା ଉଠାଣ ନିମନ୍ତେ କାଗଜପତ୍ର ଠିକ୍ କରିବା ପାଇଁ ୧ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ବାଲେଶ୍ୱର ରେଳଷ୍ଟେଶନ ନିକଟସ୍ଥ…
ନିଶ୍ଚିନ୍ତକୋଇଲି,୩ା୧୨(ସ୍ବ.ପ୍ର.): କଟକ ଜିଲା ମାହାଙ୍ଗା ଥାନା ଅଧିନସ୍ଥ ଡବଲ ମର୍ଡର ଘଟଣାରେ ମାହାଙ୍ଗା ଥାନା ଅଧିକାରୀଙ୍କୁ ବ୍ୟକ୍ତିଗତ ହଜାର ହେବାକୁ ମାନ୍ୟବର କୋର୍ଟ ଗୁରୁବାର ଆଦେଶ ଦେଇଥିଲେ।…
ଗଞ୍ଜାମ,୩ା୧୨(ଡି.ଏନ୍.ଏ.): ବିଧାନସଭା ଅଧିବେଶନରେ ୫୦ବର୍ଷର ଗଞ୍ଜାମ ମହାବିଦ୍ୟାଳୟର ନିଜସ୍ବ ଜମି ନ ଥିବା ନେଇ ପ୍ରଶ୍ନ କରିଥିଲେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା l ବିଭିନ୍ନ…
କଟକ ଅଫିସ,୩।୧୨: ରାଜ୍ୟ ସରକାର ମମିତା ହତ୍ୟା ମାମଲାର ଷ୍ଟାଟସ ରିପୋର୍ଟ ଶୁକ୍ରବାର ହାଇକୋର୍ଟରେ ଦାଖଲ କରିଛନ୍ତି। ତଦନ୍ତର ଅଗ୍ରଗତି ନେଇ ବନ୍ଦ ଲଫାପାରେ ରିପୋର୍ଟ ଦାଖଲ…
କଟକ ଅଫିସ,୩ା୧୨: ସମ୍ବଲପୁର ସିଟି,ଜିଏସ୍ଟି ସର୍କଲ-୨ ଅଧୀନ ୧୧୭ ବ୍ୟକ୍ତିଗତ ଓ ବାଣିଜି୍ୟକ ସଂସ୍ଥାର କୋଟି କୋଟି ଟଙ୍କା ବକେୟା ପଡ଼ିଛି। ଗତ ନଭେମ୍ବର ୨୫ତାରିଖ ସୁଦ୍ଧା…
ଭୁବନେଶ୍ୱର,୩ା୧୨(ବ୍ୟୁରୋ): ପୁରୀ ଜିଲାରେ ବାତା ‘ଜଓ୍ବାଦ’ ସ୍ଥଳଭାଗ ଛୁଇଁପାରେ। ୪ ତାରିଖ ସନ୍ଧ୍ୟା ଏବଂ ୫ ତାରିଖ ସକାଳ ମଧ୍ୟରେ ଏହା ସ୍ଥଳଭାଗ ଛୁଇଁପାରେ ବୋଲି ପାଣିପାଗ…
ପୁରୀ ଅଫିସ, ୩ା୧୨: ମାର୍ଗଶିର ମାସ ଚତୁର୍ଦ୍ଦଶୀ ତିଥି ଅବସରରେ ଶୁକ୍ରବାରଠାରୁ ଶ୍ରୀମନ୍ଦିରରେ ତିନିଦିନ ବ୍ୟାପି ଦେବ ଦୀପାବଳି ଉତ୍ସବ ଅନୁଷ୍ଠିତ ହେବ। ମାନବୀୟ ଲୀଳା କରୁଥିବା…