କୋର୍ଟରେ ହାଜର ପରେ ଜେଲ୍ ଗଲେ ରାଜା ଚକ୍ର
ବାଲେଶ୍ୱର,୧୪ା୩(ବାଞ୍ଛାନିଧି ଦେ): ଓଡ଼ିଶା ଖଣି ନିଗମ ସହ ସହବନ୍ଧିତ ଥିବା କେନ୍ଦୁଝର ଶୁଆକାଟିସ୍ଥିତ ଗାନ୍ଧମାର୍ଦ୍ଦନ ଲୋଡ଼ିଂ ଏଜେନ୍ସି ଆଣ୍ଡ୍ ଟ୍ରାନ୍ସପୋର୍ଟିଂ କୋ-ଅପରେଟିଭ ଲିଃ ରେ ବହୁ କୋଟି ଟଙ୍କାର ଦୁର୍ନୀତି ମାମଲାରେ ବିଜେଡି ନେତା ସୌମ୍ୟଶଙ୍କର ଚକ୍ର ଓରଫ ରାଜା ଚକ୍ରଙ୍କୁ…
ପୋଲିସ ଘରେ କଳାକନା ବୁଲାଇଲେ ଚୋର, ଲୁଟିନେଲେ ନଗଦ ଟଙ୍କା ସହ ଲକ୍ଷାଧିକ ଟଙ୍କାର ସୁନାଗହଣା
ପାରଳାଖେମୁଣ୍ଡି,୧୪ା୩(ଗିରିଧାରୀ ପରିଚ୍ଛା): ଲୋକଙ୍କ ଭିତରେ ଏବେ କୋକୁଆ ଭୟ। ସହରରେ ଚୋରି ଘଟଣାରେ ରୋକ୍ ଲଗାଇ ପାରୁନି ପୋଲିସ। ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା ପାଖାପାଖି ୨୦ରୁ ଊଦ୍ଧର୍ବ ଚୋରି ହୋଇଥିବା ବେଳେ ପୋଲିସ ତଦନ୍ତ ଜାରି ରଖିଛି। କିଛି ଚୋରି…
EOW ଅଫିସରେ ରାଜା ଚକ୍ର, କହିଲେ ନ୍ୟାୟପାଳିକା ଉପରେ…
ଭୁବନେଶ୍ୱର,୧୩ା୩: ୧୮୫ କୋଟି ଟଙ୍କାର ବଡ଼ ଘୋଟାଲାରେ ବିଜେଡି ନେତା ରାଜା ଚକ୍ର ଗିରଫ ହେବା ପରେ ଗୁରୁବାର ଇଓଡବ୍ଲ୍ୟୁରେ ହାଜର ହୋଇଛନ୍ତି। କୋର୍ଟ ଚାଲାଣ ପୂର୍ବରୁ ରାଜାଙ୍କୁ ଇଓଡବ୍ଲ୍ୟୁ କାର୍ଯ୍ୟାଳୟକୁ ଅଣାଯାଇଛି। ରାଜା କହିଛନ୍ତି, ନ୍ୟାୟପାଳିକା ଉପରେ ତାଙ୍କର ଭରସା…
ବେଆଇନ ବନ୍ଧୁକ କାରଖାନା ଠାବ, ୪ ଅଭିଯୁକ୍ତଙ୍କୁ ଉଠାଇ ନେଲା କୋଲକାତା ପୋଲିସ
କଟକ ସଦର,୧୩ା୩(ସୁଶାନ୍ତ କୁମାର ଜେନା): କଟକ କମିଶନରେଟ ପୋଲିସ ଅଧିନସ୍ଥ ୪୨ ମୌଜା ଥାନା ଅନ୍ତର୍ଗତ ଧୂଳିଶ୍ୱର୍ ଗ୍ରାମର ଏକ ବେଆଇନ ବନ୍ଧୁକ କାରଖାନା ଉପରେ ଗୁରୁବାର ଭୋର୍ରୁ କୋଲକାତା ଓ ଭୁବନେଶ୍ବର ଏସ୍ଟିଏଫ, ୪୨ ମୌଜା ଥାନା ପୋଲିସ ମିଳିତ…
ଶୋଇଥିବା ବେଳେ ଗାମୁଛା ଭିଡ଼ି ଦୁଇ ନାବାଳକ ଭାଇଙ୍କୁ ହତ୍ୟା: ଗିରଫ ହେଲେ ବାପା, ଜେଜେ ମା’
ନୟାଗଡ଼,୧୩ା୩(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଫତେଗଡ଼ ଥାନା ଧାନଚେଙ୍ଗେଡ଼ା ଗାଁରେ ୨ ନାବାଳକ ଭାଇଙ୍କୁ ହତ୍ୟା ଘଟଣାରେ ଅଟକ ଥିବା ବାପା ପ୍ରକାଶ ମହାନ୍ତି ଓ ଜେଜେମା ସଉରୀ ମହାନ୍ତିଙ୍କୁ ପୋଲିସ ଗିରଫ କରିଛି। ଏସ୍ପୀ ଏସ୍ ଶୁଶ୍ରୀଙ୍କ ସୂଚନାନୁସାରେ ବାପାଙ୍କ…
ରାଜା ଚକ୍ରଙ୍କ କଳା ସାମାଜ୍ୟର ଗୁମର ଖୋଲିଲେ କ୍ରାଇମବ୍ରାଞ୍ଚ ଡିଜି, ସହାୟତା ନାଁରେ ଗାଁ ଲୋକଙ୍କୁ ବଣ୍ଟା ହୋଇଛି…
ଭୁବନେଶ୍ୱର,୧୩ା୩: ଇତିମଧ୍ୟରେ ରାଜା ଚକ୍ର ଗିରଫ ହୋଇସାରିଛନ୍ତି। ଗିରଫ ସହ କଳା ସାମ୍ରାଜ୍ୟର ଗୁମର ଖୋଲଛନ୍ତି କ୍ରାଇମବ୍ରାଞ୍ଚ ଡିଜି। ପ୍ରେସ୍ମିଟ୍ରେ ଶହ ଶହ କୋଟିର ଦୁର୍ନୀତି ଚିଠା ଖୋଲିଛନ୍ତି କ୍ରାଇମବ୍ରାଞ୍ଚ ଡିଜି। ୨୦୧୭ରୁ ମାର୍ଚ୍ଚ ୨୦୨୪ ମଧ୍ୟରେ ୧୮୫ କୋଟି ଟଙ୍କା…
ରାଜା ଚକ୍ରଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ ଇଓଡବ୍ଲ୍ୟୁ
ଭୁବନେଶ୍ୱର,୧୩ା୩: ବିଜେଡି ନେତା ରାଜା ଚକ୍ରଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ଇଓଡବ୍ଲ୍ୟୁ। ଗନ୍ଧମାର୍ଦ୍ଦନ ଖଣି ଲୋଡିଂ ଏଜେନ୍ସି ଦୁର୍ନୀତି ମାମଲାରେ ରାଜା ଗିରଫ ହୋଇଥିବା ଗୁରୁବାର ପ୍ରେସମିଟ୍ରେ ସୂଚନା ଦେଇଛନ୍ତି କ୍ରାଇମବ୍ରାଞ୍ଚ ଡିଜି। ୧୮୫ କୋଟି ଟଙ୍କାର ବଡ଼ ଘୋଟାଲାରେ ରାଜା…
ବନ୍ଧୁକମୁନରେ ଲୁଟି ଗିରଫ ହେଲେ ୫ ଡକାୟତ
ତୁମୁଡ଼ିବନ୍ଧ,୧୨ା୩(ଦୀପକ କୁମାର ପରାସେଠ୍): କନ୍ଧମାଳ ଜିଲା ତୁମୁଡ଼ିବନ୍ଧ ଥାନା ଅଞ୍ଚଳରେ ଦୀର୍ଘ ଦୁଇ ମାସ ଧରି ଆତଙ୍କ ଖେଳାଇଥିବା କୁଖ୍ୟାତ ଡକାୟତ ଗ୍ୟାଙ୍ଗକୁ ଗିରଫ କରିଛି ତୁମୁଡ଼ିବନ୍ଧ ପୋଲିସ। ତୁମୁଡ଼ିବନ୍ଧ ଥାନା ଅଞ୍ଚଳରେ ଏହି ଡକାୟତ ଗ୍ୟାଙ୍ଗ ମାସ୍କ ପିନ୍ଧି ବନ୍ଧୁକମୁନରେ…
ସନ୍ଦେହରୁ ସ୍ବାମୀଙ୍କ ଜୀବନ ନେଲେ ସ୍ତ୍ରୀ, ସାମ୍ବାଦିକ ସମ୍ମିଳନୀରେ ପୂରା ଘଟଣା କହିଲେ ଏସ୍ପି
ପାରଳାଖେମୁଣ୍ଡି,୧୨ା୩: ଗଜପତି ଜିଲା ପାରଳାଖେମୁଣ୍ଡି ନଗରମ ପଲ୍ଲୀ ସାହିରେ ହୋଇଥିବା ହତ୍ୟା ଘଟଣାରେ ମୃତ ଜଗଦୀଶଙ୍କ ପରିବାର ଲୋକଙ୍କ ଅଭିଯୋଗ କ୍ରମେ ସ୍ତ୍ରୀ ହରିଙ୍କୁ ଗିରଫ କରି ପାରଳାଖେମୁଣ୍ଡି ପୋଲିସ ମଙ୍ଗଳବାର ସିନ୍ ରିକ୍ରିଏସନ କରିଥିଲା। ଆଜି ସମସ୍ତ ଦିଗକୁ ତଦନ୍ତ…
ବନ୍ଧୁକ ମୁନରେ ଦମ୍ପତିଙ୍କୁ ଲୁଟିଥିଲେ, ନାବାଳକଙ୍କ ସମେତ ୫ ଗିରଫ
ସଇଁତଳା,୧୦ା୩(ରାଖାଲ ପ୍ରସାଦ ଶତପଥୀ): ବଲାଙ୍ଗୀର ଜିଲା ସଇଁତଳା ଥାନା ଅନ୍ତର୍ଗତ ଘୁନସର ଗାଁ ହାଇସ୍କୁଲ ଛକ ନିକଟରେ ଗତ ୮ ତାରିଖ ବିଳମ୍ବିତ ରାତିରୁ ଚାରିଚକିଆ ଗାଡ଼ି ଯୋଗେ ବଲାଙ୍ଗୀରରୁ ନିଜ ଗାଁ ଡୁମେରମୁଣ୍ଡାକୁ ଫେରୁଥିବା ବେଳେ ଘୁନସର କଲେଜ ଛକ…
ଦୁଇ ନାବାଳକ ଭାଇଙ୍କ ମୃତଦେହ ଜବତ, ହତ୍ୟା ସନ୍ଦେହ
ନୟାଗଡ଼,୧୦ା୩(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଫତେଗଡ଼ ଥାନା ଧାନଚେଙ୍ଗଡ଼ା ଶିବମନ୍ଦିର ନିକଟସ୍ଥ ଏକ ବନ୍ଦ ଘରୁ ଦୁଇ ନାବାଳକ ଭାଇଙ୍କ ମୃତଦେହ ଜବତ ହୋଇଛି। ଫତେଗଡ଼ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି। ଏହା ହତ୍ୟା ନା ଆତ୍ମହତ୍ୟା…
ବାହାନାରେ ଆସି କେନାଲକୁ ଠେଲିଦେଲେ; ପରେ କଲେ ଗଣବଳାତ୍କାର…ସାମ୍ନାକୁ ଆସିଲା କର୍ନାଟକ ଲଜ୍ଜାର ଲୋମଟାଙ୍କୁରା କାହାଣୀ…
କୋପ୍ପାଲ,୮।୩ : କର୍ନାଟକର ହାମ୍ପି ନିକଟରେ ଜଣେ ୨୭ ବର୍ଷୀୟା ଇସ୍ରାଏଲୀ ମହିଳା ପର୍ଯ୍ୟଟକଙ୍କ ସମେତ ୨ ମହିଳାଙ୍କୁ ଦୁର୍ବୃତ୍ତମାନେ ଗଣବଳାତ୍କାର କରିବା ସହ ସେମାନଙ୍କ ସାଙ୍ଗରେ ଥିବା ୩ ପୁରୁଷ ପର୍ଯ୍ୟଟକଙ୍କୁ ମାଡ଼ମାରି ନିକଟସ୍ଥ କେନାଲକୁ ଫିଙ୍ଗିଦେଇଥିଲେ। ସେମାନଙ୍କ ମଧ୍ୟରୁ…
Archives


