ଆମ ଜିଲା ଖବର

ଲଘୁ ଖଣିଜ ଚୋରାଚାଲାଣ ରୋକିବାକୁ ଗୁରୁତ୍ୱ

ଜଗତ୍‌ସିଂହପୁର ଅଫିସ, ୨୭।୪: ଜଗତ୍‌ସିଂହପୁର ଜିଲାର ରାଜସ୍ବ ସମୀକ୍ଷା ବୈଠକ ମଙ୍ଗଳବାର ଆଭାସୀ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟଜିତ୍‌ ସାହୁ…

4 years ago

ବିଏସ୍‌ଏଫ୍‌ ପକ୍ଷରୁ ଅସ୍ତ୍ରଶସ୍ତ୍ର ପ୍ରଦର୍ଶନୀ, ଡଗ୍‌ ଶୋ

ଜୟପୁର ୨୭।୪(ନି. ପ୍ର.): ଦେଶର ସୁରକ୍ଷା ନେଇ ବ୍ୟବହୃତ ହେଉଥିବା ବିଭିନ୍ନ ଅସ୍ତ୍ରଶସ୍ତ୍ର ସମ୍ପର୍କରେ ଜ୍ଞାନ ଆହରଣ ଲାଗି କୋରାପୁଟ ବିଏସ୍‌ଏଫ୍‌ ପକ୍ଷରୁ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି…

4 years ago

ଐତିହ୍ୟ କରିଡରକୁ ପୁରୀ ବିଧାୟକଙ୍କ ସମର୍ଥନ

ପୁରୀ ଅଫିସ,୨୭।୪: ଐତିହ୍ୟ କରିଡର ପ୍ରକଳ୍ପକୁ ପୁରୀ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ ସମର୍ଥନ କରିଥିବାବେଳେ ଶ୍ରୀମନ୍ଦିର ବଞ୍ଚାଅ ଅଭିଯାନର ପଦଯାତ୍ରାକୁ ବିରୋଧ କରିଛନ୍ତି। ସେ କହିଛନ୍ତି,…

4 years ago

ପେଷି ହେଉଛନ୍ତି ଚାଷୀ

ବରଗଡ଼ ଅଫିସ୍‌,୨୭ା୪: ଓଡ଼ିଶାର ଚାଷୀମାନେ ଗତ ୧୦ବର୍ଷ ମଧ୍ୟରେ ଅଧିକରୁ ଅଧିକ ଧାନ ଉତ୍ପାଦନ କରିଛନ୍ତି। ଏଥିପାଇଁ ରାଜ୍ୟ ସରକାର କ୍ରମାଗତ କୃଷି କର୍ମଣ ପୁରସ୍କାର ପାଇଛନ୍ତି।…

4 years ago

ବଡ଼ଦାଣ୍ଡରେ ହେବାକୁ ଥିବା ପଦଯାତ୍ରାକୁ ଅନୁମତି ଦେଲାନି ପୁରୀ ପ୍ରଶାସନ

ପୁରୀ ଅଫିସ,୨୬।୪: ଶ୍ରୀମନ୍ଦିର ଐତିହ୍ୟ କରିଡର ନିର୍ମାଣ ଓ ଶହେ ମିଟର ପରିଧି ମଧ୍ୟରେ ବ୍ୟାପକ ଖନନକୁ ବିରୋଧ କରି ବୁଧବାର ଭୁବନେଶ୍ୱର ଏମ୍‌ପି ଅପରାଜିତା ଷଡ଼ଙ୍ଗୀ…

4 years ago

ରାଲିରେ ଅପରାଜିତାଙ୍କୁ ସହଯୋଗ କରିବୁ ନାହିଁ: ପୁରୀ ବିଧାୟକ

ପୁରୀ ଅଫିସ,୨୬।୪: ଗୋଟିଏ ପଟେ ଭୁବନେଶ୍ୱର ଏମ୍‌ପି ଅପରାଜିତା ଷଡ଼ଙ୍ଗୀ ପୁରୀ ଐତିହ୍ୟ କରିଡର ପ୍ରକଳ୍ପକୁ ବିରୋଧ କରୁଥିବା ବେଳେ ପୁରୀ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ…

4 years ago

ରାସ୍ତାରେ ଗଡ଼ିଲା ମାଛ ପେଟି

ଫୁଲନଖରା,୨୬।୪(ଡି.ଏନ.ଏ.): କଟକ-ଭୁବନେଶ୍ୱର ୧୬ ନଂ ଜାତୀୟ ରାଜପଥ ପାହାଳ ନିକଟରେ ମଙ୍ଗଳବାର ଅପରାହ୍ନରେ ଏକ ମାଛ ବୋଝଇ ଟ୍ରକ ଓଲଟି ପଡିଥିଲା। ଟ୍ରକଟି ଆନ୍ଧ୍ର ପ୍ରଦେଶରୁ ମାଛ…

4 years ago

ଗଞ୍ଜାମରେ ନୂଆ ଆର୍‌ଟିଓ

ଛତ୍ରପୁର,୨୬।୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ ନୂତନ ଆର୍‌ଟିଓ ଭାବେ ମାନସ ସାହୁ କାର୍ଯ୍ୟରେ ଯୋଗଦେଇଛନ୍ତି। ପୂର୍ବରୁ ସେ ବରଗଡ଼ ଜିଲାରେ ଆର୍‌ଟିଓ ଭାବେ ଦାୟିତ୍ୱ ସମ୍ଭାଳିଥିଲେ। ଏବେ ଗଞ୍ଜାମରେ…

4 years ago

ଶୀତଳଷଷ୍ଠୀ ଯାତ୍ରା ଲାଗି ଧାର୍ଯ୍ୟ ହେଲା ଲଗ୍ନ

ବରପାଲି,୨୬।୪: ବରଗଡ଼ ଜିଲା ବରପାଲିରେ ଚଳିତ ବର୍ଷ ୧୪୫ତମ ଶୀତଳ ଷଷ୍ଠୀ ଯାତ୍ରା ମହୋତ୍ସବ ପାଳନ କରାଯିବ। ଏନେଇ ସ୍ଥାନୀୟ ନୃପରାଜ କ୍ଲବ ପରିସରରେ ଯାତ୍ରା କମିଟି…

4 years ago

୧୦ ଦଫା ଦାବିରେ ପାଚିକା ସହାୟିକା ସଂଘର ବିକ୍ଷୋଭ

ବଲାଙ୍ଗୀର ଅଫିସ,୨୬।୪: ନିଖିଳ ଓଡ଼ିଶା ଏମ୍‌ଡିଏମ୍‌ ପାଚିକା ସହାୟିକା ସଂଘ ବଲାଙ୍ଗୀର ଜିଲା କମିଟି ପକ୍ଷରୁ ମଙ୍ଗଳବାର ୧୦ ଦଫା ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ…

4 years ago